ଜାତୀୟ

ଆରଜି କର ମେଡିକାଲ ex ପ୍ରିନ୍ସପାଲଙ୍କ ଭୟାନକ କାଣ୍ଡ, ବାଂଲାଦେଶକୁ ବିକୁଥିଲେ ମୃତଦେହ

ନୂଆଦିଲ୍ଲୀ,୨୧।୮: ଆରଜି କର ମେଡିକାଲ କଲେଜ ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ସାରା ଦେଶର ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଏହାରି ଭିତରେ ବଡ଼ ପର୍ଦ୍ଦାଫାଶ ହୋଇଛି। ଆରଜି ହସ୍ପିଟାଲର ପୂର୍ବ…

ବଡ଼ ବାଜି ଖେଳିବେ ଅଜିତ ପାୱାର, ଏହି ନେତାଙ୍କୁ ପଠାଇବେ ରାଜ୍ୟ ସଭା

ମୁମ୍ବାଇ,୨୧।୮: ମହାରାଷ୍ଟ୍ରର ରାଜ୍ୟ ସଭାର ଦୁଇଟି ଖାଲି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ନାମାଙ୍କନ ପତ୍ରର ଶେଷ ତାରିଖ ବୁଧବାର ରହିଛି। ମହାରାଷ୍ଟ୍ରରେ ରାଜ୍ୟ ସଭାର ଗୋଟିଏ ଆସନରେ ଭାଜପା ଏବଂ ଅଜିତ ପାୱାର ଦଳର ଏନସିପି ଗୋଟିଏରେ ପ୍ରତିଦ୍ୱନ୍ଦ୍ୱିତା…

ଝାଡ଼ଖଣ୍ଡରେ ବିମାନ ନିଖୋଜ, ପାଇଲଟ୍‌ଙ୍କ ସହ ଥିଲେ…

ରାଞ୍ଚି, ୨୧।୦୮: ଝାଡ଼ଖଣ୍ଡରେ ମଙ୍ଗଳବାର ନିିଖୋଜ ହୋଇଯାଇଥିବା ଏକ ବିମାନର ପତ୍ତା ମିଳିପାରିନାହିଁ । ସରାୟକେଲା-ଖରସାୱାଁ ଜିଲାର ଏକ ବିମାନ ଉଡ଼ାଣ କେନ୍ଦ୍ରରୁ ଉଡ଼ାଣ ଭରିବା ପରେ ବିମାନଟି ନିଖୋଜ ହୋଇଯାଇଥିଲା । ଏହାକୁ ଖୋଜିବାକୁ ଟିମ୍‌ ନିୟୋଜିତ ଅଛନ୍ତି ।…

ବଳାତ୍କାର କେସ୍‌ରେ ଆସିଲା ବଡ଼ ଅପଡେଟ୍‌, ସଞ୍ଜୟ ରୟ ଏକା ନୁହନ୍ତି, ତାଙ୍କ ସହ ଏମାନେ… ଜାଣନ୍ତୁ କ’ଣ କହିଲେ ଅଭିଯୁକ୍ତଙ୍କ ଶାଶୁ

କୋଲକାତା,୨୧।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଘଟଣାର ଅପରାଧୀଙ୍କୁ ଶୀଘ୍ର ଧରିବାକୁ ଦାବି ହେଉଛି। ଏହି ମାମଲାକୁ ନେଇ…

କଂଗ୍ରେସ ସରକାର ଗଢିଲେ ୬ମାସରେ ଭାଙ୍ଗିଦେବୁ, ହରିୟାଣା ଅର୍ଥମନ୍ତ୍ରୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୮: ବିଧାନସଭା ନିର୍ବାଚନ ପାଇଁ ହରିୟାଣାରେ ରାଜନୈତିକ ପାଗ ଅନୁକୂଳ ହୋଇଛି। ଏବେ ସବୁ ଦଳର ନେତାମାନେ ରାଜ୍ୟରେ ଆଡ୍ଡା ଜମାଇଛନ୍ତି। ଏଥିପାଇଁ ହରିୟାଣା ଅର୍ଥମନ୍ତ୍ରୀ ଜେପି ଦଲା ନିକଟରେ ଏକ ରାଲି କରିଛନ୍ତି। ଯେଉଁଠାରେ ସେ ଏମିତି ବୟାନ ଦେଇଛନ୍ତି…

କୋଲକାତା ବଳାତ୍କାର ମାମଲା: ମମତା ସରକାର ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଧିକାରୀଙ୍କୁ କଲେ ନିଲମ୍ବନ

କୋଲକାତା,୨୧।୮: କୋଲକାତା ପୋଲିସ କାର୍ଯ୍ୟରେ ଅବହେଳା ଅଭିଯୋଗରେ ତିନିଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଅଗଷ୍ଟ ୧୪ ତାରିଖ ରାତିରେ ବିଦ୍ରୋହୀମାନେ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭଙ୍ଗାରୁଜା କରିଥିଲେ।…

କୋଲକାତାରେ ପୁଣି ଏକ ଛାତିଥରା ଘଟଣା! ମିଳିଲା ମହିଳାଙ୍କ ରକ୍ତଭିଜା ମୃତଦେହ, ଶରୀରରେ ହୋଇଛି…

କୋଲକାତା,୨୧।୮: ପଶ୍ଚିମବଙ୍ଗର କୋଲକାତାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଆଉଜଣେ ମହିଳାଙ୍କ ମୃତଦେହ ମିଳିଛି। ମହିଳାଙ୍କ ଶରୀର ରକ୍ତରେ ଭିଜି ଯାଇଛି। ମହିଳାଜଣକ କିଏ, ସେ…

ଭାରତ ବନ୍ଦର ପ୍ରଭାବ, ଏହିସବୁ ଜିଲାରେ ସ୍କୁଲ ଛୁଟି

ଜୟପୁର, ୨୧।୦୮: ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ ପୁଣି କ୍ୟାଟେଗୋରୀ କରିବାକୁ ବିରୋଧ କରି ସାରାଦେଶରେ ବନ୍ଦ ପାଳନ ଜାରି ରହିଛି । ରାଜସ୍ଥାନର ଅନେକ ଜିଲ୍ଲାର ଜିଲ୍ଲା ପ୍ରଶାସନ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ…

ନିଜ ପାଇଁ ବଡ ଭବିଷ୍ୟବାଣୀ କଲେ ପ୍ରଶାନ୍ତ କିଶୋର!

ପାଟନା,୨୧।୮: ଜନ ସୁରଜର ସୂତ୍ରଧର ତଥା ନିର୍ବାଚନ ରଣନୀତିଜ୍ଞ ଭାବରେ ଜଣାଶୁଣା ପ୍ରଶାନ୍ତ କିଶୋର ପ୍ରଥମ ଥର ପାଇଁ ନିଜ ପାଇଁ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ ଅତ୍ୟନ୍ତ ଉତ୍ସାହର ସହିତ ୨୦୨୫ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି କିନ୍ତୁ…

ସେମିନାର ହଲ୍‌ରେ ଶୋଇବାର ରହସ୍ୟ, ସିବିଆଇ ଦେଲା ତାଜୁବ କରିଦେବା ଭଳି କାରଣ…

କୋଲକାତା,୨୧।୮: କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି। ମହିଳା ଡାକ୍ତରଜଣକ ରାତି ଡ୍ୟୁଟି ସମୟରେ ସେମିନାର ହଲରେ କାହିଁକି ଶୋଇଥିଲେ ଏନେଇ ରହସ୍ୟ ଉପରୁ…

କିଏ ସେହି ମନନ ମିଶ୍ରା? ଯାହାଙ୍କୁ ରାଜ୍ୟ ସଭା ଟିକେଟ ଦେଇ ବଡ଼ ବାଜି ଖେଳିଲା ଭାଜପା, ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୮: ରାଜ୍ୟସଭା ଉପ-ନିର୍ବାଚନରେ ମନନ କୁମାର ମିଶ୍ରାଙ୍କୁ ଟିକେଟ୍‌ ଦେଇ ଭାଜପା ଏକ ବଡ଼ ବାଜି ଖେଳିଛି। ମନନ କୁମାର ମିଶ୍ରା ଦେଶର ଜଣେ ଜଣାଶୁଣା ଚେହେରା। ଟାଲେଣ୍ଟ ଦୃଷ୍ଟିରୁ ସେ ଅନେକ ନେତାଙ୍କୁ ପଛରେ ଛାଡିଦେବେ। ନ୍ୟାୟପାଳିକା କ୍ଷେତ୍ରରେ ତାଙ୍କର…

ଭାରତ ବନ୍ଦରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ, ଅଟକିଲା ଏକ୍ସପ୍ରେସ୍‌

ନୂଆଦିଲ୍ଲୀ, ୨୧।୦୮: ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟାର ଲାଗୁ କରିବା ନେଇ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଦଳିତ ଏବଂ ଆଦିବାସୀ ସଂଗଠନ ଭାରତ ବନ୍ଦ ପାଳନ କରୁଛି । ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ଆଜି ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?