ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନର ଏହି ମହିଳା, ଜାଣନ୍ତୁ ସେ କିଏ
ନୂଆଦିଲ୍ଲୀ,୧୭।୮: ଖୁବ କମ ଲୋକ ଜାଣନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ପାକିସ୍ତାନୀ ମୂଳ ଭଉଣୀ ଅଛନ୍ତି। ପାକିସ୍ତାନର ଏହି ଭଉଣୀ ଆଜିକୁ ବର୍ଷ ବର୍ଷ ଧରି ମୋଦିଙ୍କ ହାତରେ ରାଖି ବାନ୍ଧୁଛନ୍ତି। ମୋଦିଙ୍କର ଏହି ପାକିସ୍ତାନୀ ଭଉଣୀ ତାଙ୍କୁ…
କୋଲକାତା ବଳାତ୍କାର-ହତ୍ୟା ମାମଲା: ଗାଙ୍ଗୁଲି ଏମିତି କ’ଣ କହିଦେଲେ! ସାରା ଦେଶରେ ଚହଳ
ନୂଆଦିଲ୍ଲୀ,୧୭।୮: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ କମ୍ପନ ସୃଷ୍ଟି ହୋଇଛି। ଏହା ବିରୋଧରେ ପୂରା ଦେଶରେ ବିକ୍ଷୋଭ ହେଉଛି। କୋଲକାତା ହାଇକୋର୍ଟଙ୍କ…
ନିର୍ବାଚନ ଘୋଷଣା ହେଉ ହେଉ ଭାଜପାକୁ ବଡ଼ ଝଟ୍କା, ମେଣ୍ଟ ସରକାରରେ ହାତ ଛାଡିଲେ ୪ ବିଧାୟକ
ଚଣ୍ଡିଗଡ, ୧୭।୮: ଅକ୍ଟୋବର ପହିଲାରେ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଗୋଟିଏ ପର୍ଯ୍ୟାୟରେ ୯୦ ଆସନରେ ମତଦାନ ହେବାକୁ ଯାଉଛି । ସେହିପରି ଅକ୍ଟୋବର ୪ରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ଇଲେକ୍ସନ କମିଶନ ଅଫ ଇଣ୍ଡିଆ…
ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଲେ ଚମ୍ପାଇ ସୋରେନ, କହିଲେ ଯେଉଁଠାରେ ଥିଲୁ…
ରାଞ୍ଚି,୧୭।୮: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ଚମ୍ପାଇ ସୋରେନ ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଚର୍ଚ୍ଚା ଭିତରେ ସେ ମୁହଁ ଖୋଲିଛନ୍ତି। ଭାରତୀୟ ଜନତା ପାର୍ଟିରେ ଯୋଗଦେବା…
ନିର୍ବାଚନରେ ହାରିବା ପରେ ବି ଏହି ଭାଜପା ନେତାଙ୍କୁ ରାଜ୍ୟ ସଭା ପଠାଇବାକୁ ପ୍ରସ୍ତୁତି, ବଡ଼ ଗେମ୍ ଖେଳିବ…
ନୂଆଦିଲ୍ଲୀ,୧୭।୮: କିଛିଦିନ ପରେ ରାଜ୍ୟ ସଭା ପାଇଁ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନ ହେବାକୁ ଥିବାବେଳେ ଭାରତୀୟ ଜନତା ପାର୍ଟି ଏମିତି ଜଣଙ୍କୁ ରାଜ୍ୟ ସଭା ପଠାଇବାକୁ ଯାଉଛି ଯିଏକି ଲୋକ ସଭାରେ ବଡ଼ ପରାଜୟର ସମ୍ମୁଖୀନ ହୋଛନ୍ତି। ଭାଜପା…
ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲା: ମମତାଙ୍କୁ ସିଧା ଟାର୍ଗେଟ କଲେ ଡାକ୍ତରଙ୍କ ମାଆ, କହିଲେ ମମତା ଫେଲ୍
କୋଲକାତା,୧୭।୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଅବସ୍ଥିତ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାକୁ ନେଇ ସାରା ଦେଶବାସୀଙ୍କ କମ୍ପନ ସୃଷ୍ଟି ହୋଇଛି।…
ମମତା ବନାର୍ଜୀଙ୍କୁ ଦେଖି କିମ୍ ଜୋଙ୍ଗ୍ ବି ଆଶ୍ଚର୍ଯ୍ୟ ହୋଇଯିବେ, ଏମିତି କାହିଁକି କହିଲା ଭାଜପା ?
ନୂଆଦିଲ୍ଲୀ, ୧୭।୦୮: କୋଲକାତାର ଆର୍ଜି ମେଡିକାଲ୍ କଲେଜ୍ରେ ହୋଇଥିବା ଲୋମହର୍ଷଣକାରୀ ଘଟଣା ପରେ ସାରାଦେଶରେ ଡାକ୍ତରମାନେ ଷ୍ଟ୍ରାଇକ୍ କରିଛନ୍ତି। ମହିଳା ଡାକ୍ତରଙ୍କୁ ଅତି ଅମାନୁଷିକ ଭାବେ ବଳାତ୍କାର ଏବଂ ହତ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି ସତ୍ତାରୂଢ଼ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍…
ଧର୍ମଘଟ ବନ୍ଦ କରିବାକୁ ଡାକ୍ତରମାନଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅପିଲ୍: ସୁରକ୍ଷା ଆଇନ ପାଇଁ ଗଠନ କରାଯିବ କମିଟି
ନୂଆଦିଲ୍ଲୀ,୧୭।୮: ଫେଡେରେସନ ଅଫ ରେସିଡେଣ୍ଟ ଡାକ୍ତର ଆସୋସିଏସନ, ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଏବଂ ଦିଲ୍ଲୀର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ରେସିଡେଣ୍ଟ ଡାକ୍ତର ଆସୋସିଏସନ ପ୍ରତିନିଧୀମାନେ ନୂଆଦିଲ୍ଲୀରେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ରେସିଡେଣ୍ଟାଲ ଡାକ୍ତରଙ୍କ…
ଭାରତରେ କରୋନା ପରି ବ୍ୟାପିବ କି ମଙ୍କିପକ୍ସ? କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୧୭।୮: କେନ୍ଦ୍ରୀୟ ଏବଂ ପୂର୍ବ ଆଫ୍ରିକାରେ ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମାମଲାଗୁଡ଼ିକର ବୃଦ୍ଧିକୁ ଦୃଷ୍ଟିରେ ରଖି ଡବ୍ଲୁଏଚ୍ଓ ଏହି ସଂକ୍ରାମକ ରୋଗକୁ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏହି ରୋଗର ବିପଦ ଆଶଙ୍କା ଏବେ ଭାରତର…
ଦିନ ଦ଼୍ବିପହରରେ ଇଞ୍ଜିନିୟରଙ୍କୁ ହତ୍ୟା, ପାଟିରେ ଟେପ୍ମାରି ପିଟିପିଟି ମାରିଦେଲେ
ସୁଲତାନପୁର, ୧୭।୦୮: ଉତ୍ତର ପ୍ରଦେଶର ସୁଲତାନପୁରରେ ଜଳ ନିଗମର ଜଣେ ଇଞ୍ଜିନୟରଙ୍କୁ ଦିନ ଦ଼୍ବିପ୍ରହରରେ ହତ୍ୟା କରାଯାଇଛି । ଘରେ ପଶି ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି । କୋଟୱାଲି ନାଗରର ଭିନୋଭାପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ଇଞ୍ଜିନିୟରଙ୍କ ଡ୍ରାଇଭର…
ଏହି ଦିନ ମହିଳାଙ୍କ ଆକାଉଣ୍ଟ୍କୁ ପ୍ରତି ମାସରେ ଆସିବ ଏତିକି ଟଙ୍କା, ୫ ବର୍ଷ ପର୍ଯ୍ୟନ୍ତ ରହିବ ନାହିଁ ଟଙ୍କା ଟେନ୍ସନ, ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ
ମୁମ୍ବାଇ,୧୭ା୮: ମହାରାଷ୍ଟ୍ର ସରକାର ରାଜ୍ୟର କୋଟି କୋଟି ମହିଳାଙ୍କୁ ଏକ ଅନନ୍ୟ ଉପହାର ଦେବାକୁ ଯାଉଛନ୍ତି। ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ସେମାନଙ୍କ ଆକାଉଣ୍ଟରେ ପ୍ରତି ମାସରେ ୧୫୦୦ ଟଙ୍କା ଜମା କରିବାକୁ ଯୋଜନା ଘୋଷଣା…
ଇଶାରାରେ ଏମିତି କହିଦେଲେ ବସୁନ୍ଧରା ରାଜେ: ଭାଜପାରେ ହଲଚଲ
ଜୟପୁର,୧୭।୮:ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଶୁକ୍ରବାର ପୁଣି ଥରେ ଇଶାରାରେ ଏକ ବଡ଼ କଥା କହିଛନ୍ତି। ରାଜେ ଦୁଇଟି ଧାଡିରେ ନିଜର ମତ ପ୍ରକାଶ କରିଥିଲେ। ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଯନ୍ତ୍ରଣା କିମ୍ବା କାହାକୁ ଦିଆଯାଇଥିବା ପରାମର୍ଶ ଭାବରେ ବିବେଚନା କରାଯାଇପାରେ।…

