ଜାତୀୟ

ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ, ପଶ୍ଚିମବଙ୍ଗରେ ଜାରି ରହିବ

ନୂଆଦିଲ୍ଲୀ,୨୨ା୮:କୋଲକାତା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପ୍ରତିବାଦରେ ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଏମ୍ସ) ଡାକ୍ତରମାନେ ୧୧ ଦିନ ଧରି ଆନ୍ଦୋଳନ ଚଳାଇଥିଲେ। ଗୁରୁବାର ସୁପ୍ରିମକୋର୍ଟଙ୍କ ପରାମର୍ଶକ୍ରମେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛନ୍ତି। ଆମେ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମମତା, କହିଲେ ବଳାତ୍କାରୀଙ୍କୁ କଠୋର ଦଣ୍ଡ ସହ…

କୋଲକାତା,୨୩ା୮: କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ଅବଧି ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କୁ ଅବହେଳା ପାଇଁ କଠୋର ତାଗିଦ କରାଯାଇଥିଲା। ଏହା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ୟୁପିରେ ପରାଜୟ ନା ଅନ୍ୟ କିଛି? ହ୍ରାସ ପାଇଲା ଯୋଗୀଙ୍କ ଲୋକପ୍ରିୟତା, ଜାଣନ୍ତୁ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କିଏ?

ନୂଆଦିଲ୍ଲୀ,୨୩।୮: ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକ ସହିତ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ସର୍ଭେ ମଧ୍ୟ ଜାରି କରାଯାଇଛି। ଏହି ସର୍ଭେରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକା ଉଲ୍ଲେଖ କରାଯାଇଥିବାବେଳେ ଗତ ଏକ ବର୍ଷ ମଧ୍ୟରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ଉତ୍ଥାନ-ପତନକୁ ମଧ୍ୟ…

କୋଲକାତା ବଳାତ୍କାର ମାମଲାରେ ନୂଆ ଟ୍ବିଷ୍ଟ, ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବୟାନ ଉପରେ ସିବିଆଇର ସନ୍ଦେହ, ଖୋଲିବ ନୂଆ ରାଜ୍‌

ନୂଆଦିଲ୍ଲୀ,୨୩।୮: କୋଲକାତାରେ ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲା ସମ୍ପର୍କରେ ସିବିଆଇ ତଦନ୍ତ ଚଳାଇଛି। ସିବିଆଇ ଗୁରୁବାର ଆର୍‌.ଜି କର କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିଆଲଦହ କୋର୍ଟରେ ହାଜର କରାଇଥିଲା। ଯାହା ପରେ କୋର୍ଟ ସନ୍ଦୀପ ଘୋଷଙ୍କ ପଲିଗ୍ରାଫି…

ଭାଜପାରେ ନରେନ୍ଦ୍ର ମୋଦିଙ୍କ ପରେ କିଏ ହେବେ ପ୍ରଧାନମନ୍ତ୍ରୀ, ଚର୍ଚ୍ଚାରେ ଏହି ନାଁ, ସବୁଠୁ ଆଗରେ ଅଛନ୍ତି…

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେଉଛି ତୃତୀୟ କାର୍ଯ୍ୟକାଳ। ୭୩ବର୍ଷ ବୟସରେ ସେ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ୨୦୨୯ ଲୋକ ସଭା ନିର୍ବାଚନବେଳକୁ ତାଙ୍କୁ ୭୮ ବର୍ଷ ହେବ।…

ଜାତୀୟ ମହାକାଶ ଦିବସ

ଚନ୍ଦ୍ରପୃଷ୍ଠରେ ଏକ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଗତବର୍ଷଠାରୁ ବିଶ୍ୱର ଚତୁର୍ଥ ଦେଶ ଭାବେ ପରିଗଣିତ ହୋଇଛି। ଭାରତୀୟ ସ୍ପେସ୍‌ ଏଜେନ୍ସି (ISRO) ଗତବର୍ଷ ୨୩ ଅଗଷ୍ଟ ୨୦୨୩ରେ ଏହି ରେକର୍ଡ ସୃଷ୍ଟି କରିଥିଲା। ଯେତେବେଳେ ଚନ୍ଦ୍ରାୟନ-୩ ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ…

ମୁମ୍ବାଇରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ମୁମ୍ବାଇ,୨୨ା୮: ମୁମ୍ବାଇରେ ଜଣେ ୧୩ ବର୍ଷୀୟା ବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଘଟଣାରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗୋରେଗାଁଓରୁ ଗିରଫ କରାଯାଇଛି। ସୋସିଆଲ ମିଡିଆ ଜରିଆରେ ସେମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହେବା ପରେ ପରସ୍ପରକୁ ଭେଟିଥିଲେ ବୋଲି ପୋଲିସ…

ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ ଜନଗଣନା

ନୂଆଦିଲ୍ଲୀ,୨୨ା୮: ଭାରତର ବହୁ ବିଳମ୍ବିତ ଜନଗଣନା ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ। ସରକାରୀ ସୂତ୍ରକୁ ଉଦ୍ଧାର କରି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଏହା ପ୍ରକାଶ କରିଛି। ଜନଗଣନା ପ୍ରତି ୧୦ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ୨୦୨୧ରେ ଶେଷ ହେବାକୁ ଥିବା…

ଆଜି ନିର୍ବାଚନ ହେଲେ ବଢ଼ିଯିବ କଂଗ୍ରେସ ଆସନ; ଜାଣନ୍ତୁ କେଉଁଠି ପହଞ୍ଚିଲା ଭାଜପା

ନୂଆଦିଲ୍ଲୀ,୨୨ା୮: ଦେଶରେ ସାଧାରଣ ନିର୍ବାଚନ ସରିବାର ଦୁଇ ମାସ ପରେ ଜାତୀୟ ଗଣମାଧ୍ୟମ ସଂସ୍ଥା ଆଜ୍ ତକ୍ ପକ୍ଷରୁ କରାଯାଇଥିବା ‘ମୁଡ ଅଫ ଦି ନେଶନ’ ସର୍ଭ ଅନୁଯାୟୀ କେଉଁ ଦଳ କେତେ ଭୋଟ ପାଇବ ସେ ନେଇ ନୂଆ ତଥ୍ୟ…

ଏବେ ମିଳିବନି ମହଙ୍ଗା ମାଡ଼ରୁ ଆଶ୍ବସ୍ତି; ଚେତାବନୀ ଦେଲା ଆରବିଆଇ

ନୂଆଦିଲ୍ଲୀ,୨୨ା୮: ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ଅର୍ଥନୈତିକ ସମୀକ୍ଷାରେ କହିଛି ଯେ ଦରଦାମ୍ ହ୍ରାସ ପାଉଛି। କିନ୍ତୁ ଆଗାମୀ ଦିନରେ ଖାଦ୍ୟ ସାମଗ୍ରୀ ଦରଦାମ୍ ହ୍ରାସ ପାଇବାର କୌଣସି ସମ୍ଭାବନା ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି। ଘରୋଇ ବଜାରରେ…

ବଳାତ୍କାର ବିରୋଧୀ ଆଇନ୍ କଠୋର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମମତାଙ୍କ ଚିଠି

କୋଲକାତା,୨୨ା୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବଳାତ୍କାର ମାମଲାରେ କଠୋର ଆଇନ କରିବାକୁ ଅପିଲ କରିଛନ୍ତି। କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଟ୍ରେନିଂ ଡାକ୍ତରଙ୍କ ଭୟଙ୍କର ବଳାତ୍କାର ଓ ହତ୍ୟାକୁ ନେଇ ଜନସାଧାରଣଙ୍କ…

ଜମ୍ମୁ-କଶ୍ମୀର ନିର୍ବାଚନ ପୂର୍ବରୁ ରାହୁଲ ରଖିଲେ ଏହି ସର୍ତ୍ତ, କହିଲେ ମେଣ୍ଟ ଗଠନ କରିବୁ ମାତ୍ର…

ନୂଆଦିଲ୍ଲୀ,୨୨ା୮: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ମିଳିତ ମେଣ୍ଟ ତଥା ଜାତୀୟ ସମ୍ମିଳନୀକୁ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗରରେ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ରାହୁଲ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?