ଜାତୀୟ

ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍‌କା: ଏକୁଟିଆ ନିର୍ବାଚନ ଲଢିବ କଂଗ୍ରେସ

ଚଣ୍ଡିଗଡ,୨୪।୮: ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ଏକ ବଡ଼ ଘୋଷଣା କରିଛନ୍ତି। ଶୁକ୍ରବାର ଆମ ଆଦମୀ ପାର୍ଟି (ଏଏପି) ସହ ମିଳିତ ହେବାର ସମସ୍ତ ଦାବିକୁ…

ସିବିଆଇ ହାତରେ ଲାଗିଲା ବଡ଼ ପ୍ରମାଣ, ଏବେ ସାମ୍ନାକୁ ଆସିବ କୋଲକାତା ବଳାତ୍କାର-ହତ୍ୟାକାଣ୍ଡର ସତ!

କୋଲକାତା,୨୪।୮: କୋଲକାତା ଆର୍‌ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲାରେ ସିବିଆଇ ନିଜର ଷ୍ଟାଟସ୍‌ ରିପୋର୍ଟ କୋର୍ଟରେ ଉପସ୍ଥାପନ କରିସାରିଛି। ହେଲେ ଏହି ଷ୍ଟାଟସ୍‌ ରିପୋର୍ଟରେ କ’ଣ ଅଛି, ତାହା କେହି ଜାଣିନାହାନ୍ତି। ଏଥିସହ କୋର୍ଟରେ ଶୁଣାଣି…

ହାତରେ କଳାପଟି ବାନ୍ଧି ଧାରଣାରେ ବସିଲେ ଶରଦ ପାଓ୍ବାର: ଜାଣନ୍ତୁ କାହିଁକି

ପୁଣେ,୨୪।୮: ମହାରାଷ୍ଟ୍ରରେ ବାଦଲପୁର ସ୍କୁଲରେ ବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ଶରଦ ପାୱାର, କଂଗ୍ରେସ ଏବଂ ଶିବସେନା (ୟୁବିଟି) ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ମହା ବିକାଶ ଅଗାଡି ଆଜି ଏ ସମ୍ପର୍କରେ ମହାରାଷ୍ଟ୍ର ବନ୍ଦ…

ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଶଂସା ଶୁଣି ରାଗିଗଲେ ସ୍ବାମୀ, ମୁହଁରେ ଢାଳିଦେଲେ…

ଲକ୍ଷ୍ନୌ,୨୪।୮: ଉତ୍ତରପ୍ରଦେଶରେ ଛାଡପତ୍ରର ଏକ ନିଆରା ମାମଲା ସାମ୍ନାକୁ ଆସିଛି, ଯଦିଓ ମୁସଲମାନ ମହିଳାମାନଙ୍କ ପାଇଁ ଟ୍ରିପଲ ତଲାକର ନିୟମ ପ୍ରଣୟନ କରାଯାଇଛି, ତଥାପି ମହିଳାମାନେ ତିନ ତଲାକର ଶିକାର ହେଉଛନ୍ତି। ବାହରାଇଚ ଜିଲାରୁ ଏଭଳି ସଦ୍ୟତମ ମାମଲା ସାମ୍ନାକୁ ଆସିଛି।…

କୋଲକାତା ବଳାତ୍କାର ମାମଲା: ଆଜି ୬ ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ୍‌

କୋଲକାତା,୨୪ା୮: ଶନିବାର ସିବିଆଇ ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିବ। ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦୀପ ଘୋଷଙ୍କୁ ପ୍ରାୟ ୧୦୦ ଘଣ୍ଟା ଧରି ପଚରାଉଚରା କରାଯାଇଛି। ସନ୍ଦୀପଙ୍କ ପଲିଗ୍ରାଫ ଟେଷ୍ଟ୍‌ ମଧ୍ୟ କରାଯିବ।…

ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ ଅଭିଯୁକ୍ତ ସଞ୍ଜୟ, କହିଲେ ମୋର..

କୋଲକାତା,୨୪ା୮: ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଶୁକ୍ରବାର ସିଆଲ୍‌ଦା କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଯେତେବେଳେ ମାଜିଷ୍ଟ୍ରେଟ୍‌ ତାଙ୍କୁ ପଚାରିଥିଲେ ଯେ, ସେ କାହିଁକି ପଲିଗ୍ରାଫ ଟେଷ୍ଟ୍‌ ପାଇଁ…

କିଏ ରହିବେ ଅଭିଯୁକ୍ତଙ୍କ ପକ୍ଷର ଓକିଲ? କୋଲାକାତା ମାମଲାକୁ ନେଇ ବଢୁଛି ପ୍ରଶ୍ନ

କୋଲକାତା,୨୪।୮: କୋଲକାତାର ଆର.ଜି କର ହସ୍ପିଟାଲର ସେମିନାର ହଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ନିର୍ମମ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସରକାରୀ ଓକିଲ ପ୍ରଦାନ କରାଯାଇଛି। ଏହାପୂର୍ବରୁ କୋର୍ଟ ‘ପଶୁ ପ୍ରବୃତ୍ତି’ ଥିବା ସଞ୍ଜୟ…

ଭାରତ ଧୈର୍ଯ୍ୟର ପରୀକ୍ଷା ନେଉଛି ବାଂଲାଦେଶ!

ନୂଆଦିଲ୍ଲୀ,୨୪।୮: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ବିରୁଦ୍ଧରେ ବିଗୁଲ ବାଜିବା ଦିନଠାରୁ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନାର ପରିସ୍ଥିତି ସ୍ପଷ୍ଟବାରି ହୋଇପଡୁଛି। ବର୍ତ୍ତମାନ ବର୍ଡର ଗାର୍ଡସ୍‌ ବାଂଲାଦେଶ (ବିଜିବି) ଭାରତ-ବାଂଲାଦେଶ ସୀମା ନିକଟରେ ପୂର୍ବରୁ ଚାଲିଥିବା କ୍ୟାଟେଲ ଫେସିଂ କାମ ବନ୍ଦ କରିଦେଇଛି।…

ସାମ୍ନାକୁ ଆସିଲା ଆର୍‌.ଜି କର ହସ୍ପିଟାଲର ସେହି କାଳ ରାତିର ସିସିଟିଭି ଫୁଟେଜ୍‌, ଭୋର୍‌ ୪ଟା ସମୟରେ ସଞ୍ଜୟ…

ନୂଆଦିଲ୍ଲୀ,୨୪।୮: କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ଏହି ସମୟରେ ଅଗଷ୍ଟ ୯ ତାରିଖ ରାତିରୁ ସିସିଟିଭି ଫୁଟେଜ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଅଭିଯୁକ୍ତ ସଞ୍ଜୟ ରୟ…

ପାକିସ୍ତାନକୁ ଭୁଲ୍‌ରେ ପଶିଗଲା ଭାରତୀୟ ସେନା ଡ୍ରୋନ୍‌

ନୂଆଦିଲ୍ଲୀ,୨୪ା୮: ଭାରତୀୟ ସେନାର ଏକ ପର୍ଯ୍ୟବେକ୍ଷଣ ଡ୍ରୋନ୍‌ ଭୁଲ୍‌ ବଶତଃ ଜମ୍ମୁ-କଶ୍ମୀରର ରାଜେରୀ ସେକ୍ଟରରୁ ଏଲ୍‌ଓସି ଅତିକ୍ରମ କରି ପାକିସ୍ତାନକୁ ପଶିଯାଇଥିଲା। ଅଗଷ୍ଟ ୨୩ ସକାଳ ୯ଟା ୩୦ରେ ଏହି ଘଟଣା ଘଟିଛି। ତେବେ ପାକିସ୍ତାନ ସେନା ଏହି ଡ୍ରୋନ୍‌ଟିକୁ ପାଇଥିବା…

ପୋଖରୀକୁ ଡେଇଁ ପଡ଼ିଲେ ବଳାତ୍କାର ଅଭିଯୁକ୍ତ: ଜଳକା ପାଲଟିଲା କ୍ରାଇମବ୍ରାଞ୍ଚ ଟିମ୍‌, ଆଉ ତା’ପରେ

ଗୁଆହାଟୀ,୨୪।୮: ଆସାମର ନାଗାଓଁ ଜିଲାର ଜଣେ ୧୪ ବର୍ଷର ବାଳିକାକୁ ଗଣବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ ତଫଜୁଲ ଇସଲାମର ଦେହାନ୍ତ ହୋଇଛି। ଆଜି ସକାଳ ୪ଟା ସମୟରେ ପୋଲିସ ଅଭିଯୁକ୍ତ ତାଫଜୁଲ ଇସଲାମକୁ କ୍ରାଇମବ୍ରାଞ୍ଚ ନେଇ ସିନ୍‌ ରିକ୍ରିଏଟ୍‌ କରିଥିଲା। ତା’ପରେ…

କଂଗ୍ରେସରେ ସାମିଲ ହେବେ ଭିନେଶ ଫୋଗଟ! ଭୁପେନ୍ଦ୍ର ସିଂ ହୁଡା କହିଲେ…

ନୂଆଦିଲ୍ଲୀ,୨୪।୮: ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ କ୍ରମାଗତ ଭାବରେ ଖବରରେ ଅଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲ କୁସ୍ତି ମ୍ୟାଚ ପୂର୍ବରୁ ୧୦୦ ଗ୍ରାମ ଓଜନ ବୃଦ୍ଧି ହେତୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହାପୂର୍ବରୁ ଭିନେଶ ତିନୋଟି ମ୍ୟାଚ ଜିତିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?