ଜୀବନଚର୍ଯ୍ୟା

ବିବାହରେ ହେଉଛି କି ବିଳମ୍ବ….

ଜୀବନରେ ଅନେକ କିଛି ସମସ୍ୟା ଲାଗି ରହିଥାାଏ। ତେବେ ଯଦି କାହାର ବିବାହରେ ବିଳମ୍ବ ହେଉଥାଏ ଏଥିପାଇଁ ଘରର ବାସ୍ତୁ ଦୋଷ କେତେକାଂଶରେ ଦାୟୀ ବୋଲି ବିଶ୍ୱାସ କରାଯାଏ। ଘରେଥିବା ଛୋଟଛୋଟ ବାସ୍ତୁ ଦୋଷ ଦୂର କରି ଏହିସମସ୍ୟାରୁ ମୁକ୍ତି ପାଆନ୍ତୁ।…

ଏହି ୩ ରାଶିର ବ୍ୟକ୍ତି କାହାର ଆଶ୍ରା ବିନା ନିଜ ପରିଶ୍ରମରେ ହୋଇଥାନ୍ତି ଧନବାନ; ଦେଖନ୍ତୁ ଅଛନ୍ତି କି ଆପଣ…

ପରିଶ୍ରମ ବିନା କାର୍ଯ୍ୟ କରିବା ଅସମ୍ଭବ। ବ୍ୟକ୍ତି ନିଜ ଜୀବନରେ ଯାହା ବି ହାସଲ କରିବାକୁ ଚାହିଁଥାଏ, ତାକୁ ପାଇବା ଲାଗି କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। କୁହାଯାଏ ଯିଏ ନିଷ୍ଠାର ସହ କାମ କଲେ ସଫଳତା ନିଶ୍ଚିତ ମିଳିଥାଏ। ଜ୍ୟୋତିଷଶାସ୍ତ୍ର…

ଏଭଳି ନାରୀଙ୍କୁ ବିବାହ କଲେ ଜୀବନ ହୁଏ ସଫଳ; ଜାଣନ୍ତୁ କାହାକୁ ଏପରି କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ଜଣେ କୁଶଳ ରାଜନୀତିଜ୍ଞ ହେବା ସହ କୁଟନୀତିଜ୍ଞ ମଧ୍ୟ ଥିଲେ। ତାଙ୍କର ନୀତି ଆଜି ବି ଲୋକଙ୍କ ମାର୍ଗଦର୍ଶନ କରିଥାଏ। ସେଥିରେ ଗୃହସ୍ଥ ଜୀବନକୁ ନେଇ ଅନେକ ମହତ୍ୱପୂର୍ଣ୍ଣ ବିଷୟରେ ବର୍ଣ୍ଣନା କରାଯାଇଛି। ସମୟରେ ନାରୀଙ୍କ ମଧ୍ୟରେ କେଉଁ…

ଏହି ୪ ରାଶିର ଯୁବତୀଙ୍କ ଉପରେ ରହିଥାଏ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା; ଧନର ଅଭାବ କ’ଣ ଏମାନେ ଜାଣନ୍ତି ନାହିଁ…

କୁହାଯାଏ ସମସ୍ତେ ନିଜ ନିଜର ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି। କାହାକୁ କମ୍‌ ପରିଶ୍ରମରେ ବହୁତ ଧନସମ୍ପତ୍ତି ମିଳୁଥିବା ବେଳେ କାହାକୁ ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିଛି ଏଭଳି ରାଶି ରହିଛି, ଯେଉଁଥିରେ ଜନ୍ମିତ…

ଏହି ଦୁଇଟି କାମ କଲେ ରାଗିଯାଆନ୍ତି ଲକ୍ଷ୍ମୀ; ମାଡିଆସେ ଦାରିଦ୍ରତା…

ଆଜିକାଲି ସମୟରେ ପଇସା ବିନା କିଛି ବି କରିବା ସମ୍ଭବ ନୁହେଁ। କାହିଁକିନା ପ୍ରତ୍ୟେକ ଛୋଟ ବଡ଼ ଆବଶ୍ୟକତା ପୂରଣ ଲାଗି ଧନ ଲୋଡା। ହିନ୍ଦୁ ଧର୍ମରେ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ। ସମସ୍ତେ ତାଙ୍କୁ ପ୍ରସନ୍ନ କରିବା ଲାଗି…

ଏହି ୩ ରାଶିର ଯୁବତୀ ବହୁତ ଭାଗ୍ୟଶାଳୀ; ବିବାହ ପରେ ଚମକେ ସ୍ବାମୀଙ୍କ ଭାଗ୍ୟ…

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ବିବାହ ପରେ କିଛି ଲୋକଙ୍କ ଭାଗ୍ୟ ଚମକି ଯାଏ। ଆସନ୍ତୁ ଜାଣିବା:-…

ଏସବୁ କଥା ମାନିଲେ ଦାମ୍ପତ୍ୟ ଜୀବନ ହୋଇଥାଏ ସୁଖମୟ

ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ ଅନେକ ଉପାୟ ରହିଛି। ସେଗୁଡ଼ିକ ମାନି ଚଳିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ। ଜାଣନ୍ତୁ ଏହି ଉପାୟ ସମ୍ପର୍କରେ… ଦମ୍ପତିଙ୍କ ଶୟନ କକ୍ଷରେ କେବେ ବି ଦେବଦେବୀଙ୍କ ଫଟୋ ଲଗାନ୍ତୁ ନାହିଁ। ଶୋଇବା ସମୟରେ…

ଏହି ୫ ରାଶିର ବ୍ୟକ୍ତିଙ୍କ ଥାଏ ବିଳମ୍ବରେ ବିବାହ ଯୋଗ: ଦେଖନ୍ତୁ ଆପଣଙ୍କ ରାଶି ଅଛି କି ଏହି ତାଲିକାରେ…

କୁହାଯାଏ ପ୍ରତ୍ୟେକ ବ୍ୟକ୍ତି ନିଜର ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି। କେତେବେଳେ ତା ଜୀବନରେ କ’ଣ ହେବ ତାହା ପୂର୍ବ ନିର୍ଦ୍ଧାରିତ ହୋଇଥାଏ। ଏହି କଥା ବିବାହ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ। କିଛି ଲୋକଙ୍କ ଠିକ୍‌ ସମୟରେ ବିବାହ ହେଉଥିବା ବେଳେ…

ଅଧିକ ପେନ୍‌କିଲର କିଡ୍‌ନୀ ପାଇଁ ବିପଦ

ଆଜିକାଲି ଘରେ ଘରେ ଲୋକେ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ଥିବା ଦେଖିବାକୁ ମିଳୁଛି। ସେମାନଙ୍କ ମଧ୍ୟରେ କିଡ୍‌ନୀ ରୋଗୀ ବି ଅଧିକ। ତେବେ କିଡ୍‌ନୀ ରୋଗ କାହିଁକି ହୁଏ, ଏହାର ନିରାକରଣ, ଚିକିତ୍ସା କିପରି ହୁଏ ସେ ସମ୍ପର୍କରେ ନେଫ୍ରୋଲୋଜିଷ୍ଟ…

ବିବାହ ପୂର୍ବରୁ ଜାଣି ନିଅନ୍ତୁ ଏସବୁ, ନଚେତ୍‌…

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ସ୍ତ୍ରୀ-ସ୍ବାମୀ ମଧ୍ୟରେ ସମନ୍ବୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନସାଥୀଙ୍କ ଅନେକ ଗୁଣ ବିଷୟରେ ଉଲ୍ଲେଖ କରିଛନ୍ତି। ଯଦି ଏହି ଗୁଣଗୁଡ଼ିକ ନ ଥାଏ ତେବେ ବୈବାହିକ ଜୀବନରେ କୌଣସି ସୁଖ…

କଶ୍ମୀର ପନିର

ଆବଶ୍ୟକୀୟ ସାମଗ୍ରୀ: ତେଲ-ଅଧା ଚାମଚ, ଲବଙ୍ଗ- ୩ଟି, ତେଜପତ୍ର-୧ଟି, ଡାଳଚିନି ୧ ଖଣ୍ଡ, ଜିରା-୧ ଚାମଚ, ଗୁଜୁରାତି- ୩ଟି, ଅଦା ପେଷ୍ଟ-୧ଚାମଚ, ପାନମଧୁରି ଗୁଣ୍ଡ- ୧ଚାମଚ, କ୍ଷୀର- ୧ଗ୍ଲାସ, ହଳଦୀ- ଅଧା ଚାମଚ, ଧନିଆପତ୍ର-ଅଳ୍ପ, ପନିର୍‌-୩୦୦ ଗ୍ରାମ୍‌, ଲୁଣ- ସ୍ବାଦ ଅନୁସାରେ…

ସଫା ରହିବ ରୋଷେଇ ଘର

ଭିନେଗାର ଓ ଗରମ ପାଣି: ୩ ରୁ ୪ ଚାମଚ ଭିନେଗାର ନେଇ ସେଥିରେ ଗରମ ପାଣି ମିଶାନ୍ତୁ। ଏହାକୁ ଭଲଭାବେ ଫେଣ୍ଟି ଦାଗଥିବା ସ୍ଥାନରେ ସ୍ପ୍ରେ କରନ୍ତୁ। ଏହାପରେ ଅଧଘଣ୍ଟା ଛାଡିଦିଅନ୍ତୁ। କିଛି ସମୟ ପରେ କଟନ କପଡାରେ ପୋଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri