ଜୀବନଚର୍ଯ୍ୟା

ଲଙ୍କା କାଟିବା ପରେ…

ଲଙ୍କା କାଟିବା କିମ୍ବା ଚକଟିବା ପରେ ସାଧାରଣତଃ ହାତ ପୋଡ଼ାଜଳା କରିଥାଏ। କିନ୍ତୁ ବିଭିନ୍ନ ପ୍ରକାର ଘରୋଇ ଉପାୟରେ ଏହି କଷ୍ଟରୁ ମୁକ୍ତି ମିଳିପାରିବ। ତେଣୁ ଜାଣି ରଖନ୍ତୁ କିଛି ଟିପ୍ସ। ଲଙ୍କା କାଟିବା ପରେ ହାତ ପୋଡୁଥିଲେ ମହୁକୁ ଭଲଭାବେ…

ସଂସ୍କାର ପାଠ

ମା’ ପେଟରୁ ହିଁ ପିଲାଟିଏ ଶିଖିଥାଏ ପ୍ରଥମ ପାଠ। ଜନ୍ମ ହେଲାମାତ୍ରେ ପରିବାର ପାଲଟେ ତା’ର ପ୍ରଥମ ପାଠଶାଳା। ମା, ବାପା,ଭଉଣୀ ଭାଇଙ୍କଠାରୁ ଆରମ୍ଭ ହୋଇଥିବା ଏ ସଂସ୍କାର ଜୀବନର ଶେଷ ଯାଏ ଚାଲିଥାଏ। ଜୀବନର ନୀତି ନୈତିକତା ପାଇଁ ନୈତିକ…

ମେଥି ପନିର

ଆବଶ୍ୟକ ସାମଗ୍ରୀ: ମେଥି ଶାଗ- ୨କପ୍‌ (କଟା), ପନିର- ୧କପ୍‌ (କଟା), କ୍ଷୀର- ଅଧା କପ୍‌ରୁ କମ୍‌, ଟମାଟୋ- ୨ଟି (କଟା), ଅଦା ବଟା- ୧ ଚାମଚ, ରସୁଣ- ୫ କୋଲା, କାଜୁ- ୧୫ଟି (କଟା), ଲଙ୍କା ଗୁଣ୍ଡ- ଅଧା ଚାମଚ,…

ରହିବନି ଷ୍ଟ୍ରେଚ୍‌ ମାର୍କ

ଷ୍ଟ୍ରେଚ୍‌ମାର୍କ ଆରମ୍ଭ ହେଉଥିବାର ଜଣାପଡ଼ିବା ପରେ ସେହି ସ୍ଥାନରେ ନଡ଼ିଆ ତେଲ ମାଲିସ କରନ୍ତୁ। କିଛି ଦିନ ପରେ ଷ୍ଟ୍ରେଚ ମାର୍କ ଅନେକାଂଶରେ କମ୍‌ ହୋଇଯିବ। ଷ୍ଟ୍ରେଚ ମାର୍କ ଦୂର କରିବା ପାଇଁ ଆଲୋବେରା ଜେଲ୍‌କୁ କ୍ରିମ୍‌ ଭଳି ମସାଜ୍‌ କରନ୍ତୁ।…

ଶୋଇଲା ବେଳେ କେହି ମାଡ଼ି ବସିବାର ଅନୁଭବ ହେଉଛି କି?

ଅନେକ ସମୟରେ ନିଘୋଡ଼ ନିଦରେ ଶୋଇଥିବାବେଳେ ହଠାତ୍‌ ନିଦ ଭାଙ୍ଗିଥାଏ। ଉଠିବାକୁ ଚେଷ୍ଟା କଲେ ମଧ୍ୟ ଉଠି ହୁଏନି କି ଗୋଡ଼, ହାତ ହଲାଇବାକୁ ଚେଷ୍ଟାକଲେ ବି ହଲାଇ ହୁଏନି। ସେହି ସମୟରେ ପାଖରେ ଘଟୁଥିବା ପ୍ରତ୍ୟେକ ଘଟଣାକୁ ଅନୁଭବ କଲେ…

କୋଲେଷ୍ଟରଲକୁ ନିୟନ୍ତ୍ରଣ କରିବ ଟମାଟୋ

ଆମ ଶରୀରରେ କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଯଦି ଏଥିରେ ଅସନ୍ତୁଳନ ଦେଖିବାକୁ ମିଳେ, ତେବେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ କୋଲେଷ୍ଟରଲକୁ ସନ୍ତୁଳିତ ରଖିବାର ଏକ ସହଜ ତଥା ସରଳ ଉପାୟ ରହିଛି। ତାହା…

ବୁଦ୍ଧିମତ୍ତା ବଢ଼ାଏ ଅଣ୍ଡା

ଅଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏହି ତାଲିକାରେ ନିକଟରେ ଆଉ ଏକ କଥା ସାମିଲ କରାଯାଇଛି। ତାହା ହେଲା ବୁଦ୍ଧିମତ୍ତା। ଅର୍ଥାତ୍‌, ବୁଦ୍ଧିମତ୍ତା ବଢ଼ାଇବାରେ ଅଣ୍ଡାର ଭୂମିକା ରହିଛି। ‘ବୁଦ୍ଧିମତ୍ତା ଓ ଅଣ୍ଡା’ ଶୀର୍ଷକ ବିଷୟକୁ…

କଫ ସମସ୍ୟାର ଘରୋଇ ଉପଚାର

କଫଜନିତ ସମସ୍ୟା ଦେଖାଦେଲେ ଅବହେଳା କରନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ଏହା ଜଟିଳ ଆକାର ଧାରଣ କରିଥାଏ। ଏପରି କି ସେହି ସମୟରେ ହସ୍ପିଟାଲରେ ଆଡ୍‌ମିଶନ ହୋଇ ଏଥିପାଇଁ ଚିକିତ୍ସିତ ହେବାକୁ ପଡିଥାଏ। ତେବେ ଏଥିରୁ କେତେକାଂଶରେ ଉପଶମ ପାଇବା…

ଆଣ୍ଟିବାୟୋଟିକ୍‌ ଖାଉଥିଲେ…

କେତେକ ରୋଗର ଚିକିତ୍ସା ସମୟରେ ଡାକ୍ତର ମେଡିସିନ୍‌ ସହ ଆଣ୍ଟିବାୟୋଟିକ ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଅଳ୍ପ କେତେଜଣ ବ୍ୟକ୍ତି ସାମାନ୍ୟ ଦେହ ଖରାପ ହେଲେ ଆଣ୍ଟିବାୟୋଟିକ ଖାଇବାକୁ ପସନ୍ଦ କରିଥାଅନ୍ତି। ହେଲେ ଏହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବା…

ଜେମ୍‌ସ ଓ୍ବେବ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର

ବିଶ୍ୱ ହେଉଛି ଅନନ୍ତ ଓ ଅସୀମ। କୋଟି କୋଟି ନକ୍ଷତ୍ର ଓ ଗାଲାକ୍ସିକୁ ନେଇ ଏହା ଗଠିତ। ଆମେ କେବଳ ଏହାର କିୟଦଂଶକୁ ଦେଖିପାରିଛେ। ବିଶ୍ୱର ବିଭିନ୍ନ ବସ୍ତୁପିଣ୍ଡର ଅଧ୍ୟୟନ ପାଇଁ ମହାକାଶକୁ କେତେଗୁଡ଼ିଏ କୃତି୍ରିମ ଉପଗ୍ରହ ଓ ମହାକାଶଯାନ ପଠାଯାଇ…

ଜ୍ୟାକେଟ୍‌ ଫ୍ୟାଶନ

ଶୀତଦିନେ ଓ୍ବିଣ୍ଟର୍‌ ଜ୍ୟାକେଟ୍‌ର ଚାହିଦା ଖୁବ୍‌ ରହିଥାଏ। କାରଣ ଏହାକୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ଆରାମରେ କ୍ୟାରି କରି ଶୀତରୁ ରକ୍ଷାପାଇ ହୁଏ। ସେଥିପାଇଁ ମାର୍କେଟ୍‌ରେ ଏହାର ଅନେକ ଭେରାଇଟି ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେମିତି କେତୋଟି…

କିସ୍‌ମିସ୍‌ର ଉପକାରିତା

କିସ୍‌ମିସ୍‌ ସେବନ ଦ୍ୱାରା ବି ଆମ ଶରୀରକୁ ଅନେକ ଉପକାର ମିଳିଥାଏ। ଯେମିତିକି: ଏହା ଆଖି ପାଇଁ ବହୁତ ଉପକାରୀ। କୁହାଯାଏ, ପ୍ରତିଦିନ ୭/୮ଟି କିସ୍‌ମିସ୍‌ ଖାଇବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ। ତା’ଛଡ଼ା ନିୟମିତ ଏହାର ସେବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?