ଜୀବନଚର୍ଯ୍ୟା

ସେଲଫି ଭିଡିଓରୁ ଜାଣି ହେବ ବ୍ଲଡପ୍ରେସର

ଏଣିକି ବ୍ଲଡପ୍ରେସର ମାପିବ ସେଲଫି ଭିଡିଓ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାନାଡା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମୋବାଇଲର କ୍ୟାମେରାରୁ ବ୍ଲଡ଼ ପ୍ରେସରର ଲେବୁଲ ଜାଣିବା ପାଇଁ ଏକ ନୂଆ ଟେକ୍ନୋଲୋଜି ତିଆରି କରିଛନ୍ତି। ଯାହା ସେଲିଫି ଭିଡିଓ ସାହାଯ୍ୟରେ...

ପ୍ରଥମ ଦେଖାରେ ମନ ଜିଣିବାକୁ ଚାହାନ୍ତି…ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

କଥାରେ ଅଛି ‘ଫାଷ୍ଟ ଇମ୍ପ୍ରେସନ ଇଜ୍‌ ଦ ଲାଷ୍ଟ ଇମ୍ପ୍ରେସନ୍‌’। ଅର୍ଥାତ ପ୍ରଥମ ଦେଖାରେ ହିଁ ଲୋକଙ୍କ ମନରେ ସକରାତ୍ମକ ଭାବନା ସୃଷ୍ଟି କରିବା ଉଚିତ। କାରଣ ଏହା ଶେଷ ପର୍ଯ୍ୟନ୍ତ ରହିଥାଏ। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହି କଥାରେ...

ଏହା ମନୁଷ୍ୟ ଦୁଃଖର ବଡ଼ କାରଣ, ଜାଣନ୍ତୁ କିପରି ପାଇବେ ମୁକ୍ତି

ସାରା ଜୀବନ ମଣିଷ ଦୁଃଖ ଦେଉଥିବା ବନ୍ଧନରୁ ମୁକ୍ତି ଦେବାକୁ ପ୍ରଚେଷ୍ଟା କରିଥାଏ। ହେଲେ ସଫଳ ହୋଇପାରେନା। ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଲୋକ ମାଧ୍ୟମରେ ଦୁଃଖର କାରଣ ବିଷୟରେ ବର୍ଣ୍ଣନା କରିଛନ୍ତି। ଜାଣନ୍ତୁ.. बन्धाय विषयाऽऽसक्तं मुक्त्यै...

ପାଖକୁ ଆସି ହାତରେ ରହୁନାହିଁ କି ଟଙ୍କା: ଆପଣାନ୍ତୁ ଏହି ଉପାୟ

ଟଙ୍କା ସଞ୍ଚୟ କରିବା ମଧ୍ୟ ଏକ କଳା, ଏହି ଗୁଣ ପ୍ରାୟ ସମସ୍ତଙ୍କ ପାଖରେ ନ ଥାଏ। ଅଧିକାଂଶ ଲୋକ ଏହା କହିଥାନ୍ତି ଯେ, ଟଙ୍କା ସେମାନଙ୍କ ହାତକୁ ଆସିଲେ ମଧ୍ୟ ସେ ତାକୁ ରଖିପାରୁ ନାହାନ୍ତି। ଯଦି ଆପଣଙ୍କ...

ପିଲାମାନେ ଅନ୍‌ଲାଇନ୍‌ରେ ପଢ଼ୁଛନ୍ତି କି’? ଦେଖାଦେଇପାରେ ଏସବୁ ସମସ୍ୟା, ଏପରି ହୁଅନ୍ତୁ ଯତ୍ନବାନ

ଲକ୍‌ଡାଉନ୍‌କୁ ପ୍ରାୟ ଦୁଇ ମାସ ବିତିଗଲାଣି। ଏହି ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ପିଲାଙ୍କ ପାଠପଢ଼ାରେ ଯେମିତି କ୍ଷତି ନ ହେବା ବିଦ୍ୟାଳୟ ପକ୍ଷରୁ ଅନ୍‌ଲାଇନ ଶିକ୍ଷା ପ୍ରଦାନ କରାଯାଉଛି। ଏପରି ସ୍ଥିତିରେ ପିଲାମାନଙ୍କୁ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ...

ପ୍ରତାରଣାକାରୀ ପାର୍ଟନରଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଚାହିଁଥାନ୍ତି ଅଧିକାଂଶ ଲୋକେ

ଡେଟିଂ ଏବଂ ପାର୍ଟନର ବିଷୟରେ ଲୋକଙ୍କ ପସନ୍ଦ ଭିନ୍ନ ପ୍ରକାରର। ଏ ବିଷୟରେ ଜାଣିବା ପାଇଁ ଏକ୍‌ଷ୍ଟ୍ରା ମେରିଟାଲ ଡେଟିଂ ଆପ୍‌ ଗ୍ଲିଡେନ୍‌ ଭାରତୀୟଙ୍କୁ ନେଇ ନିକଟରେ ଏକ ସର୍ଭେ କରିଛି। ଏହି ସର୍ଭେରେ ୩୪ରୁ ୪୯ ବର୍ଷୀୟ ବ୍ୟକ୍ତିଙ୍କୁ...

କରୋନା ଭାଇରସ୍‌ଠାରୁ ଦୂରେଇ ରହିବାର ନୂଆ ଅସ୍ତ୍ର ସୋରିଷ ତେଲ

କୋଲକତା,୨୫।୬:ପଶ୍ଚିମବଙ୍ଗର ସିଲିଗୁଡି କମିଶନରେଟ୍‌ ପୋଲିସ ପକ୍ଷରୁ ନିଜ ଅଧିକାରୀଙ୍କୁ ଖାଦ୍ୟରେ ସୋରିଷ ତେଲ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ଭାଇରସ୍‌ ସହ ଲଢିବା ପାଇଁ ଏହା ଏକ ନୂଆ ଅସ୍ତ୍ର ବୋଲି କୁହାଯାଇଛି। ସିଲିଗୁଡି ପୋଲିସ ଆୟୁକ୍ତ ତ୍ରିପୁରାରୀ...

ଥଣ୍ଡା ପାଇଁ ଘରୋଇ ଚିକିତ୍ସା

ଥଣ୍ଡା ପାଇଁ ଅଧିକାଂଶ ଲୋକେ ଏଲୋପାଥି ଔଷଧ ବ୍ୟବହାର କରିଥାନ୍ତି। ବେଳେବେଳେ ଯେତେ ଔଷଧ ଖାଇଲେ ମଧ୍ୟ ଥଣ୍ଡା ଭଲ ହୋଇ ନ ଥାଏ। ଅଦିନିଆ ବର୍ଷା ହେଉ କି ବର୍ଷା ଋତୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ...

ଆଇବ୍ରୋ ଟ୍ରେଣ୍ଡ

ଫ୍ୟାଶନରେ ଅପଡେଟ୍‌ ରହିବାକୁ ସମସ୍ତେ ପସନ୍ଦ କରନ୍ତି। ସେଥିପାଇଁ ସବୁବେଳେ ନୂଆ ନୂଆ ଫ୍ୟାଶନ ଡିଜାଇନ୍‌ ଆପଣେଇବାକୁ ଚାହାନ୍ତି। ଡ୍ରେସ ହେଉ କି ହେୟାର ଷ୍ଟାଇଲ୍‌ ଅବା ଜୋତା ସବୁ ଷ୍ଟାଇଲରେ ନିଜକୁ ଅପଡେଟ୍‌ ରଖନ୍ତି.. ଆଇ ବ୍ରୋ ଫ୍ୟାଶନରେ...

ଘରକୁ ଦିଅନ୍ତୁ ରୟାଲ ଲୁକ୍‌

ଘରକୁ ରୟାଲ ଲୁକ୍‌ ଦେବା ପାଇଁ ଚାହୁଁଥିଲେ ଜାଣି ରଖନ୍ତୁ କିଛି ଟିପ୍ସ। ଘରେ ବିଭିନ୍ନ ପ୍ରକାରର କାରୁକାର୍ଯ୍ୟପୂର୍ଣ୍ଣ ଆସବାବପତ୍ର ରଖି ଘରକୁ ରୟାଲ ଲୁକ୍‌ ଦେଇପାରିବେ। ଏଥିପାଇଁ ଡ୍ରଇଁ ରୁମ୍‌ର ଟେବୁଲ ଉପେ ରୟାଲ ଲୁକ୍‌ ଥିବା ବିଭିନ୍ନ...

ଦୂର କରନ୍ତୁ କଳାଦାଗ

ଅଧିକାଂଶ ମହିଳାଙ୍କର କହୁଣି ଏବଂ ଆଣ୍ଠୁ ଆଦି ଅଧିକ କଳା ପଡ଼ି ଯାଇଥାଏ। ଏହି ସବୁ ସ୍ଥାନରୁ କଳାଦାଗ କିପରି ଦୂର କରିବେ ଜାଣି ରଖନ୍ତୁ। ଅଲିଭ୍‌ ଅଏଲ ଓ ଚିନିକୁ ସମାନ ମାତ୍ରାରେ ମିଶାଇ କହୁଣି ଉପରେ କିଛି...

ଚୁଡ଼ା ଉତ୍ତପମ୍‌

ଆବଶ୍ୟକ ସାମଗ୍ରୀ ଚୁଡା: ଅଧା କପ୍‌ ସୁଜି: ଅଧା କପ୍‌ ଦହି: ଅଧା କପ୍‌ ପିଆଜ: ଅଧାକପ୍‌ ଛୋଟ କଟା ହୋଇଥିବା ବିନ୍ସ, ଗାଜର ଓ କ୍ୟାପ୍ସିକମ୍‌: ଛୋଟ ଛୋଟ କଟା ଆବଶ୍ୟକ ଅନୁସାରେ ଲୁଣ, ପାଣି ଓ ତେଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri