ହୋଲିରେ କ’ଣ ପିନ୍ଧିବେ

ସାଙ୍ଗସାଥୀ ଓ ପରିବାର ସହ ମିଶି ରଙ୍ଗର ପର୍ବ ହୋଲିକୁ ବେଶ୍‌ ଆନନ୍ଦର ସହ ପାଳନ କରାଯାଇଥାଏ। ପରସ୍ପର ଭିତରେ ସ୍ନେହ ଶ୍ରଦ୍ଧାକୁ ଆହୁରି ମଜଭୁତ କରିଥାଏ ଏହି ପର୍ବ। ରଙ୍ଗ ଖେଳିବା ସମୟରେ
କ’ଣ ପିନ୍ଧିବେ ସେ ସମ୍ପର୍କରେ କେତୋଟି ଟିପ୍ସ…..

ଧଳା ଡ୍ରେସ୍‌ : ବିଶେଷ ଭାବରେ ଧଳା ରଙ୍ଗର ଡ୍ରେସ ପିନ୍ଧି ହୋଲି ଖେଳିବାର ମଜା ନିଆରା। ଏହା ମଧ୍ୟ ଏକ ଟ୍ରେଣ୍ଡରେ ପରିଣତି ହୋଇଗଲାଣି। ତେଣୁ ଆପଣ ଧଳା ରଙ୍ଗର ଡ୍ରେସ ପିନ୍ଧି ଏହି ପର୍ବର ମଜା ନେଇ ପାରିବେ। ଆପଣ ଚାହିଁଲେ ଧଳା ରଙ୍ଗର ଭାରତୀୟ ଏବଂ ଓ୍ବେଷ୍ଟର୍ଣ୍ଣ ଡ୍ରେସ୍‌ ମଧ୍ୟ ପିନ୍ଧିପାରିବେ।
ଲଙ୍ଗ୍‌ କୁର୍ତ୍ତି : ଯଦି ଆପଣ ଟ୍ରାଡିସ୍‌ନାଲ ଓ ଓ୍ବେଷ୍ଟନର୍ର୍ ଦୁଇଟିକୁ ଟ୍ରାଏ କରିବାକୁ ଚାହାଁନ୍ତି ତେବେ ଜିନ୍ସ ସହିତ ଲଙ୍ଗ ହ୍ବାଇଟ୍‌ କୁର୍ତ୍ତି ପିନ୍ଧିପାରିବେ। ଏହା ସହିତ କଲରଫୁଲ୍‌ ସନ୍‌ଗ୍ଲାସ ମଧ୍ୟ ପିନ୍ଧିପାରିବେ। ଏହାଦ୍ୱାରା ଆପଣଙ୍କ ଲୁକ୍‌ ଷ୍ଟାଇଲିଶ ହେବା ସହ ଅନ୍ୟଠୁ ଅଲଗା ଦେଖାଯିବେ।
ପଞ୍ଜାବୀ କୁର୍ତ୍ତି ଓ ସଲଓ୍ବାର : ଆପଣ ଯଦି ଟ୍ରାଡିସନାଲ ଗେଟଅପ୍‌ରେ ନିଜକୁ ଦେଖିବାକୁ ଚାହାଁନ୍ତି ତେବେ ପଞ୍ଜାବୀ ଷ୍ଟାଇଲ୍‌ ଛୋଟ କୁର୍ତ୍ତି ସହିତ ପଟିଆଲା ପ୍ୟାଣ୍ଟ ବେଷ୍ଟ ଅପସନ୍‌ ହୋଇପାରିବ। ଏହି ଡ୍ରେସରେ ଆପଣ କମ୍ଫଟେବଲ୍‌ ରହିବା ସହ କୁଲ୍‌ ମଧ୍ୟ ଦେଖାଯିବେ।
ରଙ୍ଗିନ୍‌ ଦୁପଟ୍ଟା : ଯଦି ଆପଣ ହ୍ବାଇଟ୍‌ କୁର୍ତ୍ତି ପିନ୍ଧୁଛନ୍ତି ତେବେ ଏଥିରେ ପଞ୍ଜାବୀ କିମ୍ବା ଫୁଲକାରୀ ଦୁପଟ୍ଟା ପିନ୍ଧି ପାରନ୍ତି। ଏହା ଆପଣଙ୍କ ହୋଲି ଥିମ୍‌କୁ ସୁନ୍ଦର କରିବ।
ଭାଇବ୍ରାଣ୍ଟ କଲର ସନ୍‌ଗ୍ଲାସ : ଯଦି ଆପଣ ଦିନସାରା ସାଙ୍ଗମାନଙ୍କ ସହିତ ହୋଲି ଖେଳରେ ବୁଲାବୁଲିର ପ୍ଲାନ କରୁଥାନ୍ତି ତେବେ ନିଜର କ୍ଲାସି ସନ୍‌ଗ୍ଲାସ ଚୟନ କରନ୍ତୁ। ସମ୍ଭବ ହେଲେ ଭାଇବ୍ରାଣ୍ଟ କଲରର ସନ୍‌ଗ୍ଲାସ କିଣନ୍ତୁ। ଏହି ସନ୍‌ଗ୍ଲାସ ଖରାଠୁ ରକ୍ଷା କରିବା ସହ ଆପଣଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ମଧ୍ୟ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri