ଜୀବନଚର୍ଯ୍ୟା

ମୁଁ ବି କହିପାରିବି

ଅନେକ ଯୁବତୀଯୁବକ ଭଲ ପାଠ ପଢ଼ନ୍ତି, ଅଧିକ ନମ୍ବର ରଖନ୍ତି, ଆଉ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ରିଟିନ୍‌ ଟେଷ୍ଟରେ ଉତ୍ତୀର୍ଣ୍ଣ ବି ହୁଅନ୍ତି। ହେଲେ ଇଣ୍ଟରଭ୍ୟୁ ବା ଓରାଲ୍‌ ଟେଷ୍ଟରେ ଭଲ ପ୍ରଦର୍ଶନ ଅଭାବରୁ ବିଫଳତାର ସମ୍ମୁଖୀନ ହୁଅନ୍ତି। ଏହା ପଛର…

ପ୍ରଫେଶନାଲ ଫୁଟ୍‌ଓ୍ବେର୍‌

ଅଫିସ୍‌କୁ ଯିବା ସମୟରେ ଫର୍ମାଲ ଡ୍ରେସ୍‌ ସହ ସେହିଭଳି ଫର୍ମାଲ ଶୁ ମଧ୍ୟ ପିନ୍ଧିବାକୁ ପଡ଼େ। ସେଥିପାଇଁ କିଭଳି ଫୁଟ୍‌ଓ୍ବେର ପିନ୍ଧିବେ, ତାକୁ ନେଇ ଅନେକ ଯୁବତୀଯୁବକ କନ୍‌ଫ୍ୟୁଜ୍‌ ଥାଆନ୍ତି। ତେବେ କିଭଳି ଫୁଟ୍‌ଓ୍ବେର ପିନ୍ଧିଲେ ଆପଣ ପ୍ରଫେସନାଲ ଲାଗିବେ ଜାଣନ୍ତୁ……

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ମେଥି; ଏଭଳି କରନ୍ତୁ ସେବନ…

ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏହାର କୌଣସି ଲକ୍ଷଣ ଦେଖାଯାଉ ନ ଥିବା…

ଘରୋଇ ଉପାୟରେ ରୁହନ୍ତୁ ଫ୍ରେଶ୍‌

ଖରାଦିନେ ସାଧାରଣତଃ ଝାଳ ବୋହି ଶରୀରରୁ ଦୁର୍ଗନ୍ଧ ବାହାରିଥାଏ। ଏଥିପାଇଁ ମହିଳାମାନଙ୍କ ସୌନ୍ଦର୍ଯ୍ୟ ମଧ୍ୟ ଫିକା ଲାଗିଥାଏ। ତେବେ ବିଭିନ୍ନ ଘରୋଇ ଉପାୟରେ ଝାଳର ଗନ୍ଧ ଦୂରକରି କିଭଳି ଫ୍ରେଶ୍‌ ଅନୁଭବ କରିବେ ଜାଣିରଖନ୍ତୁ…. ଆଳୁକୁ ପତଳା ପତଳା କରି କାଟି…

ରହିବନି ବ୍ୟାକ୍‌ପେନ୍‌

ଏକ ନିର୍ଦ୍ଦିଷ୍ଟ ପୋଜିସନରେ ବହୁ ସମୟ ଧରି କାମ କରିବା ଫଳରେ ମାଂସପେଶୀ ଟାଇଟ୍‌ ହୋଏ ବ୍ୟାକ୍‌ପେନ୍‌ ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ଏକ୍ସରସାଇଜ୍‌ କରିବା ନିହାତି ଆବଶ୍ୟକ। ଏକ୍ସରସାଇଜ୍‌ ପାଇଁ ଯଦି ସମୟ ନାହିଁ ତେବେ ପଶ୍ଚିମ…

ଭଲ ନୁହେଁ ବେଶି ଲାଜ

କଥାରେ ଅଛି ଲାଜ ନାରୀର ଭୂଷଣ। ଲାଜ କେତେବେଳେ ପ୍ରେମ ତ କେତେବେଳେ ଶ୍ରଦ୍ଧା ଆଉ ସମ୍ମାନ। ଲାଜ ପୁଣି ବେଳେବେଳେ ପାଲଟେ ଅନୁଶାସନ। ନାରୀ ପାଇଁ ଏହା ଏକ ସୁନ୍ଦର ବିଭବ, କିନ୍ତୁ ବେଳେବେଳେ ଅତ୍ୟଧିକ ଲାଜ ନିଜ ପାଇଁ…

କିଡ୍‌ନୀ ରୋଗ ଓ ଡାଏଲିସିସ୍‌

ଡାଏଲିସିସ୍‌ର ପ୍ରକାର : ଡାଏଲିସିସ୍‌ ମୁଖ୍ୟତଃ ଦୁଇପ୍ରକାର- ହେମୋଡାଏଲିସିସ୍‌ ଏବଂ ମେଶିନ୍‌ ବା ଡାୟାଲାଇଜର୍‌। ଏହାକୁ କୃତ୍ରିମ କିଡ୍‌ନୀ ବୋଲି ମଧ୍ୟ କୁହନ୍ତି। ଏହି ମେଶିନ୍‌ରେ ଥିବା ସେମିପରମିଏବଲ୍‌ ପରଦାର ଗୋଟିଏ ପଟେ ପ୍ରବାହିତ ହୋଇଥାଏ ରୋଗୀର ରକ୍ତ ଓ ପରଦାର…

ଭାକ୍ୟୁମ୍‌ ବୋମା

ଚଳିତ ବର୍ଷ ଫେବୃୟାରୀ ୨୪ ତାରିଖରେ ୟୁକ୍ରେନ୍‌କୁ ଆକ୍ରମଣ କରିଥିଲା ରୁଷିଆ। ତେବେ ଏହି ଦେଶ ଅତି ସାଘାଂତିକ ଭାକ୍ୟୁମ୍‌ ବୋମା ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। ରୁଷିଆ ଏହି ବୋମା ୟୁକ୍ରେନ୍‌ ଯୁଦ୍ଧରେ ବ୍ୟବହାର କରିଥିବାର ସ୍ବୀକାର କରିଛି ବୋଲି…

ଫ୍ୟାଶନରେ ଡେନିମ୍‌ ଶଟ୍ସ

ଖରାଦିନେ ଶଟର୍‌ସ ପିନ୍ଧିବାକୁ ଅନେକେ ପସନ୍ଦ କରିଥାନ୍ତି। ଖାସ୍‌ କରି ଡେନିମ୍‌ ଶଟର୍‌ସ। କାରଣ ଏହାକୁ ପିନ୍ଧିଲେ ଯେମିତି କମ୍ଫର୍ଟେବଲ୍‌ ଲାଗେ ସେମିତି ସ୍ମାର୍ଟ ଲୁକ୍‌ ବି ମିଳେ। ସେହିପରି ଏହା ସହିତ ଯେକୌଣସି ଟପ୍ସକୁ ପେୟାର୍‌ କରି ମଧ୍ୟ ପିନ୍ଧି…

ହେୟାର କଲର କରୁଥିଲେ…

ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କ ଲାଗି ହେୟାର କଲରିଂ ବିନା ଯେମିତି ଫ୍ୟାଶନ ଅଧୁରା । ତେବେ ଆପଣ ଜାଣନ୍ତିକି ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ବ୍ୟବହାର କରୁଥିବା ଏହି ହେୟାର କଲର ଅପରପକ୍ଷେ କେଶ ଝଡ଼ିବା, ଚନ୍ଦାପଣ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ…

କିଭଳି କରିବେ ମୁକାବିଲା

ରାତି ପାହିଲେ କଲେଜ ହେଉ ଅବା ଜବ୍‌ ଲାଗି ବାହାରକୁ ଯିବାକୁ ପ୍ରଥମେ ଲୋଡ଼ା ଗାଡ଼ି। ହେଲେ ଏବେ ତୈଳ ଦର ଆକାଶଛୁଆଁ, ଯାହାକି ସାଜିଛି ଅନେକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ । ଏମିତିରେ ଇନ୍ଧନ ଖର୍ଚ୍ଚ କମାଇବା ଲାଗି ବିଭିନ୍ନ…

ତରଭୁଜର ଉପକାରିତା

ଖରାଦିନ ପାଇଁ ସବୁଠି ସ୍ବାଦିଷ୍ଟ ଆଉ ସ୍ବାସ୍ଥ୍ୟପଯୋଗୀ ଫଳ ହେଉଛି ତରଭୁଜ। କାରଣ ଏହାକୁ ଖାଇଲେ ଶୋଷ ମେଣ୍ଟିବା ସହ ପେଟର ଭୋକ ବି ନିମିଷକେ ଦୂରେଇଯାଏ। ଏଥିରେ ବହୁ ଜରୁରୀ ପୋଷକ ତତ୍ତ୍ୱ ଥିବାରୁ ଏହା ଅନେକ ରୋଗରୁ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri