ଜୀବନଚର୍ଯ୍ୟା

ଘରେ ପ୍ରଭୁ ହନୁମାନଙ୍କ ଫଟୋ ଲଗାଉଥିଲେ…

ବିଶ୍ୱାସ ରହିଛି ଯେ, ପ୍ରଭୁ ହନୁମାନଙ୍କୁ ଯେଉଁ ବ୍ୟକ୍ତି ଭକ୍ତିର ସହ ଉପାସନା କରିଥାନ୍ତି, ତାଙ୍କୁ ସୁଖ, ଶାନ୍ତି, ଐଶ୍ୱର୍ଯ୍ୟ ତଥା ଆରୋଗ୍ୟ ପ୍ରାପ୍ତି ହୋଇଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପ୍ରଭୁ ହନୁମାନଙ୍କର କେଉଁଭଳି ଫଟୋ ଲଗାଇଲେ ଶୁଭଫଳ ମିଳେ,…

ପିଲାଙ୍କ ଉତ୍ତମ କ୍ୟାରିୟର ପାଇଁ

”ପିଲାର ଭବିଷ୍ୟତ ବିଷୟରେ ମା’ବାପା ଚିନ୍ତା କରିବା କିଛି ଭୁଲ୍‌ ନୁହେଁ । ପିଲାର କେଉଁଠି ଦୋଷତ୍ରୁଟି ରହୁଛି ତାହା ଜାଣିବା ସହ ସେଗୁଡିକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ତାକୁ ସବୁବେଳେ ଚାପମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ସେ ନିଜ…

ଭାରତର ପ୍ରଥମ ଘରୋଇ ରକେଟ୍‌

”ବିକ୍ରମ-ଏସ୍‌ ରକେଟ୍‌ର ଉତ୍‌କ୍ଷେପଣ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ଏକ ବିରାଟ ପ୍ରଯୁକ୍ତିଗତ ଉପଲବ୍ଧି ଏବଂ ସେମାନଙ୍କ ଅଫୁରନ୍ତ ପ୍ରତିଭାର ପରିଚୟ। ଘରୋଇ ଉଦ୍ୟୋଗର ଅନ୍ତରୀକ୍ଷ କ୍ଷେତ୍ରରେ ବହୁଳ ଭାଗୀଦାରି ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଅନ୍ତରୀକ୍ଷ ବିଭାଗ…

ନୂଆବର୍ଷରେ ନୂଆ ସଂକଳ୍ପ

ନୂଆବର୍ଷର ଅବସର ସମସ୍ତଙ୍କ ପାଇଁ ବହୁତ ଖାସ୍‌ ହୋଇଥାଏ। ତେଣୁ ଏଇ ଦିନ ଆସିବା ମାତ୍ରେ ହିଁ ଜୀବନକୁ ସକାରାତ୍ମକ ଭାବରେ ଜିଇଁବା ଲାଗି ଅନେକେ କିଛି ସଂକଳ୍ପ ନେଇଥାନ୍ତି। କିନ୍ତୁ ପରେ କାର୍ଯ୍ୟବ୍ୟସ୍ତତା ଭିତରେ ରହି ସେ ସବୁକୁ ପାଳନ…

ସୁଖ ସମୃଦ୍ଧି ଆଣିବ ନୂତନ ବର୍ଷ

ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ ନୂଆବର୍ଷଟି ଯେମିତି ସୁଖ ଓ ସମୃଦ୍ଧିମୟ ହେଉ। ସେଥିପାଇଁ ବାସ୍ତୁଶାସ୍ତ୍ରରେ କିଛିଟା ସହଜ ଉପାୟ କୁହାଯାଇଛି; ଯାହାକୁ ଆପଣାଇଲେ ନୂଆବର୍ଷଟି ସମସ୍ତଙ୍କ ପାଇଁ ସୁଖମୟ ହେବ… * ନୂଆବର୍ଷ ପାଇଁ ଘରେ ନୂଆ କ୍ୟାଲେଣ୍ଡର ଲଗାଇବା…

ଏହି ୪ ରାଶିରେ ଜନ୍ମିତ ଯୁବତୀ ପାର୍ଟନରଙ୍କ ପାଇଁ ବହୁତ ଭାଗ୍ୟବତୀ; ସ୍ବାମୀଙ୍କ ଭାଗ୍ୟ ଚମକେ…

ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ ଧନଧାନ୍ୟରେ ପୂରି ଉଠେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଏ। ଏହାକୁ ନେଇ ଜ୍ୟୋତିଷଶାସ୍ତ୍ରରେ…

ମନ କଥା ଲୁଚାଇବାରେ ଓସ୍ତାଦ ଏହି ୩ ରାଶିର ବ୍ୟକ୍ତି , ହେଲେ ହୃଦୟ ସଫା

କିଛି ଲୋକ ଅଛନ୍ତି, ଯେଉଁମାନେ ମନ କଥା ସମସ୍ତଙ୍କ ଆଗରେ ବିନା ଦ୍ୱିଧାରେ କହିଦିଅନ୍ତି। ହେଲେ କିଛି ଲୋକ ବେଶ ଲାଜକୁଳା ସ୍ବଭାବର ଥାନ୍ତି। ଫଳରେ ସେମାନଙ୍କ ମନ କଥା ମନରେ ରହିଯାଏ। ଏମାନେ ନିଜର ବ୍ୟକ୍ତିଗତ ଜୀବନକୁ ସମସ୍ତଙ୍କଠାରୁ ଲୁଚାଇ…

ହଳଦୀର ବ୍ୟବହାର ଅଧିକ କରୁଛନ୍ତି କି ?

ସ୍ବାସ୍ଥ୍ୟଗତ କାରଣକୁ ନେଇ ହଳଦୀ ବହୁ ଉପକାରୀ। ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାରଠାରୁ ଆରମ୍ଭ କରି ଏହାକୁ କ୍ଷୀରରେ ମିଶାଇ ସେବନ କରାଯାଇଥାଏ। ଏହାଛଡ଼ା ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ମଧ୍ୟ ଏହାକୁ ବିଭିନ୍ନ ପ୍ୟାକ୍‌ରେ ମିଶ୍ରଣ ଭାବେ ବ୍ୟବହାର କରାଯାଇଥାଏ। ହେଲେ ଅଧିକ…

ଉପକାରୀ ମଟର ଛୁଇଁ

ଆମ ଶରୀର ପାଇଁ ମଟର ଛୁଇଁର ମଧ୍ୟ ଅନେକ ଉପକାର ରହିଛି। କାରଣ ଏଥିରେ ରହିଛି ଆଇରନ୍‌, କ୍ୟାଲସିୟମ୍‌, ଭିଟାମିନ୍‌ ବି ୬, ଭିଟାମିନ୍‌ ସି, ମ୍ୟାଗ୍‌ନେସିୟମ୍‌ ଭଳି ଅନେକ ଗୁଣକାରୀ ତତ୍ତ୍ୱ। ଫଳରେ ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି…

ସ୍ତ୍ରୀଙ୍କୁ ରାଣୀ ପରି ରଖିଥାନ୍ତି ଏହି ୪ ରାଶିରେ ଜନ୍ମିତ ପୁଅ, ଭାଗ୍ୟରେ ଥିଲେ ମିଳନ୍ତି…

ବିବାହକୁ ନେଇ ସମସ୍ତଙ୍କ ମନରେ ଭିନ୍ନ ଭିନ୍ନ ସ୍ବପ୍ନ ଥାଏ। ସବୁ ଝିଅ ଚାହାନ୍ତି ତାଙ୍କୁ ସବୁଠାରୁ ଅଧିକ ଭଲପାଉଥିବା ସ୍ବାମୀ ମିଳୁ। ତାଙ୍କ କଥାକୁ ସମ୍ମାନ ଦେବା ସହ ସବୁ ଇଚ୍ଛାକୁ ପୂରଣ କରୁ। ଏଭଳି ସ୍ବାମୀ ପାଇବା ସମସ୍ତଙ୍କ…

ଘରେ କରନ୍ତୁ ହେୟାର ସ୍ପା

ଶୀତଦିନେ ଥଣ୍ଡା ପବନରେ କେଶ ଶୁଷ୍କ ହୋଇଯାଏ ଏବଂ ରୁପି ସମସ୍ୟା ମଧ୍ୟ ଦେଖାଦିଏ। ଏହାକୁ ଦୂରକରିବା ଲାଗି ଆପଣ ହେୟାର ସ୍ପା କରିପାରିବେ। ତେବେ ବ୍ୟୁଟିପାର୍ଲର ଯାଇ ଏଥିପାଇଁ ଅଧିକ ଖର୍ଚ୍ଚ କରିବା ଅପେକ୍ଷା ଆପଣ ଘରେ ମଧ୍ୟ ହେୟାର…

ଫ୍ୟୁଜନ୍‌ ମାନିଆ

ଫ୍ୟାଶନ ଦୁନିଆରେ ନିଜକୁ ଅପ୍‌ଡେଟ୍‌ ରଖିବା ଏବଂ ଏଥିରେ ନୂଆ ଏକ୍ସପେରିମେଣ୍ଟ କରିବାରେ ଏବେ ମହିଳାଙ୍କଠାରେ ବଢୁଛି କ୍ରେଜ୍‌। ବିଭିନ୍ନ ଓ୍ବେଷ୍ଟର୍ନ ସହ ଇଣ୍ଡିଆନ୍‌ ପୋଷାକର ଫ୍ୟୁଜନ୍‌ ପାଲଟିଛି ଅନେକଙ୍କ ଲାଗି ଲାଟେଷ୍ଟ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ… ଟ୍ରାଡିଶନାଲ ପୋଷାକର ଡିମାଣ୍ଡ ସବୁବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?