ଅନ୍ତର୍ଜାତୀୟ

ଚାଇନାରେ କାହିଁକି କମୁଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା

ବେଜିଂ,୮।୩: ଚାଇନାରେ ମହାମାରୀର ରୂପ ନେଇଥିବା କରୋନା ଭାଇରସ ଏବେ କଡ ଲେଉଟାଇଛି। ଗୋଟିଏ ଦିନରେ ଏଠାରେ ହଜାର ହଜାର ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୧୦୦ରୁ ବି କମ୍‌ ହୋଇଯାଇଛି। ସାରା ବିଶ୍ୱରେ…

ଇନ୍ଧନ ଭରା ଟ୍ରକ ସହ ୨ ଯାତ୍ରୀବାହୀ ବସ ଧକ୍କା: ୩୦ ମୃତ

ଦମିଶ୍କ,୮।୩: ସିରିଆରେ ଏକ ଇନ୍ଧନ ଭରା ଟ୍ରକ ସହିତ ୨ ଯାତ୍ରୀବାହୀ ବସ ଧକ୍କା ହୋଇଛି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଦମିଶ୍କ-ହାମ୍ସ୍‌ ହାଇଓ୍ବେରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିରେ ଆହତ ହୋଇଥିବା ଲୋକଙ୍କୁ…

ଭୁଶୁଡିଲା କରୋନା ସନ୍ଦିଗ୍ଧ ରହୁଥିବା ୮୦ ବଖରା ବିଶିଷ୍ଟ ହୋଟେଲ

ବେଜିଂ,୮।୩: ଚାଇନାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏବେବି ସେଠାରେ କେତେଜଣଙ୍କୁ କରୋନା ଭାଇରସ ଥିବା ସନ୍ଦେହ କରି ପୃଥକ ଭାବେ ରଖାଯାଇଛି। ଫୁଜିଆନ ଅଞ୍ଚଳରେ ୮୦ ବଖରା ବିଶିଷ୍ଟ ଏକ ହୋଟେଲରେ କେତେଜଣ…

ସଫାରି ପାର୍କରେ ଡାଇନୋସରସ୍‌ ମେଳରେ ବୁଲିବେ ଲୋକେ !

ଇଡେନବର୍ଗ,୮।୩: ଲକ୍ଷ ଲକ୍ଷ ବର୍ଷ ତଳେ ପୃଥିବୀ ପୃଷ୍ଠରୁ ଲୋପ ପାଇଥିବା ଡାନୋସରସ୍‌ଙ୍କ ମେଳରେ ବୁଲିବା ସେମାନଙ୍କର ଭୟଙ୍କର ଶବ୍ଦ ଶୁଣିବା ଏବେ ସମ୍ଭବ ହୋଇପାରିବ। କେନ୍ଦ୍ରୀୟ ସ୍କଟଲାଣ୍ଡର ଏକ ସଫାରି ପାର୍କରେ ବିଭିନ୍ନ ପ୍ରଜାତିର ଡାଇନୋସରସ୍‌ଙ୍କ ପ୍ରତିକୃତି ସ୍ଥାପନ କରାଯାଇଛି।…

କରୋନା ଆତଙ୍କ: କୋଟିଏ ୬୦ ଲକ୍ଷ ଘରେ ବନ୍ଦ; ବିବାହ-ଅନ୍ତିମ ସଂସ୍କାର ଉପରେ କଟକଣା

ରୋମ,୮।୩: ଚାଇନା ପରେ ଏବେ କରୋନା ଆତଙ୍କ ଗୋଟିଏ ପରେ ଗୋଟିଏ ଦେଶ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ୯୪ଟି ଦେଶରେ କରୋନା ପହଞ୍ଚିସାରିଛି। ଇଟାଲିରେ କରୋନା ସଂକ୍ରମଣ ଭୟ ଯୋଗୁ କୋଟିଏ ୬୦ ଲକ୍ଷ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି।…

କରୋନା ଭାଇରସର ନୂଆ ଠିକଣା ଇଟାଲି: ଗୋଟିଏ ଦିନରେ ୧,୨୪୭ ରୋଗୀ ଚିହ୍ନଟ

ରୋମ,୮।୩: କରୋନା ଭାଇରସ ଏବେ ପ୍ରାୟ ୯୪ ଦେଶକୁ ବ୍ୟାପିଥିବା ବେଳେ ସେ ତା’ର ଠିକଣା ବଦଳାଇ ଦେଇଛି ବୋଲି କୁହାଯାଉଛି। ଚାଇନାରେ କରୋନା ଭାଇରସ ସଂକ୍ରମଣରେ ସର୍ବାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସର୍ବାଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି।…

ସୌଦି ରାଜପରିବାରର ୩ ଅଟକ

ରିୟାଧ,୮।୩(ପି.ଟି.): ସୌଦି ଆରବ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନଙ୍କ ବିରୋଧରେ ବିଦ୍ରୋହ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ରାଜ ପରିବାରର ଦୁଇ ବରିଷ୍ଠ ଯୁବରାଜଙ୍କ ସମେତ ୩ ଜଣଙ୍କୁ ଅଟକ ରଖାଯାଇଛି। ଅନ୍ୟପକ୍ଷରେ କ୍ରାଉନ୍‌ ପ୍ରିନ୍ସ ପୁଣିଥରେ ତାଙ୍କ ହାତମୁଠା ମଜଭୁତ…

୯୪ ଦେଶକୁ ବ୍ୟାପିଲାଣି କରୋନା

ପ୍ୟାରିସ୍‌,୮।୩(ଏଏଫ୍‌ପି): ମାରାତ୍ମକ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଛି। ବର୍ତ୍ତମାନ ସୁଦ୍ଧା ଏହା ୯୪ ଦେଶକୁ ବ୍ୟାପିଲାଣି। ଏଥିରେ ସଂକ୍ରମିତଙ୍କ ସଂଖ୍ୟା ୧,୦୧,୯୮୮ରେ ପହଞ୍ଚତ୍ଥିବାବେଳେ ୩୪୯୧ ଜଣଙ୍କ ଜୀବନ ଗଲାଣି। ଦିନକ ମଧ୍ୟରେ ୧୧୪୬ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ…

ଜର୍ମାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୬୮୪

ବର୍ଲିନ,୭।୩: ଜର୍ମାନୀରେ ୪୫ ନୂଆ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଛି ୬୮୪। ଚାଇନାରୁ ପ୍ରଥମେ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ବିଶ୍ୱର ପାଖାପାଖି ୯୦ ଦେଶକୁ ବ୍ୟାପିସାରିଲାଣି।…

ଏବେଠାରୁ ସାବଧାନ ନ ହେଲେ ଭାରତକୁ ମାଡି ଆସିବ କ୍ୟାନସର ସୁନାମି!

ଓ୍ବାଶିଂଟନ,୭।୩: ଅଗାମୀ ଦିନରେ ଭାରତରେ କ୍ୟାନସରର ଭୟାବହତାକୁ ଲକ୍ଷ୍ୟ କରି ୨ ଭାରତୀୟ ମୂଳ ବାସିନ୍ଦା ଡାକ୍ତର କହିଛନ୍ତି ଏବେଠାରୁ ସାବଧାନ ନ ହେଲେ ଭାରତକୁ କ୍ୟାନସର ସୁନାମୀ ମାଡିଆସିପାରେ। ଭାରତର ବଡ ବଡ ରାଜନେତାଙ୍କ ଚିକିତ୍ସା କରିଥିବା ଏହି ଡାକ୍ତର…

ଖବର କାଗଜ ପକ୍ଷରୁ ପ୍ରିଣ୍ଟ୍‌ ହେଲା ଟଏଲେଟ୍‌ ରୋଲ୍‌ ପେପର

ସିଡ୍‌ନୀ,୭।୩: କରୋନା ସଂକ୍ରମଣ ନେଇ ଅଷ୍ଟ୍ରେଲିଆର ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ବଜାରରେ ଟଏଲେଟ୍‌ ପେପର ମିଳୁ ନ ଥିବାବେଳେ ଲୋକେ କରୋନା ଭୟରେ ବାହାରକୁ ମଧ୍ୟ ବାହାରୁ ନାହାଁନ୍ତି। ତେଣୁ ଲୋକଙ୍କ ପାଖରେ ଟଏଲେଟ…

ଇଟାଲୀରେ କରୋନା ଆତଙ୍କ: ଗୋଟିଏ ଦିନରେ ୪୯ମୃତ

ରୋମ,୭।୩: ସାରା ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ଏଥିଯୋଗୁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଇଟାଲିରେ ଶୁକବ୍ରାର ୪୯ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତ ଜନିତ ମୃତ୍ୟୁସଂଖ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri