‘ପିଲାଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ’

ଲଣ୍ଡନ, ୧୧।୮(ପି.ଟି.): କରୋନା ଜନିତ ଲକ୍‌ଡାଉନ ପରେ ପିଲାମାନଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ସୋମବାର କହିଛନ୍ତି। ଏଥିସହିତ ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷାକୁ ମଧ୍ୟ ଅଗ୍ରାଧିକାର ଦେବାକୁ ସେ ପରାମର୍ଶ ଦେଇଛନ୍ତି। ବ୍ରିଟେନରେ ସେପ୍ଟେମ୍ବରରୁ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି। ସବୁ ଛାତ୍ରୀଛାତ୍ର ଯେପରି ସ୍କୁଲ୍‌କୁ ଆସିବେ ସେ ଦିଗରେ କାର୍ଯ୍ୟ କରିବା ପାଇଁ ଜନ୍‌ସନ ଶିକ୍ଷକ ସଂଘଗୁଡ଼ିକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାବୁଲରେ ସରକାର ଗଠନ ପାଇଁ ବଡ ସମାରୋହର ଆୟୋଜନ କରିପାରେ ତାଲିବାନ, ୬ ଦେଶକୁ ଦେଇଛି ନିମନ୍ତ୍ରଣ

କାବୁଲ,୬ ।୯: ଏବେ ସମସ୍ତଙ୍କ ନଜର ତାଲିବାନ ଉପରେ । ଆଫଗାନିସ୍ତାନ କବଜା କରିବା ପରେ ଏବେ ସେ କାବୁଲରେ ସରକାର ଗଠନ କରିବାକୁ ପ୍ରସ୍ତୁତିରେ...

ରୁଷିିଆ-ଚାଇନା ଗଠନ କରୁ ନାହାନ୍ତି ସାମରିକ ମେଣ୍ଟ: ପୁଟିନ…

ମସ୍କୋ,୨୬।୩ : ଆମେରିକା ସମେତ ଅନେକ ନାଟୋ ଦେଶ ରୁଷିଆ ଏବଂ ଚାଇନା ମଧ୍ୟରେ ବଢୁଥିବା ବନ୍ଧୁତାକୁ ନେଇ ଚିନ୍ତିତ ଅଛନ୍ତି। ତେବେ ରୁଷିଆ ଏବଂ...

ବିଦ୍ରୋହ ଧମକ ଦେଲେ ପୁଟିନ ସେନା

ମସ୍କୋ,୧୬।୧: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଆଉ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ରୁଷିଆ ସେନା ପୁଟିନଙ୍କୁ...

ୟୁକ୍ରେନ-ରୁଷିଆ ଯୁଦ୍ଧରେ ଭାରତର ଆଭିମୂଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ଆମେରିକା

ଓ୍ବାଶିଂଟନ୍‌,୨୫।୨: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ତେବେ ଏହି ଯୁଦ୍ଧକୁ ନେଇ ଭାରତ କାହା...

ରୁଷିଆ ସେନାଙ୍କ ହୋସ ଉଡାଉଛି ଆମେରିକା ଅସ୍ତ୍ର

କ୍ୱିଭ,୮ ।୪: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି । ଉଭୟ ଦେଶ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ଏପଟେ...

ପୁଲଓ୍ବାମା ଭଳି ଆକ୍ରମଣ ଘଟିବ

ଇସ୍‌ଲାମାବାଦ,୭ା୮: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାର କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ନୂଆଦିଲ୍ଲୀର ଏହି...

ଭାରତ ମହାସାଗର ଉପରେ ଲକ୍ଷ୍ୟ, ଚାଇନା-ପାକିସ୍ତାନର ନୌଭ୍ୟାସ…

ବେଜିଂ,୧୧।୭ : ଭାରତ ମହାସାଗରରେ ଉନ୍ନତ ନୌସେନା ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଚାଇନା ଏବଂ ପାକିସ୍ତାନ ସାଂଘାଇ ଉପକୂଳରେ ସାଗର ଗାର୍ଡିଆନ-୨ ଅଭ୍ୟାସ...

୨୦ ଘଣ୍ଟା ପାଣିରେ ବୁଡ଼ିଯିବା ପରେ ମଧ୍ୟ ଜୀବିତ ଅଛନ୍ତି ଯୁବକ, ଉଦ୍ଧାର କଲା କୋଷ୍ଟଗାର୍ଡ

ମେକ୍ସିକୋ,୨୬ା୧୧: ମେକ୍ସିକୋର ସୀମାନ୍ତ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମେକ୍ସିକୋର ଜଣେ ବ୍ୟକ୍ତି ଦୀର୍ଘ ଘଣ୍ଟା ଧରି ପାଣିରେ ବୁଡ଼ିଯିବା ପରେ ଜୀବିତ...

Advertisement
Archives

Model This Week