ପ୍ରଚଣ୍ଡ ବିସ୍ଫୋରଣ: ନିମିଷକେ ଚାଲିଗଲା ୫ ଜୀବନ

ଇସଲାମାବାଦ୍‌, ୧୦।୮: ପାକିସ୍ତାନର ଚମନ ସହରରେ ସୋମବାର ପ୍ରଚଣ୍ଡ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଏବଂ ପାକିସ୍ତାନର ସୀମାରେ ଥିବା ବାଲୁଚିସ୍ତାନ ପ୍ରଦେଶର ଏହି ସହରର ଜନ ଗହଳିପୂର୍ଣ୍ଣ ହାଜି ନିଦା ବଜାରରେ ଏଭଳି ଘଟିଛି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାର ତଦନ୍ତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଏଥିପାଇଁ ଦାୟୀ କରି ନାହାଁନ୍ତି। ମୃତକଙ୍କ ଖଣ୍ଡବିଖଣ୍ଡିତ ଶରୀର ଚାରିଆଡ଼େ ବିକ୍ଷିପ୍ତ ହୋଇପଡ଼ିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣଠାରୁ ୨ଗୁଣ ଉଚ୍ଚତାର ଶିଶୁ ଜନ୍ମ

ଲଣ୍ଡନ,୨୭।୫: ଦକ୍ଷିଣ-ପୂର୍ବ ଇଂଲଣ୍ଡର ବକିଂହାମ୍‌ଶାୟାରରେ କାଉଣ୍ଟିର ଜଣେ ୨୭ ବର୍ଷୀୟା ଆମି ନାମକ ମହିଳା ଏକ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଶିଶୁର ଉଚ୍ଚତା ଏବଂ ଓଜନ...

ସୋସିଆଲ ଡିଷ୍ଟାନସିଂ ଗାଇଡ୍‌ ଲାଇନ୍ସକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କଲେ ଟ୍ରମ୍ପ

ଓ୍ବାଶିଂଟନ,୩୦।୩: ଆମେରିକାରେ କରୋନା ଭାଇରସ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ସେଠାରେ ମୃତ୍ୟୁ ସଂଖ୍ୟା ୨ ହଜାର ଅତିକ୍ରମ କରି ସାରିଲାଣି। ଏହାକୁ...

କରୋନାକୁ କରନ୍ତୁନି ହେୟଜ୍ଞାନ; ଆଗାମୀ ଦିନରେ ପୃଥିବୀରେ ସୃଷ୍ଟି କରିବ ଭୟଙ୍କର ସ୍ଥିତି: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୨୧।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ...

ଆମେରିକା ରାଜଦୁତଙ୍କ ନିଶକୁ ନେଇ ଦକ୍ଷିଣ କୋରିଆରେ ହଙ୍ଗାମା

ସିଓଲ,୨୮।୭: ଆମେରିକା ରାଜଦୂତଙ୍କ ନିଶକୁ ନେଇ ଦକ୍ଷିଣ କୋରିଆରେ ବିବାଦ ସୃଷ୍ଟି ହୋଇଛି। ରାଜଦୂତ ହ୍ୟାରି ହାରିସ କ୍ଲିନ୍‌ ସେଭ ହେବା ପରେ ବିବାଦର ସମାପ୍ତ...

ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀ: ଭାରତର ପକ୍ଷ ରଖିବେ ମୋଦି

ନୂଆଦିଲ୍ଲୀ/ନ୍ୟୁୟର୍କ,୨୧ା୯: ଆମେରିକାର ନ୍ୟୁୟର୍କରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ସୋମବାର ହେବ। ଏଥିରେ ଯୋଗଦେବା ପାଇଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ବିଶ୍ୱନେତାଙ୍କୁ ନିମନ୍ତ୍ରଣ କରିଛନ୍ତି।...

ଚାଇନାର ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋକର କହିଲେ ବ୍ୟବସାୟୀ: ଆଉ ତାପରେ…

ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଜୋକର କହିବା ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି। ଏ ନେଇ ସରକାରଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଉକ୍ତ ବ୍ୟବସାୟୀ...

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ଉପରେ ଆସିଛି କରୋନା ସଙ୍କଟ: ଜାତିସଂଘ

ଜେନେଭା,୧।୪: ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବେ ପୃଥିବୀ ଉପରେ କରୋନା ସଙ୍କଟ ଦେଖାଦେଇଛି। ବିଭିନ୍ନ ରାଷ୍ଟ୍ର ପାରସ୍ପରିକ ଭେଦଭାବ ଭୁଲି ଏକ ଜୁଟ ହୋଇ ଏହାର ମୁକାବିଲା...

ଲୌହ ଗ୍ରହାଣୁ ପିଣ୍ଡର ମିଳିଲା ସନ୍ଧାନ: ବିକ୍ରି କଲେ ପୃଥିବୀର ପ୍ରତି ଲୋକଙ୍କୁ ମିଳିବ ୯ ହଜାର କୋଟିରୁ ଅଧିକ ଟଙ୍କା

ଓ୍ବାଶିଂଟନ,୭।୩: ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏକ ବୃହତ୍‌ ଲୌହ ଗ୍ରହାଣୁ ପିଣ୍ଡର ସନ୍ଧାନ କରାଯାଇଛି। ସମ୍ପୂର୍ଣ୍ଣ ଭାବେ ଲୁହାରେ ଭରପୁର ଥିବା ୧୬-ସାଇକି...

Advertisement
Archives

Model This Week