ବର୍ଷାରେ ବେହାଲ ପାକିସ୍ତାନ: ଗଲାଣି ୫୦ ଜୀବନ

ଇସ୍‌ଲାମାବାଦ,୧୦।୮: ଗତ ୩ଦିନ ହେବ ପାକିସ୍ତାନରେ ଲଗାଣ ବର୍ଷା ଲାଗି ରହିଛି। ମୌସୁମୀ ସକ୍ରିୟ ଥିବା ବେଳେ ଲଗାଣ ବର୍ଷାରେ ବେହାଲ ହେଲାଣି ପାକିସ୍ତାନ। ପ୍ରବଳ ବର୍ଷା ଯୋଗୁ ଏପର୍ଯ୍ୟନ୍ତ ୫୦ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସୂଚନା ଅନୁଯାୟୀ ବର୍ଷାରେ ବିଶେଷ ଭାବେ ଖେବର ପଖତୁନଓ୍ବାର ଉତ୍ତର-ପଶ୍ଚିମ ଅଞ୍ଚଳରେ କ୍ଷତି ହୋଇଛି। ଏଠାରେ ବର୍ଷା ଯୋଗୁ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସିନ୍ଧ ଅଞ୍ଚଳରେ ୧୨ ଓ ଉତ୍ତର ଗିଲଗିଟ ବାଲଟିସ୍ତାନରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏସବୁ ଅଞ୍ଚଳରେ ବର୍ଷା ଯୋଗୁ ବନ୍ୟା ସତର୍କତା ମଧ୍ୟ ଜାରି କରାଯାଇଛି। ସିନ୍ଧ ଅଞ୍ଚଳରେ ଆସିଥିବା ବନ୍ୟାରେ ପାଖାପାଖି ୧୦୦ ଘର କ୍ଷତିଗ୍ରସ୍ତ ହେବାସହ ମୁଖ୍ୟ ସହର ଜଳାର୍ଣ୍ଣବ ହୋଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ-ଚାଇନା ରୁଷିଆରେ କରିବେ ଯୁଦ୍ଧାଭ୍ୟାସ…

ନୂଆଦିଲ୍ଲୀ/ମସ୍କୋ, ୨।୯: ଭାରତ, ପାକିସ୍ତାନ, ଚାଇନା ସମେତ ୧୭ ଦେଶ ମିଳିତ ଭାବେ ରୁଷିଆରେ ଆୟୋଜିତ ହେବାକୁ ଥିବା ଜାପାଡ-୨୦୨୧ ଯୁଦ୍ଧାଭ୍ୟାସ୍‌ରେ ସାମିଲ ହେବେ। ସେପ୍ଟେମ୍ବର...

୧୫୭ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍‌ ହେଲେ ବ୍ୟକ୍ତି, ଆଉ ତା’ ପରେ …

ଡ୍ରାଇଭିଂ ଟେଷ୍ଟରେ ଜଣେ ବ୍ୟକ୍ତି ଥରେ, ଦୁଇ ଥର କିମ୍ବା ଅତି ବେଶିରେ ଦଶ ଥର ଫେଲ୍‌ ହୋଇଥାନ୍ତି। ମାତ୍ର ଇଂଲଣ୍ଡରେ ରହୁଥିବା ଜଣେ ବ୍ୟକ୍ତି...

‘ଧର୍ମ ଚାଇନା ସମାଜ ପରି ହେବା ଉଚିତ୍‌’

ବେଜିଂ,୧୭ା୭: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଅଧିକାରୀମାନଙ୍କୁ ଏକ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଚାଇନାରେ ଇସଲାମ ଚାଇନା ସମାଜ ସହ ଅନୁରୂପ ହେବା ଉଚିତ।...

ଇଟାଲୀକୁ ଟପି ୪ର୍ଥ ସ୍ଥାନରେ ରୁଷିଆ

ଓ୍ବାଶିଂଟନ/ମସ୍କୋ/ଲଣ୍ଡନ, ୧୨ା୫: ବିଗିିଡ଼ିବାରେ ଲାଗିଛି କରୋନା ସ୍ଥିତି। ବିଶ୍ୱକୁ ଥରହର କରି ଆତଙ୍କର ବାତାବରଣ ସୃଷ୍ଟିକରିଛି ଏହି ମହାମାରୀ ଭୂତାଣୁ। ସୋମବାର ସୁଦ୍ଧା ବିଶ୍ୱରେ ସଂକ୍ରମିତଙ୍କ...

ଆମେରିକା-ରୁଷିଆ ମୁହାଁମୁହିଁ,ବାଇଡେନ୍‌ଙ୍କ ଚେତାବନୀ…

ଓ୍ବାଶିଂଟନ, ୧୯।୧ : ରୁଷିଆ ୟୁକ୍ରେନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ...

ଟିକା ନେବା ପରେ ବ୍ରିଟିଶ ମହିଳାଙ୍କ ମୃତ୍ୟୁ

ଡବଲିନ, ୨୪।୫ : ସାଇପ୍ରସର ହସ୍ପିଟାଲରେ ଆଷ୍ଟ୍ରାଜେନେକା କୋଭିଡ୍‌-୧୯ ଟିକା ନେବା ପରେ ଜଣେ ୩୯ ବର୍ଷୀୟା ବ୍ରିଟିଶ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଠାରେ...

ରାଷ୍ଟ୍ରପତି ଭବନରେ ମଉଜ

କଲମ୍ବୋ,୧୧ା୭:ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ଆର୍ଥିକ ସଙ୍କଟ ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ଦାୟୀ କରି ରାଷ୍ଟ୍ରପତି ଭବନକୁ ଦଖଲ କରିଛନ୍ତି ବିକ୍ଷୋଭକାରୀ। ଗୋଟାବାୟାଙ୍କ ପତ୍ତା...

ଆଜିଠୁ ବାଇଡେନ୍‌ ଯୁଗ

ଓ୍ବାଶିଂଟନ,୨୦ା୧: ୨୦୨୦ ନଭେମ୍ବର ୩। ଏହି ଦିନ ଆମେରିକାବାସୀ ବାଛିଥିଲେ ଦେଶର ନୂଆ ନେତା। କେବଳ ନୂଆ ନେତାଙ୍କୁ ବାଛି ନ ଥିଲେ, ବରଂ ସ୍ଥିର...

Advertisement
Archives

Model This Week