ମଶା କାମୁଡିବାର ପରିଣାମ: ଗୋଡ଼ର ଆକାର ସ୍ବାଭାବିକଠାରୁ ୫ଗୁଣ ହେଲା ବଡ଼
ମଶା କାମୁଡିବା ଆମକୁ ସାଧାରଣ ଲାଗିଥାଏ। ପ୍ରତିଦିନ ଗୋଟିଏ ମଶା ଆମକୁ ନିଶ୍ଚିନ୍ତ କାମୁଡୁଥିବ। ଡେଙ୍ଗୁ, ମେଲେରିଆ ବ୍ୟତିତ କୌଣସି ସାଧାରଣ ମଶା କାମୁଡିଲେ ସାମାନ୍ୟ କୁଣ୍ଡେଇ ହେବା ପରେ ଠିକ୍ ହୋଇଯାଇଥାଏ। ହେଲେ କାମ୍ବୋଡିଆ ଜଣେ ଯୁବକଙ୍କୁ ମଶା କାମୁଡିବା…
ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ୨୦୨୦ ବର୍ଷର ନୋବେଲ ଶାନ୍ତି ପୁରସ୍କାର
ଷ୍ଟକହୋମ,୯ ।୧୦: ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ବା ୱାର୍ଲଡ ଫୁଡ୍ ପ୍ରୋଗ୍ରାମ(ଡପ୍ଲୁଏଫ୍ପି)କୁ ୨୦୨୦ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । ନୋବେଲ ପୁରସ୍କାର ସମିତି ଦ୍ୱାରା ଶୁକ୍ରବାର ଏହି ଘୋଷଣା କରାଯାଇଛି । ନୋବେଲ କମିଟି…
ବର୍ଷକୁ ୨୦ କୋଟି ଟଙ୍କାର ମଦ ପିଅନ୍ତି ଏହି ଦେଶର ଶାସକ
ପ୍ୟୋଙ୍ଗୟାଙ୍ଗ,୯ା୧୦: ବିଶ୍ୱରେ ଏମିତି କେହି ନାହିଁ, ଯିଏ କି ଉତ୍ତରକୋରିଆର ଶାସକ କିମ୍-ଜୋଙ୍ଗ୍-ଉନ୍ଙ୍କୁ ନ ଜାଣିଛି। କିମ୍ ନିଜର ଏକଛତ୍ରବାଦ ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏମିତିରେ ଉତ୍ତରକୋରିଆକୁ ‘ଗୁପ୍ତ ଦେଶ’ ବୋଲି କୁହାଯାଏ। କାରଣ ଏଠାକାର କଥା ବାହାର…
ଆମେରିକା ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିବେ କିମ୍-ଜୋଙ୍ଗ୍-ଉନ୍, ଟ୍ରମ୍ପଙ୍କ ପାଇଁ ବିପଦ
ପ୍ୟୋଙ୍ଗ୍ୟାଙ୍ଗ୍,୯ା୧୦: କରୋନା ମହାମାରୀ ସମୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ନିଜର ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୧୦ ଅକ୍ଟୋବରରେ ଶାସକ ଦଳର ୭୫ ତମ ପ୍ରତିଷ୍ଠା ଦିବସରେ କିମ୍ ଜୋଙ୍ଗ୍ ପୁଣି ଥରେ ନିଜର ଶକ୍ତି…
ଇସ୍ତଫା ଦେବାକୁ ରାଜି ହେଲେ ରାଷ୍ଟ୍ରପତି
ବିଶକେକ୍,୯।୧୦: ପ୍ରବଳ ବିରୋଧ ମଧ୍ୟରେ କିର୍ଗିଜସ୍ଥାନର ରାଷ୍ଟ୍ରପତି ସୁରୋନବେ ଜିନବେକୋଭ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ତାଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି। ଗତ ରବିବାର କିର୍ଗିଜସ୍ଥାନରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ବିରୋଧରେ ବିକ୍ଷୋଭକାରୀମାନେ ସଂସଦ ଭବନରେ ଚଢ଼ାଉ କରିଥିଲେ।…
ବିସ୍କୁଟ ବିଜ୍ଞାପନ ଉପରେ ଲାଗିଲା ପ୍ରତିବନ୍ଧକ
ଇସଲାମାବାଦ,୯।୧୦: ପାକିସ୍ତାନରେ ଏକ ବିସ୍କୁଟର ବିଜ୍ଞାପନ ଏବେ ବିବାଦ ଘେରରେ ରହିଛି। ଅକ୍ଟୋବର ୪ ତାରିଖରୁ ଟିଭି ଚ୍ୟାନେଲରେ ଏହି ବିଜ୍ଞାପନ ଦେଖାଯାଉଥିଲା । ଏହାକୁ ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧୀକରଣ ଦ୍ୱାରା ନିଷେଧ କରାଯାଇଛି। ବିଜ୍ଞାପନରେ ପାକିସ୍ତାନୀ ଅଭିନେତ୍ରୀ…
ସାହିତ୍ୟ ପାଇଁ ଲୁଇସଙ୍କୁ ନୋବେଲ
ଷ୍ଟକହୋମ,୮।୧୦-ଚଳିତ ବର୍ଷ ଆମେରିକାର କବୟତ୍ରୀ ଲୁଇସ ଗ୍ଲୁକ ନୋବେଲ ପୁରସ୍କାର ପାଇବେ। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ନୋବେଲ ପ୍ରଦାନ କରାଯିବ। ଏ ନେଇ ଗୁରୁବାର ନୋବେଲ ପୁରସ୍କାର କମିଟି ପକ୍ଷରୁ ଲୁଇସଙ୍କ ନାମ ଘୋଷଣା କରାଯାଇଛି। ସୁଲଳିତ…
ପ୍ରତିଶୋଧ ମନୋଭାବ ରଖି ନିରୀହ ଲୋକଙ୍କୁ ଆତଙ୍କବାଦୀ କହିବା ଦୁର୍ଭାଗ୍ୟପୂର୍ଣ୍ଣ: ଭାରତ
ଜେନେଭା, ୮।୧୦: ଜାତିସଂଘ ସୁରକ୍ଷା ପରିଷଦର ଅପବ୍ୟବହାର କରି ପ୍ରତିଶୋଧ ମନୋଭାବ ରଖି କୌଣସି ଦେଶର ନିରୀହ ଲୋକଙ୍କୁ ଆତଙ୍କବାଦୀ କହିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଭାରତ କହିଛନ୍ତି। ବିନା ପ୍ରମାଣରେ ଏବଂ ଆଇନଗତ ବ୍ୟବସ୍ଥାରେ ସ୍ବଚ୍ଛତା ରଖି ଏଭଳି କରାଯିବା ନିନ୍ଦନୀୟ।…
ବିୟର କଥା ମନେ ପଡ଼ିବାରୁ ଆଇସୋଲେଶନ ଓ୍ବାର୍ଡ ଛାଡ଼ି ପଳାଇଲେ ଏହି ଯୁବକ, ଆଉ ତା’ ପରେ…
ଲଣ୍ଡନ,୮ା୧୦: କୁହାଯାଏ, ଏମିତି କିଛି ବ୍ୟକ୍ତି ଅଛନ୍ତି ସେମାନେ ନିଶା ପାଇଁ ସବୁକିଛି କରିପାରନ୍ତି। ଠିକ୍ ଏମିତି ଏକ ଘଟଣା ଘଟିଛି ବ୍ରିଟେନ୍ରେ। ଏଠାକାର ଜଣେ ଯୁବକ କରୋନା ସଂକ୍ରମିତ ହୋଇଥିଲେ। ଏଥିପାଇଁ ସେ ଆଇସୋଲେଶନ ଓ୍ବାର୍ଡରେ ରହୁଥିଲେ। ଏହି ସମୟରେ…
ଚାଇନାକୁ ଟ୍ରମ୍ପ୍ଙ୍କ ଚେତାବନୀ: ଭୋଗିବାକୁ ପଡ଼ିବ କୁକର୍ମର ଫଳ
ଓ୍ବାଶିଂଟନ, ୮।୧୦:କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ଚେତାବନୀ ଦେଇଛନ୍ତି। ଟ୍ରମ୍ପ୍ କହିଛନ୍ତି ଚାଇନାକୁ କୁକର୍ମର ଫଳ ଭୋଗିବାକୁ ପଡ଼ିବ। ରାଷ୍ଟ୍ର ଉଦ୍ଦେଶ୍ୟରେ ଜାରି ହୋଇଥିବା ୪ ମିନିଟ୍ ୫୩ ସେକେଣ୍ଡର…
କେଶ କାଟି ଫସିଲେ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ
ଜେରୁସେଲମ,୬।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସ୍ତ୍ରୀ ସାରା ନେତାନ୍ୟାହୁ ଲକଡାଉନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଦେଶରେ ଲକ୍ଡାଉନ୍ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ହେୟାର ଡ୍ରେସର୍କୁ ଡକାଇ ଡାକି ସେ କେଶ କାଟିଥିଲେ। ଏହାକୁ ନେଇ ବିରୋଧୀ ତାଙ୍କୁ…
କରୋନା ଲଢ଼େଇ: ଧରାବୀ ମଡେଲକୁ ବିଶ୍ୱବ୍ୟାଙ୍କର ତାରିଫ୍
ଜେନେଭା/ମୁମ୍ବାଇ, ୮।୧୦: ଭାରତରେ କରୋନା ମହାମାରୀ ସଂକ୍ରମଣ ବିରୋଧରେ ଲଢ଼େଇ ଜାରି ରହିଛି। ମୁମ୍ବାଇର ଧରାବୀରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରଚଳନ କରାଯାଇଥିବା ମଡେଲକୁ ବିଶ୍ୱବ୍ୟାଭ୍କ ପକ୍ଷରୁ ତାରିଫ୍ କରାଯାଇଛି। ଏସିଆର ବୃହତ୍ତମ ବସ୍ତିରେ କରୋନା ସଂକ୍ରମଣକୁ…
Archives


