ଅନ୍ତର୍ଜାତୀୟ

ଟ୍ରମ୍ପ୍‌ଙ୍କ ଆଦେଶ: ସୋମାଲିଆରୁ ସ୍ବଦେଶ ଫେରିବେ ଆମେରିକା ସୈନ୍ୟ

ଓ୍ବାଶିଂଟନ, ୫।୧୨: ସୋମାଲିଆରେ ଆତଙ୍କବାଦୀ ସଂଗଠନ ବିରୋଧରେ ଲଢ଼େଇ ଜାରି ରଖିଥିବା ଆମେରିକାର ୭୦୦ ସୈନ୍ୟ ସ୍ବଦେଶ ଫେରିବେ। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ୨୦୨୧ ଜାନୁୟାରୀ ୧୫ ସୁଦ୍ଧା ସୈନ୍ୟମାନେ ଆମେରିକା ଫେରିବେ ବୋଲି…

ଚାଇନା କୋଇଲା ଖଣିରେ ଦୁର୍ଘଟଣା: ୧୮ ଶ୍ରମିକ ମୃତ

ବେଜିଂ,୫ ।୧୨: ଚାଇନାର ଏକ କୋଇଲା ଖଣିରେ କାର୍ବନ ମନୋକ୍ସାଇଡର ସ୍ତର ବୃଦ୍ଧି ପାଇବାରୁ ଏକ ଦୁର୍ଘଟଣା ଘଟିଛି । ଏଥିରେ କାମ କରୁଥିବା ପ୍ରାୟ ୧୮ ଜଣ ଶ୍ରମିକଙ୍କର ଖଣି ମଧ୍ୟରେ ମୃତ୍ୟୁ ହୋଇଛି । ଶନିବାର ଏହି ଘଟଣା…

ଗର୍ଲଫ୍ରେଣ୍ଡଙ୍କୁ ବର୍ଗର ଖୁଆଇବାକୁ ୨ଲକ୍ଷ ଟଙ୍କାରେ ହେଲିକପ୍ଟର ବୁକ୍‌ କରି ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଯୁବକ: ଆଉ ତା ପରେ…

ଜଣେ ବ୍ୟକ୍ତିଙ୍କ ବର୍ଗର ଖାଇବାକୁ ଇଚ୍ଛା ହେଲା। ମାତ୍ର ଘରପାଖରେ ତାଙ୍କୁ କୌଣସି ରେଷ୍ଟୁରାଣ୍ଟ ପସନ୍ଦ ହେଲାନାହିିଁ। ଶେଷରେ ସେ ପ୍ରେମିକାଙ୍କୁ ଧରି ୨ ଘଣ୍ଟା ପାଇଁ ହେଲିକପ୍ଟର ବୁକ୍‌ କରି ମ୍ୟାକଡୋନାଲ୍ଡ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଶୁଣିବାକୁ ଆର୍ଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…

ଅନଲାଇନ୍‌ ମିଟିଂରେ କାନରୁ ମଇଳା ବାହାର କରି ଖାଇଲେ ମେୟର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲଣ୍ଡନ, ୫।୧୨: ଲଣ୍ଡନ ମହାନଗର ନିଗମ ପକ୍ଷରୁ ଏକ ଅନଲାଇନ୍‌ରେ ମିଟିଂ ଚାଲିଥିଲା। ହଠାତ୍‌ ଡେପୁଟି ମେୟର ଜୁଲିୟନ୍‌ ବେଞ୍ଜାମିନ୍‌ ନିଜ କାନରୁ ମଇଳା ବାହାର କରିବା ସହିତ ଏହାକୁ ଖାଇଥିଲେ। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ…

ଟ୍ରମ୍ପ୍‌ଙ୍କ ଝିଆରୀଙ୍କ ବିବାଦୀୟ ମନ୍ତବ୍ୟ: ସେ ଜଣେ କ୍ରୁର-ବିଶ୍ୱାସଘାତୀ ଶାସକ, ତାଙ୍କୁ ଜେଲ ପଠାଯିବା ଆବଶ୍ୟକ

ଓ୍ବାଶିଂଟନ୍‌, ୫।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ତାଙ୍କ ଝିଆରୀ ମେରି ଟ୍ରମ୍ପ୍‌ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମେରି କହିଛନ୍ତି ଯେ, ତାଙ୍କ ଦାଦା ଜଣେ କ୍ରୁର ଏବଂ ବିଶ୍ୱାସଘାତୀ ଶାସକ। ସେ କେତେକ ଆପରାଧୀକ ମାମଲା ସହିତ ଜଡ଼ିତ।…

ଜୀବିତ ଥାଇ ବି ନିଜକୁ ମୃତ ସାବ୍ୟସ୍ତ କଲେ ମହିଳା: ବୀମା କମ୍ପାନୀଠାରୁ ଲୁଟି ନେଲେ ୧୧ କୋଟି

ଇସଲାମାବାଦ୍‌,୫।୧୨: ପାକିସ୍ତାନରେ ଜଣେ ମହିଳା ନିଜକୁ ମୃତ ସାବ୍ୟସ୍ତ କରି ବୀମା କମ୍ପାନୀଠାରୁ ୧୧ କୋଟି ଟଙ୍କା ଲୁଟି ନେଇଛନ୍ତି। ୯ ବର୍ଷ ପରେ ଏହି ଘଟଣା ଜଣାପଡ଼ିଛି। ସଙ୍ଘୀୟ ଯାଞ୍ଚ୍‌ ଏଜେନ୍ସି(ଏଫ୍‌ଆଇଏ) ଅନୁସାରେ ସୀମା ଖର୍ବେ ନାମକ ମହିଳା ୨୦୦୮…

ବାହାରିନ୍‌ରେ ଫାଇଜର-ବାୟୋଏନ୍‌ଟେକ୍‌ ଟିକାକୁ ମଞ୍ଜୁରୀ

ମାନାମା,୫।୧୨: ବ୍ରିଟେନ ପରେ ଏବେ ପୃଥିବୀର ଦ୍ୱିତୀୟ ରାଷ୍ଟ୍ର ଭାବେ ବାହାରିନ୍‌ରେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ମଞ୍ଜୁରୀ ଦିଆଯାଇଛି। ଏନେଇ ବାହାରିନ୍‌ର ନ୍ୟାଶନାଲ ହେଲ୍‌ଥ ରେଗୁଲେଟାରୀ ଅଥରିଟୀର ସିଇଓ ମାରିଆମ୍‌ ଅଲ୍‌-ଝାଲହାମାଙ୍କ ପକ୍ଷରୁ ସୂଚନା…

ଚାଇନା ନାଗରିକଙ୍କୁ ଆମେରିକା ଭିଜା ମନା: ମାନବାଧିକାର ଉଲ୍ଲଂଘନ ଅଭିଯୋଗ

ଓ୍ବାଶିଂଟନ,୫।୧୨: ମାନବାଧିକାର ଉଲ୍ଲଂଘନ କରୁଥିବା ଚାଇନା ନାଗରିକଙ୍କୁ ଆମେରିକା ଭିଜା ପ୍ରଦାନ କରାଯିବ ନାହିଁ। ଏନେଇ ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍‌ ପୋମ୍ପିଓ ସୂଚନା ଦେଇଛନ୍ତି। ଚାଇନାରେ ଉଇଗର ମୁସଲମାନଙ୍କ ଉପରେ ହେଉଥିବ ଅତ୍ୟାଚାରରେ ସାମିଲ୍‌ ଥିବା ଶାସକ କମ୍ୟୁନିଷ୍ଟ୍‌ ପାର୍ଟିର…

ଗ୍ଲୋବାଲ ଟାଇମ୍ସ ଏଡିଟରଙ୍କ ନଁ।ରେ ଗମ୍ଭୀର ଅଭିଯୋଗ

ବେଜିଂ, ୫।୧୨: ଚାଇନା ମୁଖପତ୍ର ଗ୍ଲୋବାଲ ଟାଇମ୍ସର ଏଡିଟର ହୁ ଜିଜିନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ଚାଇନା ସପକ୍ଷରେ ବାରମ୍ବାର ପ୍ରଚାର ପ୍ରସାର କରି ବିବାଦୀୟ ହୋଇପଡ଼ିଥିବା ୬୦ ବର୍ଷୀୟ ହୁ’ଙ୍କର ଦୁଇଜଣ ମହିଳା ସହକର୍ମୀଙ୍କ ସହ ପରକୀୟା ପ୍ରୀତି…

‘ହାପି ଡେଜ୍‌’ର ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗରଙ୍କ ପରଲୋକ

ଓ୍ବାଶିଂଟନ, ୫।୧୨: ‘ହାପି ଡେଜ୍‌’ ଏବଂ ‘ଦି କାନନବଲ୍‌ ରନ୍‌’ରେ ଅଭିନୟ ପାଇଁ ଜଣାଶୁଣା ହଲିଉଡ୍‌ ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗରଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଜଣେ ବ୍ୟସ୍ତବହୁଳ ଚରିତ୍ର ଅଭିନେତା ଭାବେ ସେ ଅନେକ ଶୋ’ରେ ଅଭିନୟ କରିଛନ୍ତି,…

ଭାରତକୁ ୯୦ ନିୟୁତ ଡଲାର ସାମଗ୍ରୀ ବିକିବ ଆମେରିକା

ଓ୍ବାଶିଂଟନ,୫ା୧୨(ପି.ଟି.): ଭାରତକୁ ୯୦ ନିୟୁତ ଡଲାର ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ଓ ସେବା ବିକ୍ରିକୁ ଶୁକ୍ରବାର ଆମେରିକା ମଞ୍ଜୁରୀ ଦେଇଛି। ଏହା ମଧ୍ୟରେ ରହିଛି ମିଲିଟାରି ହାର୍ଡଓ୍ବେର ଏବଂ ସି-୧୩୦ଜେ ସୁପର ହକ୍ୟୁଲେସ୍‌ ପରିବହନ ବିମାନ ପାଇଁ ସେବା। ଏହି ପ୍ରସ୍ତାବିତ…

ବିବାଦୀୟ ଦ୍ୱୀପକୁ ରୋହିଙ୍ଗ୍ୟା ସ୍ଥାନାନ୍ତର

କକ୍ସ ବଜାର, ୫।୧୨: ବାଂଲାଦେଶ ସରକାର ଶହ ଶହ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏକ ବିବାଦୀୟ ଦ୍ୱୀପକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ବାତ୍ୟା ଓ ବନ୍ୟାପ୍ରବଣ ନିମ୍ନ ଭୂମି ଦ୍ୱୀପକୁ ରୋହିଙ୍ଗ୍ୟାମାନଙ୍କୁ ସ୍ଥାନାନ୍ତର କରାଯାଉଥିବାରୁ ଏହାକୁ ନେଇ ଜାତିସଂଘ ଓ ଅଧିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?