ଅନ୍ତର୍ଜାତୀୟ

ଆମେରିକାକୁ ଚାଇନାର କଡ଼ା ଜବାବ: ଭାରତ-ଚାଇନା ସୀମା ସ୍ଥିତି ସ୍ଥିର, ତୃତୀୟପକ୍ଷର ହସ୍ତକ୍ଷେପ ଅନାବଶ୍ୟକ

ବେଜିଂ, ୩।୬: ଭାରତ-ଚାଇନା ସୀମାରେ କିଛି ଦିନ ଧରି ଉତ୍ତେଜନା ଲାଗି ରହିଛି। ଏହାର ସମାଧାନ ପାଇଁ ଆମେରିକା ନିଜେ ହସ୍ତକ୍ଷେପ କରିବା ସମ୍ପର୍କରେ ସୂଚନା ଦେଇଥିଲା। ସୀମା ଉତ୍ତେଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଅତ୍ୟଧିକ ଆଣ୍ଟିବାୟୋଟିକ୍ସ୍‌ ବ୍ୟବହାର କ୍ଷତିକାରକ: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସୁସ୍ଥ ହେବା ପାଇଁ ସଂକ୍ରମିତଙ୍କୁ ବିଭିନ୍ନ ଆଣ୍ଟିବାୟୋଟିକ୍ସ୍‌ ଦିଆଯାଉଛି। ତେବେ ଅତ୍ୟଧିକ ଆଣ୍ଟିବାୟୋଟିକ୍ସ୍‌ ବ୍ୟବହାର କ୍ଷତିକାରକ ବୋଲି (ବିଶ୍ୱସ୍ବାସ୍ଥ୍ୟ ସଂଗଠନ) ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି। ଏନେଇ ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ…

ଆମେରିକାରେ ହିଂସା ଜାରି: ୨୩ ରାଜ୍ୟରେ ୧୭ ହଜାର ସୈନ୍ୟ ମୁତୟନ

ୱାଶିଂଟନ,୩।୬: ଆମେରିକାର ମିନେପୋଲିସ୍‌ ସହରରେ ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁ ହେବା ପରେ ସାରା ଦେଶରେ ପ୍ରତିବାଦ ନିଆଁ ଜଳୁଛି। ଜର୍ଜ ଫ୍ଲୋୟଡ୍‌ ନାମକ କୃଷ୍ଣକାୟ ବ୍ୟକ୍ତିଙ୍କୁ ଜଣେ ପୋଲିସ ଅଧିକାରୀ ଆଣ୍ଠୁରେ ଚାପି ରଖି ମାରିଦେବାର ଭିଡିଓ…

୨୪ ଘଣ୍ଟାରେ ୧ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ: ବ୍ରିଟେନରେ ଖୋଲିଲା ପ୍ରାଇମେରୀ ସ୍କୁଲ

ଲଣ୍ଡନ,୨।୬: କରୋନା ସଂକ୍ରମଣକୁ ରୋକିବାକୁ ବିଶ୍ୱର ଅଧିକାଂଶ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ନିୟମରେ କୋହଳ କରାଯାଇଥିବା ବେଳେ କେବଳ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ କରୋନା ସଂକ୍ରମଣ କମ୍‌ ହେବା ପରିବର୍ତ୍ତେ ଦିନକୁ ଦିନ ଏହା ବୃଦ୍ଧି ପାଇବାରେ…

ଚାଇନା ନୁହେଁ ୟୁରୋପରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ !

ବେଜିଂ, ୨।୬: ଚାଇନାର ଉହାନ ସହର କରୋନାର ଏନ୍ତୁଡ଼ିଶାଳ ବୋଲି କୁହାଯାଉଥିଲା। ୨୦୧୯ ଡିସେମ୍ବର ୩୧ରେ ଚାଇନା ସରକାର କରୋନା ସଂକ୍ରମଣ ସମ୍ପର୍କରେ ଜଣାଇଥିଲେ। ତେବେ ଏହାକୁ ଏକ ସର୍ଭେ ରିପୋର୍ଟରେ ଭୁଲ ଦର୍ଶାଯାଇଛି। ଫ୍ରାନ୍ସ୍‌ରେ କରୋନା ସଂକ୍ରମଣ ୨୦୨୦ ଜାନୁୟାରୀ…

ଏସିଆର ମହଙ୍ଗା ଛାଡ଼ପତ୍ର: ରାତାରାତି କୋଟିପତି ପାଲଟିଲେ ମହିଳା

ବେଜିଂ, ୨।୬: ଏସିଆର ଏକ ମହଙ୍ଗା ଛାଡ଼ପତ୍ରରେ ଜଣେ ମହିଳା ରାତାରାତି କୋଟିପତି ପାଲଟି ଯାଇଛନ୍ତି। ଚାଇନା ଶେଜ୍ନେନର କାଙ୍ଗଟଇ ବାୟୋଲୋଜିକାଲ ପ୍ରଡକ୍ଟର ଅଧ୍ୟକ୍ଷ ଡ୍ୟୁ ଓ୍ବେଇମିନ୍‌ ତାଙ୍କ ପୂର୍ବତନ ସ୍ତ୍ରୀ ୟୁଆନ୍‌ ଲିପିଂଙ୍କୁ ଛାଡ଼ପତ୍ର କ୍ଷତିପୂରଣ ବାବଦରେ ଭାକସିନ୍‌ ମେକରର…

ଜୁନ୍‌ ୧୭ରେ ଜାତିସଂଘ ସୁରକ୍ଷା ପରିଷଦ ନିର୍ବାଚନ

ଜେନେଭା, ୨।୬: ଜାତିସଂଘ ସୁରକ୍ଷା ପରିଷଦ ନିର୍ବାଚନ ଜୁନ୍‌ ୧୭ରେ ହେବ। ଏନେଇ ସୂଚନା ପ୍ରକାଶ ପାଇଛି। ଫ୍ରାନ୍ସ୍‌ର ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ସୂଚନା ପ୍ରକାଶ ପାଇଛି। ପରିଷଦର ୫ ଅସ୍ଥାୟୀ ସଦସ୍ୟତା ପାଇଁ ହେବାକୁ ଥିବା ଏହି ନିର୍ବାଚନରେ…

କରୋନା ପରେ ଡରାଇଲାଣି ଇବୋଲା

କିନସାସା,୨।୬: ବିଶ୍ୱରେ ଏବେ କରୋନା ସଂକ୍ରମଣ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ଆଫ୍ରିକାବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଲାଣି ଇବୋଲା ଭାଇରସ। ଆଫ୍ରିକାରେ ଏବେସୁଦ୍ଧା ଦେଢ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୬ହଜାର…

୬ ବର୍ଷରେ ପୋଲିସ ଗୁଳିରେ ୭,୬୬୬ କୃଷ୍ଣକାୟଙ୍କ ଯାଇଛି ଜୀବନ: କାଲିଫର୍ନିଆରେ ସର୍ବାଧିକ

ଓ୍ବାଶିଂଟନ, ୨।୬: ଆମେରିକାରେ ପୋଲିସ ନିର୍ଯାତନାରେ କୃଷ୍ଣକାୟ ଜର୍ଜ ଫ୍ଲୋୟଡ୍‌ଙ୍କର ମୃତ୍ୟୁ ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ଥମିବାର ନାଁ ଧରୁନି। ମିନିଆପଲିସ ସହରରେ ପୋଲିସ ବର୍ବରତା ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଥିତ୍ଲା। ଏବେ ଏହା ଦେଶର ୪୦ଟି ସହରକୁ…

ବ୍ରିଟେନକୁ ବ୍ୟାପିଲା ବର୍ଣ୍ଣବୈଷମ୍ୟ ବିକ୍ଷୋଭ: ଆମେରିକାର ୪୦ ସହରରେ କର୍ଫ୍ୟୁ,ବଙ୍କରରେ ଲୁଚିଲେ ଟ୍ରମ୍ପ୍‌

ଲଣ୍ଡନ,୨ା୬: ଆମେରିକାରେ ଜର୍ଜ ଫ୍ଲୋୟଡ୍‌ ନାମକ ଜଣେ କୃଷ୍ଣକାୟଙ୍କର ପୋଲିସ ନିର୍ଯାତନାରେ ମୃତ୍ୟୁ ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ପୋଲିସ ବର୍ବରତା ବିରୋଧରେ ଆମେରିକାର ମିନିଆପଲିସ ସହରରେ ଆରମ୍ଭ ହୋଇଥିତ୍ବା ଆନ୍ଦୋଳନର ନିଆଁ ସାରା ଆମେରିକାକୁ ବ୍ୟାପିବା…

ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କ ସମେତ ପରିବାର ସଦସ୍ୟ କରୋନା ସଂକ୍ରମିତ

ୟେରେଭାନ,୧।୬: ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ ଓ ତାଙ୍କ ପରିବାରଣ ସମସ୍ତ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏକ ଫେସ୍‌ବୁକ ଷ୍ଟେଟମେଣ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସେ ଏହାର…

ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କଲା ପାକିସ୍ତାନ

ଇସଲାମାବାଦ୍‌,୧।୬: ଦିଲ୍ଲୀ ପୋଲିସ ପକ୍ଷରୁ ପାକିସ୍ତାନ ଦୂତାବାସରେ ଭିଜା ସହାୟକ ଭାବେ କାର୍ଯ୍ୟ କରୁଥିବା ୨ ଅଧିକାରୀଙ୍କୁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ସେମାନେ ପାକିସ୍ତାନ ଗୁପ୍ତଚରୀ ସଂସ୍ଥା ଆଇଏସ୍‌ଆଇ ପାଇଁ କାମ କରୁଥିବା ଜଣାପଡ଼ିବା ପରେ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri