ଅନ୍ତର୍ଜାତୀୟ

ଏହି ଦୁଇ ଆମେରିକୀୟଙ୍କୁ ଅର୍ଥନୀତିରେ ନୋବେଲ

ଓ୍ବାଶିଂଟନ୍‌, ୧୨।୧୦: ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଏଥର ଆମେରିକାର ପଲ୍‌ ଆର୍‌ ମିଲଗ୍ରମ ଏବଂ ରବର୍ଟ ବି ଉଇଲସନଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିଛି। ଇମ୍ପ୍ରୋଭମେଣ୍ଟସ ଟୁ ଅକ୍ସସନ ଥିଓରୀ ଏବଂ ଇନଭେନସନ ଅଫ ନ୍ୟୁ ଅକ୍ସନ…

ପାକିସ୍ତାନକୁ ଝଟ୍‌କା

ଇସ୍‌ଲାମାବାଦ,୧୨ ।୧୦: ଫାଇନାନାସିଆଲ୍ ଆକ୍ସନ ଟାସ୍କ ଫୋର୍ସ(ଏଫ୍‌ଏଟିଏଫ୍‌)ବୈଠକର କିଛି ସପ୍ତାହ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ବଡ ଝଟକା ଲାଗିଛି । ମନି ଲଣ୍ଡ୍ରିଂ ଓ ଟେରର ଫଣ୍ଡିଂ ବିରୋଧରେ ପାକିସ୍ତାନ ଦ୍ୱାରା କରାଯାଉଥିବା ଉପାୟ ପର୍ଯ୍ୟାପ୍ତ ନୁହେଁ ।…

ସାଉଦି ଆରବ ପ୍ରିନ୍ସଙ୍କ ସିକ୍ରେଟ ପାର୍ଟି, ସାମିଲ ଥିଲେ ୧୫୦ ମଡେଲ

ରିୟାଦ,୧୨ା୧୦: ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ କିଛି ମାସ ମଧ୍ୟରେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମର ହେଡ୍‌ଲାଇନ ବା ମୁଖ୍ୟ ଖବର ହୋଇ ରହିଆସୁଛନ୍ତି। କେତେବେଳେ ନିଜ ଦେଶରେ ସଂସ୍କାରବାଦୀ ପଦକ୍ଷେପ ନେବାକୁ ତ କେତେବେଳେ ଦେଶର ଦୂତାବାସରେ ସାମ୍ବାଦିକ…

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ବିଲେଇଛୁଆ, ଡେଲିଭରି ବକ୍ସରୁ ଯାହା ବାହାରିଲା ଦେଖିଲେ ଉଡ଼ିଯିବ ହୋସ୍‌

ପ୍ୟାରିସ୍‌,୧୨ା୧୦: ଫ୍ରାନ୍ସର ଏକ ଦମ୍ପତି ଘରେ ବିଲେଇ ଛୁଆ ପାଳିବାକୁ ଚାହୁଁଥିଲେ। ସେମାନେ ଅନ୍‌ଲାଇନ୍‌ରେ ୬ ହଜାର ୟୁରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୫ ଲକ୍ଷ ଟଙ୍କା ଦେଇ ଏକ ବିଲେଇ ମଗାଇଥିଲେ। ଯେତେବେଳେ ଘରକୁ ଡେଲିଭରି ବକ୍ସ ଆସିଲା ଏହାକୁ…

ଆଖିରୁ ମିଳିଲା କରୋନା ଭୂତାଣୁ

ବେଜିଂ,୧୨।୧୦: ସାଧାରଣତଃ କରୋନା ଜୀବାଣୁ ନାକ ଏବଂ ପାଟି ଦେଇ ଶରୀରକୁ ପ୍ରବେଶ କରିଥାଏ। ଏବେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଆଖି ମାଧ୍ୟମରେ ଶରୀରକୁ ମଧ୍ୟ ପ୍ରବେଶ କରିପାରିବ। ଚାଇନାରେ ଆଖିରେ କରୋନା ଜୀବାଣୁ ଥିବା ଏକ ମାମଲା…

ଟଙ୍କା-ମୋବାଇଲ ସ୍କ୍ରିନ୍‌ରେ ୨୮ ଦିନ ଜୀବିତ ରୁହେ କରୋନା ଭୂତାଣୁ

ସିଡ୍‌ନୀ, ୧୨।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମିତଙ୍କଠାରୁ ଭିନ୍ନ ଭିିନ୍ନ ମାଧ୍ୟମରେ କରୋନା ଭୂତାଣୁ ସୁସ୍ଥ ଲୋକଙ୍କ ପାଖକୁ ଆସିଥାଏ। କରୋନା ଭୂତାଣୁ ଟଙ୍କା ଏବଂ ମୋବାଇଲ୍‌ ସ୍କ୍ରିନ୍‌ରେ ୨୮ ଦିନ ପର୍ଯ୍ୟନ୍ତ ଜୀବିତ ରହିଥାଏ।…

୯୦ ବର୍ଷ ପରେ ମୈନ ଦ୍ୱୀପରେ ଶିଶୁ ଜନ୍ମ

ମୈନେ,୧୨।୧୦: ଦୀର୍ଘ ୯୦ ବର୍ଷ ପରେ ମୈନ ଦ୍ୱୀପରେ ଜଣେ ଶିଶୁ ଜନ୍ମ ନେଇଛି। ଦୁଇ ସପ୍ତାହ ପୂର୍ବରୁ ଜନ୍ମ ହୋଇଥିବା ଏହି ଶିଶୁର ନାମ ଆଜାଲିଏ ବେଲି ଗ୍ରେ ରଖାଯାଇଛି। ଆରୋନ୍‌ ଗ୍ରେ ଓ ଏରିନ୍‌ ଫର୍‌ନାଲ୍ଡ ଗ୍ରେଙ୍କର ଏହା…

ପାକ୍‌ରେ ହିନ୍ଦୁ ମନ୍ଦିର ଭାଙ୍ଗିଲେ

ନୂଆଦିଲ୍ଲୀ, ୧୨।୧୦: ପାକିସ୍ତାନର ଦକ୍ଷିଣ ପୂର୍ବ ସିନ୍ଧ୍‌ ପ୍ରଦେଶର ବାଡିନ୍‌ ଜିଲା କାରିଓ ଘନ୍‌ଓ୍ବାରରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ପୋଲିସ ମାମଲା ରୁଜୁକରିବା ସହ ଜଣକୁ ଗିରଫ କରିଥିବା…

ଲିବିୟାରେ ଅପହୃତ ୭ ଭାରତୀୟ ମୁକ୍ତ

ତୁନିସ,୧୨ ।୧୦: ଗତ ମାସରେ ଲିବିୟାରେ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୭ ଭାରତୀୟଙ୍କୁ ମୁକ୍ତ କରାଯାଇଛି । ଏହି ଖବର ଟ୍ୟୁନିସିଆରେ ଥିବା ଭାରତୀୟ ରାଜଦୂତ ପୁନିତ ରାୟ କୁନ୍ଦଲ ଦେଇଛନ୍ତି । ମୁକୁଳିଥିବା ସମସ୍ତ ଭାରତୀୟ ଉତ୍ତର ପ୍ରଦେଶ,…

ପାକିସ୍ତାନରେ ଜଣେ ମୌଲାନାଙ୍କୁ ହତ୍ୟା, ବିନା ପ୍ରମାଣରେ ଭାରତ ଉପରେ ଦୋଷ ଲଦିଲେ ଇମ୍ରାନ ଖାନ୍‌

ଇସଲମାବାଦ,୧୧।୧୦: ପାକିସ୍ତାନର କରାଚିରେ ଜଣେ ପ୍ରଭାବଶାଳୀ ସୁନ୍ନି ମୌଲାନା ଆଦିଲ ଖାନଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ହତ୍ୟାକୁ ସବୁଆଡେ ସମାଲୋଚନା କରାଯାଉଛି। ଏହି ଘଟଣା ଦେଶରେ ଶିଆ ଏବଂ ସୁନ୍ନି ସମ୍ପ୍ରଦାୟ ମଧ୍ୟରେ ହିଂସା ସୃଷ୍ଟି କରିବାର…

ମହାବିନାଶକାରୀ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କଲେ କିମ୍‌ ଜୋଙ୍ଗ୍‌

ପୋୟାଙ୍ଗ୍‌ୟଙ୍ଗ, ୧୧।୧୦: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ମହାବିନାଶକାରୀ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କିମ୍‌ ଏଭଳି କରିଛନ୍ତି। ଏହା ସହିତ ସେ ଆମେରିକା ନାମ ନ ନେଇ ଚେତାବନୀ ବି ଦେଇଛନ୍ତି। କିମ୍‌…

କରୋନା ଭାଇରସକୁ ସବୁଦିନ ପାଇଁ ହଟାଇ ଦେବି: ଟ୍ରମ୍ପ

ୱାଶିଂଟନ,୧୧ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ କରୋନାରେ ପୀଡ଼ିତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଛନ୍ତି । ଏତିବି ବେଳେ ସେ ପୁଣିଥରେ କରୋନାର ଉତ୍ପତ୍ତି ସ୍ଥଳ ଚାଇନାକୁ ଟାର୍ଗେଟ କରିଛନ୍ତି । ଟ୍ରମ୍ପ ଶନିବାର ହ୍ୱାଇଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri