କରୋନା ସଂକ୍ରମଣ: ଲକ୍ଡାଉନ ମୁହାଁ ବିଶ୍ୱ
ବର୍ଲିନ,୭ ।୧: କରୋନା ଭାଇରସ ସଂକ୍ରମଣ ବିଭିନ୍ନ ଦେଶରେ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ବିଭିନ୍ନ ଦେଶରେ ଦେଖାଦେବା ସହ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହାକୁ ଦେଖି…
ବିରୋଧ ନୁହେଁ ବିଦ୍ରୋହ: ବାଇଡେନ୍
ଓ୍ବାଶିଂଟନ,୭।୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମର୍ଥକଙ୍କ ପକ୍ଷରୁ ଆମେରିକା ସଂସଦ ପରିସରରେ ହୋଇଥିବା ହିଂସାକାଣ୍ଡକୁ ନେଇ ଜୋ ବାଇଡେନ୍ ମୁହଁ ଖୋଲିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଗଣତନ୍ତ୍ର ପାଇଁ ଏହା ଉପଯୋଗୀ ନୁହେଁ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ କରିବା କିଛି…
ଗଣତନ୍ତ୍ରର ହତ୍ୟା: ଶୀଘ୍ର ଟ୍ରମ୍ପ୍ଙ୍କୁ ହଟାଯାଉ
ଓ୍ବାଶିଂଟନ,୭।୧: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମର୍ଥକଙ୍କ ପକ୍ଷରୁ ସଂସଦ ପରିସରରେ ହୋଇଥିବା ହିଂସାକାଣ୍ଡକୁ ନେଇ ଭାରତୀୟ ବଂଶୋଦ୍ଭବ ସାଂସଦମାନେ କଡ଼ା ନିନ୍ଦା କରିଛନ୍ତି। ଶୀଘ୍ର ଟ୍ରମ୍ପ୍ଙ୍କୁ ପଦରୁ ହଟାଯାଉ ବୋଲି ସାଂସଦ ଆର.ଓ. ଖାନ୍ନା କହିଛନ୍ତି। ସଂସଦ ପରିସରରେ ଅସ୍ତ୍ରଶସ୍ତ୍ର…
ଆମେରିକା ହିଂସା: ଇସ୍ତଫା ଦେଲେ ହ୍ୱାଇଟ ହାଉସର ଦୁଇ ମୁଖ୍ୟ ଅଧିକାରୀ
ୱାଶିଂଟନ,୭ ।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଉଡେନଙ୍କୁ ଅଫିସିୟାଲି ବିଜୟୀ ପ୍ରାର୍ଥୀ ଘୋଷଣା କରାଯିବା ପରେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହିଂସା ସୃଷ୍ଟି କରିଛନ୍ତି । ଏହାକୁ ଦେଖି ବୁଧବାର ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କ…
ଆମେରିକା ହିଂସା: ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ବନ୍ଦ କଲେ ଟ୍ରମ୍ପଙ୍କ ଆକାଉଣ୍ଟ
ୱାଶିଂଟନ,୭ ।୧: ଗତ ନଭେମ୍ବରରେ ଆମେରିକାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଛନ୍ତି ଜୋ ବାଇଡେନ୍ । ହେଲେ ନିଜର ପରାଜୟକୁ ଏପର୍ଯ୍ୟନ୍ତ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ ଟ୍ରମ୍ପ । ଜୋ ବାଇଡେନଙ୍କ ବିଜୟକୁ ଅଫସିୟାଲି ଘୋଷଣା କରାଯିବା…
ଆମେରିକା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା: କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି କହିଲେ ମୋଦି
ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୧: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମର୍ଥକମାନଙ୍କ ଯୋଗୁ ହୋଇଥିବା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଡ଼ା ସ୍ବରରେ ନିନ୍ଦା କରିଛନ୍ତି। ଦେଶରେ କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି ଗୁରୁବାର…
ଟ୍ରମ୍ପ୍ ସମର୍ଥକଙ୍କ ସିନେଟ୍ ଦଖଲ ଉଦ୍ୟମ : ଓ୍ବାଶିଂଟନରେ କର୍ଫ୍ୟୁ
ଓ୍ବାଶିଂଟନ,୭।୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଦାୟ ନେବାକୁ ଯାଉଛନ୍ତି। ତେବେ ଅନ୍ତିମ ଦିନ ପାଖେଇ ଆସୁଥିବାବେଳେ ମଧ୍ୟ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ବିଜୟକୁ ବିରୋଧ କରି ଟ୍ରମ୍ପ୍ ସମର୍ଥକ ହିଂସାକାଣ୍ଡ ଭିଆଇଛନ୍ତି। ସମର୍ଥକମାନେ ଆମେରିକା ସଂସଦ ପରିସରରେ ଥିବା ସିନେଟ୍କୁ…
ୱିକିଲିକ୍ସର ପ୍ରତିଷ୍ଠାତା ଆସେଞ୍ଜଙ୍କ ଜାମିନ ଖାରଜ
ଲଣ୍ଡନ,୬।୧: ଗୁପ୍ତ ସାମରିକ ଦଲିଲ ପ୍ରକାଶନ ଅଭିଯୋଗର ଜେଲରେ ଥିବା ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କ ଜାମିନକୁ ବ୍ରିଟେର ଏକ କୋର୍ଟ ବୁଧବାର ଖାରଜ କରିଛନ୍ତି। ବିଚାରପତି ଭେନେସା ବାରାଏସ୍ ଆସେଞ୍ଜଙ୍କ ଜାମିନ ନାମଞ୍ଜୁର କରିବା ସହ କାରାଗାରରେ ରହିବାକୁ ନିର୍ଦ୍ଦେଶ…
ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର: ଜାତିସଂଘ ସୁରକ୍ଷା ପରିଷଦକୁ ସତର୍କ କଲା ଭାରତ
ଜେନେଭା,୬।୧: ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର ରହିଛି। ଏନେଇ ଭାରତ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦକୁ ସତର୍କ କରାଯାଇଛି। ଏହା ବିରୋଧରେ ବିଶ୍ୱସ୍ତରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଜାତିସଂଘ ସୁରକ୍ଷା ପରିଷଦରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି…
ଡବ୍ଲ୍ୟୁଏଚ୍ଓ ଟିମ୍କୁ ବାଧା ଦେଲା ଚାଇନା
ବେଜିଂ,୬।୧: କରୋନାର ଏନ୍ତୁଡ଼ିଶାଳ ପାଲଟି ଥିବା ଉହାନରେ ପ୍ରବେଶ କରିବାକୁ ଚାହୁଁଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଟିମ୍କୁ ଚାଇନା ବାଧାଦେଇଛି। ଡବ୍ଲ୍ୟୁଏଚ୍ଓ ଟିମ୍କୁ ଚାଇନା ଯିବା ଲାଗି ଭିଜା ମିଳିନାହିଁ। ଉହାନରେ କରୋନା ମହାମାରୀ ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ୍ କରିବାକୁ ଯାଉଥିବା…
କରୋନା ରୋଗୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବ ନବଜାତକର ନାଭି: ଜାଣନ୍ତୁ କିପରି…
ମହାମାରୀ କରୋନା ସମଗ୍ର ବିଶ୍ୱରେ ବ୍ୟାପିବା ପରଠାରୁ ଅନେକ ଦେଶ ଏହାର ଟିକା ବାହାର କରିବାରେ ଲାଗିପଡ଼ିଛନ୍ତି। ଅନେକ ଦେଶ ଟିକା ବାହାର କରି ଲୋକଙ୍କ ଉପରେ ପ୍ରୟୋଗ ମଧ୍ୟ କରିସାରିଲାଣି। ବର୍ତ୍ତମାନ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ନବଜାତକର ଗର୍ଭନାଳରେ…
ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି: ଚିନ୍ତାରେ ବୈଜ୍ଞାନିକ
ଓ୍ବାଶିଂଟନ,୬।୧: ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି। ୫୦ ବର୍ଷ ତଳେ ଥିବା ପୃଥିବୀର ଘୂରିବା ବେଗ ଏବଂ ବର୍ତ୍ତମାନ ବେଗ ମଧ୍ୟରେ ପାର୍ଥକ୍ୟ ରହିଛି। ଏବେ ପୃଥିବୀ ନିଜ ଚାରିପଟେ ଘୂରିବା ପାଇଁ ୨୪ ଘଣ୍ଟାରୁ କମ୍ ସମୟ ନେଉଛି।…
Archives


