ପ୍ରତି ମୁହୂର୍ତ୍ତ ପାଇଁ ପ୍ରସ୍ତୁତ ରୁହ
ବେଜିଂ, ୬।୧: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଦେଶର ସୈନ୍ୟବାହିନୀକୁ ପ୍ରତ୍ୟେକ ମୁହୂର୍ତ୍ତରେ କାର୍ଯ୍ୟାଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ସମୟରେ ପ୍ରସ୍ତୁତିକୁ ସୁନିଶ୍ଚିତ କରିବାକୁ ହେଲେ ପ୍ରକୃତ ଯୁଦ୍ଧ ସ୍ଥିତି ଭଳି ପ୍ରଶିକ୍ଷଣ ବଢ଼ାଇବାକୁ ସେ ସଶସ୍ତ୍ର…
ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଲେ ପାକିସ୍ତାନର ସୁପ୍ରିମ କୋର୍ଟ
ଇସଲାମାବାଦ,୫ା୧- ପାକିସ୍ତାନର ଖାଇବର ପାଖତୁନଖ୍ବା ପ୍ରଦେଶରେ ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗିବା ସହ ନିଆଁ ଲଗାଇ ଦେଇଥିଲା ଏକ ମୁସଲମାନ ଗୋଷ୍ଠୀ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଲଜ୍ଜିତ କରିଛି ଏହି ଘଟଣା। ଉକ୍ତ ମନ୍ଦିରର…
ପ୍ରଥମ ଥର ପାଇଁ ଭାରତରୁ ଚାଉଳ କିଣିଲା ଭିଏତନାମ
ମୁମ୍ବାଇ/ହାନୋଇ,୫ା୧- ବିଶ୍ୱରେ ତୃତୀୟ ସର୍ବାଧିକ ଚାଉଳ ରପ୍ତାନୀକାରୀ ଭିଏତନାମ ଚଳିତ ଦଶନ୍ଧିରେ ପ୍ରଥମ ଥର ପାଇଁ ଭାରତଠାରୁ ଚାଉଳ କିଣିଛି। ଭିଏତନାମରେ ଚାଉଳର ଲୋକାଲ ଦାମ୍ରେ ଦେଖିବାକୁ ମିଳିଛି ଅହେତୁକ ବୃଦ୍ଧି, ଯାହାକି ଗେ ସର୍ବାଧିକ। ଏହି କାରଣରୁ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ…
ବାଇଡେନ୍ ଶପଥ ନେବା ପୂର୍ବରୁ ଦେଶ ଛାଡ଼ିବେ ଟ୍ରମ୍ପ୍ !
ଓ୍ବାଶିଂଟନ,୫।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଜାନୁୟାରୀ ୨୦ରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍ ଦେଶ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ସେ ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ…
କରୋନା ଭ୍ୟାକ୍ସିନ ନେବାର ଦୁଇ ଦିନ ପରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ
ଲିସବନ୍,୫ ।୧: କରୋନା ଭାଇରସକୁ ଦୂରେଇ ଦେବାକୁ ଏବେ ପ୍ରାୟ ସବୁଦେଶର ନଜର ଭ୍ୟାକ୍ସିନ ବା ଟିକା ଉପରେ । କେତେକ ବିକାଶଶୀଳ ଦେଶ କିଛି ଭ୍ୟାକ୍ସିନ ଦେବା ଆରମ୍ଭ କରିଥିବା ବେଳେ ଆଉ କିଛି ଦେଶ ଏବେବି ପରୀକ୍ଷା କରିବାରେ…
ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୫ ତମ ଜନ୍ମଦିନରେ ଜାରି କରାଯିବ ୫ ପାଉଣ୍ଡର କଏନ
ଲଣ୍ଡନ,୫ ।୧: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୫ ତମ ଜନ୍ମଦିନରେ ଏଥର ୫ ପାଉଣ୍ଡର ଏକ ନୂଆ କଏନ ଜାରି କରାଯିବ ବୋଲି ଜଣାପଡିଛି । ସୋମବାର ବ୍ରିଟେନ ରୟାଲ ମିଟ କହିଛି ୨୦୨୧ରେ ଜାରି କରାଯିବାକୁ ଥିବା ସ୍ମାରକ…
ବ୍ରିଟେନରେ ବଢୁଛି କରୋନା ସଂକ୍ରମଣ ସଂଖ୍ୟା: ଜରୁରୀ ବୈଠକ ପରେ ସମ୍ପୂର୍ଣ୍ଣ ଦେଶ ଲକ୍ଡାଉନ
ଲଣ୍ଡନ,୫ ।୧: ବ୍ରିଟେନରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ପ୍ରଧାନମନ୍ତ୍ରୀ ବୋରିସ ଜନସନ ସମ୍ପୂର୍ଣ୍ଣ ଦେଶକୁ ଲକ୍ଡାଉନ ଘୋଷଣା କରିଛନ୍ତି । କାରଣ ଏବେ ଦେଶ ଭାଇରସର ନୂଆ ଷ୍ଟ୍ରେନ୍ ସହ ଲଢୁଥିବାରୁ ପ୍ରଧାନମନ୍ତ୍ରୀ ଏଭଳି…
ସାମରିକ ହସ୍ତକ୍ଷେପର ପରିଣତି ଭୟାବହ ହେବ
ଓ୍ବାଶିଂଟନ, ୫।୧: ନିର୍ବାଚନରେ ଜାଲିଆତି ଦାବିକୁ ସାବ୍ୟସ୍ତ କରିବାକୁ ଯାଇ ସାମରିକ ପଦକ୍ଷେପର ପରିଣାମ ଭୟାବହ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ପେଣ୍ଟାଗନ୍ର ୧୦ ଜଣ ପୂର୍ବତନ ମୁଖ୍ୟ ସତର୍କ କରାଇଦେଇନ୍ତି। ସାମରିକ ହସ୍ତକ୍ଷେପ ଯୋଗୁ ଆମେରିକା ବିପଜ୍ଜନକ,…
ଭାରତରେ ପ୍ରଚଣ୍ଡ
କାଠମାଣ୍ଡୁ, ୫ା୧: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାସକ କମ୍ୟୁନିଷ୍ଟ ପାର୍ଟିର ବିିଦ୍ରୋହୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସୋମବାର ଭାରତ ଆସିଛନ୍ତି। ସ୍ତ୍ରୀ ସୀତା ଦହଲ ଓ ଦୁଇ ଝିଅଙ୍କ ସହ ପ୍ରଚଣ୍ଡ ମୁମ୍ବାଇରେ…
କିଡ୍ନୀ ରୋଗୀଙ୍କୁ ପ୍ରଥମ କୋଭିଶିଲ୍ଡ ଡୋଜ୍
ଲଣ୍ଡନ, ୫ା୧: ବ୍ରିଟେନରେ ଫାଇଜର ପରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା କୋଭିଶିଲ୍ଡର ଜରୁରିକାଳୀନ ବ୍ୟବହାରକୁ ଅନୁମତି ମିଳିସାରିଛି। କିଡ୍ନୀ ରୋଗରେ ପୀଡ଼ିତ ୮୨ ବର୍ଷୀୟ ବ୍ରିଏନ ପିଙ୍କର ସୋମବାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ କୋଭିଶିଲ୍ଡର ପ୍ରଥମ ଡୋଜ ନେଇଛନ୍ତି। ପିଙ୍କରଙ୍କ ପରେ ଆଉ…
ପାକିସ୍ତାନ ହରାଇବ ଅଣନାଟୋ ମିତ୍ର ପରିଚୟ
ଓ୍ବାଶିଂଟନ, ୫।୧(ପି.ଟି.): ଆମେରିକାରେ କରୋନା ମହାମାରୀ ସଙ୍କଟ ଓ ରାଜନୈତିକ ଅନିଶ୍ଚିତତା ମଧ୍ୟରେ ରବିବାର ୧୧୭ତମ କଂଗ୍ରେସ ଆରମ୍ଭ ହୋଇଛି। ଏହାର ପ୍ରଥମ ଦିନରେ ପାକିସ୍ତାନକୁ ବୃହତ୍ ଅଣନାଟୋ ମିତ୍ର ପଦରୁ ହଟାଇବା ପାଇଁ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ରେ ବିଲ୍ ଆଗତ…
ଶ୍ରଦ୍ଧାଞ୍ଜଳି ପାଇଁ ଏମ୍ପି ପଦ ଗଲା
ଟରଣ୍ଟୋ, ୫ା୧: ସମ୍ପର୍କୀୟଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଜଣେ ଏମ୍ପିଙ୍କୁ ଇସ୍ତଫା ଦେବାକୁ ପଡିଛି। କାନାଡ଼ାର ଜଣେ ଭାରତୀୟ ବଂଶୋଦ୍ଭବ କାନାଡ଼ା ମହିଳା ଏମ୍ପି କମଲ ଖେରା ଏଥିପାଇଁ ଟ୍ରୋଲ୍ର ଶିକାର ମଧ୍ୟ ହୋଇଛନ୍ତି। କମଲ ଡିସେମ୍ବର…
Archives


