ପୃଥିବୀ ମୁହାଁ କ୍ଷୁଦ୍ର ଚନ୍ଦ୍ର: ଡିସେମ୍ବର ୧ରେ ଆକାଶରେ ହେବ ଦୃଶ୍ୟମାନ
ଓ୍ବାଶିଂଟନ,୨୩।୧୧: ପୃଥିବୀ ମୁହାଁ ଏକ କ୍ଷୁଦ୍ର ଚନ୍ଦ୍ର ହେବାରେ ଲାଗିଛି। ଡିସେମ୍ବରରେ ୧ରେ ଏହା ପୃଥିବୀ ଅଧିକ ନିକଟତମ ହେବ। ଏହି ସମୟରେ ପ୍ରାୟ ଏକ ସପ୍ତାହ ବ୍ୟାପି ଏହା ଆକାଶରେ ଦୃଶ୍ୟମାନ ହେବ। ମହାକାଶ ବିଜ୍ଞାନୀମାନେ ସେପ୍ଟେମ୍ବର ୧୭ରେ ଏହାକୁ…
ବାଇଡେନ୍ଙ୍କୁ ନେଇ ଟିପ୍ପଣି ଦେଲା ଚାଇନା
ବେଜିଂ,୨୩ ।୧୧: ବାଇଡେନ୍ ଜଣେ ଦୁର୍ବଳ ରାଷ୍ଟ୍ରପତି । ତେଣୁ ଭବିଷ୍ୟତରେ ଆମେରିକା-ଚାଇନା ମଧ୍ୟରେ ସମ୍ପର୍କ ଭଲ ରହିବ ନାହିଁ ବୋଲି କହିଛି ଚାଇନା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚାଇନାର ଜଣେ ପରାମର୍ଶଦାତା କହିଛନ୍ତି ଚାଇନା…
ମହାତ୍ମାଗାନ୍ଧୀଙ୍କ ଅଣନାତୀ ସତୀଶଙ୍କ କରୋନାରେ ମୃତ୍ୟୁ
ଜୋହନିସ୍ବର୍ଗ,୨୩।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଣନାତି ତଥା ଦକ୍ଷିଣ ଆଫ୍ରିକାର ମୂଳବାସୀନ୍ଦା ସତୀଶ ଧୁପେଲିଆଙ୍କ କରୋନାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଜନ୍ମଦିନର ଠିକ୍ ୩ ଦିନ ପରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି।…
ପ୍ରତୀକ୍ଷାର ଅନ୍ତ: ଡିସେମ୍ବରରୁ ଆମେରିକାରେ ଦିଆଯିବ କରୋନା ଟିକା
ଓ୍ବାଶିଂଟନ,୨୩।୧୧: କରୋନା ମହାମାରୀ ସଂକ୍ରମଣରୁ ମୁକ୍ତି ପାଇବା ପ୍ରତୀକ୍ଷାର ଖୁବ୍ ଶୀଘ୍ର ଅନ୍ତ ଘଟିବାକୁ ଯାଉଛି। ଡିସେମ୍ବର ୧୧ କିମ୍ବା ୧୨ରୁ ଆମେରିକାରେ କରୋନା ପ୍ରତିଷେଧକ ଟିକା ଦିଆଯିବା ଆରମ୍ଭ ହେବ। ଏନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ…
ବାଇଡେନ୍ଙ୍କୁ ସ୍ବୀକୃତି ଦେବାକୁ ପ୍ରସ୍ତୁତ ନୁହଁ’
ମସ୍କୋ, ୨୩।୧୧: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ଙ୍କୁ ସ୍ବୀକୃତି ଦେବାକୁ ସେ ପ୍ରସ୍ତୁତ ନୁହନ୍ତି ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି। ତେବେ ଆମେରିକୀୟମାନଙ୍କର ଆସ୍ଥା ଥିବା ଯେକୌଣସି ବ୍ୟକ୍ତିଙ୍କ ସହ କାମ କରିବାକୁ ସେ ପ୍ରସ୍ତୁତ ଅଛନ୍ତି।…
ଅଶାନ୍ତ ପୃଥିବୀ
କେଉଁଠି ଅଧିକାର ପାଇଁ ଲଢ଼େଇ ତ ପୁଣି କେଉଁ ଦେଶରେ କ୍ଷମତା ଲାଗି ରକ୍ତାକ୍ତ ସଂଘର୍ଷ। ପାଶ୍ଚାତ୍ୟରେ ବର୍ଣ୍ଣବୈଷମ୍ୟ ଉଗ୍ରରୂପ ଧାରଣ କରିଥିବାବେଳେ ଅନେକ ରାଷ୍ଟ୍ରରେ ଜାତିଆଣ ହିଂସା ଓ ଶରଣାର୍ଥୀ ସମସ୍ୟା ବହୁ ଲୋକଙ୍କ ଜୀବନ ନେଇଛି। ଆମେରିକା, ଚାଇନା…
‘ପୋପ୍ ଲାଇକ୍ କଲେ, ସ୍ବର୍ଗକୁ ଯିବି’
ଭାଟିକାନ୍ ସିଟି,୨୩ା୧୧:ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କ ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରୁ ଏକ ଉତ୍ତେଜକ ଫଟୋକୁ ଲାଇକ୍ କରାଯିବା ପରେ ବିବାଦ ମୁଣ୍ଡ ଟେକିଛି। ଫଟୋଟି ହେଉଛି ବ୍ରାଜିଲୀୟ ମଡେଲ ନଟାଲିଆ ଗରିବୋଟୋଙ୍କର, ଯେଉଁଠି ସେ ସ୍କୁଲ ୟୁନିଫର୍ମ…
ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମା’
ଲାହୋର,୨୨।୧୧-ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମା’ ବେଗମ ଶମୀମ ଅଖତରଙ୍କ ରବିବାର ପରଲୋକ ହୋଇଯାଇଛି। ଲଣ୍ଡନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ବେଗମ ଅସୁସ୍ଥ ଥିଲେ। ଗତ ଫେବ୍ରୁଆରୀରେ ବେଗମ ଲଣ୍ଡନ ଯାତ୍ରା କରିଥିଲେ। ସେଠାରେ…
ଭାଇରାଲ ହେଉଛି ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଫଟୋ
ଢାକା,୨୨।୧୧: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବେ ଚର୍ଚ୍ଚାରେ। ତାଙ୍କର ୨ଟି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଜଣେ ନେତ୍ରୀଙ୍କ ଭିତରେ ଥିବା ଆଉ ଏକ ଛବି ବା ଅସାଧାରଣ ବ୍ୟକ୍ତିତ୍ୱକୁ ଦର୍ଶାଉଛି। ପ୍ରଥମ…
ଟ୍ରମ୍ପ୍ଙ୍କୁ ସୁସ୍ଥ କରିଥିଲା ଏହି ଔଷଧ, ଯାହା ଆମେରିକୀୟଙ୍କ ପାଇଁ ହେବ ବରଦାନ
ଓ୍ବାଶିଂଟନ,୨୨ା୧୧: କରୋନା ଭୂତାଣୁ ପୁଣି ଥରେ ଲେଉଟିଛି। ଫଳରେ ଲୋକେ ଏଥିରେ ଶିକାର ହେବାର ଲାଗିଲେଣି। ଏଭଳି ପରିସ୍ଥିତିରେ ଆମେରିକାର ଖାଦ୍ୟ ଏବଂ ଔଷଧ ବିଭାଗ ଶନିବାର ଜରୁରୀକାଳିନ ପରିସ୍ଥିତିରେ ରେଜେନେରନ ଚିକିତ୍ସା ପାଇଁ ଅନୁମତି ଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…
ମଙ୍ଗଳରେ ଜନବସତି: କାଚ ଘରେ ରହିବେ ଲୋକେ
ଓ୍ବାଶିଂଟନ,୨୨।୧୧: ମଙ୍ଗଳରେ ଘର କରିବା ପାଇଁ ଯୋଜନା ଜାରି ରହିଛି। ପୃଥିବୀ ସହିତ କେତେକ ସାମ୍ୟତା ରଖୁଥିବା ମଙ୍ଗଳରେ ଜୀବନର ସନ୍ଧାନ ଲାଗି ଦୀର୍ଘ ଦିନ ଧରି ମଣିଷ ନାନା ଗବେଷଣା ଜାରି ରଖିଛି। ଅନ୍ୟ ଗ୍ରହରେ ଜୀବନ ଖୋଜୁଥିବା ଏଲନ…
କର୍କଟ ଯୋଗୁ ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଛାଡି ପାରନ୍ତି ପୁଟିନ୍ !
ମସ୍କୋ,୨୨।୧୧: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଦେଶର ସର୍ବୋଚ୍ଚ ପଦବୀରେ ୨୦୩୪ ପର୍ଯ୍ୟନ୍ତ ରହିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥାର ସଂଶୋଧନ କରିଥିଲେ। ତେବେ ଏବେ ଏହା ସମ୍ଭବ ନ ହେବା ପରି ଲାଗୁଛି। ପୁଟିନ୍ଙ୍କୁ କର୍କଟ ହୋଇଛି। ଆସନ୍ତା ବର୍ଷ ଆରମ୍ଭରୁ…
Archives


