ଏହା କୌଣସି ମେଳାର ଚିତ୍ର ନୁହେଁ, ଆଫଗାନିସ୍ତାନ ଏୟାରପୋର୍ଟର ଅବସ୍ଥା
କାବୁଲ୍,୧୬ା୮: ଆଫଗାନିସ୍ତାନକୁ ତାଲିବାନ ସମ୍ପୂର୍ଣ୍ଣ କବ୍ଜା କରିବା ପରେ ଲୋକେ ନିଜ ନିଜର ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ସୋମବାର ସକାଳେ କାବୁଲ ଏୟାରପୋର୍ଟର ଏକ ଫଟୋ ସାମ୍ନାକୁ ଆସିଛି। ଯାହା ଦେଖିଲେ ଆଖିକୁ ବିଶ୍ୱାସ କରି ହେବନାହିଁ। ଏଠାରେ…
କାବୁଲ ବିମାନବନ୍ଦରରେ ଭୟଙ୍କର ପରିସ୍ଥିତି
କାବୁଲ,୧୬।୮: ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବାପରେ ଦେଶରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ କୌଣସି ଜିନିଷ ନ ନେଇ ଦେଶ ଛାଡି ପଳାଉଛନ୍ତି। ଅନ୍ୟପକ୍ଷରେ କାବୁଲ ବିମାନବନ୍ଦରରେ ବହୁ ସଂଖ୍ୟାରେ ଜନସମାଗମ ହୋଇଛି। ଏହି କାରଣରୁ ସେଠାରେ ଦଳଚକଡା ପରିସ୍ଥିତି…
ଦେଶ ଛାଡିବା ପରେ ଏମିତି କହିଲେ ରାଷ୍ଟ୍ରପତି
କାବୁଲ,୧୬।୮: ଆମେରିକାର ସୈନ୍ୟବାହିନୀ ଯିବାର କିଛି ଦିନ ମଧ୍ୟରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଛି ତାଲିବାନ। ଏବେ ସମଗ୍ର ଆଫଗାନିସ୍ତାନକୁ ତାଲିବାନ ଦଖଲ କରିନେଇଛି ତାଲିବାନ। ବିପଦ ଦେଖି ରାଷ୍ଟ୍ରପତି ଅଶରଫ ଘନି ମଧ୍ୟ ଦେଶ ଛାଡି ପଳାଇଛନ୍ତି। ଏବେ ସେ…
ଦେଶ ଛାଡିଲେ ରାଷ୍ଟ୍ରପତି
କାବୁଲ,୧୫।୮: ଆଫଗାନିସ୍ତାନର ରାଷ୍ଟ୍ରପତି ଆସରଫ ଘାନି ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପରେ ସେ ତାଙ୍କ ଟିମ୍ ସହ ଦେଶ ଛାଡି ତାଜାକିସ୍ତାନ ଚାଲିଯାଇଥିବା ଜଣାପଡିଛି। ସୂଚନା ଯୋଗ୍ୟ, ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ ତାଲିବାନୀ ଦଖଲକୁ ଚାଲିଯିବାରୁ ରାଷ୍ଟପତି ଘାନିଙ୍କୁ…
ଆଫଗାନିସ୍ତାନରେ ମହାସଙ୍କଟ: ଦେଶର ସମସ୍ତ ସୀମାକୁ କବ୍ଜା କଲା ତାଲିବାନ
କାବୁଲ,୧୫।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଚରମ ସୀମାରେ ପହଞ୍ଚିଛି। ସର୍ବଶେଷ ସୂଚନା ଅନୁଯାୟୀ ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରି ଦେଶର ସମସ୍ତ ସୀମା ଦଖଲ କରିଛନ୍ତି। ଏହାକୁ ଆଫଗାନିସ୍ତାନର ତିନିଜଣ ଅଧିକାରୀ ନିଶ୍ଚିତ କରିଛନ୍ତି। ତାଲିବାନ ଆତଙ୍କବାଦୀମାନେ…
ଇରାନରେ କରୋନାର ପଞ୍ଚମ ଲହର: ପ୍ରତିଦିନର ମୃତ୍ୟୁସଂଖ୍ୟା ୬୦୦!
ତେହେରାନ,୧୫ ।୮: ଇସଲାମିକ ଦେଶ ଇରାନରେ କରୋନା ସଂକ୍ରମଣର ପଞ୍ଚମ ଲହର ବା ଏପର୍ଯ୍ୟନ୍ତ ଆସିଥିବା ସବୁଠାରୁ ଭୟଙ୍କର ଲହର ଆରମ୍ଭ ହୋଇ ଯାଇଛି ବୋଲି କୁହାଯାଉଛି । ଦେଶର ସମସ୍ତ ହସ୍ପିଟାଲ ଭର୍ତ୍ତି ହୋଇଯାଇଥିବା ବେଳେ ହସ୍ପିଟାଲ ବାହାରେ ପାର୍କି…
କାବୁଲରେ ତାଲିବାନ, ଶାନ୍ତିପୂର୍ଣ୍ଣ ଭାବେ ହେବ କ୍ଷମତା ହସ୍ତାନ୍ତର କହିଲେ ମନ୍ତ୍ରୀ…
କାବୁଲ,୧୫।୮: ଆଫଗାନିସ୍ତାନର କାବୁଲରେ ତାଲିବାନ ସଦସ୍ୟ ପ୍ରବେଶ କରିଛନ୍ତି। ସହରର ଆକାଶରେ ସୈନ୍ୟ ବାହିନୀ ହେଲିକପ୍ଟର ଉଡ଼ିବୁଲି ସ୍ଥିତି ଅନୁଧ୍ୟାନ କରୁଛି। ଏପରିସ୍ଥଳେ ଗୃହମନ୍ତ୍ରୀ ଅବଦୁଲ୍ ସତାର ମିର୍ଜାକ୍ୱାଲ କହିଛନ୍ତି ଯେ, ସହର ଉପରେ ଆକ୍ରମଣ ହୋଇନାହିଁ। କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ…
ହାଇତିରେ ୭.୨ ତୀବ୍ରତାର ଭୂକମ୍ପ: ୩୦୦ରୁ ଊର୍ଦ୍ଧ୍ୱ ମୃତ
ପୋର୍ଟ-ଓ-ପ୍ରିନ୍ସ,୧୫ ।୮: ହାଇତିରେ ଶନିବାର ହୋଇଥିବା ଭୂକମ୍ପର ତୀବ୍ରତା ରହିଥିଲା ୭.୨ । ଏଥିରେ ବହୁ ପରିମାଣରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏବେସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଏହି ଭୂକମ୍ପରେ ଅତିକମରେ ୩୦୪ଜଣଙ୍କ ମୃତ୍ୟୁ ହେବା ସହ ୧୮୦୦ରୁ…
୫,୦୦୦ ଆମେରିକା ସୈନ୍ୟ ଯିବେ ଆଫଗାନିସ୍ତାନ…
କାବୁଲ,୧୫।୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଫଗାନିସ୍ତାନକୁ ୫,୦୦୦ ସୈନ୍ୟ ପଠାଇବା ଲାଗି ଘୋଷଣା କରିଛନ୍ତି। ସୈନ୍ୟମାନେ ଆଫଗାନିସ୍ତାନରେ ଥିବା ଆମେରିକା ନାଗରିକ ତଥା ସାମରିକ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କ୍ଷେତ୍ରରେ ଆବଶ୍ୟକ ସହାୟତା ଯୋଗାଇଦେବେ। ଆଫଗାନିସ୍ତାନରେ ସମ୍ପ୍ରତି…
ସୋମବାରଠାରୁ ସପ୍ତାହେ ପାଇଁ ଏହି ଦେଶରେ ଲକ୍ଡାଉନ୍…
ତେହେରାନ,୧୫।୮: କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଇରାନ୍ରେ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟରୁ ଦେଶରେ ସୋମବାରଠାରୁ ସପ୍ତାହେ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି। ତେବେ ଏହି ସମୟରେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସହିତ…
ସ୍ୱାଧିନତା ଦିବସର ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି
ୱାଶିଂଟନ,୧୫ ।୮: ଭାରତ ପାଳନ କରୁଛି ସ୍ୱାଧିନତାର ୭୫ ବର୍ଷ । ଏଥିଲାଗି ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । ଭାରତର ଏହି ଖୁସିରେ ସାମିଲ ହୋଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୭୫ ବର୍ଷ ସ୍ୱାଧିନତା…
କାବୁଲ ଚାରିପଟେ ତାଲିବାନ୍
କାବୁଲ୍,୧୫।୮: ଆଫଗାନିସ୍ତାନ ରାଜଧାନୀ କାବୁଲର ଦକ୍ଷିଣରେ ଥିବା ଲୋଗାର ପ୍ରଦେଶକୁ ତାଲିବାନ ଆତଙ୍କବାଦୀମାନେ ଦଖଲ କରିବା ସହ ଶନିବାର ମଜାର-ଇ-ଶରିଫ୍ ଉପରେ ଆକ୍ରମଣ ଅବ୍ୟାହତ ରଖିଛନ୍ତି। ଆମେରିକା ସୈନ୍ୟ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବାକୁ ଆଉ ୩ ସପ୍ତାହରୁ କମ୍ ସମୟ ଥିବାବେଳେ…
Archives


