ଘାନାରେ ଶକ୍ତିଶାଳୀ ବିସ୍ଫୋରଣ

ଆକରା,୨୧ ।୧: ଘାନାରେ ହୋଇଥିବା ଏକ ଶକ୍ତିଶାଳୀ ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟରେ ଥିବା ଅନେକ ଘର ଭାଙ୍ଗି ଯାଇଥିବା କୁହାଯାଉଛି । କୁହାଯାଉଛି କି ସୁନା ଖଣି ପାଇଁ ବିସ୍ଫାରକ ନେଇ ଯାଉଥିବା ଏକ ଟ୍ରକ ଗୋଟିଏ ବାଇକକୁ ଧକ୍କା ଦେବା ଫଲରେ ଏହି ବିସ୍ଫୋରଣ ହୋଇଛି । ବାଇକଟି ଟ୍ରକ ତଳକୁ ଚାଲିଯିବାରୁ ସେଠାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ତେବେ ଏଥିରେ କେତେ ଲୋକଙ୍କ ଜୀବନ ଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରି ବୁଲୁଥିବା ବେଳେ ଏଥିରେ କେ ସତ୍ୟତା ରହିଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ଲାଗି ସୈନ୍ୟ ବିଭାଗ ସହାୟତା, ୨.୬ କୋଟି ଲୋକଙ୍କର ହେବ ନମୁନା ପରୀକ୍ଷା…

ବେଜିଂ, ୪।୪ : ଚାଇନାରେ କରୋନା ସଙ୍କଟ ଅଣାୟତ୍ତ ହେବାରେ ଲାଗିଛି। ଦେଶର ସବୁଠୁ ବଡ ସହର ସାଂଘାଇରେ ସ୍ଥିତି କ୍ରମଶଃ ସଙ୍କଟ ଜନକ ହେବାରେ...

ଆତଙ୍କବାଦୀଙ୍କ ମୋର୍ଟାର ସେଲିଂ ମାଡ: ୧୨ ମୃତ

ଆଲେପ୍ପୋ, ୧୭।୬: ସିରିଆରେ ଆତଙ୍କବାଦୀଙ୍କ ମୋର୍ଟାର ସେଲିଂ ମାଡରେ ୧୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଆଲେପ୍ପୋ ପ୍ରଦେଶର ଦକ୍ଷିଣରେ ଥିବା ରାଶିଦ୍‌...

ନାଇଜେରିଆ ଚର୍ଚ୍ଚରେ ଗୁଳିମାଡ଼: ୫୦ ମୃତ

ଲାଗୋସ,୭।୬ : ଦକ୍ଷିଣ-ପଶ୍ଚିମ ନାଇଜେରିଆର ଓଣ୍ଡୋ ପ୍ରଦେଶରେ ଥିବା ଏକ ଚର୍ଚ୍ଚରେ ରବିବାର ସମୂହ ପ୍ରାର୍ଥନା ଚାଲିଥିବାବେଳେ କେତେଜଣ ବନ୍ଧୁକଧାରୀ ପ୍ରବେଶ କରି ଆଖିବୁଜା ଗୁଳି...

୩ ବର୍ଷ ମଧ୍ୟରେ ଚାଇନା ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ରୁହନ୍ତୁ ଅଷ୍ଟ୍ରେଲିଆ ସରକାର…

ମେଲବୋର୍ନ,୧୨।୩ : ଅଷ୍ଟ୍ରେଲିଆରେ ପ୍ରକାଶିତ ଦୁଇଟି ପ୍ରମୁଖ ଖବରକାଗଜର ମିଳିତ ରିପୋର୍ଟରେ ପ୍ରଧାନମନ୍ତ୍ରୀ ଆଲବାନେ ସରକାରଙ୍କୁ ଚାଇନା ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ...

‘ପାକ୍‌ ସେନା ଏଲ୍‌ଓସି ମୁହାଁ’

ଲକ୍ଷ୍ନୌ, ୧୨ା୮(ଆଇଏଏନ୍‌ଏସ୍‌): ପାକିସ୍ତାନୀ ସେନା ଅସ୍ତ୍ରଶସ୍ତ୍ର ସହ ଶନିବାର ରାତିରୁ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅଭିମୁଖେ ଅଗ୍ରସର ହେଉଥିବା ଦେଖାଯାଇଛି। ପାକିସ୍ତାନର ଖବରଦାତା ହମିଦ୍‌ ମିର୍‌...

‘ୟୁକ୍ରେନ ଯୁଦ୍ଧରୁ ପ୍ରୋତ୍ସାହିତ ହୋଇ ଚାଇନା ଭାରତ ଉପରେ କରିପାରେ ଆକ୍ରମଣ’

ନ୍ୟୁୟର୍କ,୬।୩: ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ଜିମ ମ୍ୟାଟିସ ଏକ ବଡ଼ ଖୁଲାସା କରିଛନ୍ତି। ୟୁକ୍ରେନ ଯୁଦ୍ଧ ଦ୍ୱାରା ଉତ୍ସାହିତ ହୋଇ ଚାଇନା ମଧ୍ୟ ଭାରତ...

ପାକିସ୍ତାନରେ ଶେହଓ୍ବାଜ ଯୁଗ ଆରମ୍ଭ

ଇସ୍‌ଲାମାବାଦ୍‌,୧୧।୪: ପାକିସ୍ତାନରେ ଲାଗିରହିଥିବା ରାଜନୈତିକ ସଙ୍କଟର ଅବସାନ ଘଟିଛି। ନ୍ୟାଶନାଲ ଆସେମ୍ଲିରେ ଅନାସ୍ଥା ଭୋଟରେ ହାରିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ନିଜ ପଦରୁ ଇସ୍ତଫା...

ମେକ୍ସିକୋ ଜଙ୍ଗଲରେ ପ୍ରସ୍ତୁତି

ମେକ୍ସିକୋ ସିଟି,୮ା୪: ମେକ୍ସିକୋର ୟୁକାଟନ୍‌ ଜଙ୍ଗଲରେ ରାତି ପାହିବା ପରେ ପ୍ରାଣୀ ଚିକିତ୍ସକ ଓମାର ଗ୍ରାସିଆ ଏକ ବାଦୁଡ଼ି ଦେହରୁ ରକ୍ତ ନମୁନା ସଂଗ୍ରହ କରିଥିଲେ।...

Advertisement
Archives

Model This Week