ଶେଷ ହେଲା କରୋନା: ବୋରିସ ଜନସନ
ଲଣ୍ଡନ,୨୦ ।୧: ସାରା ବିଶ୍ୱରେ କରୋନା ମହାମାରୀର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ବ୍ରିଟେନରେ କରୋନାର ସମସ୍ତ କଟକଣାକୁ ହଟାଇ ଦିଆଯାଇଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଆମ ଦେଶର ବୈଜ୍ଞାନିକମାନେ…
‘ଓମିକ୍ରନ୍କୁ ହାଲୁକା ଭାବରେ ନିଅନ୍ତୁ ନାହିଁ’
ଓ୍ବାଶିଂଟନ,୧୯ା୧: କରୋନା ଭାଇରସ ବିଶେଷକରି ଓମିକ୍ରନକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନମ ଘେବ୍ରେୟେସସ୍ ପୁଣି ଥରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବିଶ୍ୱ କରୋନା ମହାମାରୀରୁ ମୁକ୍ତି ପାଇପାରିନାହିଁ। ଓମିକ୍ରନକୁ ହାଲୁକା ଭାବରେ କେବେ…
ହଂକଂରେ ୨,୦୦୦ ହାମଷ୍ଟରଙ୍କୁ ହତ୍ୟା କରାଯିବ…
ସିଟି ଅଫ୍ ଭିକ୍ଟୋରିଆ, ୧୯।୧ : କରୋନାରେ ସଂକ୍ରମିତ ହୋଇଥିବା ପ୍ରାୟ ୨,୦୦୦ ହାମଷ୍ଟରଙ୍କୁ ହତ୍ୟା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏକ ଗୃହପାଳିତ ପ୍ରାଣୀ ଦୋକାନରେ ହାମଷ୍ଟର ସଂକ୍ରମିତ ହୋଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେଠାରେ ଜଣେ…
ଦିନକରେ ୨୦ ଲକ୍ଷ ୭୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ…
ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୯।୧ : ଗୋଟିଏ ଦିନରେ ପୃଥିବୀରେ ୨୦ ଲକ୍ଷ ୭୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୫ ହଜାର ୨୮୬ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାରେ ଏହି ସମୟ ମଧ୍ୟରେ ସର୍ବାଧିକ…
ଆମେରିକାର ଚେତାବନୀ, ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ରୁଷିଆ…
ଓ୍ବାଶିଂଟନ, ୧୯।୧ : ରୁଷିଆ ୟୁକ୍ରେନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି ରୁଷିଆ ଯେ କୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିବା ଲାଗି ପ୍ରସ୍ତୁତ ହେଉଛି।ବିପଜ୍ଜନକ ପରିସ୍ଥିତି ସତ୍ତ୍ୱେ ୱାଶିଂଟନ ମସ୍କୋ…
ବିମାନ ଚଳାଚଳକୁ ୫ଜି ବିପଦ
ଓ୍ବାଶିଂଟନ,୧୯।୧: ଟେଲିକମ୍ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍ ପକ୍ଷରୁ ଖୁବ୍ଶୀଘ୍ର ନୂଆ ୫ଜି ସେବା ଆରମ୍ଭ ହେବାକୁ ଥିବାବେଳେ ବିମାନ ଚଳାଚଳ କ୍ଷେତ୍ରରେ ଏହା ବଡ଼ ସଙ୍କଟ ସୃଷ୍ଟି କରିବ ବୋଲି ଆମେରିକାର ବୃହତ୍ ଯାତ୍ରୀବାହୀ ଓ କାର୍ଗୋ କ୍ୟାରିୟର୍ଗୁଡ଼ିକର ମୁଖ୍ୟ…
ଟେସଲା କାର୍କୁ ହ୍ୟାକ୍ କରି ଦେଖାଇଲେ
ନୁୟର୍କ,୧୮।୧: ଜର୍ମାନୀର ୧୯ ବର୍ଷୀୟ ସାଇବର ସିକ୍ୟୁରିଟି ରିସର୍ଚ୍ଚର ଡେଭିଡ୍ କଲମ୍ବୋ ଦୁର୍ଘଟଣା ବଶତଃ ଏକ ବଡ଼ ଆବିଷ୍କାର କରିଛନ୍ତି। ସେ ଏକ ଫ୍ରେଞ୍ଚ କମ୍ପାନୀର ସିକ୍ୟୁରିଟି ଅଡିଟ୍ କଲା ବେଳେ ଅସାଧାରଣ ସଫ୍ଟଓ୍ବେୟାର ପ୍ରୋଗ୍ରାମ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।…
‘ କେବଳ ମିଳିତ ଉଦ୍ୟମ ଦ୍ୱାରା ମହାମାରୀର ଅନ୍ତ ସମ୍ଭବ’
ଡାଭୋସ,୧୮।୧: କରୋନା ମହାମାରୀରୁ ମୁକ୍ତି ପାଇବାକୁ ହେଲେ ମିଳିତ ଉଦ୍ୟମ ଜରୁରୀ ବୋଲି ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ କହିଛନ୍ତି। ସାରା ବିଶ୍ୱରେ ଟିକାର ସୁଷମ ବଣ୍ଟନ ଏବଂ ଟିକାକରଣ ବଢ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ତେବେ ପରସ୍ପରକୁ ଦୋଷାରୋପ…
ଚେତାବନୀ, ସମସ୍ତଙ୍କର ଟିକାକରଣ ନ ହେଲେ, ଆସୁଥିବ ନୂଆ ନୂଆ ଭାରିଆଣ୍ଟ…
ନୂଆଦିଲ୍ଲୀ, ୧୮।୧ : ଜାତିସଂଘର ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ ୨୦୨୨ ବର୍ଷରେ ବହୁବିଧ ସଂସ୍କାର ଆଣିବା ସହିତ ଉପଯୁକ୍ତ ପଦକ୍ଷେପ ନେବାକୁ ବିଶ୍ୱ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ମହାମାରୀର ମୁକାବିଲା ସମାନତା ଏବଂ ନିରପେକ୍ଷତାର ଆଧାରରେ…
ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ: ନେଲା ୨୬ ଜୀବନ
ହେରାତ୍,୧୮।୧: ପଶ୍ଚିମ ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ଏନେଇ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଭୂକମ୍ପର ତୀବ୍ରତା ୫.୬ ରହିଥିଲା। ଏଥିରେ ୭୦୦ରୁ ଊର୍ଦ୍ଧ୍ୱ ଘର…
ଟିକା ନ ନେଲେ କାଫେ-ରେସ୍ତୋରାଁରେ ପ୍ରବେଶ ମନା
ପ୍ୟାରିସ,୧୮ ।୧: କରୋନା ମହାମାରୀ ସାରା ବିଶ୍ୱକୁ କଲବଲ କରୁଥିବା ବେଳେ ଏବେ ଏହାକୁ ରୋକିବାକୁ ଫ୍ରାନ୍ସ ସଂସଦରେ ନୂଆ ଆଇନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏଥିରେ କୁହାଯାଇଛି ଯେଉଁମାନେ କରୋନା ଟିକା ନ ନେଇଛନ୍ତି ସେମାନଙ୍କୁ କାଫେ, ରେସ୍ତୋରାଁ,…
ଆମେରିକାରେ କରୋନା ପାଲଟିଛି ଶିଶୁଙ୍କ ପାଇଁ ବଡ ଶତ୍ରୁ
ୱାଶିଂଟନ,୧୮ ।୧: କରୋନାର ପ୍ରଭାବ ଶିଶୁଙ୍କ ଉପରେ ବେଶୀ ରହିବ ନାହିଁ । ଏବେ ଏହାର ବିପରିତ ପରିଣାମ ଆମେରିକାରେ ଦେଖିବାକୁ ମିଳିଲାଣି । ଏବେ ଶିଶୁଙ୍କ ପାଇଁ କରୋନା ସବୁଠାରୁ ବଡ ଶତ୍ରୁ ପାଲଟିଛି । ଯାହା ସାରା ବିଶ୍ୱ…

