ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍…
ଓ୍ବାଶିଂଟନ,୧୯।୮: ଆମେରିକାରେ କରୋନା ମହାମାରୀ ସଂକ୍ରମଣକ ପୁଣି ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ୨୦ ସେପ୍ଟେମ୍ବରରୁ ସର୍ବସାଧାରଣଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ପୂର୍ବରୁ ଆମେରିକୀୟ ବିଶେଷଜ୍ଞମାନେ ଅତିରିକ୍ତ ସୁରକ୍ଷା ପାଇଁ…
ବର୍ବରତା ବନାମ ଆଶ୍ୱାସନା
କାବୁଲ/ଓ୍ବାଶିଂଟନ୍/ନୂଆଦିଲ୍ଲୀ, ୧୯।୮ : ଦୁର୍ଦ୍ଧର୍ଷ ଆତଙ୍କବାଦୀମାନେ କାବୁଲ ଦଖଲ କରିବା ପରେ ହାତ ଟେକିଦେଇଥିଲା ଆଫଗାନ ସେନା। ପୁଣିଥରେ କ୍ଷମତା ହାତେଇବା ପାଇଁ ରାଷ୍ଟ୍ରପତି ଭବନରେ ତାଲିବାନ ନେତାଙ୍କ ଉପସ୍ଥିତି ସୂଚାଇ ଦେଇଥିଲା ଇସ୍ଲାମିକ୍ ଏମିରେଟ୍ସ ଅଫ୍ ଆଫଗାନିସ୍ତାନରେ ନୂଆ ସରକାର…
ଆତଙ୍କରେ ଆଫ୍ଗାନ ମହିଳା
କାବୁଲ, ୧୯ା୮: ୧୯୮୦ ଦଶକର ଆଫ୍ଗାନିସ୍ତାନ ଏବଂ ଏବେକାର ଆଫଗାନିସ୍ତାନ ମଧ୍ୟରେ ଆକାଶ ପାତାଳର ଫରକ। ୩୦-୪୦ ବର୍ଷ ତଳେ ଆଫଗାନ୍ ମହିଳାମାନେ ଥିଲେ ଖୁବ୍ ସ୍ବାଧୀନଚେତା। ସେମାନେ ମୁକ୍ତ ଭାବେ ଜୀବନ ଜିଉଥିଲେ। ଫ୍ୟାଶନଠାରୁ ଆରମ୍ଭ କରି ଡାକ୍ତରୀ ବିଦ୍ୟା,…
ପୂର୍ବତନ ରାଷ୍ଟ୍ରପତିଙ୍କୁ ଭେଟିଲେ ତାଲିବାନ୍ ନେତା
କାବୁଲ,୧୯ା୮: ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ୍ କାର୍ଜାଇ ତାଲିବାନ୍ର ଜଣେ ବରିଷ୍ଠ ନେତାଙ୍କୁ ଭେଟିଛନ୍ତି। ଆମେରିକା ପକ୍ଷରୁ ଆତଙ୍କବାଦୀ ସଙ୍ଗଠନ ରୂପେ ଘୋଷଣା କରାଯାଇଥିବା ହକ୍କାନି ନେଟଓ୍ବର୍କ ମୁଖ୍ୟ ଅନସ୍ ହକ୍କାନିଙ୍କୁ କାର୍ଜାଇ ଓ ବରିଷ୍ଠ ନେତା ଅବ୍ଦୁଲ୍ଲା ଅବ୍ଦୁଲ୍ଲା ସାକ୍ଷାତ…
ଟୁଇଟରରେ ଟ୍ରେଣ୍ଡ କରୁଛି ଆର୍ଆଇପି ଇମ୍ରାନ
ନୂଆଦିଲ୍ଲୀ,୧୯।୮ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ପରଲୋକ ଘଟିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ୟୁଜର୍ସ ଘଟଣା ପଛର ସତ୍ୟତା ନ ଜାଣି ପାକିସ୍ତାନକୁ ୧୯୯୨ରେ କ୍ରିକେଟ ବିଶ୍ୱକପ୍ ଜିତାଇଥିବା ଇମ୍ରାନଙ୍କ ଲାଗି ଶୋକ ବ୍ୟକ୍ତ କରୁଛନ୍ତି। ଏବେ…
ଶାନ୍ତି ଦୂତଙ୍କ ସହ ତାଲିବାନର ଆଲୋଚନା
କାବୁଲ,୧୮।୮ : ଆଫଗାନିସ୍ତାନର ନିର୍ବାଚିତ ସରକାରଙ୍କୁ ତଡ଼ିବା ପରେ ତାଲିବାନ ଏବେ ସରକାର ଗଢ଼ିବା ଦିଗରେ ଆଗେଇଛି। ଏଥିଲାଗି ପୂର୍ବତନ ରାଷ୍ଟ୍ରପତି ହାମିଦ କାର୍ଜାଇଙ୍କୁ ଭେଟିଛନ୍ତି ଜଣେ ତାଲିବାନ କମାଣ୍ଡର ଓ ହକ୍କାନି ନେଟ୍ଓ୍ବର୍କ ଆତଙ୍କବାଦୀ ସଂଗଠନର ବରିଷ୍ଠ ନେତା ଅନାସ…
ଗନିଙ୍କୁ ସ୍ବାଗତ କଲା ୟୁଏଇ
କାବୁଲ,୧୮।୮ : ଆଫଗାନିସ୍ତାନ ରାଜଧାନୀ କାବୁଲକୁ ତାଲିବାନ ମାଡ଼ି ବସିବା ପରେ ରାଷ୍ଟ୍ରପତି ଅଶ୍ରଫ ଗନି ଦେଶ ଛାଡ଼ି ପଳାୟନ କରିଛନ୍ତି। ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଗନି କେଉଁଠାରେ ଆତ୍ମଗୋପନ କରିଛନ୍ତି, ତାହା ଜଣା ପଡ଼ି ନ ଥିଲା।…
ଭାରତକୁ ତାଲିବାନ କହିଲା ‘ତୁମ କାମ ଶେଷ କର’
ନୂଆଦିଲ୍ଲୀ,୧୮।୮ : ଯଦି ଇଚ୍ଛା ଅଛି, ତେବେ ଆଫଗାନିସ୍ତାନରେ ଭିତ୍ତିଭୂମୀ ନିର୍ମାଣ କାର୍ଯ୍ୟ ଜାରି ରଖ। ଭାରତକୁ ଏଭଳି କହିଛନ୍ତି ତାଲିବାନ ପ୍ରବକ୍ତା ସୁହେଲ ଶାହିନ। ଆଫଗାନିସ୍ତାନ ମାଟିକୁ ଅନ୍ୟ କୌଣସି ଦେଶ ବିରୋଧରେ ବ୍ୟବହାର କରିବାକୁ ଆମେ ଅନୁମତି ଦେବୁ…
କାବୁଲରୁ ଆଇଟିବିପି ଯବାନଙ୍କ ସହ ଭାରତ ଫେରିଲେ ୩ କୁକୁର
ଗାଜିଆବାଦ,୧୮।୮: ଆଫଗାନିସ୍ତାନର କାବୁଲରେ ଥିବା ଭାରତୀୟ ଦୂତାବାସର ସୁରକ୍ଷା ପାଇଁ ନିୟୋଜିତ ମାୟା, ରୁବି ଏବଂ ବବି ନାମକ ତିନିଟି ସ୍ନିଫର୍ କୁକୁର ମଙ୍ଗଳବାର ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ(ଆଇଟିବିପି)ର ୯୯ ଯବାନଙ୍କ ସହ ଫେରିଛନ୍ତି। ଏହି ତିନିଟି କୁକୁରଙ୍କୁ ଭାରତୀୟ ଦୂତାବାସର…
ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଲେ ତାଲିବାନ
କାବୁଲ,୧୮।୮: ଆଫଗାନିସ୍ତାନ ରେ ହିଂସାର ପରିସ୍ଥିତି ସୃଷ୍ଟି ହୋଇଛି। ଦେଶକୁ ତାଲିବାନ ନିଜ ହାତକୁ ନେବା ପରେ ବର୍ବର କାଣ୍ଡ ଘଟାଉଛନ୍ତି। ବୁଧବାର ସରକାରୀ ଅଫିସରେ ଦେଶର ଜାତୀୟ ପତାକା ଲଗାଇବା ଦାବିରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ତାଲିବାନ ସଂଗଠନର…
ହମିଦ୍ କାରଜାଇ-ଅନସ୍ ହକ୍କାନି ବୈଠକ…
ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନର ଜଣେ କମାଣ୍ଡର ତଥା ହକ୍କାନି ନେଟୱାର୍କ ଆତଙ୍କବାଦୀ ଗୋଷ୍ଠୀର ବରିଷ୍ଠ ନେତା ଅନାସ ହକାନି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇଙ୍କୁ ସାକ୍ଷାତ କରିବା ସହିତ କେତେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ବୋଲି ତାଲିବାନ ଅଧିକାରୀ…
ତାଲିବାନ ବିରୋଧରେ ମହିଳାଙ୍କ ପ୍ରଦର୍ଶନ, ଭିଡ଼ିଓ ଭାଇରାଲ…
କାବୁଲ,୧୮।୮: ଆଫଗାନିସ୍ତାନରେ ତାଲିବାନ ଭୟ ଯୋଗୁ ଲୋକେ ଭିଟାମାଟି ଛାଡି ପଳାଉଛନ୍ତି। ତେବେ ତାଲିବାନ ଶାସନ ବିରୋଧରେ କିଛି ମହିଳା ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ମହିଳାମାନେ ପ୍ଲାକାର୍ଡ ଧରି…
Archives


