ଅନ୍ତର୍ଜାତୀୟ

ଦେଶ ସୁରକ୍ଷା ପାଇଁ ଲୋକଙ୍କୁ ନକଲି ବନ୍ଧୁକରେ ତାଲିମ…

କାଇଭ୍‌, ୩୧।୧ : ଅସ୍ତ୍ରବିରତି ଉଲ୍ଲଂଘନ ପରେ ମଧ୍ୟ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ରୁଷିଆ ସୈନ୍ୟ ସ୍ଥଳ ତଥା ସମୁଦ୍ରରେ ମଧ୍ୟ ୟୁକ୍ରେନକୁ ଘେରାବନ୍ଦୀ କରିଛି। ଏହା ଅନୁମାନ କରାଯାଉଛି ଯେ ଯଦି କୂଟନୈତିକ ଆଲୋଚନା…

ତାଲିବାନକୁ ବାଇଡେନଙ୍କ ଚେତାବନୀ

ୱାଶିଂଟନ,୩୧ ।୧: ଆଫଗାନିସ୍ତାନ ଉପରେ ପ୍ରାୟ ୨ଦଶକ ପରେ ଗତବର୍ଷ ତାଲିବାନ ଶାସନ କ୍ଷମତା ହାତେଇଥିବା ବେଳେ ଏବେ ଏହାର ଶାସନରେ ଅତିଷ୍ଠ ହୋଇପଡିଛନ୍ତି ଆଫଗାନବାସୀ । ତେବେ ତାଲିବାନ ଶାସନ କ୍ଷମତା ହାତକୁ ନେବା ପରେ ସେଠାରେ ଥିବା ଆମେରିକା…

ସାବଧାନ, ପ୍ଲାଷ୍ଟିକ-ମଣିଷ ତ୍ୱଚାରେ ଅଧିକ ସମୟ ସକ୍ରିୟ ରହିଥାଏ ଓମିକ୍ରନ୍‌…

ନୂଆଦିଲ୍ଲୀ/ଟୋକିଓ, ୩୧।୧ : ଓମିକ୍ରନ ଭାରତ ସମେତ ସମଗ୍ର ବିଶ୍ୱରେ ତାଣ୍ଡବ ରଚିିଛି । ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ନୂତନ କରୋନାର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ସେହିପରି ଓମିକ୍ରନ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି।…

ନିର୍ବାଚନ ଲଢ଼ିବେ ଟ୍ରମ୍ପ୍‌

ଓ୍ବାଶିଂଟନ୍‌, ୩୧ା୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ୍‌ ୨୦୨୪ ନିର୍ବାଚନ ଲଢ଼ିପାରନ୍ତି ବୋଲି କହିଛନ୍ତି। ସେ କ୍ଷମତାକୁ ଆସିଲେ ୨୦୨୧ ଜାନୁୟାରୀ ୬ରେ ହୋଇଥିବା କ୍ୟାପିଟୋଲ ଦଙ୍ଗା ଅଭିଯୁକ୍ତଙ୍କୁ କ୍ଷମା କରିଦେବେ ବୋଲି ଶନିବାର ଟେକ୍ସାସ୍‌ଠାରେ ଆୟୋଜିତ ‘ସେଭ୍‌ ଆମେରିକା’…

ଡବ୍ଲୁଏଚଓ ନକ୍ସାରେ ଜମ୍ମୁ-କଶ୍ମୀର ପାକ ଓ ଚାଇନାର ଅଂଶ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୩୧ ।୧: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ୱେବସାଇଟ ନକ୍ସାରେ ଭାରତର ଜମ୍ମୁ-କଶ୍ମୀର ପାକିସ୍ତାନ ଓ ଚାଇନାର ଅଂଶ ବୋଲି ଦର୍ଶାଯାଇଛି । ଡବ୍ଲୁଏଚଓ ଭଳି ଅନ୍ତରାଷ୍ଟ୍ରୀୟ ସ୍ତରର ସଂସ୍ଥା ଏମିତି କାହିଁକି ଓ କେମିତି କଲା ତାହା ଏବେ ପ୍ରଶ୍ନବାଚୀ ।…

ପୁଣି ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌…

ସିଓଲ୍‌/ଟୋକିଓ, ୩୦।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ରବିବାର ପୁଣି ଥରେ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତିି। ଗତ ୪ ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କିମ୍‌ କରିଛନ୍ତି। ଆମେରିକାର ସୂଚନା ଅନୁସାରେ…

ୟେମେନରେ ୨,୦୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି, ଜାତିସଂଘ ରିପୋର୍ଟ…

ଜେନେଭା, ୩୦।୧ : ୟେମେନରେ ହୌତି ବିଦ୍ରୋହୀମାନଙ୍କ ଯୋଗୁ ୨,୦୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନଙ୍କୁୂ ହୌତି ବିଦ୍ରୋହୀ ମାନେ ସଂଗଠନରେ ସାମିଲ କରିଥିଲେ। ବାଳୁତଙ୍କ ହାତରେ ବନ୍ଧୁକ ଧରାଇ ହୌତି ବିଦ୍ରୋହୀ ସେମାନଙ୍କୁ ଯୁଦ୍ଧ ଶିକ୍ଷା ଦେଉଥିବା ଅଭିଯୋଗ…

ପ୍ରବଳ ତୁଷାରପାତ: ଶୋଇଥିବା କୁମ୍ଭୀର ବି ପାଲଟିଲା ବରଫ

ନ୍ୟୁୟର୍କ,୩୦ା୧: ପୂର୍ବ ଯୁକ୍ତରାଷ୍ଟ୍ରରେ ପ୍ରବଳ ତୁଷାରପାତ ହେତୁ ଜନଜୀବନ ବ୍ୟାହତ ହୋଇପଡ଼ିଛି। ଏହି ଅଞ୍ଚଳର ପ୍ରାୟ ୭ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ତୁଷାରପାତ ଯୋଗୁ ଲୋକେ ବିଦ୍ୟୁତ୍‌କାଟ୍‌ର ସମ୍ମୁଖୀନ ହେଉଛନ୍ତି। ପରିବହନ ମଧ୍ୟ ପ୍ରଭାବିତ ହୋଇଛି। ଜାତୀୟ ପାଣିପାଗ ସେବା…

୨ ଜାତିସଂଘ ଅନୁସନ୍ଧାନକାରୀଙ୍କ ହତ୍ୟା ମାମଲା, ୫୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ, ମାତ୍ର କାହାକୁ ବି ଦିଆଯିବନି ଫାଶୀ…

କିନ୍‌ଶାସା, ୩୦।୧ : କଙ୍ଗୋର କାସାଇ ପ୍ରଦେଶରେ ମିଳିତ ଜାତିସଂଘର ଅନୁସନ୍ଧାନକାରୀ ମାଇକେଲ ଶାର୍ପ ଏବଂ ଜୈଦା କାଟାଲାନଙ୍କୁ ହତ୍ୟା କରା ଯିବାର ପ୍ରାୟ ପାଞ୍ଚ ବର୍ଷ ପରେ ଏକ ସାମରିକ କୋର୍ଟ ୫୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। କାସାଇ…

ଘର ଛାଡି ପଳାଇଲେ କାନାଡା ପ୍ରଧାନମନ୍ତ୍ରୀ

ଓଟାଓ୍ବା,୩୦।୧: କାନାଡାରେ କରୋନା ଟିକା ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଟିକା ନେବା ବାଧ୍ୟତାମୂଳକ ନିୟମକୁ ପ୍ରତ୍ୟାହାର କରିବା ଓ ଅନ୍ୟ ସମସ୍ତ ସ୍ବାସ୍ଥ୍ୟ ସମ୍ପର୍କିତ କଟକଣା ହଟାଇବା ଦାବିରେ ହାଜାର ହଜାର ଲୋକ…

ଯୁଦ୍ଧ ପାଇଁ ରୁଷିଆ ପ୍ରସ୍ତୁତ

ମସ୍କୋ,୩୦ା୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ରୁଷିଆ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଯୁଦ୍ଧ ସମୟରେ ସୀମାରେ ଆହତମାନଙ୍କ ପାଇଁ ବ୍ୟବହୃତ ରକ୍ତକୁ ମଧ୍ୟ ସେ ସଂରକ୍ଷଣ କରୁଛି। ରୁଷିଆ କହିଛି, ୟୁକ୍ରେନ ସହିତ ଯୁଦ୍ଧ…

ତୃତୀୟ ସନ୍ତାନ ପ୍ରସବ କଲେ ମିଳିବ ୧୧ ଲକ୍ଷ ଟଙ୍କା!

ବେଜିଂ,୩୦ ।୧: ଜନସଂଖ୍ୟାରେ ସନ୍ତୁଳନ ରକ୍ଷା କରିବାକୁ ଏବେ ଚାଇନା ସରକାର ତୃତୀୟ ସନ୍ତାନ ପ୍ରସବ କରୁଥିବା ଦମ୍ପତିଙ୍କୁ ଅନେକ ସୁବିଧା ଯୋଗାଇ ଦେଉଥିବା ଜଣାପଡିଛି । ୨୦୨୧ରେ ଲାଗୁ କରାଯାଇଥିବା ୩ ସନ୍ତାନ ପ୍ରସବ ନୀତି ଅନୁଯାୟୀ, ମାତାପିତାଙ୍କୁ ବେବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?