ଅନ୍ତର୍ଜାତୀୟ

ବିମାନରୁ ଖସି ପଡ଼ିଲେ ଫୁଟ୍‌ବଲ ଖେଳାଳି

କାବୁଲ, ୨୦।୮: : ତାଲିବାନ୍‌ ଶାସନରୁ ବଞ୍ଚିବା ପାଇଁ ଆଫଗାନିସ୍ତାନ ନାଗରିକମାନେ କଳବଳ କୌଶଳେ ଦେଶ ଛାଡ଼ୁଛନ୍ତି। କିନ୍ତୁ ଦେଶ ଛାଡ଼ିବା ଲାଗି ପ୍ରତ୍ୟେକଙ୍କ ପାଖରେ ଟଙ୍କା ଓ ସୁଯୋଗ ନାହଁି। ଏଣୁ ଆମେରିକା, ୟୁକେ ଭଳି ବିଭିନ୍ନ ଦେଶ ସେମାନଙ୍କ ପ୍ରତିନିଧିଙ୍କୁ…

ଶିଶୁ କନ୍ୟାକୁ ଟେକିଦେଲେ ସେନା ହାତରେ

କାବୁଲ,୧୯।୮ : ତାଲିବାନ୍‌ ଆତଙ୍କବାଦୀ ସଂଗଠନ ଆଫାଗାନିସ୍ତାନକୁ କବ୍‌ଜା କରି ନେବା ପରଠାରୁ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ। ଜଣେ ମହିଳା ବିମାନ ବନ୍ଦର ସୁଉଚ୍ଚ କାନ୍ଥରେ ଚଢ଼ି ଅପର ପକ୍ଷେରେ ଥିବା…

ଖେଳାଳିଙ୍କୁ ୟୁନିଫର୍ମ ଜାଳି ଦେବାକୁ କହିଲେ ଅଧିନାୟିକା

କାବୁଲ,୧୯।୮ : ସୋସିଆଲ ମିଡିଆରୁ ସମସ୍ତ ଫଟୋ ଡିଲିଟ୍‌ କର। ୟୁନିଫର୍ମକୁ ଜାଳିଦିଅ। ଯେମିତି ହେଲେ ପରିଚୟ ଲୁଚାଅ। ଖେଳାଳିଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଆଫଗାନିସ୍ତାନ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଖାଲିଦା ପୋପାଲ। ଏହା ଦର୍ଶାଉଛି ତାଲିବାନ୍‌ ଆତଙ୍କବାଦୀ…

ପାକିସ୍ତାନ ବୋମା ବିସ୍ଫୋରଣ: ୩ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ

ଇସଲାମାବାଦ,୧୯ ।୮: ପାକିସ୍ତାନର ବହୱଲନଗରରେ ଗୁରୁବାର ଶିୟା ମୁସଲମାନଙ୍କ ଏକ ଯାତ୍ରାରେ ବିସ୍ଫୋରଣ ହୋଇଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟ, ଶିୟା ମୁସଲମାନଙ୍କର ଅଶୁରା ଯାତ୍ରା ସମୟରେ ରାସ୍ତା କଡରେ ଏକ ବିସ୍ଫୋରଣ ହୋଇଥିଲା । ଏଥିରେ ଅତିକମରେ ୩…

ସୁପରମାର୍କେଟ୍‌ରେ ସାମଗ୍ରୀ କିଣୁଥିଲେ ମହିଳା, ସାମ୍ନାକୁ ଆସିଗଲା ୧୦ଫୁଟର ଅଜଗର; ଆଉ ତା’ ପରେ…

ଅଷ୍ଟ୍ରେଲିଆର ଏକ ସୁପରମାର୍କେଟକୁ ଜଣେ ମହିଳା ସାମଗ୍ରୀ କିଣିବା ପାଇଁ ଯାଇଥିଲେ। ଠିକ୍‌ ଏହି ସମୟରେ ତାଙ୍କ ସାମ୍ନାକୁ ଏକ ଅଜଗର ଚାଲିଆସିଲା। ଏହା ପରେ ମହିଳା ଜଣକ ଡରି ଯାଇ ନ ଥିଲେ, କାରଣ ସାପକୁ କେମିତି ଧରି ହେବ…

ମହାମାରୀ ଭୟ, ୧୫୦ ଦେଶକୁ ଜାତିସଂଘ ନ ଆସିବାକୁ ପରାମର୍ଶ ଦେଲା ଆମେରିକା…

ଜେନେଭା,୧୯।୮: କରୋନା ଭାଇରସର ଦ୍ରୁତ ବେଗରେ ସଂକ୍ରମଣ କରୁଥିବାରୁ ଜାତିସଂଘର ବାର୍ଷିକ ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ରମ ଯୋଗ ନ ଦେବାକୁ ଆମେରିକା ପୃଥିବୀର ବିଭିନ୍ନ ଦେଶକୁ ପରାମର୍ଶ ଦେଇଛି। ଆସନ୍ତା ମାସରେ ମିଳିତ ଜାତିସଂଘ ସାଧାରଣ ସଭାରେ ବ୍ୟକ୍ତିଗତ ଭାବରେ ଯୋଗଦେବା…

ଘନିଙ୍କ ଉପରେ ଗର୍ଜିଲେ ଟ୍ରମ୍ପ୍‌, ଦେଶବାସୀଙ୍କୁ ଦେଇଛନ୍ତି ଧୋକା…

ଓ୍ବାଶିଂଟନ,୧୯।୮: ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରିବା ପରେ ରାଷ୍ଟ୍ରପତି ଆଶରଫ ଘନି ତାଙ୍କ ବିମାନରେ ଯାଇ ୟୁଏଇରେ ଶରଣ ନେଇଛନ୍ତି। ଏହିପରି ଘାନି ଦେଶ ଛାଡିବା ପରେ ଆଫଗାନିସ୍ତାନ ନାଗରିକମାନେ ଏହାକୁ ପ୍ରତାରଣା କରିଥିବାବେଳେ ଆମେରିକା ସରକାର ଏହାକୁ…

ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଯିବା ପରେ ଏହି ସୁପରମଡେଲ ପିନ୍ଧିଲେ ବୁର୍ଖା, ୟୁଜର୍ସ କହିଲେ…

କାବୁଲ,୧୯ା୮: ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଚାଲିଯିବା ପରେ ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଲକ୍ଷଲକ୍ଷ ଲୋକ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଚାଲିଛନ୍ତି। କିଛି ଦେଶ ମଧ୍ୟ ଆଫଗାନିସ୍ତାନରେ କ୍ଷମତା ହସ୍ତାନ୍ତର ନେଇ ନିଜ ନିଜ ମତ…

ତାଲିବାନ ରାଜ୍‌: ନିଜ ପିଲାଙ୍କୁ ବଞ୍ଚାଇବାକୁ କଣ୍ଟା ବାଡ ଡିଆଁଇ ଫିଙ୍ଗି ଦେଉଛନ୍ତି ମହିଳା

କାବୁଲ,୧୯ ।୮: ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ କରିବା ପରେ ଏବେ ଜୀବନ ବଞ୍ଚାଇବାକୁ ବ୍ୟାକୁଳ ହୋଇ ପଡିଛନ୍ତି ସେଠାକାର ବାସିନ୍ଦା । ତେବେ ଆଫଗାନର ଶାସନକୁ ନେଇ ଆମେରିକା ସେନା ଯେଉଁମାନଙ୍କୁ ସହାୟତା ଯୋଗାଇ ଦେଉଛି ଓ ମହିଳାମାନେ ଅଧିକ…

ଶରଣାର୍ଥୀଙ୍କୁ ଘାରିଛି ଶରଣ ଚିନ୍ତା…

କାବୁଲ,୧୯।୮: ଆଫଗାନିସ୍ତାନର ରାଜଧାନୀ କାବୁଲରେ ତାଲିବାନଙ୍କ ପ୍ରବେଶକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତାଲିବାନର କଡା ନିୟମ ଏବଂ ଦଣ୍ଡରୁ ରକ୍ଷା ପାଇବା ପାଇଁ ହଜାର ହଜାର ଲୋକ ସୀମା ଏବଂ ବିମାନବନ୍ଦରରେ ଏକତ୍ରିତ ହୋଇ ଅନ୍ୟ ଦେଶକୁ…

ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି ତାଲିବାନ

କାବୁଲ,୧୯।୮: ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନ ଶାସନ ୨.୦। ଏଥିସହ ଦେଶକୁ ଫେରିଛି ପୁରୁଣା ଦିନର ଯନ୍ତ୍ରଣା। ଦିନ କେଇଟାରେ ତାଲିବାନମାନେ ନିଜ ଅସଲ ରୂପ ଦେଖାଇଛନ୍ତି। ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି ତାଲିବାନ। କାବୁଲ ବିମାନବନ୍ଦରରେ ଦେଶ…

କ୍ଷମତା ଦଖଲ କରି ମଧ୍ୟ ତାଲିବାନ ଏବେ କାଙ୍ଗାଳ…

ଓ୍ବାଶିଂଟନ/କାବୁଲ,୧୯।୮: ବନ୍ଧୁକର ଶକ୍ତି ଦ୍ୱାରା ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନ ପାଇଁ ଏବେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବା ସହଜ ନୁହେଁ। ତାଲିବାନ ନିଜକୁ ପରିବର୍ତ୍ତନ କରିବା ବିଷୟରେ କଥାବାର୍ତ୍ତା କରୁଥିବା ବେଳେ ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri