ୟୁକ୍ରେନ ସହ ଉତ୍ତେଜନା ମଧ୍ୟରେ ମିସାଇଲ୍ ଡ୍ରିଲ କରିବ ରୁଷିଆ
ମସ୍କୋ, ୧୮।୨: ଗତ କିଛି ଦିନରୁ ୟୁକ୍ରେନ ଓ ରୁଷ ମଧ୍ୟରେ ଉତ୍ତେଜନା ଲାଗିରହିଛି। ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିପାରେ ବୋଲି ପ୍ରାୟ ସମୟରେ ଆମେରିକା ଦାବି କରିଆସୁଛି। କିନ୍ତୁ ରୁଷ ଏହାକୁ ଖଣ୍ଡନ କରିଆସୁଛି। ତେବେ ଏହି ଯୁଦ୍ଧ…
ବ୍ରାଜିଲରେ ୯୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
ରିଓ ଡି ଜେନେରିଓ,୧୮।୨: ଲଗାଣ ବର୍ଷା ପରେ ବ୍ରାଜିଲରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି। ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ଘଟି ମୃତ୍ୟୁ ସଂଖ୍ୟା ୧୧୭କୁ ବୃଦ୍ଧି ପାଇଛି। ଏବେ ବି ଅନେକ ଲୋକ ମାଟିତଳେ ଚାପି ହୋଇ ରହିଥିବା ସନ୍ଦେହ…
ଏଚ୍ଆଇଭିକୁ ହରାଇବାରେ ବିଶ୍ୱର ପ୍ରଥମ ମହିଳା
ସିକାଗୋ,୧୮।୨: ଆମେରିକାରେ ଲ୍ୟୁକେମିଆ ବା ରକ୍ତ କର୍କଟରେ ପୀଡ଼ିତ ଜଣେ ଏଚ୍ଆଇଭି ରୋଗୀ ସୁସ୍ଥ ହୋଇଛନ୍ତି। ଏଚ୍ଆଇଭିରୁ ଆରୋଗ୍ୟ ହେବାରେ ସେ ବିଶ୍ୱର ତୃତୀୟ ବ୍ୟକ୍ତି ତଥା ପ୍ରଥମ ମହିଳା। ଏଚ୍ଆଇଭିକୁ ପ୍ରତିରୋଧ କରିବାର ପ୍ରାକୃତିକ କ୍ଷମତା ରଖିଥିବା ଜଣେ ଡୋନରଙ୍କଠାରୁ…
ବିବାଦରେ ବିଶ୍ୱର ଏକ ନମ୍ବର ଧନୀ
କାଲିଫର୍ନିଆ,୧୮।୨:ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ମାଲିକ ଏଲୋନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସେ ତାଙ୍କର ବ୍ୟବସାୟ ତ ଆଉ କେତେବେଳେ ତାଙ୍କ ଟୁଇଟ୍ ଯୋଗୁ ସେ ଆଲୋଚନାକୁ ଆସନ୍ତି। ନିକଟରେ ସେ ଏକ ଟୁଇଟ୍ କରିଥିଲେ।…
ସପ୍ତାହକ ମଧ୍ୟରେ ଦ୍ୱିତୀୟଥର ଡାଉନ ହେଲା ଟୁଇଟର
ୱାଶିଂଟନ,୧୮ ।୨: ଗୋଟିଏ ସପ୍ତାହରେ ଦ୍ୱିତୀୟଥର ଗୁରୁବାର ରାତିରେ ଟୁଇଟର ଡାଉନ ହୋଇଥିବା ଜଣାପଡିଛ । ୟୁଜର୍ସ ପେଜ ଲୋଡ ନ କରିପାରିବା ସହ ଟୁଇଟର ପୋଷ୍ଟ ବି ଦେଖି ପାରି ନ ଥିବା ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ,…
ନାଟୋ ବିନା ଅନ୍ୟ ଗତି ନାହିଁ
କ୍ୱିଭ୍, ୧୮ା୨:ନାଟୋ ହିଁ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦେଇପାରିବ। ଏହା ଉପରେ କୌଣସି ବୁଝାମଣା ହେବ ନାହିଁ। ନାଟୋରେ ମିଶିବା ଆମର ଲକ୍ଷ୍ୟ ନୁହେଁ, ବରଂ ଜୀବନ କହି ଏକପ୍ରକାର ଅସହାୟତା ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି। ୟୁକ୍ରେନକୁ…
ନିଖୋଜର ୨ ବର୍ଷ ପରେ ଗୁପ୍ତ କୋଠରିରୁ ଶିଶୁ ଉଦ୍ଧାର
ନ୍ୟୁୟର୍କ, ୧୮ା୨: ନ୍ୟୁୟର୍କରେ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଖବର ସାମ୍ନାକୁ ଆସିଛି। ୨ ବର୍ଷ ହେଲା ଜଣେ ୬ ବର୍ଷର ଶିଶୁ କନ୍ୟା ନିଖୋଜ ଥିବାବେଳେ ପୋଲିସ ସୋମବାର ରାତିରେ ତାଙ୍କୁ ନ୍ୟୁୟର୍କର ହୁଡ୍ସନ୍ ଭ୍ୟାଲିରେ ଏକ ଗୁପ୍ତ କୋଠରିରୁ…
ଭାରତକୁ ଆମେରିକାର ଭରସା
ଓ୍ବାଶିଂଟନ୍, ୧୮ା୨: ୟୁକ୍ରେନ ସଙ୍କଟ ଭିତରେ ଆମେରିକା ଭାରତ ଉପରେ ଆସ୍ଥା ପ୍ରକଟ କରିଛି। ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ, ତେବେ ଭାରତ ଆମେରିକା ସହ ଛିଡ଼ାହେବ ଏବଂ ମସ୍କୋକୁ ହରାଇବା ପାଇଁ ସହଯୋଗ କରିବ ବୋଲି ବାଇଡେନ୍…
ବ୍ରାଜିଲରେ ବନ୍ୟା, ଭୂସ୍ଖଳନ: ଶତାଧିକ ମୃତ
ପେଟ୍ରୋପୋଲିସ,୧୮।୨:ବ୍ରାଜିଲର ପେଟ୍ରୋପୋଲିସ ସହରରେ ପ୍ରବଳ ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ରିଓ ଡି ଜେନିରୋ ଉତ୍ତରରେ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଏହି ସହରରେ ପ୍ରବଳ ବର୍ଷା ଲାଗିରହିବା ଫଳରେ ଶହ ଶହ ଘର ଭାଙ୍ଗିଯାଇଛି। ବନ୍ୟାପାଣି ସ୍ରୋତରେ…
ବିଶ୍ୱକୁ ଠକୁଛି ରୁଷିଆ
ମସ୍କୋ/କ୍ୱିଭ୍/ଓ୍ବାଶିଂଟନ,୧୮ା୨:ବେଲାରୁଷ, କ୍ରିମିଆ ଓ ପଶ୍ଚିମ ରୁଷିଆରେ ବିପୁଳ ସୈନ୍ୟ ଠୁଳ ତଥା ଯୁଦ୍ଧାସ୍ତ୍ର ମୁତୟନର ଉପଗ୍ରହ ଚିତ୍ର ୟୁକ୍ରେନ୍ ସୀମାରୁ ସେନା ପ୍ରତ୍ୟାହାର ନେଇ ମସ୍କୋର ଦାବିକୁ ମିଛ ପ୍ରମାଣିତ କରିଛି। ସାମରିକ ବଳ ଅପସାରଣ କଥା କହି ସୀମାନ୍ତକୁ ଅତିରିକ୍ତ…
ୟୁକ୍ରେନ-ରୁଷିଆ ସଙ୍କଟକୁ ନେଇ ଯୁଦ୍ଧ ଆଶଙ୍କା କଲେ ଆମେରିକା ରାଷ୍ଟ୍ରପତି
ୱାଶିଂଟନ,୧୮ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଶଙ୍କା କରିଛନ୍ତି ଯେ ଆଗାମୀ କିଛିଦିନ ମଧ୍ୟରେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁ୍ଦ୍ଧ ହୋଇପାରେ । ଏହାସହ ସେ କହିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ୍ କରିବାର କୌଣସି ଯୋଜନା…
ପିତାଙ୍କ ଜୟନ୍ତିରେ ହଜାର ହଜାର ଲୋକଙ୍କୁ ଥଣ୍ଡାରେ ଠିଆ କରାଇଲେ କିମ୍
ପ୍ୟୋଙ୍ଗୟାଙ୍ଗ,୧୮ ।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କର ଆଉ ଏକ କ୍ରୁରତା ସାମ୍ନାକୁ ଆସିଛି । କିମ୍ ତାଙ୍କ ପିତା କିମ୍ ଜନ ଇଲଙ୍କ ୮୦ ତମ ଜୟନ୍ତି ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜନତାଙ୍କ ସାମ୍ନାରେ…

