ଅନ୍ତର୍ଜାତୀୟ

ଦୋହାରେ ଡିପ୍ଲୋମାସି

ଦୋହା/କାବୁଲ,୩।୯:ପଶ୍ଚିମ ଏସୀୟ ରାଷ୍ଟ୍ର କାତାରକୁ ସାମୁଦ୍ରିକ ଆକ୍ରମଣ ଓ ବିପତ୍ତିରୁ ରକ୍ଷା କରିବା ପାଇଁ ପାରସ୍ୟ ଉପସାଗର ଉପକୂଳରେ ଦୁଇହାତ ପ୍ରସାରିଛି ଦୋହା। ଆରବୀ ଶବ୍ଦ ‘ଦୋହାତ୍‌’ରୁ ରାଜଧାନୀ ଦୋହାର ନାମକରଣ ହୋଇଛି, ଯାହାର ତାତ୍ପର୍ଯ୍ୟ ହେଉଛି ଉପକୂଳ ଅଞ୍ଚଳକୁ ଦୁଇପଟୁ…

ଆମେରିକାରେ ଜଳ ତାଣ୍ଡବ: ୩୦ ମୃତ

ନ୍ୟୁୟର୍କ, ୩ା୯:ଘୂର୍ଣ୍ଣିଝଡ଼ ‘ଇଦା’ ପ୍ରଭାବରେ ଆମେରିକାର ନ୍ୟୁୟର୍କ, ନ୍ୟୁଜର୍ସି, ପେନ୍‌ସିଲଭାନିଆ ସହରରେ ବର୍ଷା ରେକର୍ଡ ଭାଙ୍ଗିଛି। ଏଥିଯୋଗୁ ସେଠାରେ ବନ୍ୟା ପରିସ୍ଥିତି ଉପୁଜିଛି। ରାସ୍ତାଘାଟ ଭାସି ଯାଇଥିବାବେଳେ ସାଧାରଣ ଜୀବନଯାତ୍ରା ବହୁଳ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁୟର୍କ ମେୟର…

ନ୍ୟୁୟର୍କରେ ଭୟଙ୍କର ବନ୍ୟା: ରାସ୍ତାରେ ଭାସୁଛି କାର

ନ୍ୟୁୟର୍କ,୩ା୯: ପ୍ରବଳ ବର୍ଷା ସାଙ୍ଗକୁ ଅଧିକ ବେଗରେ ବହୁଛି ପବନ। ସବୁ ଆଡେ ପାଣି। ରାସ୍ତାରେ କାର ସହ ଲୋକଙ୍କ ମୃତଦେହ ଭାସୁଛି। ଏଭଳି ଦୃଶ୍ୟ ଦେଖିବାକୁ ମଳିଛି ଆମେରିକାର ନ୍ୟୁୟର୍କ ଓ ନ୍ୟୁଜର୍ସି ସହରରେ। ଘୂର୍ଣ୍ଣିଝଡ଼ ‘ଇଦା’ ପ୍ରଭାବରେ ନ୍ୟୁୟର୍କ…

ରାଲି କରି ଅଧିକାର ମାଗିଲେ

କାବୁଲ,୨ା୯: ଆଫଗାନିସ୍ତାନରେ ତାଲିବାନ୍‌ ସରକାର ଗଢ଼ିବାକୁ ଯାଉଥିବା ବେଳେ ହେରାତ୍‌ ପ୍ରଦେଶର ଗଭର୍ନର ହାଉସ୍‌ ସମ୍ମୁଖରେ ମହିଳାମାନେ ଗୁରୁବାର ରାଲିର ଆୟୋଜନ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ମହିଳା ଭାଗନେଇ ତାଲିବାନ୍‌ ସେମାନଙ୍କୁ ସରକାରରେ ସାମିଲ କରୁ ବୋଲି ଦାବି କରିଛନ୍ତି।…

ଦିନକ ପରେ ଆଫଗାନିସ୍ତାନରେ ସରକାର ଗଢ଼ିବ ତାଲିବାନ!

କାବୁଲ,୨ ।୯: ଆଫଗାନିସ୍ତାନ ଉପରେ ପାଖାପାଖି ୨ ସପ୍ତାହ ହେବ ତାଲିବାନ କବଜା କରିବା ପରେ ଶୁକ୍ରବାର ସେ ସରକାର ଗଠନ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଯାଇଛି । ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ଜୁମେ ନମାଜ ପରେ…

ନୂଆ କରୋନା ଭାରିଆଣ୍ଟ୍‌ , ଡେଲ୍ଟାଠାରୁ ବି ଭୟଙ୍କର..

ଜେନେଭା,୨।୯: ପୃଥିବୀରେ କରୋନା ମହାମାରୀର ଆତଙ୍କ ଜାରି ରହିଛି। ମହାମାରୀରୁ ଦୂରେଇ ରହିବା ପାଇଁ ଟିକାକରଣ ଅଭିଯାନ ମଧ୍ୟ ଜୋରସୋରରେ ଚାଲିଛି। ତଥାପି, ଏହି ଭୁତାଣୁର ବିଭିନ୍ନ ଭାରିଆଣ୍ଟ ସୃଷ୍ଟି ହେବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ବର୍ତ୍ତମାନ…

ଡ୍ରାଗନର ମହାକାଶ ଜୟ ଲକ୍ଷ୍ୟ, ପୃଥିବୀ କକ୍ଷରେ ବିଶାଳକାୟ ମୂଳଦୁଆ ନିର୍ମାଣ ପ୍ରସ୍ତୁତି…

ବେଜିଂ,୨।୯: ପୃଥିବୀର କକ୍ଷପଥରେ ବହୁ କିଲୋମିଟରର ବ୍ୟାପି ଏକ ବିଶାଳ ସହର ନିର୍ମାଣ ଯୋଜନା ଏବେ ଚାଇନା ପକ୍ଷରୁ କରାଯାଇଛି। ଏନେଇ ବିଶାଳକାୟ ମୂଳଦୁଆ ନିର୍ମାଣ ଲାଗି ଡ୍ରାଗନ ଜୋରସୋର୍‌ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଉଡ଼ନ୍ତା ସହର ଦ୍ୱାରା ମହାକାଶ…

ଆମେରିକାର ନୂଆ ରଣନୀତି, ଲୁହାକୁ କାଟିବ ଲୁହାରେ…

ଓ୍ବାଶିଂଟନ,୨।୯: ଆମେରିକା ଏବେ ନୂଆ ରଣନୀତି ଗ୍ରହଣ କରିଛି। ଆଇଏସ୍‌ ଆତଙ୍କବାଦୀ ସଂଗଠନ ବିରୋଧରେ ଲଢ଼େଇ ପାଇଁ ତାଲିବାନ କାନ୍ଧରେ ବନ୍ଧୁକ ରଖିବା ଲାଗି ଆମେରିକା ଯୋଜନା କରିଛି। ଏହାଦ୍ୱାରା ଲୁହାକୁ ଲୁହାରେ କଟାଯାଇପାରିବ। ଗୋଟିଏ ଆତଙ୍କବାଦୀ ସଂଗଠନ ବିରୋଧରେ ଅନ୍ୟ…

ଭାରତ-ପାକିସ୍ତାନ-ଚାଇନା ରୁଷିଆରେ କରିବେ ଯୁଦ୍ଧାଭ୍ୟାସ…

ନୂଆଦିଲ୍ଲୀ/ମସ୍କୋ, ୨।୯: ଭାରତ, ପାକିସ୍ତାନ, ଚାଇନା ସମେତ ୧୭ ଦେଶ ମିଳିତ ଭାବେ ରୁଷିଆରେ ଆୟୋଜିତ ହେବାକୁ ଥିବା ଜାପାଡ-୨୦୨୧ ଯୁଦ୍ଧାଭ୍ୟାସ୍‌ରେ ସାମିଲ ହେବେ। ସେପ୍ଟେମ୍ବର ୩ ଠାରୁ ଏହି ମିଳିତ ଯୁଦ୍ଧାଭ୍ୟାସ ଆରମ୍ଭ ହେବାକୁ ଯାଉଛି। ରୁଷିଆର ନିଝନିୟ ଅଞ୍ଚଳରେ…

କରୋନାରୁ ସୁସ୍ଥ ପରେ ବି ବିପଦ, ବିନା ଯନ୍ତ୍ରଣାରେ କିଡ୍‌ନୀ ହେଉଛି ଅକାମୀ …

ଓ୍ବାଶିଂଟନ,୨।୯: କରୋନା ଅକ୍ରାନ୍ତଙ୍କ ଉପରେ ବିପଦ ପରେ ବିପଦ ମାଡ଼ି ଆସୁଛି। ସୁସ୍ଥ ହେବା ପରେ ସେମାନଙ୍କଠାରେ କିଡ୍‌ନୀ ସମସ୍ୟା ଦେଖା ଦେଉଛି। ସେମାନଙ୍କ ଅଜାଣତରେ ବିନା ଯନ୍ତ୍ରଣାରେ କିଡ୍‌ନୀ ଅକାମୀ ହୋଇଯାଉଛି। ଏନେଇ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା…

ୟୁଏନ୍‌ଏସ୍‌ସିରେ ଭାରତର ଅଧ୍ୟକ୍ଷତା ଶେଷ

ଜାତିସଂଘ, ୨।୯: ଜାତିସଂଘର ପ୍ରଭାବଶାଳୀ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତର ଅଗଷ୍ଟ ମାସର ଅଧ୍ୟକ୍ଷତା ଶେଷ ହୋଇଛି। ଏହି ସମୟ ମଧ୍ୟରେ ଆଫଗାନିସ୍ତାନ ସ୍ଥିତିକୁ ନେଇ କଠୋର ପ୍ରସ୍ତାବ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହୋଇ ବାସ୍ତବ ନିଷ୍କର୍ଷ…

ସୀମାକୁ ଧାଇଁଲେ ଆଫଗାନ୍‌

କାବୁଲ, ୨ା୯: ୧,୨୩,୦୦୦ ଲୋକଙ୍କୁ ଏୟାରଲିଫ୍ଟ କରି ଆମେରିକା ସୈନ୍ୟ ଫେରିଯିବା ପରେ କାବୁଲ ବିମାନବନ୍ଦରକୁ ତାଲିବାନ୍‌ ଦଖଲ କରିଛି। ଏଥିସହ ଏୟାରଲିଫ୍ଟ ଅପେକ୍ଷାରେ ଥିବା ନାଗରିକଙ୍କ ସୁରକ୍ଷିତ ସ୍ଥାନାନ୍ତର ବନ୍ଦ ହୋଇଯାଇଛି। ଆତଙ୍କ ଓ ଅର୍ଥସଙ୍କଟ ଦେଇ ଗତିକରୁଥିବା ଲୋକଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri