ଅନ୍ତର୍ଜାତୀୟ

ପଞ୍ଜଶିରରେ ପତାକା ଉଡ଼ାଇଲା ତାଲିବାନ୍‌

କାବୁଲ, ୭ା୯: ତାଲିବାନ୍‌ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଥିବା ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ନିଆଯାଇଥିବା ଘୋଷଣା କରିଛିି ତାଲିବାନ୍‌। ଏହି ପ୍ରଦେଶ ଉପରେ ବିଜୟ ହାସଲ ହୋଇଥିବା ତାଲିବାନ୍‌ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ସୋମବାର ଦାବି କରିବା…

ଭାଇରାଲ ହେଉଛି ତାଲିବାନ ରାଜର ପ୍ରଥମ ଫଟୋ: ଛାତ୍ରୀ ଓ ଛାତ୍ରଙ୍କ ମଝିରେ ଲାଗିଲା ପରଦା

କାବୁଲ,୬ ।୯: ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣକୁ ଆସିବା ପରେ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି ୟୁନିଭର୍ସିଟିରେ ପାଠପଢା ସମୟରେ ଛାତ୍ରୀ ଓ ଛାତ୍ରଙ୍କ କ୍ଲାସ ଅଲଗା ଅଲଗା ହେବ ।…

ଲକ୍ଷ୍ମଣ ରେଖା ଟପିଲେ ସ୍ଥିତି ହେବ ଭୟଙ୍କର, ପାକିସ୍ତାନ-ତାଲିବାନକୁ ଇରାନର ଚେତାବନୀ…

ତେହରାନ,୬।୯: ପଞ୍ଜଶିରରେ ପାକିସ୍ତାନ ସହାୟତାରେ ତାଲିବାନ ପକ୍ଷରୁ ନରସଂହାର ଜାରି ରହିଛି। ଏହାକୁ ନେଇ ଇରାନ ମୁହଁ ଖୋଲିଛି। ଇରାନ କହିଛି ଲକ୍ଷ୍ମଣ ରେଖା ଟପିଲେ ସ୍ଥିତି ଭୟଙ୍କର ହେବ। ଇରାନ କହିଛି ଯେ ପଞ୍ଜଶିରରେ ପାକିସ୍ତାନର ହସ୍ତକ୍ଷେପ ସମ୍ପର୍କରେ ଯାଞ୍ଚ…

କାବୁଲରେ ସରକାର ଗଠନ ପାଇଁ ବଡ ସମାରୋହର ଆୟୋଜନ କରିପାରେ ତାଲିବାନ, ୬ ଦେଶକୁ ଦେଇଛି ନିମନ୍ତ୍ରଣ

କାବୁଲ,୬ ।୯: ଏବେ ସମସ୍ତଙ୍କ ନଜର ତାଲିବାନ ଉପରେ । ଆଫଗାନିସ୍ତାନ କବଜା କରିବା ପରେ ଏବେ ସେ କାବୁଲରେ ସରକାର ଗଠନ କରିବାକୁ ପ୍ରସ୍ତୁତିରେ ଲାଗି ପଡିଛି । ତେବେ ସରକାର ଗଠନ ପାଇଁ ତାଲିବାନ ବଡ ସମାରୋହର ଆୟୋଜନ…

ୟୁନିଭର୍ସିଟିରେ ପଢୁଥିବା ମହିଳାଙ୍କ ପାଇଁ ତାଲିବାନର ନୂଆ ନିୟମ

କାବୁଲ,୬ ।୯: ବେଳକୁ ବେଳ ତାଲିବାନର କଠୋର ନିୟମରେ ବ୍ୟସ୍ତବିବ୍ରତ ହୋଇ ପଡିଲେଣି ଆଫଗାନ ବାସୀ । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବିଶେଷ କରି ମହିଳାଙ୍କ ଉପରେ ତା’ର ଅତ୍ୟାଚାର ବୃଦ୍ଧି ପାଉଥିବା କୁହାଯାଉଛି । ଏବେ ତାଲିବାନ…

ଗର୍ଭବତୀ ପୋଲିସ ଅଫିସରଙ୍କୁ ସ୍ବାମୀଙ୍କ ଆଗରେ ହତ୍ୟା କଲେ ତାଲିବାନ

କାବୁଲ,୬।୯: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ସେମାନଙ୍କ କ୍ରୁର ଚେହେରା ସାମ୍ନାକୁ ଆସୁଛି। ସେଠାରେ ତାଲିବାନମାନେ ପ୍ରାନ୍ତୀୟ ସହରରେ ଜଣେ ମହିଳା ଗର୍ଭବତୀ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ହୃଦୟବିଦାରକ କଥା ହେଉଛି ମହିଳାଙ୍କ ସ୍ବାମୀ ଏବଂ…

ନର୍ଦନ ଆଲାଏନ୍ସ୍‌ ମୁଖ୍ୟ କମାଣ୍ଡରଙ୍କ ମୃତ୍ୟୁ…

କାବୁଲ,୬।୯: ପଞ୍ଜଶିରର ରକ୍ତାକ୍ତ ସଂଘର୍ଷରେ ନର୍ଦନ ଆଲାଏନ୍ସ୍‌ ମୁଖ୍ୟ କମାଣ୍ଡର ସାଲେହ ମହମ୍ମଦଙ୍କ ମୃତ୍ୟୁ ଘଟିଛି। ତାଲିବାନ୍‌ କହିଛି ଏବେ ପଞ୍ଜଶିର ପୂର୍ଣ୍ଣ ଦଖଲରେ ରହିଛି। ପଞ୍ଜଶିରରେ ଆତଙ୍କବାଦୀ ସଂଗଠନ ତାଲିବାନର ପତାକା ଲଗାଯାଇଛି। ଏଥିରୁ ତାଲିବାନର ଦାବି ସତ୍ୟ ବୋଲି…

ରେଜିଷ୍ଟାନ୍ସ ଫ୍ରଣ୍ଟ ତାଲିବାନ ସହିତ ବୁଝାମଣା ପାଇଁ ରାଜି…

କାବୁଲ,୬।୯: ଆଫଗାନିସ୍ତାନର କାବୁଲର ଉତ୍ତରରେ ଥିବା ପଞ୍ଜଶିର ଉପତ୍ୟକାରେ ତାଲିବାନ ବାହିନୀକୁ ବିରୋଧ କରୁଥିବା ଆଫଗାନିସ୍ତାନ ବିରୋଧୀ ଦଳର ନେତା ଯୁଦ୍ଧ ବନ୍ଦ କରିବା ସହିତ ବୁଝାମଣା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହା ଦ୍ୱାରା ଗୃହଯୁଦ୍ଧରୁ ଦେଶ ରକ୍ଷା ପାଇ ପାରିବ…

ବରାଦରଙ୍କୁ ହକ୍କାନି ଗୁଳି

କାବୁଲ,୬।୯: ପଡ଼ୋଶୀ ଆଫଗାନିସ୍ତାନରେ ପାଶ୍ଚାତ୍ୟ ସମର୍ଥତ୍ତ ଅଶ୍ରଫ୍‌ ଗନିଙ୍କ ନାଗରିକ ସରକାରଙ୍କୁ କ୍ଷମତାଚ୍ୟୁତ କରିଦେଲା ସିନା, ନିଜେ ସରକାର ଗଠନ କରିପାରି ନାହିଁ ତାଲିବାନ୍‌। ଦୁଇ ସପ୍ତାହ ବିତିଯାଇଥିଲେ ସୁଦ୍ଧା ତାଲିବାନ୍‌ ଓ ହକ୍କାନି ନେଟ୍‌ଓ୍ବର୍କ ମଧ୍ୟରେ ଭାଗବଣ୍ଟା ଛିଣ୍ଡି ନ…

ସାର୍କ ଆକ୍ରମଣରେ ଗଲା ଜୀବନ

ସିଡନୀ,୫।୯: ଅଷ୍ଟ୍ରେଲିଆର ଏମରଲାଡ୍‌ ବେଳାଭୂମିରେ ସାର୍କ ଆକ୍ରମଣରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଏହା ଦ୍ୱିତୀୟ ସାର୍କ ଆକ୍ରମଣ ଘଟଣା। ଇନ୍ସପେକ୍ଟର କ୍ରିସ ୱିଲସନ କହିଛନ୍ତି ଯେ, ରବିବାର ସମୁଦ୍ର କୂଳରେ ସାର୍କ ଆକ୍ରମଣରେ…

ଜିନ୍ସ ପିନ୍ଧି ପାର୍ଲାମେଣ୍ଟ ଆସିବା ମନା

ଲଣ୍ଡନ, ୫।୯: ସୋମବାର ଆରମ୍ଭ ହେବ ବ୍ରିଟିଶ ପାର୍ଲାମେଣ୍ଟ। ଏହି ପରିପ୍ରେକ୍ଷୀରେ ହାଉସ୍‌ ଅଫ୍‌ କମନ୍ସର ବାଚସ୍ପତି ଏମ୍‌ପିମାନଙ୍କ ପାଇଁ ଥିବା ଡ୍ରେସ୍‌ କୋଡ୍‌କୁ କଡ଼ାକଡ଼ି କରିଛନ୍ତି। ଜିନ୍ସ ଏବଂ ସ୍ପୋଟର୍‌ସଓ୍ବେର ପାର୍ଲାମେଣ୍ଟ ପୋଷାକ ନୁହେଁ। ଉପଯୁକ୍ତ ପୋଷାକ ପରିଧାନ କରି…

ଚେତାବନୀ ଦେଲେ ନେପାଳ ସରକାର

କାଠମାଣ୍ଡୁ,.୫।୯: ନେପାଳ ସରକାର ରବିବାର ନାଗରିକମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ସେମାନେ ଏପରି ଲଜ୍ଜାଜନକ କାର୍ଯ୍ୟ କରିବା ଉଚିତ ନୁହେଁ, ଯାହା ଦ୍ୱାରା ବନ୍ଧୁତ୍ୱପୂର୍ଣ୍ଣ ଦେଶ ସହ ସମ୍ପର୍କକୁ ପ୍ରଭାବିତ କରିବ। କିଛିଦିନ ତଳେ ନେପାଳର କିଛି ଲୋକ ଭାରତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri