‘ଆସନ୍ତା ସପ୍ତାହରେ ଆକ୍ରମଣ କରିବ ରୁଷିଆ’
ଓ୍ବାଶିଂଟନ,୧୯ା୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ସେ ନିଶ୍ଚିତ ଯେ, ରୁଷିଆ ଆସନ୍ତା ସପ୍ତାହରେ ୟୁକ୍ରେନ ଉପରେ ଆକ୍ରମଣ କରିବ। ଏହି କାରଣରୁ ରୁଷିଆ ସମର୍ଥିତ ବିଦ୍ରୋହୀଙ୍କ ପରିବାରକୁ ସୁରକ୍ଷିତ ସ୍ଥାନକୁ ପଠାଯାଉଛି। ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଏକ…
ପୁଣି ଅଶାନ୍ତ ରୁଷିଆ-ୟୁକ୍ରେନ୍ ସୀମା, ୨୪ ଘଣ୍ଟାରେ ୬୬ ଥର ଅସ୍ତ୍ରବିରତି ଉଲ୍ଲଂଘନ…
ମସ୍କୋ/କ୍ୱିଭ୍,୧୯।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଶଙ୍କା ପୁଣି ଥରେ ଘନେଇବାରେ ଲାଗିଛି। ଗୋଟିଏ ପଟେ ଉଭୟ ଦେଶର ନେତାମାନେ ଶାନ୍ତି ପାଇଁ କଥାବାର୍ତ୍ତା କରୁଛନ୍ତି। ଅପରପକ୍ଷରେ, ରୁଷିଆର ସମର୍ଥକ ବିଦ୍ରୋହୀ ଗୋଷ୍ଠୀ ୟୁକ୍ରେନରେ ବିସ୍ଫୋରଣ ଆରମ୍ଭ କରିଛନ୍ତି।…
ପୁଟିନ୍ଙ୍କ ପାଖରେ ବିପଜ୍ଜନକ ଆଣବିକ ସୁଟକେସ୍, ନିମିଷକେ ରଚିବ ତାଣ୍ଡବ…
ମସ୍କୋ,୧୯।୨ : ରୁଷିଆର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ଙ୍କ ପାଖରେ ୨୪ ଘଣ୍ଟା ଏକ ଆଣବିକ ସୁଟକେସ୍ ରହୁଛି। ଏହି ବିପଜ୍ଜନକ ସୁଟକେସ୍ ଦ୍ୱାରା ୬,୨୫୭ ଆଣବିକ ବୋମାକୁ ନିୟନ୍ତ୍ରଣ କରାଯାଇ ପାରିବ। ସୁଟକେଟ୍ ଭିତରେ ଥିବା ନିୟନ୍ତ୍ରଣ ମେସିନ୍ର ବଟନ୍ ଦବାଇଲେ…
ରୁଷିଆକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି: କହିଲେ ଏଭଳି
ଓ୍ବାଶିଂଟନ,୧୯।୨: ୟୁକ୍ରେନ ସହ ରୁଷିଆ ମୁହାଁମୁହିଁ ସ୍ଥିତିରେ ରହିଛି। ଏହାକୁ ନେଇ ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ରୁଷିଆକୁ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବାକୁ କହୁଛନ୍ତି। ଏଭଳି ସମୟରେ ଆମେରିକା ରୁଷିଆକୁ ଚେତାବନୀ ମଧ୍ୟ ଦେଇଛି। ଆମେରିକା…
ବଢ଼ୁଛି ଯୁଦ୍ଧ ଆଶଙ୍କା: ପୂର୍ବ ୟୁକ୍ରେନରେ ଭୟଙ୍କର ବିସ୍ଫୋରଣ
କାଇଭ୍,୧୯।୨: ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରାୟ ସମୟରେ ଆମେରିକା ଯୁଦ୍ଧ ଆଶଙ୍କା କରୁଥିବା ବେଳେ ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛି ରୁଷିଆ। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବ ନାହିଁ କହୁଥିବା ବେଳେ କିନ୍ତୁ ସ୍ଥିତି ପୁରା ଓଲଟା…
‘ରୁଷିଆ-ୟୁକ୍ରେନ୍ ଉତ୍ତେଜନା ଯୁଦ୍ଧର ରୂପ ନେଲେ ବିଶ୍ୱ ପାଇଁ ବିପଦ’
ଜାତିସଂଘ,୧୯ା୨: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଯୁଦ୍ଧର ରୂପ ନେଲେ ବିଶ୍ୱ ପାଇଁ ବିପତ୍ତି ଆସିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ସତର୍କ କରାଇଛନ୍ତି। ମ୍ୟୁନିକ୍ ସମ୍ମିଳନୀକୁ ସମ୍ବୋଧନ କରି ଗୁଟେରେସ୍ କହିଛନ୍ତି, ୟୁକ୍ରେନ୍କୁ ରୁଷିଆ ସୈନ୍ୟ…
ଓମିକ୍ରନଠାରୁ ଘାତକ ଏହାର ଛୋଟ ଭାଇ ବିଏ.୨: ଡବ୍ଲୁଏଚଓ
ଜେନେଭା,୧୯ ।୨: ଦେଶରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ଧିରେ ଧିରେ କମ୍ ହୋଇ ଆସୁଥିବା ବେଳେ ଏବେ ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନି ଦେଇଛି । ଡବ୍ଲୁଏଚଓ କହିଛି ଓମିକ୍ରନର ଏକ ବିଶେଷ ଭାରିଏଣ୍ଟ ବିଏ.୨ରେ…
ସୁରକ୍ଷା ସମ୍ମିଳନୀକୁ ରୁଷିଆର ବର୍ଜନ
ମ୍ୟୁନିକ୍,୧୯।୨: ୟୁକ୍ରେନ୍ ସୀମାରେ ବିପୁଳ ସୈନ୍ୟ ମୁତୟନ କରି ସାରା ବିଶ୍ୱର ମୁଣ୍ଡବ୍ୟଥା ବଢ଼ାଇ ଦେଇଥିବା ରୁଷିଆ ମୁନିକ୍ ସୁରକ୍ଷା ସମ୍ମିଳନୀ (ଏମ୍ଏସ୍ସି)କୁ ବର୍ଜନ କରିଛି। ଜର୍ମାନୀର ମ୍ୟୁନିକ୍ ସହରରେ ଶୁକ୍ରବାର ଆରମ୍ଭ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀରେ ୟୁକ୍ରେନ୍ ସଙ୍କଟ…
ଆଣବିକ ଶକ୍ତି ଦେଖାଇବ ରୁଷିଆ
ମସ୍କୋ/ଓ୍ବାଶିଂଟନ୍,୧୯ା୨: ୟୁକ୍ରେନ୍ ସହ ରୁଷିଆ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଶନିବାର ନ୍ୟୁକ୍ଲିୟର ଡ୍ରିଲ୍ କରିବାକୁ ଶୁକ୍ରବାର ଏହାର ସେନା ପକ୍ଷରୁ ଘୋଷଣା କରାଯାଇଛି। ଏହାକୁ ୟୁକ୍ରେନ୍ ଆକ୍ରମଣର ପ୍ରାକ୍ ପ୍ରସ୍ତୁତି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଅନ୍ୟପକ୍ଷେ ରୁଷିଆ ବିରୋଧରେ ଆମେରିକା କଂଗ୍ରେସରେ…
ମାନବାଧିକାର ଉଲ୍ଲଂଘନ କରୁଛି ୟୁକ୍ରେନ୍: ପୁଟିନ୍
ମସ୍କୋ,୧୯।୨: ୟୁକ୍ରେନ୍ର ପୂର୍ବାଞ୍ଚଳରେ ସ୍ଥିତି ଅତି ଖରାପ ଆଡ଼କୁ ଗତି କରୁଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଶୁକ୍ରବାର ଅଭିଯୋଗ ଆଣିଛନ୍ତି। କ୍ରେମଲିନ୍ରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରି ପୁଟିନ୍ କହିଛନ୍ତି, ୟୁକ୍ରେନ୍ରେ ରୁଷୀୟ ଭାଷା କହୁଥିବା ଲୋକଙ୍କ ସହ…
ଜାହାଜରେ ନିଆଁ : ୧୦ ନିଖୋଜ
ଅଥେନ୍ସ,୧୯।୨: ଗ୍ରୀସ୍ରୁ ଇଟାଲି ଅଭିମୁଖେ ଆସୁଥିବା ୟୁରୋଫେରି ଅଲିମ୍ପିଆ ଜାହଜରେ ଶୁକ୍ରବାର ନିଆଁ ଲାଗିଯାଇଛି। ଫେରିରୁ ଶତାଧିକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିବା ଗ୍ରୀସ୍ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ୨୯୦ ଜଣ ଯାତ୍ରୀଙ୍କୁ ଉଦ୍ଧାର…
ଲୋକପ୍ରିୟତାରେ ଇମ୍ରାନଙ୍କୁ ପଛରେ ପକାଇଲେ ନଓ୍ବାଜ
ଇସ୍ଲାମାବାଦ,୧୮।୨: ପାକିସ୍ତାନରେ ବର୍ତ୍ତମାନ ଇମ୍ରାନ ଖାନ ସରକାରଙ୍କ ରାଜୁତି ଚାଲୁଛି। କିନ୍ତୁ ପାକିସ୍ତାନର ଏଭଳି କେତେକ ଅଞ୍ଚଳ ଅଛି, ଯେଉଁଠାରେ ଆଜିବି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍ଙ୍କ ଲୋକପ୍ରିୟତା କିଛି କମ୍ ହୋଇନାହିଁ। ଏକ ସର୍ଭେ ଅନୁସାରେ ଦେଶର ଅନେକ ସହରରେ…

