ଅନ୍ତର୍ଜାତୀୟ

ସରକାରରେ ରହିବେ ମହିଳା

କାବୁଲ,୨।୯: ଅଗଷ୍ଟ ୧୫ରେ କାବୁଲ ଦଖଲ ପରେ ତାଲିବାନ୍‌ ଅପେକ୍ଷା କରିଥିଲା ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନକୁ। ୩୧ ଡେଡ୍‌ଲାଇନ ସୁଦ୍ଧା ବିଦେଶୀ ସାମରିକ ମେଣ୍ଟ ଆଫଗାନିସ୍ତାନରୁ ଅପସରିଯିବା ପରେ ଆତଙ୍କବାଦୀଙ୍କ ଲକ୍ଷ୍ୟ ହେଉଛି ସରକାର ଗଠନ। ଅନ୍ତର୍ଜାତୀୟ ସ୍ବୀକୃତି, ନିଜ ଗ୍ରହଣୀୟତା…

ଆଫଗାନ୍‌ ବାୟୋମେଟ୍ରିକ୍‌ ବିପଜ୍ଜନକ

କାବୁଲ/ଓ୍ବାଶିଂଟନ,୨ା୯: ଆଫଗାନିସ୍ତାନ ଛାଡ଼ି ସ୍ବଦେଶ ଫେରିଯାଇଛନ୍ତି ଆମେରିକୀୟ ସୈନ୍ୟ। ୨୦ ବର୍ଷ ଭିତରେ ସେମାନେ ବ୍ୟବହାର କରିଥିବା ଅନେକ ଅତ୍ୟାଧୁନିକ ପ୍ରୋଗ୍ରାମ ବା ସଫ୍ଟଓ୍ବେର ଛାଡ଼ିଯାଇଛନ୍ତି। ଇତିମଧ୍ୟରେ ଆମେରିକାର ଏକ ବାୟୋମେଟ୍ରିକ୍‌ ଡିଭାଇସ୍‌ ତାଲିବାନ ହାତରେ ଲାଗିଛି। ଏହାକୁ ନେଇ ଅନେକେ…

ଆର୍ଥିକ ସଙ୍କଟରେ ଶ୍ରୀଲଙ୍କା

କଲମ୍ବୋ, ୧।୯: ଶ୍ରୀଲଙ୍କାର ମୁଦ୍ରା ମୂଲ୍ୟ ଅତ୍ୟଧିକ ହ୍ରାସ ପାଇବାରୁ ସେଠାରେ ଖାଦ୍ୟସାମଗ୍ରୀ ଦର ଆକାଶଛୁଆଁ ହୋଇଛି। ଫଳରେ ଶ୍ରୀଲଙ୍କା ସରକାର ଦେଶରେ ଆର୍ଥିକ ଜରୁରୀ ସ୍ଥିତି ଜାରି କରିଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ସରକାର ଚାଉଳ, ଚିନି ଆଦି ଅତ୍ୟାବଶ୍ୟକ…

ପାକିସ୍ତାନକୁ ଝଟ୍‌କା ଦେଲା ତାଲିବାନ

କାବୁଲ,୧।୯: ତାଲିବାନର ଅନ୍ୟତମ ବରିଷ୍ଠ ନେତା ଅନାସ ହକ୍କାନି ସ୍ପଷ୍ଟ କରିଛନ୍ତି ଯେ ସେ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ। ଏଥି ସହ ସେ କହିଛନ୍ତି ଯେ, ତାଲିବାନ ଭାରତ ସମେତ ଅନ୍ୟ ଦେଶ ସହ ଭଲ ସମ୍ପର୍କ ଚାହୁଁଛି।…

ଶେଷ ୧୪ ମିନିଟ୍‌ର ଫୋନ୍‌ କଥାବାର୍ତ୍ତାରୁ ବହୁ ଗୁପ୍ତ ରହସ୍ୟ ପର୍ଦ୍ଦାଫାଶ୍‌…

କାବୁଲ/ଓ୍ବାଶିଂଟନ,୧।୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ ଆଫଗାନିସ୍ତାନ ପ୍ରତିପକ୍ଷ ଅଶରଫ ଘନିଙ୍କ ମଧ୍ୟରେ ହୋଇଥିବା ଶେଷ ୧୪ ମିନିଟ୍‌ର ଫୋନ୍‌ କଥାବାର୍ତ୍ତାରୁ ବହୁ ଗୁପ୍ତ ରହସ୍ୟର ପର୍ଦ୍ଦାଫାଶ୍‌ ହୋଇଛି। ଘନିଙ୍କୁ ଶେଷ ଫୋନ କଲରେ ବାଇଡେନ୍‌ ଏକ ଯୋଜନା…

ପୁଣି ବିପଦ, କରୋନା ସି-୧-୨ ଭାରିଆଣ୍ଟ ୬ ଦେଶରେ ବ୍ୟାପିଲାଣି…

ଜେନେଭା,୧।୯: କରୋନା ମହାମାରୀ ପୁଣି ସଙ୍କଟ ସୃଷ୍ଟି କରିବାକୁ ଯାଉଛି। କରୋନାର ନୂତନ ପ୍ରକାର ସି-୧-୨ ଭାରିଆଣ୍ଟ ଏବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ଚିନ୍ତା ବଢାଇଛି। ଡବ୍ଲ୍ୟୁଏଚ୍‌ଓର ବୈଷୟିକ ମୁଖ୍ୟ ଡ. ମାରିଆ ଓ୍ବାନ ଏହି ଭାରିଆଣ୍ଟ ସମ୍ପର୍କରେ ଟୁଇଟ କରି…

ନିଷ୍ପତ୍ତି ଥିଲା ଠିକ, ପ୍ରତ୍ୟାବର୍ତ୍ତନ ବ୍ୟତୀତ ନ ଥିଲା ଅନ୍ୟ ବିକଳ୍ପ…

ଓ୍ବାଶିଂଟନ,୧।୯: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ପ୍ରତ୍ୟାବର୍ତ୍ତନ କରିବା ନିଷ୍ପତ୍ତି ଠିକ ଥିଲା। ଏହା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଏହି ଯୁଦ୍ଧକୁ ଆଉ ବଢ଼ାଯିବାର ଆବଶ୍ୟକତା ନ ଥିଲା। ଆମେରିକାର…

ଇୟୁ ବୈଠକରେ ଶରଣାର୍ଥୀ ଚିନ୍ତା

ବ୍ରୁସେଲ୍ସ, ୧ା୯: ଆଫଗାନିସ୍ତାନକୁ ତାଲିବାନ୍‌ ନିୟନ୍ତ୍ରଣକୁ ନେବା ପରେ ସେଠାରେ ସୃଷ୍ଟି ହୋଇଥିବା ଅସ୍ଥିରତା ଟାଳିବା ଏବଂ ଆଫଗାନ୍‌ ଶରଣାର୍ଥୀ ସଙ୍କଟ ରୋକିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି। ୨୦୧୫ରେ ସିରିଆ ଗୃହଯୁଦ୍ଧ ପରେ ସୃଷ୍ଟି ହୋଇଥିବା ଶରଣାର୍ଥୀ ସମସ୍ୟାର ପୁନରାବୃତ୍ତି…

ଯୁଦ୍ଧ ଶେଷ, ଆହ୍ବାନ ଆରମ୍ଭ

କାବୁଲ/ଓ୍ବାଶିଂଟନ,୧।୯: ଆଧୁନିକ ବିଶ୍ୱର ଅନ୍ୟତମ ଲମ୍ବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ। ଜୀବନର ୨ ଦଶନ୍ଧି ବିତାଇବା ପରେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଆମେରିକୀୟ ସୈନ୍ୟ। ଆଫଗାନିସ୍ତାନ ମାଟିରେ ଛାଡ଼ି ଯାଇଛନ୍ତି ଅନେକ ସନ୍ତକ, ଅଭୁଲା ଅତୀତ। ଯେଉଁ ତାଲିବାନ୍‌ଠୁ ଆରମ୍ଭ ହୋଇଥିଲା କାହାଣୀ…

ତାଲିବାନ୍‌ ସହ ଭାରତର ଆଲୋଚନା

ନୂଆଦିଲ୍ଲୀ,୩୧।୮- ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେବା ପରେ ତାଲିବାନ୍‌ ସହ ମଙ୍ଗଳବାର ପ୍ରଥମ ଥର ପାଇଁ ଭାରତ କୁଟନୈତିକ ଆଲୋଚନା ଆରମ୍ଭ କରିଛି। ଭାରତୀୟ ଆମ୍ବାସାଡର ଆତଙ୍କବାଦୀ ସଂଗଠନର ନେତାଙ୍କୁ କତାରର ରାଜଧାନୀ ଦୋହାଠାରେ ଭେଟିଛନ୍ତି। ଆଫଗାନିସ୍ତାନର ନୂଆ ଶାସକଙ୍କ ଅନୁରୋଧ କ୍ରମେ…

ତାଲିବାନର ତାଣ୍ଡବ: ହେଲିକପ୍ଟରରେ ମୃତଦେହ ଝୁଲାଇ ବୁଲାଇଲା ସହର, ଭିଡିଓ ଭାଇରାଲ!

କାବୁଲ,୩୧ ।୮: ଆମେରିକା ସେନା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ଭାବେ ଚାଲି ଆସିବା ପରେ ତାଣ୍ଡବ ରଚିଛି ତାଲିବାନ । ଏକ ଭାଇରାଲ ଭିଡିଓରେ ଦାବି କରାଯାଇଛି କି ଆତଙ୍କବାଦୀମାନେ ଆମେରିକାର ଜଣେ ସାହାଯ୍ୟକାରୀଙ୍କୁ ହେଲିକପ୍ଟରେ ଲଟକାଇ ମାରିବା ସହ ତାଙ୍କର ମୃତ…

ଆଫଗାନିସ୍ତାନ ଫେରିଲେ ଓସାମା ବିନ୍ ଲାଦେନଙ୍କ ପୂର୍ବତନ ସହଯୋଗୀ

କାବୁଲ,୩୧ ।୮: ଆଫଗାନିସ୍ତାନରୁ ଆମେରିକା ସେନା ହଟିବା ପରେ ଏହା ସମ୍ପୂର୍ଣ୍ଣ ଭାବେ ତାଲିବାନ ହାତକୁ ଆସିଯିବା ପରେ ଏବେ କୁଖ୍ୟାତ ଆତଙ୍କବାଦୀଙ୍କ ଘର ଲେଉଟାଣି ହୋଇଛି ବୋଲି କୁହାଯାଉଛି । ଆଫଗାନିସ୍ତାନରେ ଅଲ-କାଏଦାର ମୁଖ୍ୟ ନେତା ଅମିନ-ଉଲ-ହକ ଏବେ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri