ଅନ୍ତର୍ଜାତୀୟ

ଅଲ୍‌-କାଏଦା ମୁଖ୍ୟ ଜୀବିତ ଚର୍ଚ୍ଚା

ବେରୁଟ, ୧୩ା୯: ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା ମୁଖ୍ୟ ଆୟାମାନ୍‌ ଅଲ୍‌-ଜଓ୍ବାହିରିଙ୍କୁ ଏକ ଭିଡିଓରେ ଦେଖିବାକୁ ମିଳିଛି। ତେଣୁ ଏବେ ବି ସେ ଜୀବିତ ଥିବା ନେଇ ସନ୍ଦେହ ବଢ଼ିଛି। କିଛି ମାସ ହେଲା ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।…

ସୈନ୍ୟଙ୍କ କଟା ମୁଣ୍ଡ ଧରି ନାଚିଲେ

କାବୁଲ, ୧୩।୯: ଆଫଗାନିସ୍ତାନରେ ସରକାରକୁ ଫେରିବା ପରେ ତାଲିବାନ୍‌ ପୁଣି ଥରେ ତା’ର ବର୍ବର ଚେହେରା ଦେଖାଇଛି। ଆଫଗାନ୍‌ ସୈନ୍ୟଙ୍କ କଟା ମୁଣ୍ଡ ଧରି ତାଲିବାନ୍‌ ଆତଙ୍କବାଦୀ ଖୁସିରେ ନାଚୁଛନ୍ତି, ଯାହାର ଭିଡିଓ ସାମ୍‌ନାକୁ ଆସିଛି। ଓ୍ବାଶିଂଟନ୍‌ ଏକ୍‌ଜାମିନରେ ପ୍ରକାଶିତ ଏକ…

ବାଦଲଫଟା ବର୍ଷା, ଭୂସ୍ଖଳନ ନେଲା ୧୬ ଜୀବନ

ଇସ୍‌ଲାମାବାଦ,୧୨।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅଧୀନ ମାନସେହ୍‌ରା ଜିଲାରେ ପ୍ରବଳ ବର୍ଷା ଯୋଗୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷାରେ ଭୂସ୍ଖଳନ ଘଟି ୪ଟି ଘର ମାଟିରେ ମିଶିଯାଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ହସ୍ପିଟାଲରେ…

ତାଲିବାନ୍‌ କ୍ଷମତା ଦଖଲ ନେଇ ୫୫ ପ୍ରତିଶତ ପାକିସ୍ତାନୀ ଖୁସି…

ଇସଲାମାବାଦ,୧୨।୯: ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତା ଦଖଲ କରିବା ନେଇ ୫୫ ପ୍ରତିଶତ ପାକିସ୍ତାନୀ ନାଗରିକ ଖୁସି ହୋଇଛନ୍ତି। ଏନେଇ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସର୍ଭେରେ ୨,୪୦୦ ଲୋକଙ୍କୁ ସାମିଲ୍‌ କରାଯାଇଥିଲା। ସେମାନଙ୍କୁ ପଚରାଯାଇଥିଲା, ଆଫଗାନିସ୍ତାନରେ ତାଲିବାନ୍‌ ସରକାର…

ରୁଷିଆର ଚେତାବନୀ, ସୀମାରେ ୧୦ ହଜାରରୁ ଅଧିକ ଆଇଏସ୍‌ ଆତଙ୍କବାଦୀ, ପଠାଇଲା ଟ୍ୟାଙ୍କ…

ମସ୍କୋ,୧୨।୯: ରୁଷିଆ ତାଜିକିସ୍ତାନ ଏବଂ ଉଜବେକିସ୍ତାନ ସୀମାରେ ୧୦ ହଜାରରୁ ଅଧିକ ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ରହିଥିବା ନେଇ ଚେତାବନୀ ଜାରି କରିଛି। ଏହି ଦୁଇଦେଶର ସୀମା ଆଫଗାନିସ୍ତାନକୁ ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ରୁଷିଆ ଦୁଇ ଦେଶର ସୀମା…

ପାକିସ୍ତାନ କମେଡିଆନ ଉମର ଶରିଫ ଗୁରୁତର: ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ପତ୍ନୀ

କରାଚି,୧୨ ।୯: ପାକିସ୍ତାନର ବରିଷ୍ଠ ହାସ୍ୟ ଅଭିନେତା ତଥା ଟେଲିଭିଜନ ଦୁନିଆର ଜଣାଶୁଣା ଚେହେରା ଉମର ଶରିଫ ଗୁରୁତର ହୋଇ ପଡିଛନ୍ତି । ତାଙ୍କର ଚିକିତ୍ସା ପାଇଁ ଆମେରିକା ଯିବା ଆବଶ୍ୟକ ବୋଲି ପରିବାର ଲୋକେ କହିବା ସହ ଏନେଇ ସେ…

୯/୧୧ ଆକ୍ରମଣ ପଛରେ ସୌଦି ଆରବ ହାତ? ଏଫ୍‌ବିଆଇର ଜାରି କଲା ଗୁପ୍ତ ରିପୋର୍ଟ…

ଓ୍ବାଶିଂଟନ,୧୨।୯: ଆମେରିକାର ଓ୍ବାଲ୍ଡ ଟ୍ରେଡ୍‌ ସେଣ୍ଟରରେ ହୋଇଥିବା ୯/୧୧ ଆକ୍ରମଣରେ କେବଳ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦାର ହାତ ନ ଥିଲା। ଏଥିରେ ସୌଦି ଆରବ ପକ୍ଷରୁ ମଧ୍ୟ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଏନେଇ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌…

ତାଲିବାନ୍‌ ସପକ୍ଷରେ ମହିଳାଙ୍କ ରାଲି

କାବୁଲ, ୧୨।୯(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନରେ ତାଲିବାନ ଶାସନକୁ ବିରୋଧ କରି ବିକ୍ଷୋଭରେ ସାମିଲ ହେଉଥିବା ମହିଳାମାନଙ୍କ ମାଡ଼ ମରାଯିବା ସହ ହତ୍ୟା ଧମକ ଦିଆଯାଉଛି। ସେମାନଙ୍କ ବିକ୍ଷୋଭ ଉପରେ ଖବର ସଂଗ୍ରହ ପାଇଁ ଯାଇଥିବା ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତାଲିବାନର ମହିଳା…

ଏକତା ଆମେରିକାର ଶକ୍ତି

ଓ୍ବାଶିଂଟନ୍‌, ୧୨ା୯: ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ବିଲ୍ଡିଂରେ ୨୦୦୧ ସେପ୍ଟେମ୍ବର ୧୧ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୩ ହଜାର ଜୀବନ ଯାଇଥିଲା। ୯/୧୧ ଆକ୍ରମଣକୁ ୨୦ ବର୍ଷ ପୂର୍ତ୍ତି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ…

ଆମେରିକାର ୯/୧୧ ଆତଙ୍କବାଦୀ ଆକ୍ରମଣକୁ ପ୍ରଥମଥର ପାଇଁ ନିନ୍ଦା କଲା ତାଲିବାନ!

କାବୁଲ,୧୨ ।୯: ଆମେରିକାଠାରୁ ୧୧ହଜାର ୧୩୧ କିଲୋମିଟର ଦୂର ତାଳିବାନରେ ଆମେରିକା ଉପରେ କରାଯାଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣର ଏନ୍ତୁଡିଶାଳ ଥିବା ବେଳେ ଏବେ ଦୀର୍ଘ ୨୦ ବର୍ଷ ପରେ ତାଲିବାନ ପ୍ରଥମଥର ପାଇଁ ଏହି ଘଟଣାର ନିନ୍ଦା କରିଥିବା ଜଣାପଡିଛି…

ଅତ୍ୟଧିକ ଖର୍ଚ୍ଚ କାରଣରୁ ବାତିଲ ହେଲା ଶପଥଗ୍ରହଣ ଉତ୍ସବ

କାବୁଲ,୧୨।୯: ଆମେରିକାରେ ସଙ୍ଗଠିତ ୯/୧୧ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଶନିବାର ଆଫଗାନିସ୍ତାନରେ ଅନ୍ତରୀଣ ସରକାର ଗଢ଼ିଥିବା ତାଲିବାନ୍‌ କ୍ୟାବିନେଟ୍‌ର ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବାର ଥିଲା। ହେଲେ ଶେଷ ମୁହୁର୍ତ୍ତରେ ଏହାକୁ ବାତିଲ କରି ଦିଆଯାଇଛି। ଅର୍ଥ…

୧୭ ତାଲିବାନୀ ମନ୍ତ୍ରୀଙ୍କ ଉପରେ ଝୁଲୁଛି ସୁରକ୍ଷା ପରିଷଦ ଖଣ୍ଡା…

ଜେନେଭା/କାବୁଲ,୧୧।୯: ତାଲିବାନର ନୂଆ ସରକାରରେ ୩୩ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ୧୭ ଜଣଙ୍କ ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ଅନୁମୋଦିତ ହୋଇଥିବା ୨୫୯୩ତମ ପ୍ରସ୍ତାବର ଖଣ୍ଡା। ସେମାନଙ୍କୁ ସୁରକ୍ଷା ପରିଷଦର ୧୨୬୭ କମିଟି ପ୍ରତିବନ୍ଧିତ ସୂଚୀରେ ୧୯୯୯ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri