କ୍ୱିଭରେ କର୍ଫ୍ୟୁ

କ୍ୱିଭ,୨୪।୨: ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ବର୍ତ୍ତମାନ ୟୁକ୍ରେନ ରାଜଧାନୀ କ୍ୱିଭ ସମେତ ଅନେକ ବିମାନ ବନ୍ଦରକୁ ସ୍ଥାନାନ୍ତର କରିବାରେ ଲାଗିପଡ଼ିଛି। ରୁଷିଆ ୟୁକ୍ରେନର ଅନେକ ସହରରେ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କୁହାଯାଉଛି। ଏନେଇ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ମଧ୍ୟ ସ୍ବୀକାର କରିଛନ୍ତି। ତେବେ ରୁଷିଆ କ୍ୱିଭ ଦଖଲ ଆଡ଼କୁ ଆଗକୁ ବଢ଼ୁଥିବା ବେଳେ ସେଠାରେ କର୍ଫ୍ୟୁ ଘୋଷଣା କରାଯାଇଛି। ଏନେଇ କ୍ୱିଭ ମେୟର ଗୁରୁବାର ଘୋଷଣା କରିଛନ୍ତି। ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ କର୍ଫ୍ୟୁ ଲାଗୁ କରାଯାଇଛି ବୋଲି ମେୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୧୦ ପୂର୍ବରୁ ଆସିବ କରୋନା ଟୀକା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରତିଷେଧକ ଟୀକା ପ୍ରସ୍ତୁତି ହୋଇ ସାରିଛି। ମଣିଷଙ୍କଠାରେ...

ଯୌନ ନିର୍ଯାତନା ମାମଲାରେ ଗଭର୍ନର

ନ୍ୟୁୟର୍କ, ୧ା୩: ନ୍ୟୁୟର୍କ ଗଭର୍ନର ଆଣ୍ଡ୍ରିୟୁ କ୍ୟୁମୋ(୬୩)ଙ୍କ ବିରୋଧରେ ଆଉ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କ୍ୟୁମୋ ୨୦୨୦ରେ ତାଙ୍କ ପୂର୍ବତନ ସ୍ବାସ୍ଥ୍ୟନୀତି...

ହସ୍ପିଟାଲକୁ ଆତଙ୍କବାଦୀଙ୍କ ଟାର୍ଗେଟ: ୧୬ ନିହତ

କାବୁଲ,୧୪ା୫: ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମପାର୍ଶ୍ୱରେ ଥିବା ଏକ ହସ୍ପିଟାଲ ଉପରେ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇଜଣ...

୨୦୩୦ ପୂର୍ବରୁ ଚନ୍ଦ୍ରରେ ବାସ କରିବ ମଣିଷ

ଓ୍ବାଶିଂଟନ୍‌, ୨୨ା୧୧:ଚନ୍ଦ୍ରରେ ଜୀବଜଗତ ତିଷ୍ଠିବା ସମ୍ଭାବନା ନେଇ ବୈଜ୍ଞାନିକମାନଙ୍କ ଅଧ୍ୟୟନ ଜାରି ରହିଛି। ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ସମ୍ବନ୍ଧରେ ବହୁ ତଥ୍ୟ ବିଶେଷଜ୍ଞଙ୍କ ହସ୍ତଗତ ହୋଇଥିଲେ...

ବିଡେନଙ୍କ ଉପରେ ବର୍ଷିଲେ ଟ୍ରମ୍ପ

ଓ୍ବାଶିଂଟନ,୮।୯: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି ପରସ୍ପର ମଧ୍ୟରେ ପ୍ରତିଯୋଗୀତା ସେତେ ବୃଦ୍ଧି ପାଇବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପୁଣିଥରେ...

ପାକିସ୍ତାନ କୋର୍ଟକୁ ଜଣାଇଲେ ହଫିଜ୍‌: ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ନୁହେଁ

ଇସଲାମାବାଦ,୧୩ା୭: ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି)ର ମୁଖ୍ୟ ହଫିଜ୍‌ ସୟିଦ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ନୁହଁନ୍ତି ବୋଲି ଶୁକ୍ରବାର ଲାହୋର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆତଙ୍କବାଦୀ ସଂଗଠନକୁ...

ଆଣବିକ ଯୁଦ୍ଧ ଆଶଙ୍କା, ଲୋକଙ୍କୁ ଆୟୋଡ଼ିନ ବଟିକା ବାଣ୍ଟିବ ରୋମାନିଆ…

ବୁଖାରେଷ୍ଟ, ୭।୪ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ଆକ୍ରମଣର ଧମକ ଦେଇଛନ୍ତି। ପୁଟିନଙ୍କ ଧମକ...

ଉତ୍ତରକୋରିଆ ମାନବାଧିକାର ଉପରେ ଆମେରିକାର ନୂଆ ପଦକ୍ଷେପ: ଜୁଲି ଟର୍ନର ସ୍ବତନ୍ତ୍ର ଦୂତ ନିଯୁକ୍ତ…

ଓ୍ବାଶିଂଟନ,୨୪।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜୁଲି ଟର୍ନରଙ୍କୁ ଉତ୍ତର କୋରିଆର ମାନବିକ ଅଧିକାର ପ୍ରସଙ୍ଗରେ ସ୍ବତନ୍ତ୍ର ଦୂତ ନିଯୁକ୍ତ କରିଛନ୍ତି। ହ୍ବାଇଟ ହାଉସ...

Advertisement
Archives

Model This Week