ସୀମା ସାମି ଜାତିସଂଘ ମହିଳା ମୁଖ୍ୟ
ଜାତିସଂଘ, ୧୫ା୯: ଜୋର୍ଡାନର ସୀମା ସାମି ବାହୋସ୍ ଜାତିସଂଘ ମହିଳା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ଏହି ପଦ ପାଇଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ତାଙ୍କ ନାମ ଘୋଷଣା କରିଛନ୍ତି। ୨୦୧୬ରୁ ଆମେରିକାରେ ଜୋର୍ଡାନର ସ୍ଥାୟୀ ରାଷ୍ଟ୍ରଦୂତ ଥିବା ବାହୋସ୍…
ଘର ଛାଡ଼ିବାକୁ କହୁଛି ତାଲିବାନ୍
କାନ୍ଦାହାର, ୧୫ା୯: ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରରେ ଥିବା ଏକ ଆବାସିକ ଆର୍ମି କଲୋନିରେ ଲୋକଙ୍କୁ ଘର ଛାଡ଼ିବାକୁ ତାଲିବାନ୍ ନିର୍ଦ୍ଦେଶ ଦେଇଛି। ଏପରିକି ନିଜ ଘରୁ ସେମାନେ କୌଣସି ଜିନିଷପତ୍ର ନ ନେବାକୁ ମଧ୍ୟ ଧମକାଇଛି। ଏହାକୁ ବିରୋଧ…
ହରର୍ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ ମିଳିପାରେ ଲକ୍ଷେ ଟଙ୍କା
ଓ୍ବାଶିଂଟନ, ୧୪।୯: ହରର୍ ତଥା ଭୟଙ୍କର ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ଆସିଛି ଟଙ୍କା ଆୟ କରିବାର ଏକ ସୁଯୋଗ। ଆମେରିକାର ପ୍ରତିଷ୍ଠିତ କମ୍ପାନୀ ଫାଇନାନ୍ସବଜ୍ କିଛି ହରର୍ ଫିଲ୍ମ ଦେଖିବା ଲାଗି ୧,୩୦୦ ଆମେରିକୀୟ ଡଲାର ଦେବାକୁ…
ଆଇସୋଲେଶନରେ ପୁଟିନ୍
ମସ୍କୋ,୧୪ ।୯: କରୋନା ମହାମାରୀ ବିଶ୍ୱରେ ପ୍ରାୟ ଦେଢ ବର୍ଷ ହେବ ତା’ର କାହା ବିସ୍ତାର କରି ରହିଛି । ଏହା ଯେମିତି ଶେଷ ହେବାର ନାଁ ନେଉନି । ଭ୍ୟାକ୍ସିନେଶନ ପରେ ଏବେବି କିଛି ଦେଶ କରୋନା କବଳରେ ଛଟପଟ…
୨୦ ବର୍ଷର ହିସାବ, ପ୍ରତିଦିନ ଖର୍ଚ୍ଚ ହୋଇଛି ୨୯୦ ନିୟୁତ ଡଲାର…
ଓ୍ବାଶିଂଟନ/କାବୁଲ,୧୪।୯: ଗତ ୨୦ ବର୍ଷ ମଧ୍ୟରେ ଆମେରିକାର ଆଫଗାନିସ୍ତାନ ଅଭିଯାନ ବିଫଳ ରହିଛି। ଶେଷରେ ୨୦୦୧ର ସ୍ଥିତି ଦେଶରେ ଫେରିଛି। ଏହି ସମୟ ମଧ୍ୟରେ ଆମେରିକା ୨ ଟ୍ରିଲିୟନ୍ ଡଲାରରୁ ଅଧିକ ଖର୍ଚ୍ଚ କରିଛି। ପ୍ରତିଦିନ ଆଫଗାନିସ୍ତାନରେ ଆମେରିକା ୨୯୦ ନିୟୁତ…
ଆଫଗାନିସ୍ତାନକୁ ୪୭୦ କୋଟିର ଆର୍ଥିକ ସହାୟତା ଦେବ ଆମେରିକା
ୱାଶିଂଟନ,୧୪ ।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ଏବେ ଆମେରିକା ଆଫଗାନିସ୍ତାନର ଲୋକଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି । ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥାମ୍ପସନ-ଗ୍ରୀନଫିଲ୍ଡ କହିଛନ୍ତି ଆମେରିକା ଆଫଗାନିସ୍ତାନର ଜନତାଙ୍କ ପାଇଁ ୬୪ ମିଲିୟନ…
ଟଙ୍କା ପାଇଁ ଶିକ୍ଷକତା ଛାଡ଼ି ବାଛିଲେ ଏମିତି ପେଶା….
ମାନିଲା,୧୪।୯: ଟଙ୍କା ପାଇଁ ଶିକ୍ଷୟିତ୍ରୀରୁ ପାଲଟିଗଲେ ନଗ୍ନ ମଡେଲ। ପରିବାରର ଦାୟିତ୍ୱ ବୋଝ ଆଗରେ ମୁଣ୍ଡ ନୁଆଇଁ ଶିକ୍ଷକତା ଛାଡ଼ି ଉତ୍ତେଜିତ ଭିଡିଓରେ କାର୍ଯ୍ୟ କରୁଛନ୍ତି ଫିଲିପାଇନ୍ସର ୨୧ ବର୍ଷୀୟା ମେୟୁର୍ନ ସ୍ମାଇଲ୍ସ। ସ୍ମାଇଲ୍ସ ଫିଲିପାଇନ୍ସର ଗୋଟିଏ ସ୍କୁଲରେ ଶିକ୍ଷକତା କରୁଥିଲେ।…
ଆମେରିକା ପତାକା ବଞ୍ଚାଇ ଦେଲା ବିଲେଇର ଜୀବନ
ୱାଶିଂଟନ,୧୪।୯: ନୂଆ ଜୀବନ ପାଇଲା ବିଲେଇ। ଆମେରିକାର ମିଆମିସ୍ଥିତ ହାର୍ଡ ରକ ଷ୍ଟାଡିୟମରେ ରବିବାର ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଏକ ବିଲେଇ ଉପର ମହଲାରୁ ଖସି ପଡ଼ୁଥିବା ଦେଖିବାକୁ ମିଳିଥିଲା। ହଠାତ୍ ଦର୍ଶକଙ୍କ ଧ୍ୟାନ ଖେଳ ଠାରୁ ଦୂରେଇ ଯାଇଥିଲା।…
ଅମରୁଲ୍ଲା ସାଲେହଙ୍କ ଘରୁ ମିଳିଲା ୪୮ କୋଟି ସହିତ ସୁନା ଇଟା, ତାଲିବାନ୍ର ଦାବି…
କାବୁଲ,୧୩।୯: ଆଫଗାନିସ୍ତାନର ପଞ୍ଜଶିରରେ ଏକ ଅଞ୍ଚଳ ଉପରେ କବ୍ଜା କରିଥିବା ନେଇ ତାଲିବାନ୍ ଆତଙ୍କବାଦୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସେମାନଙ୍କୁ ପଞ୍ଜଶିର ମୁଖ୍ୟ ଅମରୁଲ୍ଲା ସାଲେହଙ୍କ ଘରୁ ୬.୫ ମିଲିୟନ ଡଲାର (ପ୍ରାୟ ୪୮ କୋଟି ଟଙ୍କା) ପାଇଛନ୍ତି ବୋଲି…
ଏକଛତ୍ରବାଦୀ ଶାସକ ପରୀକ୍ଷା କଲେ କ୍ରୁଜ୍ କ୍ଷେପଣାସ୍ତ୍ର…
ପୋୟଙ୍ଗୟାଙ୍ଗ୍,୧୩।୯: ଆମେରିକା ସହିତ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଦୀର୍ଘ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି। ଏପରି କରି ସେ ଆମେରିକାକୁ ଚେତାବନୀ ଦେଇଛନ୍ତି। ଉତ୍ତରକୋରିଆର ସରକାରୀ ଗଣମାଧ୍ୟମ ସଂସ୍ଥା…
ରୁଷିଆ-ୟୁକ୍ରେନ୍ ମୁହାଁମୁହିଁ…
ମସ୍କୋ/କୈବ,୧୩।୯: ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଭୋଲ୍ଡାୟମର ଜେଲେନ୍ସିକ୍ କହିଛନ୍ତି ଯେ, ରୁଷିଆ ସୈନ୍ୟ ବାହିନୀଙ୍କ ସଂଖ୍ୟା ୟୁକ୍ରେନ୍ ସୀମାରେ ଧୀରେଧୀରେ ବଢ଼ିବାରେ ଲାଗିଛି। ଖୁବ୍ ଶୀଘ୍ର ରୁଷିଆ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍ଙ୍କ ସହିତ…
ଚାଇନା ଗଣମାଧ୍ୟମର ଚେତାବନୀ: ଆମକୁ ଶତ୍ରୁ ନ ଭାବୁ ଆମେରିକା, ପୁଣି ହୋଇପାରେ ୯/୧୧ ଭଳି ଆକ୍ରମଣ
ବେଜିଂ,୧୩ ।୯: ଚାଇନା ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ସମ୍ପାଦକ ହୁ ଜିଜିନ ୯/୧୧ ଆତଙ୍କବାଦୀ ଆକ୍ରମଣର ୨୦ ବର୍ଷ ପୂର୍ତ୍ତିରେ ଏକ ବଡ ବୟାନ ଦେଇଛନ୍ତି । ଜିଜିନ କହିଛନ୍ତି ଆମେରିକା ଚାଇନାକୁ ତା’ର ଶତ୍ରୁ ବୋଲି ଭାବି ବଡ…
Archives


