‘ସାଇରନ ଶୁଣିଲେ ବୋମା ଶେଲଟରକୁ ଚାଲିଯାଅ’

ନୂଆଦିଲ୍ଲୀ,୨୪।୨: ଯୁଦ୍ଧ ଦ୍ୱାରା ପ୍ରଭାବିତ ହୋଇଥିବା ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ନୂଆଦିଲ୍ଲୀ ପକ୍ଷରୁ ତୃତୀୟ ଆଡଭାଇଜରି ଜାରି କରାଯାଇଛି। ରାଜଧାନୀ କ୍ୱିଭ ସହରରେ ଏୟାର ରେଡ୍‌ ସାଇରନ ଶୁଣିଲେ ବୋମା ଶେଲଟରକୁ ଚାଲିଯିବାକୁ ଏକ ଟୁଇଟ୍‌ ଜରିଆରେ ପରାମର୍ଶ ଦେଇଛି ଭାରତୀୟ ଦୂତାବାସ।

ଉକ୍ତ ଟୁଇଟ୍‌ରେ ଦୂତାବାସ ପକ୍ଷରୁ କ୍ୱିଭ ସହରର ପ୍ରଶାସନିକ ବୋମା ଆଶ୍ରୟସ୍ଥଳର ଲୋକେଶନ ମଧ୍ୟ ଦିଆଯାଇଛି।

“ଆପଣ ଜାଣିଥିବେ, ୟୁକ୍ରେନ ଏବେ ସାମରିକ ଆଇନ ଅଧୀନରେ ଅଛି। ଏଥିଯୋଗୁ ଦେଶରେ ଚଳପ୍ରଚଳ କରିବା କଷ୍ଟକର। କ୍ୱିଭ ସହରରେ ସୁରକ୍ଷିତ ସ୍ଥାନ ବିନା ଫସିଥିବା ଛାତ୍ରୀଛାତ୍ରଙ୍କ ସହାୟତା ପାଇଁ ମିଶନ ଯୋଗାଯୋଗରେ ଅଛି। ଆମକୁ ଜଣା ଅଛି, କିଛି ସ୍ଥାନରେ ଏୟାର ସାଇରେନ ତଥା ବୋମା ଚେତାବନୀ ଶୁଣିବାକୁ ମିଳୁଛି। ଯଦି ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ, ତେବେ ଗୁଗଲ ମ୍ୟାପ୍ସରେ ସ୍ଥାନୀୟ ବୋମା ଶେଲଟରଙ୍କ ତାଲିକା ରହିଛି। ସେମାନଙ୍କ ମଧ୍ୟରୁ ଅନେକ ଶେଲଟର ମାଟିତଳେ ମେଟ୍ରୋରେ ରହିଛି” ବୋଲି ଦୂତାବାସ ପକ୍ଷରୁ ଟୁଇଟ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେନେଭାରେ ବାଇଡେନ୍‌-ପୁଟିନ୍‌ ସମିଟ୍‌

ଜେନେଭା, ୧୭।୬: ଆମେରିକା ଓ ରୁଷିଆ ମଧ୍ୟରେ ଦୀର୍ଘ ବର୍ଷ ହେଲା ଉତ୍ତେଜନା ଲାଗି ରହିଥିବାବେଳେ ଜେନେଭା ସମ୍ମିଳନୀ ଅବସରରେ ଦୁଇ ରାଷ୍ଟ୍ରପତି ଜୋ ବାଇଡେନ୍‌...

ମଝି ଆକାଶରେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା: ୨ ପାଇଲଟ ମୃତ

ଓ୍ବିଲିଂଟନ୍‌,୧୬।୬: ନ୍ୟୁଜିଲାଣ୍ଡ୍‌ରେ ମଝି ଆକାଶରେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବିମାନରେ ଥିବା ୨ ପାଇଲଟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ...

ଇସ୍ରାଏଲର ଆକ୍ରମଣରେ ଦୁଇ ପାଲେଷ୍ଟାଇନ୍‌ ମୃତ

ଜେରୁଜେଲମ୍‌,୬ା୫: ଶନିବାର ଇସ୍ରାଏଲର ଆକ୍ରମଣରେ ଦୁଇ ପାଲେଷ୍ଟାଇନ୍‌ଙ୍କ ମୃତ୍ୟୁ ହୋଇଛି। ତେବେ ଇସ୍ରାଏଲର ସୈନ୍ୟମାନେ ଏନେଇ ପ୍ରତିକ୍ରିୟା ଦେଇନାହାନ୍ତି। ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏହି...

ଗୁପ୍ତଚରୀ ଆଇନରେ ପରିବର୍ତ୍ତନ କଲା ଚାଇନା, ଚିନ୍ତାରେ ବିଦେଶୀ କମ୍ପାନୀ…

ବେଜିଂ,୭।୫ : ଗତ ସପ୍ତାହରେ ଚାଇନାର ରବର-ଷ୍ଟାମ୍ପ ସଂସଦ ଦେଶର ଗୁପ୍ତଚର ଆଇନରେ ପରିବର୍ତ୍ତନ ଆଣିଥିଲା, ଯାହା ଦେଶରେ କାର୍ଯ୍ୟ କରୁଥିବା ବିଦେଶୀ କମ୍ପାନୀ ଏବଂ...

ଆମେରିକା ସହ ବନ୍ଧୁତା ଚାହୁଁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୭ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ହାତରୁ କ୍ଷମତା ହରାଇବା ପଛରେ ବୈଦେଶିକ ହସ୍ତକ୍ଷେପ ବିଷୟରେ କହୁଥିବାବେଳେ ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ୍‌...

ଦକ୍ଷିଣ ଆଫ୍ରିକାରେ ବନ୍ୟା: ୩୯୫ ମୃତ

ଡର୍ବାନ୍‌,୧୬।୪: ଦକ୍ଷିଣ ଆଫ୍ରିକାରେ ଏକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଳୟଙ୍କରୀ ବନ୍ୟା ଆଣିଛି। ଲକ୍ଷ ଲକ୍ଷ ଲୋକଙ୍କ ଘରଦ୍ୱାର ଭାସିଯାଇଛି। ବନ୍ୟା ବିତ୍ପାତରେ ୩୯୫...

ମା’ଙ୍କ ଫଟୋ ହାତରେ ଧରି ବିବାହ ମଣ୍ଡପକୁ ଗଲେ କନ୍ୟା, ଭିଡିଓରେ ଦେଖିଲେ ଆଖିରେ ରହିବନି ଲୁହ

ଇସଲାମାବାଦ,୧୭ା୧୨: ଜଣେ କନ୍ୟା ବିବାହ ମଣ୍ଡପକୁ ପ୍ରବେଶ କରିବା ସମୟରେ ଏକ ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ...

ଗୋଟିଏ ଦିନରେ ରୁଷ୍‌ରେ ୧୦ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ

ମସ୍କୋ,୩।୫: ରୁଷ୍‌ରେ କରୋନା ସଂକ୍ରମଣରେ ରେକର୍ଡ ବୃଦ୍ଧି ହୋଇଛି। ଗୋଟିଏ ଦିନରେ ଏଠାରେ ୧୦ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ମସ୍କୋରେ କରୋନା ସଂକ୍ରମିତଙ୍କ...

Advertisement
Archives

Model This Week