ରୁଷିଆ ଆକ୍ରମଣରେ ଏପର୍ଯ୍ୟନ୍ତ ୧୩୭ରୁ ଅଧିକ ଲୋକଙ୍କ ଗଲାଣି ଜୀବନ

କ୍ୱିଭ୍‌,୨୨।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ବଢିବାରେ ଲାଗିଛି। ଦେଶର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ୟୁକ୍ରେନ ସେନା ରୁଷିଆର ଆକ୍ରୋଶର ଶିକାର ହୋଇଛି। ରୁଷିଆ ଆକ୍ରମଣରେ ଏ ପର୍ଯ୍ୟନ୍ତ ୟୁକ୍ରେନର ୧୩୭ ଜଣ ପ୍ରାଣ ଥିବା ସୂଚନା ମିଳିଛି।
ରୁଷିଆର ବିମାନ ଏବଂ ହେଲିକପ୍ଟରଗୁଡ଼ିକ ୟୁକ୍ରେନର ଏୟାର ବେସ ଉପରେ ବୋମା ପକାଇବା ଜାରି ରଖିଛି। ୟୁକ୍ରେନର ୭୪ଟି ସାମରିକ ବେସ ଏବଂ ୧୧ଟି ଏୟାର ବେସ ଧ୍ୱଂସ କରିଥିବା ରୁଷିଆ ଦାବି କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ୟୁକ୍ରେନର ଏୟାର ବେସ ଏବଂ ସାମରିକ ବେସ୍‌କୁ କବଜା କରିଥିବା ଦାବି କରିଛି। କଳିଭଠାରୁ ୯୦ କିଲୋମିଟର ଦୂରରେ ଥିବା ଚେର୍ନୋବାଇଲ ପରମାଣୁ କାରଖାନା ମଧ୍ୟ ରୁଷିଆ ଦ୍ୱାରା ଅଧିକୃତ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଟ୍ରମ୍ପ!

ଓ୍ବାଶିଂଟନ,୨୦।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ହାରି ଯିବାର ସ୍ଥିତିକୁ ନେଇ ଏମିତି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ସେ କହିଛନ୍ତି...

ବିଜୟ ଦିବସରେ ପୁଟିନ୍‌ଙ୍କ ଘୋଷଣା, ହିଟଲରଙ୍କ ପରି ପରାଜିତ ହେବ ୟୁକ୍ରେନ୍‌…

ମସ୍କୋ, ୯।୫ : ବିଜୟ ଦିବସ ପାଳନ ପୂର୍ବରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରତିଶ୍ରୁତି ଦେଇଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲରଙ୍କ ନାଜି ସୈନ୍ୟବାହିନୀ...

ବ୍ରାଜିଲରେ ରେକର୍ଡ କଲା କରୋନା

ରିଓ ଡି ଜେନେରିଓ,୨୮ ।୧: ବିଶ୍ୱର କିଛି ଦେଶରେ କରୋନା ପିକରେ ଥିବା ବେଳେ କିଛି ଦେଶରେ ଏହାର ଗ୍ରାଫ ତଳମୁହାଁ ହୋଇଛି । ହେଲେ...

ପୃଥିବୀ ଆଡ଼କୁ ମାଡ଼ିଆସୁଛି ୧୦୧୭ ଫୁଟ ଲମ୍ବ ଉଲକାପିଣ୍ଡ

ଓ୍ବାଶିଂଟନ,୨୪।୬: ପୃଥିବୀରେ କରୋନା ଆତଙ୍କ ଦେଖାଦେଇଥିବାବେଳେ ଏବେ ମହାକାଶରୁ ବିରାଟକାୟ ଉଲକାପିଣ୍ଡ ୨୦୧୦-ଏନ୍‌ଓ୍ବାଇ-୬୫ ମାଡ଼ି ଆସୁଛି। ଜୁନ ୨୪ରେ ଏହା ପୃଥିବୀର ନିକଟ ଦେଇ ଗତି...

ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୪ ଭାରତୀୟ ପର୍ଯ୍ୟଟକଙ୍କ ଜୀବନ

କାଠମାଣ୍ଡୁ,୨୬।୪: ନେପାଳର ଧାଡିଙ୍ଗ ଜିଲାରେ ବସ୍‌-କାର୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ ୪ ଭାରତୀୟ ପର୍ଯ୍ୟଟକଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଠାକ୍‌ରେ ଅଞ୍ଚଳ...

କରୋନା ପରେ ଚିନ୍ତା ବଢ଼ାଇଲା ମାରବର୍ଗ ସଂକ୍ରମଣ

କେପ୍‌ ଟାଉନ୍‌,୮।୭: ବିଶ୍ୱ ଗତ ୨ବର୍ଷରୁ ଉର୍ଦ୍ଧ୍ୱ ହେଲା କରୋନା ମହାମାରୀ ସହ ସଂଘର୍ଷ କରୁଛି। ଇତିମଧ୍ୟରେ ଆଉ ଏକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି।...

ଆମେରିକାରେ ଛୋଟ ସହର ସହିତ ଗ୍ରାମାଞ୍ଚଳରେ ବ୍ୟାପିଲା କରୋନା: ସେପ୍ଟେମ୍ବର ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ଛୁଇଁବା ଆଶଙ୍କା

ଓ୍ବାଶିଂଟନ,୧୯।୪: କରୋନା ସଂକ୍ରମଣ ନେଇ ଆମେରିକାରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏବେ ଏହି ମହାମାରୀ ଏଠାରେ ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି। ଧୀରେଧୀରେ କରୋନା...

ପାକିସ୍ତାନ ସିନ୍ଧ ଅଞ୍ଚଳରେ ପୋଲିସ ବିଭାଗରେ ଯୋଗ ଦେଲେ ପ୍ରଥମ ହିନ୍ଦୁ ମହିଳା

ଇସ୍‌ଲାମାବାଦ,୪।୯: ପ୍ରଥମ ଥର ଲାଗି ପାକିସ୍ତାନର ସିନ୍ଧ ଅଞ୍ଚଳରେ ଜଣେ ହିନ୍ଦୁ ମହିଳାଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ମିଳିଛି। ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ପୁଷ୍ପା...

Advertisement
Archives

Model This Week