ୟୁକ୍ରେନର ୪୦ ଯବାନ ସମେତ ୫୦ ମୃତ

କ୍ୱିଭ,୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ବିଭିନ୍ନ ପୂର୍ବାଞ୍ଚଳ ସହରରେ ମିସାଇଲ ମାଡ଼ ଜାରି ରହିଛି। ଏହି ଆକ୍ରମଣରେ ୟୁକ୍ରେନର ୪୦ ଯବାନଙ୍କ ସମେତ ୫୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବିଜ୍ଞପ୍ତି ଜାରି କରିଛନ୍ତି।

ଅନ୍ୟପକ୍ଷରେ ରୁଷିଆର ୫୦ ଜବରଦଖଲକାରୀଙ୍କୁ ନିହତ କରିଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି। କିନ୍ତୁ ଏହି ଦାବିକୁ ଯଥାର୍ଥ ଦର୍ଶାଇବା ପାଇଁ କୌଣସି ସବିଶେଷ ତଥ୍ୟ ଦିଆଯାଇ ନାହିଁ। ଉଲ୍ଲେଖଯୋଗ୍ୟ, ମସ୍କୋ ଗୁରୁବାର ସକାଳୁ ସ୍ଥଳ, ସମୁଦ୍ର ଓ ବାୟୁ ମାର୍ଗରୁ ଆକ୍ରମଣ କରିଛି। ମିସାଇଲ ମାଡ଼ରେ ୟୁକ୍ରେନର ସାମରିକ କାର୍ଯ୍ୟାଳୟ ଓ ଏୟାର ବେସ୍‌ ସମେତ ବିଭିନ୍ନ ଯୋଗାଯୋଗ ମାର୍ଗକୁ ନଷ୍ଟ କରିଦେଇଥିବା ମସ୍କୋ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଟିକାର ଚତୁର୍ଥ ଡୋଜ୍‌ ଦେବାକୁ ଘୋଷଣା କଲା ଇସ୍ରାଏଲ

ଇସ୍ରାଏଲ,୨୨।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବିସ୍ତାରକୁ ନେଇ ଦେଶରେ ଚିନ୍ତା ବଢାଇଛି। ଏହାରି ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ ଟିକାର...

ଆସିଲା ବାର୍ଡ ଫ୍ଲୁ: ୧୮ ଲକ୍ଷରୁ ଊର୍ଦ୍ଧ୍ୱ କୁକୁଡାଙ୍କୁ ମାରି ଦିଆଗଲା

ଟୋକିଓ,୧ ।୧୨: ପାଖାପାଖି ୧ ବର୍ଷ ହେବାକୁ ଯାଇଛି ସାରା ବିଶ୍ୱବାସୀ କରୋନା ଭାଇରସ ଭଳି ମହାମାରୀ ସହ ଲଢି ଚାଲିଛନ୍ତି । ଆଉ ଏବେ...

ପରାଜୟ ସ୍ବୀକାର କରୁନାହାନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ, ୧୩।୧୧:ଆମେରିକା ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟି ନେତା ଜୋ ବାଇଡେନ୍‌ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଠାରୁ ଅଧିକ ୭୪ ଇଲେକ୍ଟୋରାଲ...

ନେପାଳରେ ୧୨ ବର୍ଷରେ ୭ ବିମାନ ଦୁର୍ଘଟଣା, ୧୬୬ ଜଣଙ୍କ ମୃତ୍ୟୁ…

କାଠମାଣ୍ଡୁ, ୨୯।୫ : ଦେଶରେ ନେପାଳର ତାରା ଏୟାରଲାଇନ୍ସର ବିମାନ ୯-ଏନଏଇଟି ସହିତ ଯୋଗାଯୋଗ ସମ୍ପର୍କ ଛିନ୍ନ ହୋଇଛି। ବିମାନଟି ପୋଖରାରୁ ଜୋମସୋମକୁ ଯାଉଥିଲା। ବିମାନରେ...

ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ବିଫଳ, ପୁଣି ହେବ ଜୁନରେ…

ପ୍ୟୋଙ୍ଗୟାଙ୍ଗ,୩୧।୫ : ବୁଧବାର ଉତ୍ତର କୋରିଆ କହିଛି ଏହାର ପ୍ରଥମ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ବିଫଳ ହୋଇଛି। ଏଥି ସହିତ ଜୁନ ମାସରେ ଏହା ପୁଣି...

‘ମୋତେ ଲୁହ ପୋଛିବାକୁ ପଡ଼ିବ’

କାବୁଲ୍‌,୧୬ା୮: ଆଫଗାନିସ୍ତାନର ସ୍ଥିତି ବହୁତ ଖରାପ ଆଡ଼କୁ ଗତି କରୁଛି। ତାଲିବାନ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଲୋକେ ଜୀବନ...

ତାମିଲଙ୍କ ସମର୍ଥନ ପାଇଁ ଆହ୍ବାନ କଲେ ରାଷ୍ଟ୍ରପତି ବିକ୍ରମସିଂଘେ: ଭାରତ ଜାଫନା ସାଂସ୍କୃତିକ କେନ୍ଦ୍ର ଲୋକାର୍ପିତ…

କଲମ୍ବୋ,୧୧।୨ : ଶ୍ରୀଲଙ୍କାରେ ଜାତିଗତ ସମସ୍ୟାର ସମାଧାନ ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଶନିବାର କହିଛନ୍ତି। ସଂଘର୍ଷ ପ୍ରଭାବିତ ଉତ୍ତର...

ମାସ୍କରେ ରହିବ ପଲିପ୍ରୋପାଇଲିନ୍‌ ଫିଲ୍ଟର

ଓଟାଓ୍ବା, ୨୮।୧୧: କରୋନା ସଂକ୍ରମଣ ରୋକିବା ଲାଗି ଏବେ କପଡ଼ା ପ୍ରସ୍ତୁତ ଫେସ୍‌ ମାସ୍କରେ ପଲିପ୍ରୋପାଇଲିନ୍‌ କପଡ଼ାର ତୃତୀୟ ସ୍ତର ରଖିବା ଲାଗି କାନାଡାର ଜନସ୍ବାସ୍ଥ୍ୟ...

Advertisement
Archives

Model This Week