ଅନ୍ତର୍ଜାତୀୟ

ଡିଏନ୍‌ଏ କହିବ କଲମ୍ବସ୍‌ କାହାଣୀ

ମାଦ୍ରିଦ୍‌, ୨୦ା୫: ସମୁଦ୍ର ପଥରେ ଆମେରିକାକୁ ବାଟ ଖୋଜିଥିବା ଖ୍ରୀଷ୍ଟୋଫର କଲମ୍ବସ୍‌ ୟୁରୋପର ଉପନିବେଶକୁ ସେଠାରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ। ହେଲେ ବାସ୍ତବରେ ସେ କେଉଁ ଦେଶର ନାଗରିକ ତାହା ଏବେ ବି ରହସ୍ୟ ଘେରରେ। ଏହା ସ୍ପଷ୍ଟ କରିବା...

ନେପାଳରେ ଭୂକମ୍ପ

କାଠମାଣ୍ଡୁ, ୧୯।୫: ନେପାଳର କେନ୍ଦ୍ରୀୟ ଲମଜୁଙ୍ଗ୍‌ ଜିଲାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୮ ରହିଥିଲା। ଏଥିରେ ୬ ଜଣ ଆହତ ହୋଇଥିବା ବେଳେ ଅନେକ ଘର ଭାଙ୍ଗି ଯାଇଛି। ଭଗ୍ନାବଶେଷ ତଳେ ପୋତିହୋଇଥିବା...

ରଖେ ହରି ମାରେ କିଏ; ମୃତ ମା’ କୋଳରୁ ଉଦ୍ଧାର ହେଲା ଶିଶୁ

ଗାଜା ସିଟି,୧୯।୫: କଥାରେ ଅଛି ରଖେ ହରି ମାରେ କିଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ସମ୍ପୂର୍ଣ୍ଣ ଧ୍ୱଂଶ ହୋଇଯାଇଥିବା ଗାଜାର ଏକ ହସ୍ପିଟାଲରେ। ଶନିବାର ରାତି ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକରେ...

ନିଜ ପରିସ୍ରା ନିଜେ ପିଇ ଓଜନ କମାଇଲେ ଏହି ମହିଳା, କହିଲେ ଦୃଷ୍ଟିଶକ୍ତି ବି ବଢୁଛି

ଓ୍ବାଶିଂଟନ,୧୯।୫: ଆମେରିକାର ଜଣେ ମହିଳା ଏକ ଅଜବ ଦାବି କରିବା ପରେ ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୩୨ ବର୍ଷୀୟା ଗେସ୍‌ ଜୋନ୍ସ ନାମକ ଏହି ମହିଳା ନିଜ ପରିସ୍ରା ନିଜେ ପିଉଛନ୍ତି। ଏଥିସହିତ ଏହାକୁ ସେ...

୬କେଶର ଦାମ୍‌ ୧୦ଲକ୍ଷ ଟଙ୍କା

ଓ୍ବାଶିଂଟନ୍‌,୧୯।୫: ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ରକ୍‌ଷ୍ଟାରଙ୍କ ମଧ୍ୟରେ ଆମେରିକାର ଗାୟକ କୁର୍ଟ କୋବେନ ଅନ୍ୟତମ। କୁର୍ଟ ଜଣେ ଗୀତିକାର ଓ ଗିଟାରିଷ୍ଟ ହେବା ସହ ନିର୍ବାଣା ବ୍ୟାଣ୍ଡର ମୁଖ୍ୟ ସସଦସ୍ୟ ଥିଲେ। ୧୯୯୪ରେ ମାତ୍ର ୨୭ବର୍ଷରେ ସେ ଆତ୍ମହତ୍ୟା କରିଥିଲେ।...

ଦ୍ୱିତୀୟ ଧନୀରୁ ଖସିଲେ ମସ୍କ

ଓ୍ବାଶିଂଟନ୍‌: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଆମେରିକା ଉଦ୍ୟୋଗପତି ତଥା ଟେସ୍‌ଲା କମ୍ପାନୀ ମାଲିକ ଏଲନ ମସ୍କ(୪୯)ଙ୍କ ସମ୍ପତ୍ତି ଗତ ଜାନୁୟାରୀରୁ ୨୪ ପ୍ରତିଶତ ହ୍ରାସ ପାଇଛି। ଫଳରେ ସେ ତାଙ୍କ ଦ୍ୱିତୀୟ ଧନୀ...

ଭୁଲ୍‌ କୋଭିଡ୍‌ ତଥ୍ୟ ପ୍ରତି ସତର୍କ ରୁହ

ଓ୍ବାଶିଂଟନ୍‌, ୧୯ା୫: ଭାରତରେ କରୋନାର ଘାତକ ଦ୍ୱିତୀୟ ଲହର ଜାରି ଥିବାବେଳେ ଭାରତୀୟ-ଆମେରିକୀୟ ଏବଂ ଭାରତୀୟଙ୍କୁ କରୋନା ସମ୍ପର୍କିତ ମିଥ୍ୟା ଖବର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆମେରିକାର ସର୍ଜନ ଜେନେରାଲ ବିବେକ ମୂର୍ତ୍ତି। ବିଶେଷ କରି ସୋସିଆଲ...

ଗାଜାରେ ଥମୁନି ସଂଘର୍ଷ

ଜେରୁଜେଲମ୍‌/ଗାଜା ସିଟି,୧୯ା୫: ବିବାଦୀୟ କ୍ଷେତ୍ର ଜେରୁଜେଲମ୍‌କୁ ନେଇ ଗତ ସପ୍ତାହରେ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ରକ୍ତାକ୍ତ ସଂଘର୍ଷ ଥମିବାର ନାଁ ନେଉନାହିଁ। ଗାଜା ଷ୍ଟ୍ରିପ୍‌ରେ ୬୧ ଶିଶୁଙ୍କ ସମେତ ୨୧୨ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ସେହିପରି...

ବାଇଡେନ୍‌ଙ୍କ ଆୟଠାରୁ ଅଧିକ ଆୟକର ପୈଠ କରୁଛନ୍ତି କମଲା ହାରିସ୍‌…

ଓ୍ବାଶିଂଟନ,୧୮।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି କମଲା ହାରିସ୍‌ ସେମାନଙ୍କର ଆୟକର ସମ୍ପର୍କିତ ରିପୋର୍ଟ ସାର୍ବଜନୀକ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ, ବାଇଡେନ୍‌ ଏବଂ ତାଙ୍କ ସ୍ତ୍ରୀ ୨୦୨୦ ବର୍ଷରେ ଯେତିକି ଆୟ କରିଛନ୍ତି ତାହାଠାରୁ ଅଧିକ...

କାନ୍ଦୁଥିବା ପାଲେଷ୍ଟାଇନ୍‌ ନାବାଳିକାଙ୍କ ଭିଡ଼ିଓ ଭାଇରାଲ…

ରାମାଲାହ,୧୭।୫: ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି। ଦୁଇଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ସ୍ଥିତି ଯୋଗୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଜଣେ କାନ୍ଦୁଥିବା ୧୦ ବର୍ଷ ବୟସ୍କା ନାବାଳିକାଙ୍କ...

ମହିଳା କର୍ମଚାରୀଙ୍କ ସହ ଥିଲା ବିଲ୍‌ ଗେଟ୍ସଙ୍କ ପ୍ରେମ ସମ୍ପର୍କ, ଦେଉଥିଲେ ଏସବୁ ଅଫର

ମାଇକ୍ରୋସଫ୍ଟ ସଂସ୍ଥାପକ ଏବଂ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ବିଲ୍‌ ଗେଟ୍ସ କିଛିଦିନ ତଳେ ସ୍ତ୍ରୀ ମେଲିଣ୍ଡାଙ୍କୁ ଛାଡ଼ପତ୍ର ଦେଇଥିବା ଘୋଷଣା କରିଥିଲେ। ମାତ୍ର ଏହା ପରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ତଥ୍ୟ ସାମ୍ନାକୁ...

ଆଣ୍ଡ୍ରିଆ ମେଜା ହେଲେ ମିସ ୟୁନିଭର୍ସ

ଫ୍ଲୋରିଡା,୧୭।୫: ମିସ ୟୁନିଭର୍ସ ୬୯ତମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଜେତା ଘୋଷିତ ହୋଇଛି। ମେକ୍ସିକୋର ଆଣ୍ଡ୍ରିଆ ମେଜା ମିସ ୟୁନିଭର୍ସ ୨୦୨୦ ଟାଇଟଲ ଜିତିଛନ୍ତି। ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ପ୍ରତିଯୋଗୀ ହେଲେ ବ୍ରାଜିଲର ଜୁଲିଆ ଗାମା ଏବଂ ପେରୁର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri