ୟୁରୋପୀୟ ୟୁନିୟନ ନେତାଙ୍କୁ ଭେଟିଲେ ମୋଦି
ରୋମ୍, ୨୯।୧୦: ଜି ୨୦ ସମିଟ୍ରେ ଯୋଗଦେବା ପାଇଁ ଦୁଇଦିନିଆ ଇଟାଲୀ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ୟୁରୋପୀୟ ୟୁନିୟନ(ଇୟୁ)ର ଶୀର୍ଷ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବାଣିଜ୍ୟ, ସଂସ୍କୃତି ଓ ପରିବେଶ…
ରୋମ୍ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ରୋମ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୫ ଦିନିଆ ଇଟାଲୀ ଗସ୍ତାରେ ଯାଇ ରୋମ୍ରେ ପହଞ୍ଚିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟସୂଚୀ ବହୁତ ବ୍ୟସ୍ତ ବହୁଳ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଜି -୨୦ ଶିଖର ସମ୍ମିଳନୀ ଏବଂ…
ଫେସବୁକ୍ ବଦଳରେ ‘ମେଟା’ ଆସିବା ପରେ କ’ଣ ବଦଳିବ କ’ଣ ନାହିଁ ଜାଣନ୍ତୁ
ନ୍ୟୁୟର୍କ,୨୯।୧୦: ଫେସବୁକର ସହ-ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ କମ୍ପାନୀର ନୂଆ ନାମ ଘୋଷଣା କରିଛନ୍ତି। ଦୀର୍ଘ ୧୭ ବର୍ଷ ପରେ ଫେସବୁକ ଏବେ ନୂଆ ନାମ ମେଟା ଦ୍ୱାରା ଜଣାଶୁଣା ହେବ। ମେଟାଭର୍ସ ଏକ ଭିନ୍ନ ଦୁନିଆ ଯାହା ଇଣ୍ଟରନେଟ…
ବଦଳିବନି ଏସବୁ ସୋସିଆଲ ମିଡିଆ
ନ୍ୟୁୟର୍କ,୨୯ା୧୦: ସୋସିଆଲ ମିଡିଆ ଜିଆଣ୍ଟ ଫେସ୍ବୁକ୍ର ନାଁ ପରିବର୍ତ୍ତନ କରାଯାଇ ‘ମେଟା’ ରଖାଯିବ ବୋଲି କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଗୁରୁବାର ବାର୍ଷିକ କନେକ୍ଟ-୨୦୨୧ ବୈଠକରେ ଘୋଷଣା କରିଛନ୍ତି। ଫେସ୍ବୁକ୍ର ନାଁ ବଦଳିବା ନେଇ କିଛି ଦିନ ହେଲା କମ୍ପାନୀ ଯୋଜନା…
ଫେସ୍ବୁକ୍ ନାଁ ହେଲା ମେଟା
ନ୍ୟୁୟର୍କ, ୨୯ା୧୦: ସୋସିଆଲ ମିଡିଆ ଜିଆଣ୍ଟ ଫେସ୍ବୁକ୍ର ନାଁ ପରିବର୍ତ୍ତନ କରାଯାଇ ‘ମେଟା’ ରଖାଯିବ ବୋଲି କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଗୁରୁବାର ବାର୍ଷିକ କନେକ୍ଟ-୨୦୨୧ ବୈଠକରେ ଘୋଷଣା କରିଛନ୍ତି। ଫେସ୍ବୁକ୍ର ନାଁ ବଦଳିବା ନେଇ କିଛି ଦିନ ହେଲା କମ୍ପାନୀ…
କରୋନାକୁ ଡରି ବିମାନବନ୍ଦରରେ ୩ ମାସ ରହିଥିଲେ ଏହି ଭାରତୀୟ
ଓ୍ବାଶିଂଟନ,୨୮ା୧୦: କରୋନା ଭୟରେ ଭାରତକୁ ଫେରିବା ପରିବର୍ତ୍ତେ ଚିକାଗୋର ଓହେର ଅନ୍ତର୍ଜାତୀୟ ବିମାନବନ୍ଦରରେ ୩ ମାସ ରହିଥିବା ଜଣେ ଭାରତୀୟଙ୍କୁ ଆମେରିକାର ଅଦାଲତ ଅନଧିକୃତ ପ୍ରବେଶ ଦ୍ୱାରା ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ଘଟଣା ୨୦୦୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦି…
ମହଙ୍ଗା ମାଡ: ଚା’ ପତି କିଲୋ ୫୧୦୦, ସାମ୍ପୁ ବୋତଲ ୧୪୦୦୦ ଟଙ୍କା
ପ୍ୟୋଙ୍ଗୟାଙ୍ଗ,୨୮।୧୦: ଗତ କିଛି ବର୍ଷ ଧରି ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଦେଖାଦେଇଛି। କିନ୍ତୁ ଏହି ସମୟରେ ଉତ୍ତର କୋରିଆର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଦେଶରେ ମାତ୍ର ୨ ମାସ ଖାଦ୍ୟ ବାକି ଅଛି। ପରିସ୍ଥିତି…
ପୁଣି ଫେରିଲା କରୋନା, ୧୧ ଦିନିଆ ଲକ୍ ଡାଉନ୍ ଘୋଷଣା କଲେ ସରକାର…
ମସ୍କୋ,୨୮।୧୦: ରୁଷିଆରେ ପୁଣି କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୯୬ ହୋଇଛି। ସେହିପରି ମୃତକଙ୍କ ସଂଖ୍ୟା ୧,୧୫୯ରେ ପହଞ୍ଚିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ବ୍ଳୂାଡିମୀର…
ଚମଡ଼ା ଉତାରି ଦେଉଛନ୍ତି, ଡିଟେନଶନ ସେଣ୍ଟରରେ ସୈନ୍ୟ ବାହିନୀର ବର୍ବରତା…
ନାପିତ୍ୱ,୨୮।୧୦: ମ୍ୟାନ୍ମାରରେ ସୈନ୍ୟ ବାହିନୀର ବର୍ବରତା ସୀମା ଟପୁଛି। ଦେଶର ବିଭିନ୍ନ ଅଟକ କେନ୍ଦ୍ର (ଡିଟେନଶନ ସେଣ୍ଟର)ରେ ଲୋକଙ୍କ ଉପରେ ନାନା ପ୍ରକାର ନିର୍ଯାତନା କରାଯାଉଛି। ନିକଟରେ ଜଣେ ଗ୍ରାମୀଣ ଯୁବକଙ୍କ ଚମଡ଼ା ଉତାରିବା ସହିତ ତାଙ୍କ ଛାତିକୁ ବାରମ୍ବାର ଗୋଇଠା…
କ୍ରୁର ଶାସକଙ୍କ ଚରମ ନିର୍ଦ୍ଦେଶ: ବଞ୍ଚି ରହିବାର ଅଛି ତ କମ ଖାଅ
ପ୍ୟାଙ୍ଗ୍ୟାଙ୍ଗ୍,୨୮।୧୦: ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଗଙ୍ଗୀର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଲୋକଙ୍କୁ କମ ଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କିମ ଜୋଙ୍ଗ ଦେଶବାସୀଙ୍କୁ ୨୦୨୫ ପର୍ଯ୍ୟନ୍ତ କମ ଖାଦ୍ୟ…
କେଉଁ ରାଷ୍ଟ୍ର ବଡ଼ ପକ୍ଷ
ଗ୍ଲାସ୍ଗୋ, ୨୮ା୧୦: ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ଭାରତ ନୁହେଁ ପୂରା ବିଶ୍ୱରେ ଦେଖିବାକୁ ମିଳିଛି। ଚଳିତ ମାସରେ ଭାରତର ବିଭିନ୍ନ ସ୍ଥାନରେ ଅତ୍ୟଧିକ ବର୍ଷା ସହିତ ବିଶ୍ୱର ଅନେକ ଦେଶରେ ପାଣିପାଗରେ ହଠାତ୍ ପରିବର୍ତ୍ତନ ଯୋଗୁ ବିପୁଳ କ୍ଷୟକ୍ଷତି ହୋଇଛି।…
ଅନ୍ଧାରରେ ଆମେରିକାର ୬ ଲକ୍ଷ ଘର
ନ୍ୟୁୟର୍କ,୨୭।୧୦: ଶକ୍ତିଶାଳୀ ଝଡ଼ କାରଣରୁ ଆମେରିକାର ଉତ୍ତରାପୂର୍ବାଞ୍ଚଳରେ ବାଧାପ୍ରାପ୍ତ ହୋଇଛି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା। ଏପରି କି ୬ ଲକ୍ଷରୁ ଅଧିକ ଘର ଅନ୍ଧାର ମୁହଁକୁ ଚାଲିଯାଇଥିବା ଜଣାପଡ଼ିଛି। କେବଳ ମାସଚୁସେଟ୍ସ ରାଜ୍ୟରେ ୪.୯୫ ଲକ୍ଷ ଘର ପ୍ରଭାବିତ ହୋଇଥିବା ଓ୍ବେବସାଇଟ୍ରେ…
Archives


