ଶକ୍ତିଶାଳୀ ଲେଜର ଅସ୍ତ୍ର ପ୍ରସ୍ତୁତ କରୁଛି ଆମେରିକା, ଆଖିପିଛୁଳାକେ ପୋଡ଼ି ପାଉଁଶ ହେବ କ୍ଷେପଣାସ୍ତ୍ର…
ଓ୍ବାଶିଂଟନ,୨।୧୧: ଆମେରିକା ଏକ ଅତ୍ୟାଧୁନିକ ୩୦୦ କିଲୋଓ୍ବାଟ୍ କ୍ଷମତା ବିଶିଷ୍ଟ ଲେଜର ଅସ୍ତ୍ର ପ୍ରସ୍ତୁତ କରୁଛି। ଆଖିପିଛୁଳାକେ ଏହା ଯେକୌଣସି କ୍ଷେପଣାସ୍ତ୍ରକୁ ପୋଡ଼ି ପାଉଁଶ କରିଦେବ। ଏହାର ପରରକ୍ଷଣ ଆସନ୍ତା ୨୦୨୨ ବର୍ଷରେ କରାଯିବ ବୋଲି ଆମେରିକା କହିଛି। ଏହି ଅସ୍ତ୍ରକୁ…
୫୦ ଲକ୍ଷ ଟପିଲା କୋଭିଡ୍ ମୃତ୍ୟୁ
ଓ୍ବଶିଂଟନ, ୨।୧୧: ସାରା ବିଶ୍ୱରେ କୋଭିଡ୍-୧୯ ମହାମାରୀ ଜନିତ ମୃତ୍ୟୁସଂଖ୍ୟା ଇତିମଧ୍ୟରେ ୫୦ ଲକ୍ଷ ଅତିକ୍ରମ କରିଛି। ୨ ବର୍ଷରୁ କମ୍ ସଙ୍କଟ କାଳରେ କେବଳ ଦରିଦ୍ର ଦେଶଗୁଡ଼ିକ ଯେ ବିପର୍ଯ୍ୟସ୍ତ ହୋଇଛନ୍ତି ତାହା ନୁହେଁ, ଉନ୍ନତ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଥିତ୍ବା…
୨୦୭୦ ସୁଦ୍ଧା ଭାରତ ହେବ କାର୍ବନ ନ୍ୟୁଟ୍ରାଲ
ଗ୍ଲାସ୍ଗୋ, ୨।୧୧: ୨୦୭୦ ସୁଦ୍ଧା ଭାରତ ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବ ବୋଲି ସ୍କଟ୍ଲାଣ୍ଡର ଗ୍ଲାସ୍ଗୋ ସହରରେ ଅନୁଷ୍ଠିତ ଜଳବାୟୁ ସମ୍ମିଳନୀ (କୋପ୍୨୬)ରେ ସୋମବାର ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଥମ ଥର ଲାଗି ଭାରତ…
ବିବାହରେ ଗୀତ ବାଜିବାରୁ ୧୩ ଜଣଙ୍କୁ ହତ୍ୟା କଲେ ତାଲିବାନ
କାବୁଲ,୧।୧୧: ତାଲିବାନ ଶାସନର ଆଉ ଏକ କ୍ରୁର ଚିତ୍ର ଦେଖିବାକୁ ମିଳିଛି। ବିବାହରେ ମାଇକ୍ ବାଜିବାରୁ ତାଲିବାନ ମାନେ ୧୩ ଜଣଙ୍କୁ ହତ୍ୟା କରିଛନ୍ତି। ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏହି ସୂଚନା ଟୁଇଟର୍ ଯୋଗେ ଦେଇଛନ୍ତି। ସେ ଟୁଇଟ୍…
ଗ୍ଲାସଗୋରେ ମୋଦି
ଏଡିନବର୍ଗ,୧ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସ୍କଟଲ୍ୟାଣ୍ଡର ସହର ଗ୍ଲାସଗୋରେ ପହଞ୍ଚିଛନ୍ତି । ରବିବାର ସେଠାରେ ଆରମ୍ଭ ହୋଇଥିବା ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେ ପହଞ୍ଚିଛନ୍ତି । ଏହି ସମ୍ମିଳନୀରେ ଗ୍ଲୋବାଲ ୱାର୍ମିଂଠାରୁ ଦୂରେଇ ରହିବାକୁ…
କୋଭାକ୍ସିନ୍କୁ ଅଷ୍ଟ୍ରେଲିଆରେ ମଞ୍ଜୁରୀ…
ସିଡ୍ନୀ/ନୂଆଦିଲ୍ଲୀ,୧।୧୧: ଭାରତରେ ତିଆରି ହୋଇଥିବା କରୋନା ଟିକା କୋଭାକ୍ସିନ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦନ ମିଳିପାରିନାହିଁ। କିନ୍ତୁ ଅଷ୍ଟ୍ରେଲିଆ ସରକାର ଏହାକୁ ଅନୁମୋଦିତ ଟିକା ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ଯାତ୍ରୀଙ୍କ ଟିକାକରଣ ସ୍ଥିତି ପାଇଁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ…
କ୍ଷମତା ଦଖଲ ଭୟ, ୨୦ ମାସ ହେଲା ଚାଇନା ବାହାରକୁ ଯାଇ ନାହାନ୍ତି ଜିନ୍ପିଙ୍ଗ୍…
ବେଜିଂ,୧।୧୧: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ ଏବେ କ୍ଷମତାରୁ ହଟିବା ଭୟ ଘାରିଛି। ତେଣୁ ସେ ବେଶ୍ ଚିନ୍ତିତ ରହୁଛନ୍ତି। ଜିନପିଙ୍ଗ ଗତ ୨୦ ମାସ ଧରି ଚାଇନା ବାହାରେ ପାଦ ଦେଇନାହାଁନ୍ତି। ସେ ବର୍ତ୍ତମାନ ସୁଦ୍ଧା ଆମେରିକାର ରାଷ୍ଟ୍ରପତି ଜୋ…
ରାଷ୍ଟ୍ରପତିଙ୍କୁ ପ୍ରଶ୍ନ ପଚାରିବା ଖବରଦାତାଙ୍କୁ ପଡ଼ିଲା ମହଙ୍ଗା
ରିଓ,୧।୧୧: ଜି -୨୦ ଶିଖର ସମ୍ମିଳନୀ ବିଷୟରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କୁ ପ୍ରଶ୍ନ କରିବା ଜଣେ ଖବରଦାତାଙ୍କୁ ମହଙ୍ଗା ପଡିଛି। ପ୍ରଶ୍ପ ପଚାରିବା ପାଇଁ ସମ୍ପୃକ୍ତ ଖବରଦାତାଙ୍କୁ ସୁରକ୍ଷାକର୍ମୀଙ୍କଠାରୁ ପ୍ରବଳ ମାଡ ଖାଇବାକୁ ପଡିଛି। ପରେ ଖବରଦାତା ସୁରକ୍ଷା କର୍ମୀଙ୍କ…
ସ୍ବୀକୃତି ନ ମିଳିଲେ ପରିଣାମ ଭୋଗିବ ବିଶ୍ୱ
କାବୁଲ, ୧ା୧୧: ଆଫଗାନିସ୍ତାନରେ ତାଲିବାନ୍ ସରକାରକୁ ସ୍ବୀକୃତି ଦେବାରେ ସମୟ ନଷ୍ଟ ନ କରିବାକୁ ଆମେରିକା ସମେତ ଅନ୍ୟ ବିଶ୍ୱ ଶକ୍ତିକୁ କହିଛି ଏହି ସଙ୍ଗଠନ। ଏଥିରେ ବିଫଳ ହେଲେ କେବଳ ସେହି ଦେଶ ନୁହେଁ ବରଂ ସମଗ୍ର ବିଶ୍ୱ ଏହାର…
ବିଶ୍ୱତାପନ ବୃଦ୍ଧି ୧.୫ ଡିଗ୍ରୀରେ ସୀମିତ ପାଇଁ ସହମତି
ରୋମ୍, ୧।୧୧: ବିଶ୍ୱ ତାପନ ପ୍ରାକ୍ ଶିଳ୍ପାୟନ ସ୍ତରଠାରୁ ୧.୫ ଡିଗ୍ରୀ ସେଲ୍ସିୟସ୍ ଊର୍ଦ୍ଧ୍ୱରେ ସୀମିତ ରଖିବା ଆବଶ୍ୟକତା ଉପରେ ଜି-୨୦ ସମିଟ୍ରେ ୨୦ ସଦସ୍ୟ ରାଷ୍ଟ୍ର ସହମତ ହୋଇଛନ୍ତି। ୨୦୧୫ ପ୍ୟାରିସ୍ ଚୁକ୍ତିନାମାରେ ବିଶ୍ୱ ଉତ୍ତାପ ବୃଦ୍ଧିକୁ ୧.୫ ଡିଗ୍ରୀ…
ବିବାହରେ ମ୍ୟୁଜିକ ପାଇଁ ୩ ଜଣଙ୍କୁ ହତ୍ୟା
କାବୁଲ,୧।୧୧: ତାଲିବାନୀ ପରିଚୟ ଦେଇ ଆଫଗାନିସ୍ତାନର ପୂର୍ବାଞ୍ଚଳରେ ଏକ ବିବାହ ଭୋଜିରେ ମ୍ୟୁଜିକ ଚାଲୁ କରିବାରୁ ୩ ଜଣଙ୍କୁ ହତ୍ୟା କରିଥିଲେ କିଛି ବନ୍ଧୁକଧାରୀ। ହତ୍ୟାକାଣ୍ଡ ଘଟାଇଥିବା ୨ ବନ୍ଧୁକଧାରୀଙ୍କୁ ଗିରଫ କରାଯାଇଛି ଓ ଇସ୍ଲାମିକ୍ ଏମିରେଟ୍ ସହ ସେମାନଙ୍କ କୌଣସି…
ଜୋକର ଡ୍ରେସ ପିନ୍ଧି ଟୋକିଓ ଟ୍ରେନରେ ଖେଳାଇଲେ ଆତଙ୍କ
ଟୋକିଓ,୩୧।୧୦: ବ୍ୟାଟ୍ମ୍ୟାନ ଫିଲ୍ମର ଜୋକର ଡ୍ରେସ ପିନ୍ଧି ଜଣେ ବ୍ୟକ୍ତି ଜାପାନର ରାଜଧାନୀ ଟୋକିଓର ଟ୍ରେନରେ ଯାତ୍ରୀଙ୍କୁ ଛରାମାଡ଼ କରିଛନ୍ତି। ରବିବାର ସନ୍ଧ୍ୟାରେ ଘଟିଥିବା ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ହିଁ ୨୪ ବର୍ଷୀୟ ସଂଦିଗ୍ଧଙ୍କୁ ପୋଲିସ…
Archives


