ଅନ୍ତର୍ଜାତୀୟ

ଭାରତୀୟ ନାଗରିକ-ଛାତ୍ରଙ୍କୁ ୟୁକ୍ରେନ ଛାଡିବାକୁ ପରାମର୍ଶ: ଆଡଭାଇଜରି ଜାରି କଲା ଦୂତାବାସ

କାଇଭ,୧୫।୨: ୟୁକ୍ରେନ-ରୁଷ ତିକ୍ତତା ଏବେ ବୃଦ୍ଧି ପାଉଥିବା ବେଳେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ଇତିମଧ୍ୟରେ ୟୁକ୍ରେନର ରାଜଧାନୀ କାଇଭରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କୁ ବିଶେଷ କରି ଛାତ୍ରମାନଙ୍କୁ ସାମୟିକ ଭାବେ ଦେଶ ଛାଡିବାକୁ ପରାମର୍ଶ ଦେଇଛି। ମଙ୍ଗଳବାର…

ଚନ୍ଦ୍ରରେ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛି ରକେଟ୍‌

ନୂଆଦିଲ୍ଲୀ,୧୫।୨: ଏକ ପୁରୁଣା ଚାଇନିଜ ରକେଟ୍‌ ଆସନ୍ତା ୪ ତାରିଖରେ ଲୁନାର ପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛି। ପ୍ରୋଜେକ୍ଟ ପ୍ଲୁଟୋ ଚଳାଉଥିବା ଜ୍ୟୋର୍ତିବିଜ୍ଞାନ ବିଲ ଗ୍ରେ ଏଭଳି ଆକଳନ କରିଛନ୍ତି। ପୂର୍ବରୁ ସେ ଆକଳନ କରିଥିଲେ ଯେ, ଚନ୍ଦ୍ର ପୃଷ୍ଠରେ ଏଲୋନ…

ଫେସ୍‌ବୁକ୍‌ ପୋଷ୍ଟ ମାଧ୍ୟମରେ ସମ୍ଭାବ୍ୟ ଯୁଦ୍ଧ ତାରିଖ କହିଲେ ୟୁକ୍ରେନ୍‌ ରାଷ୍ଟ୍ରପତି

କ୍ୱିଭ୍‌,୧୫।୨: ୟୁକ୍ରେନ ସଙ୍କଟ ଧୀରେ ଧୀରେ ବଢିବାରେ ଲାଗିଛି। ୟୁକ୍ରେନକୁ ଘେଣିବା ପାଇଁ ରୁଷିଆ ଆକ୍ରମଣ ପାଇଁ ୧.୩୦ଲକ୍ଷ ସେନ୍ୟ ଓ ମିସାଇଲ ପ୍ରସ୍ତୁତ କରି ରଖିଛି। ଏହି ସମୟ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ତାଙ୍କର ଏକ ଫେସବୁକ…

ସେନାର ଶକ୍ତି ବୃଦ୍ଧି କରୁଛି ଚାଇନା

ବେଜିଂ,୧୫ ।୨: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଚାଇନାର ସାମରିକ ଶକ୍ତି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ସାମରିକ ଉପକରଣର ଯୁଦ୍ଧ ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁସାରେ ଚାଇନା ସେନା ଯୁଦ୍ଧ ସମ୍ବନ୍ଧୀୟ…

ଆରଏସ୍‌ଏସ୍‌କୁ ନାଜିବାଦୀ ବୋଲି କହିଲେ ଇମ୍ରାନ

ଇସଲାମାବାଦ,୧୫ ।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣିଥରେ କଶ୍ମୀର ପ୍ରସଙ୍ଗକୁ ଟାର୍ଗେଟ କରିଛନ୍ତି । ସେ ଏଥର କହିଛନ୍ତି ଭାରତ-ପାକିସ୍ତାନ ସମ୍ପର୍କରେ ବାଧା ସଷ୍ଟି ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ଦାୟୀ । ସେ ଆରଏସଏସକୁ ନାଜିବାଦୀ ବୋଲି…

ଅଡୁଆରେ ଇମ୍ରାନ୍‌!

ଇସଲାମାବାଦ,୧୫ ।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଲଗାତାର ଭାବେ ତାଙ୍କ ବୈଦେଶିକ ନୀତିକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । ହେଲେ ଏଥର ସେ ଯେଉଁ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ତାହା ରାଜନୀତି ନୁହେଁ ବରଂ ତାଙ୍କ ପର୍ସନାଲ କାରଣ…

ପସନ୍ଦର ଫୁଲ ଦେଲେନି ବୋଲି ମାଳିଙ୍କୁ ଏମିତି ସଜା ଦେଲେ ଉତ୍ତର କୋରିଆ ଶାସକ

ପ୍ୟୋଙ୍ଗୟୋଙ୍ଗ,୧୪।୨: ଉତ୍ତର କୋରିଆର କ୍ରୁର ଶାସକ ଭାବେ ପରିଚିତ କିମ ଜୋଙ୍ଗ ଉନ ପିତା କିମ ଜୋଙ୍ଗ ଇଲ୍‌ଙ୍କ ଜନ୍ମବାର୍ଷିକୀରେ ସ୍ମାରକ ଏବଂ ରାସ୍ତା ସଜାଇବା ପାଇଁ ମନପସନ୍ଦ ଫୁଲ ଦେବାରେ ବିଫଳ ହେତୁ ଅନେକ ମାଳିଙ୍କୁ କଡ଼ା ଦଣ୍ଡ ଦେଇଛନ୍ତି।…

କାନାଡାରେ ୫୦ ବର୍ଷ ମଧ୍ୟରେ ପ୍ରଥମଥର ଲାଗୁ ହେଲା ଏମରଜେନ୍ସି

ଓଟାୱା,୧୫ ।୨: କାନାଡାରେ କରୋନା ମହାମାରୀକୁ ନେଇ ଲାଗିଥିବା ପ୍ରତିବନ୍ଧକକୁ ବିରୋଧ କରି କରାଯାଉଥିବା ପ୍ରଦର୍ଶନକୁ ରୋକିବା ପାଇଁ ସେଠାରେ ସୋମବାରଠାରୁ ଏମରଜେନ୍ସି ଲାଗୁ କରାଯାଇଛି । ଏଏନ୍‌ଆଇର ସୂଚନା ଅନୁଯାୟୀ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଶରେ ଜରୁରୀକାଳୀନ ପରିସ୍ଥିତି…

ବଢ଼ୁଛି ଯୁଦ୍ଧ ଆଶଙ୍କା

କ୍ୱିଭ୍‌, ୧୫ା୨:ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ରେ ସାମିଲ ହେବା ପାଇଁ ୟୁକ୍ରେନର ଉଦ୍ୟମ ଯୋଗୁ ରୁଷିଆ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ୟୁକ୍ରେନ ସୀମାରେ ରୁଷିଆ ଲକ୍ଷାଧିକ ସୈନ୍ୟଙ୍କୁ ମୁତୟନ କରିଥିବାବେଳେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ କ୍ୱିଭ୍‌ ସପକ୍ଷରେ ସାମରିକ…

ଗଛରେ ଝୁଲାଇ ପିଟିପିଟି ମାରିଦେଲେ

ଇସ୍‌ଲାମାବାଦ,୧୪।୨: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ବ୍ୟକ୍ତିଙ୍କୁ ଧର୍ମଗ୍ରନ୍ଥ କୋରାନ ଚିରିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ପିଟିପିଟି ମାରିଦେଇଛନ୍ତି। ଜଣେ ଲୋକ କୋରାନ ପୃଷ୍ଠା ଚିରିବା ସହ ପୋଡ଼ିଦେଇଥିବା ଘୋଷଣା କରାଯିବାରୁ ସନ୍ଧ୍ୟା ନମାଜ ପରେ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ।…

ଫ୍ରାଙ୍କ୍‌-ଓ୍ବାଲ୍‌ଟର ହେଲେ ପୁଣି ଜର୍ମାନୀର ରାଷ୍ଟ୍ରପତି

ବର୍ଲିନ,୧୪।୨: ଜର୍ମାନୀ ରାଷ୍ଟ୍ରପତି ଫ୍ରାଙ୍କ୍‌-ଓ୍ବାଲ୍‌ଟର ଟେଇନମେଇର ରାଷ୍ଟ୍ରପତି ଭାବେ ୫ ବର୍ଷ ପାଇଁ ପୁନଃ ନିର୍ବାଚିତ ହୋଇଛନ୍ତି। ସ୍ବତନ୍ତ୍ର ସଂସଦୀୟ ସଭାରେ ତାଙ୍କୁ ନିର୍ବାଚନ କରାଯାଇଛି। ପ୍ରମୁଖ ରାଜନୈତିକ ଦଳ ତାଙ୍କୁ ସମର୍ଥନ କରିଥିଲେ। ପାର୍ଲାମେଣ୍ଟର ନିମ୍ନ ସଦନ ସଦସ୍ୟ ଏବଂ…

ଅଷ୍ଟ୍ରେଲିଆ ଦୂତାବାସ ସ୍ଥାନାନ୍ତର

ସିଡ୍‌ନୀ,୧୪।୨: ୟୁକ୍ରେନ ରାଜଧାନୀ କ୍ୱିଭ୍‌ରେ ଥିବା ଅଷ୍ଟ୍ରେଲିଆ ଦୂତାବାସକୁ ସ୍ଥାନାନ୍ତର କରାଯାଇଛି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ପଶ୍ଚିମ ୟୁକ୍ରେନର ଲଭିଭ୍‌ ସହରର ଏକ ଅସ୍ଥାୟୀ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ୟୁକ୍ରେନରେ ଥିବା ସମସ୍ତ ଅଷ୍ଟ୍ରେଲିଆ ନାଗରିକଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri