ଏଣିକି ଆମେରିକା ଯାଇପାରିବେ କୋଭାକ୍ସିନ୍ ନେଇଥିବା ବ୍ୟକ୍ତି
ୱାଶିଂଟନ,୪।୧୧: ଭାରତର ସ୍ବଦେଶୀ ଟିକା କୋଭାକ୍ସିନର ଉଭୟ ଡୋଜ୍ ନେଇଥିବା ବ୍ୟକ୍ତି ଏଣିକି ବିନା ଦ୍ୱିଧାରେ ଆମେରିକା ଯାତ୍ରା କରିପାରିବେ। ଏନେଇ ଆମେରିକା ପ୍ରଶାସନ ସବୁଜ ସଙ୍କେତ ଦେଇଛି। ଭ୍ରମଣ ତାଲିକାରେ କୋଭାକ୍ସିନ ଅନ୍ତର୍ଭୁକ୍ତ ହେବା ଉପରେ ସିଡିସିର ପ୍ରେସ ଅଧିକାରୀ…
ଚାଇନାରେ ଦ୍ରୁତ ଗତିରେ ବଢୁଛି ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାର
ବେଜିଂ,୪।୧୧: ଆଜିକାଲି ଚାଇନା ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢାଇବାରେ ବ୍ୟସ୍ତ ଅଛି। ଆମେରିକାର ଅଧିକାରୀମାନେ ଏକ ବର୍ଷ ପୂର୍ବେ ଆକଳନ କରିଥିବା ତୁଳନାରେ ଚାଇନା ଏହାର ଆଣବିକ ଅସ୍ତ୍ର ସଂଖ୍ୟା ଦ୍ରୁତ ଗତିରେ ବଢାଇବାକୁ ପ୍ରୟାସ କରୁଛି। ଆମେରିକାର ସମାନ ହେବା…
ପେଗାସସ୍କୁ ବ୍ଲାକ୍ ଲିଷ୍ଟରେ ରଖିଲା ଆମେରିକା
ଓ୍ବାଶିଂଟନ୍,୩ା୧୧: ବିଶ୍ୱବ୍ୟାପୀ ଝଡ଼ ସୃଷ୍ଟି କରିଥିବା ଇସ୍ରାଏଲର ପେଗାସସ୍ ସ୍ପାଏଓ୍ବେର ପ୍ରସ୍ତୁତକର୍ତ୍ତା ଏନ୍ଏସ୍ଓ ଗ୍ରୁପ୍କୁ ବୁଧବାର ଆମେରିକା କଳା ତାଲିକାଭୁକ୍ତ କରିଛି। ଗତ ଜୁଲାଇ ୧୮ରେ ପେଗାସସ୍ ଗୁପ୍ତଚରଗିରି ସାମ୍ନାକୁ ଆସିଥିଲା। ଭାରତ ଓ ଆମେରିକା ସମେତ ବିଭିନ୍ନ ଦେଶର ଖବରଦାତା,…
ଫେସ୍ବୁକ୍ ଡିଲିଟ୍ କରିବ ୧ ବିଲିୟନରୁ ଅଧିକ ଲୋକଙ୍କ ଫେସ୍ ପ୍ରିଣ୍ଟ୍
ଓ୍ବାଶିଂଟନ,୩ା୧୧: ଫେସ୍ବୁକ୍ ଏହାର ଚେହେରା ଚିହ୍ନଟ ପ୍ରଣାଳୀ ବନ୍ଦ କରିବ ଏବଂ ୧ ବିଲିୟନରୁ ଅଧିକ ଲୋକଙ୍କ ଫେସପ୍ରିଣ୍ଟ ବିଲୋପ କରିବ ବୋଲି କହିଛି। ସମଗ୍ର ବିଶ୍ୱରେ ଏହି ଟେକ୍ନୋଲୋଜି ବିଷୟରେ ଚିନ୍ତା କରାଯିବା ପରେ ଫେସ୍ବୁକ୍ ଏହି ପଦକ୍ଷେପ ନେଇଛି।…
କ୍ଷେପଣାସ୍ତ୍ର ବଙ୍କର ନିର୍ମାଣ କରିଛି ଚାଇନା, ଆମେରିକା ଏଫ୍ଏଏସ୍ କଲା ପର୍ଦ୍ଦାଫାଶ୍…
ଓ୍ବାଶିଂଟନ,୩।୧୧: ଚାଇନା ତିନୋଟି ସ୍ଥାନରେ କ୍ଷେପଣାସ୍ତ୍ର ସିଲୋ ଫିଲ୍ଡ (ବଙ୍କର) ନିର୍ମାଣ କରିଛି। ଚାଇନା ଜାଣିଶୁଣି ଆଣବିକ ପ୍ରତିଯୋଗୀତାକୁ ପ୍ରୋତ୍ସାହିତ କରୁଥିବା କୁହାଯାଇଛଇ। ପାଶ୍ଚାତ୍ୟ ବିଶେଷଜ୍ଞମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ତିନୋଟି ସ୍ଥାନ ଉତ୍ତର କେନ୍ଦ୍ରୀୟ ଚାଇନାର…
ମହିଳାଙ୍କ ବାଥ୍ରୁମ୍ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ପ୍ଲମ୍ବର ମ୍ୟାନ୍, ଆଉ ତା’ ପରେ…
ଲଣ୍ଡନ,୩ା୧୧: ବ୍ରିଟେନର ଜଣେ ମହିଳାଙ୍କ ବାଥ୍ରୁମ୍ରେ ଜଣେ ୫୭ ବର୍ଷୀୟ ପ୍ଲମ୍ବର ଗୁପ୍ତ କ୍ୟାମେରା ଲଗାଇଥିଲେ। ଏହା ଦ୍ୱାରା ମହିଳାଙ୍କ ସମସ୍ତ ବାଥ୍ରୁମ୍ ଦୃଶ୍ୟ ଏହି କ୍ୟାମେରାରେ ରେକର୍ଡ କରିଥିଲେ। ଦିନେ ମହିଳାଙ୍କ ନଜର ଏହି କ୍ୟାମେରା ଉପରେ ପଡ଼ିଥିଲା। ଏହା…
ହକ୍କାନି ନେଟ୍ଓ୍ବାର୍କ କମାଣ୍ଡରଙ୍କୁ ହତ୍ୟା, ପାକିସ୍ତାନ-ତାଲିବାନ୍କୁ ଝଟ୍କା…
କାବୁଲ,୩।୧୧: ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ଦଖଲ କରିବା ପରେ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ମଙ୍ଗଳବାର ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହକ୍କାନି ନେଟୱାର୍କର ମୁଖ୍ୟ ରଣନୀତିଜ୍ଞ ତଥା ତାଲିବାନ ସରକାରଙ୍କ ଗୃହମନ୍ତ୍ରୀ…
ଆଇଆର୍ଆଇଏସ୍ ଶୁଭାରମ୍ଭ କଲେ ମୋଦି
ଗ୍ଲାସ୍ଗୋ, ୩ା୧୧: ଗ୍ଲାସ୍ଗୋ ଜଳବାୟୁ ସମ୍ମିଳନୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଛୋଟ ଦ୍ୱୀପପୁଞ୍ଜଗୁଡ଼ିକରେ ଭିତ୍ତିଭୂମି ବିକାଶ ନିମନ୍ତେ ମଙ୍ଗଳବାର ଏକ ଉଚ୍ଚାଭିଳାଷୀ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ଇନ୍ଫ୍ରାଷ୍ଟ୍ରକଚର ଫର୍ ରେଜିଲିଏଣ୍ଟ ଆଇଲାଣ୍ଡ୍ ଷ୍ଟେଟ୍ସ(ଆଇଆର୍ଆଇଏସ୍) ଜଳବାୟୁ ପରିବର୍ତ୍ତନ ଜନିତ…
୨୦୩୦ ସୁଦ୍ଧା ବନ୍ଦ ହେବ ଜଙ୍ଗଲ ନଷ୍ଟ
ଗ୍ଲାସ୍ଗୋ, ୩ା୧୧: ଜଳବାୟୁରେ ନକାରାତ୍ମକ ପରିବର୍ତ୍ତନର ପ୍ରମୁଖ କାରଣ ପାଲଟିଥିବା ବନାଞ୍ଚଳ ନଷ୍ଟ ଓ ମୃତ୍ତିକା କ୍ଷୟ ୨୦୩୦ ସୁଦ୍ଧା ବନ୍ଦ କରିବାକୁ ଗ୍ଲାସ୍ଗୋ ଜଳବାୟୁ ସମ୍ମିଳନୀରେ ପ୍ରତିଶ୍ରୁତି ଦେଇଛନ୍ତି ବିଶ୍ୱର ପ୍ରାୟ ଶହେ ନେତା। ଜଙ୍ଗଲ ସୁରକ୍ଷା ତଥା ଏହାର…
କାବୁଲ ସେନା ହସ୍ପିଟାଲ ନିକଟରେ ବିସ୍ଫୋରଣ: ୧୯ ମୃତ, ୫୦ ଆହତ
କାବୁଲ,୨ ।୧୧: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣିଥରେ ବିସ୍ଫୋରଣର ଶବ୍ଦ ଶୁଭିଛି । ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣରେ ୧୯ଜଣଙ୍କ ମୃତ୍ୟୁ ହେବା ସହ ୫୦ ଆହତ ହୋଇଛନ୍ତି । ନ୍ୟୁଜ ଏଜେନ୍ସି ଏଏଫ୍ପିର ସୂଚନା ଅନୁଯାୟୀ, କାବୁଲ ସହରର ସରଦାର…
ଲୋକଙ୍କୁ ଜରୁରୀ ସାମଗ୍ରୀ ମହଜୁଦ୍ ରଖିବା ଲାଗି କହୁଛନ୍ତି ଚାଇନା ସରକାର, ସୋସିଆଲ ମିଡ଼ିଆରେ ଭାଇରାଲ…
ବେଜିଂ,୨।୧୧: ଚାଇନାର ଲୋକଙ୍କୁ ଜରୁରୀ ସାମଗ୍ରୀ ମହଜୁଦ୍ ରଖିବା ଲାଗି ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। ଏହି ଖବର ଏବେ ସୋସିଆଲ ମିଡ଼ିଆରେ ପ୍ରଚାରିତ ହେବାରେ ଲାଗିଛି। ଚାଇନାରେ କରୋନା ମହାମାରୀ ସଂକ୍ରମଣ ବଢୁଥିବାରୁ ସରକାର ଏଭଳି…
ଫେଲ ହୋଇଗଲେ ରାଜକୁମାରୀଙ୍କ ପତି
ଟୋକିଓ,୨ ।୧୧: ଜାପାନର ପୂର୍ବତନ ସମ୍ରାଟ ଅକିହିତୋଙ୍କ ନାତୁଣୀ ତଥା ଜାପାନ ରାଜକୁମାରୀ ମାକୋ ନିକଟରେ ରାଜପରିବାର ତ୍ୟାଗ କରି ନିଜ ପୁରୁଷ ବନ୍ଧୁ କେଇ କୋମୁରୋଙ୍କୁ ବିବାହ କରିଥିଲେ । ଏହି ବିବାହକୁ ନେଇ ଚର୍ଚ୍ଚା ବି ଯୋର ଧରିଥିଲା…
Archives


