ବାଇଡେନ୍‌ଙ୍କ ଆୟଠାରୁ ଅଧିକ ଆୟକର ପୈଠ କରୁଛନ୍ତି କମଲା ହାରିସ୍‌…

ଓ୍ବାଶିଂଟନ,୧୮।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି କମଲା ହାରିସ୍‌ ସେମାନଙ୍କର ଆୟକର ସମ୍ପର୍କିତ ରିପୋର୍ଟ ସାର୍ବଜନୀକ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ, ବାଇଡେନ୍‌ ଏବଂ ତାଙ୍କ ସ୍ତ୍ରୀ ୨୦୨୦ ବର୍ଷରେ ଯେତିକି ଆୟ କରିଛନ୍ତି ତାହାଠାରୁ ଅଧିକ କମଲା ଏବଂ ତାଙ୍କ ସ୍ବାମୀ ଆୟକର ବାବଦରେ ପୈଠ କରିଛନ୍ତି। ହ୍ବାଇଟ୍‌ ହାଉସ୍‌ ରିପୋର୍ଟ ଅନୁସାରେ ବାଇଡେନ୍‌ଙ୍କ ଆୟ ୨୦୨୦ରେ ୬,୦୭,୩୩୬ ଡଲାର ଥିଲା। ଏହା ୨୦୧୯ରେ ହୋଇଥିବା ୯,୮୫,୨୨୩ ଡଲାର ତୁଳନାରେ ଯଥେଷ୍ଟ କମ୍‌। ବାଇଡେନ୍‌ ୨୦୨୦ରେ ମୋଟ ୧,୫୭,୪୧୪ ଡଲାର ଆୟକର ଦେଇଛନ୍ତି। ୨୦୨୦ରେ କମଲାଙ୍କ ଆୟ ୧୬,୯୫,୨୨୫ ଡଲାର ଥିଲା। ଆୟକର ବାବଦରେ ସେ ୬,୨୧,୮୯୩ ଡଲାର ପୈଠ କରିଛନ୍ତି, ଯାହାକି ବାଇଡେନ୍‌ଙ୍କ ଆୟଠାରୁ ଅଧିକ ରହିଛି। ବାଇଡେନ୍‌ ଦାତବ୍ୟ ଅନୁଷ୍ଠାନକୁ ୩୦, ୭୦୪ ଡଲାର ଦାନ କରିଥିବାବେଳେ କମଲା ୨୭,୦୦୬ ଡଲାରର ଦାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାବ ପକାଇଲା ଇସ୍ତାନବୁଲ ବାର୍ତ୍ତା: ପୁଟିନ୍‌-ଜେଲେନ୍‌ସ୍କିଙ୍କ ମଧ୍ୟରେ ହୋଇପାରେ ସାକ୍ଷାତକାର

ଇସ୍ତାନବୁଲ,୨୯।୩: ତୁର୍କୀର ଇସ୍ତାନବୁଲରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଆଲୋଚନା ହୋଇଛି। ଦିର୍ଘ ୩ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ଏହି ବୈଠକ...

ତାଲିବାନ ଦେଖାଉଛି ଅସଲ ଚେହେରା: ଦାଢି କାଟିଲେ ମିଳିବ ଦଣ୍ଡ

କାବୁଲ,୨୭ ।୯: ଆଫଗାନିସ୍ତାନରେ ଜୋର ଜବରଦସ୍ତ କବଜା କରି ସରକାର ଚଲାଉଥିବା ତାଲିବାନ ୨୦ ବର୍ଷ ତଳର ରଙ୍ଗ ପୁଣିଥରେ ଦେଖାଉଛି । ମହିଳା, ଶିଶୁ,...

ଟାର୍ଗେଟ୍‌ ଆକ୍ରମଣ ଯୋଜନା କରୁଛି ରୁଷିଆ, ଲୋକଙ୍କ ଘର ଉପରେ ସନ୍ଦିଗ୍ଧ ଚିହ୍ନ…

କ୍ୱିଭ୍‌,୧।୩ : ରୁଷିଆ ଏବେ ୟୁକ୍ରେନ୍‌ରେ ଟାର୍ଗେଟ୍‌ ଆକ୍ରମଣର ଯୋଜନା କରୁଥିବା ଅଭିଯୋଗ ହୋଇଛି। କ୍ୱିଭ୍‌ର ବହୁ ଲୋକଙ୍କ ଘର ଉପରେ ସନ୍ଦିଗ୍ଧ ଚିହ୍ନ ଦେଖିବାକୁ...

ଆର୍ଥିକ ସଙ୍କଟ ସାଙ୍ଗକୁ ବଢୁଛି କରୋନା ମାମଲା

ଇସଲାମାବାଦ,୨୫ା୩: ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ କରୋନା ପ୍ରକୋପ କମିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

‘ଟାୱାର ଅଫ ଲଣ୍ଡନ’ରେ ପ୍ରଦର୍ଶନ ପାଇଁ ରଖାଯିବ ଭାରତର କୋହିନୂର ହୀରା

ନୂଆଦିଲ୍ଲୀ,୧୭ ।୩: ବ୍ରିଟେନ ମହାରାଣୀଙ୍କ ମୁକୁଟରେ ଲାଗିଥିବା କୋହିନୂର ହୀରା ପୁଣିଥରେ ଆସିଛି ଚର୍ଚ୍ଚାକୁ । ଗତବର୍ଷ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ପରେ କୋହିନୂର...

ପୃଷ୍ଠା ଲେଉଟାଇବା ସମୟ

ଓ୍ବାଶିଂଟନ,୧୬ା୧୨ ଆମେରିକା ନିର୍ବାଚନରେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ୭୮ ବର୍ଷୀୟ ଡେମୋକ୍ରାଟ ଜୋ ବାଇଡେନ୍‌ ବିଜୟୀ ହୋଇଛନ୍ତି। ଇଲେକ୍ଟୋରାଲ କଲେଜ ସୋମବାର ଏହି ବିଷୟ...

ହାଫିଜ୍‌ଙ୍କୁ ଖୁବ୍‌ଶୀଘ୍ର ଗିରଫ କରିବ ପାକିସ୍ତାନ:ଭୟରେ ଭୁଆଁ

ଲାହୋର/ନୂଆଦିଲ୍ଲୀ,୫।୭(ପି.ଟି.):ଭାରତର କୂଟନୀତି ଓ ଅନ୍ତର୍ଜାତୀୟ ସମୁଦାୟର ଚାପ ଆଗରେ ମୁଣ୍ଡ ନୁଆଁଇ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ୍‌ଙ୍କ ସମେତ ତାଙ୍କର ୧୨ ସହଯୋଗୀଙ୍କ...

ବନ୍ଧୁକ ବିଲ୍‌ ଆମେରିକା କଂଗ୍ରେସରେ ଗୃହୀତ

ଓ୍ବାଶିଂଟନ,୨୫।୬: ଆମେରିକାରେ ବନ୍ଧୁକ ନିୟନ୍ତ୍ରଣ ଲାଗି ଅଣାଯାଇଥିବା ଐତିହାସିକ ବାଇପାର୍ଟିସନ ଗନ୍‌ ଭାଓଲେନ୍ସ ବିଲ୍‌ ଶୁକ୍ରବାର କଂଗ୍ରେସର ଅନୁମୋଦନ ଲାଭ କରିବା ପରେ ଏହାକୁ ରାଷ୍ଟ୍ରପତି...

Advertisement
Archives

Model This Week