ନେପାଳରେ ଭୂକମ୍ପ

କାଠମାଣ୍ଡୁ, ୧୯।୫: ନେପାଳର କେନ୍ଦ୍ରୀୟ ଲମଜୁଙ୍ଗ୍‌ ଜିଲାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୮ ରହିଥିଲା। ଏଥିରେ ୬ ଜଣ ଆହତ ହୋଇଥିବା ବେଳେ ଅନେକ ଘର ଭାଙ୍ଗି ଯାଇଛି। ଭଗ୍ନାବଶେଷ ତଳେ ପୋତିହୋଇଥିବା ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ୨୦୧୫ ଗୋର୍ଖା ଭୂକମ୍ପର ଏହା ପଶ୍ଚାତ୍‌ କମ୍ପନ ବୋଲି କୁହାଯାଉଛି। ୨୦୧୫ ଏପ୍ରିଲରେ ୭.୮ ତୀବ୍ରତାର ଭୂକମ୍ପ ହୋଇଥିଲା, ଯେଉଁଥିରେ ପ୍ରାୟ ୯,୦୦୦ ଲୋକ ପ୍ରାଣ ହରାଇଥିଲେ ଓ ୮ ଲକ୍ଷ ଘର ଭାଙ୍ଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଫ୍ରାନ୍ସରେ କମୁଛି ଦୈନିକ ସଂକ୍ରମଣ

ୱାଶିଂଟନ/ବ୍ରୁସେଲ୍ସ,୨୫ ।୧: ସାରାବିଶ୍ୱରେ କରୋନାର ତାଣ୍ଡବ ଲାଗି ରହିଥିବା ବେଳେ ଏହାକୁ ହରାଇବା ଲାଗି ବିଭିନ୍ନ କଟକଣାମାନ ଲଗାଯାଉଛି । ବ୍ରୁସେଲ୍ସରେ କରୋନା ଓ ଏହାର...

ପାକିସ୍ତାନ ସଂସଦରେ ହାଇ ଭୋଲଟେଜ୍‌ ଡ୍ରାମା: ବିରୋଧୀ ବାଛିଲେ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୩।୪:ପାକିସ୍ତାନର ସଂସଦରେ ରବିବାର ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବ ପାକିସ୍ତାନ ନ୍ୟାସନାଲ...

ବ୍ରିଟେନର ସ୍ବରାଷ୍ଟ ମନ୍ତ୍ରୀ ହେଲେ ଭାରତୀୟ ମୂଳର ପ୍ରୀତି ପଟେଲ

ଲଣ୍ଡନ, ୨୫।୭: ବ୍ରିଟେନର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଭାରତୀୟ ମୂଳର ପ୍ରୀତି ପଟେଲ। ବୁଧବାର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ତାଙ୍କୁ ଏହି ଦାୟିତ୍ୱ...

ମାଗଣାରେ ଖାଇବାକୁ ବାଂଲାଦେଶ ଆସୁଛନ୍ତି ଭାରତୀୟ: ବୈଦେଶିକ ମନ୍ତ୍ରୀ

ଢାକା,୧୭।୧୨: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଏହାରି ଭିତରେ ବାଂଲାଦେଶ ବୈଦେଶିକ...

ଆମେରିକା ସହ ଲଢ଼େଇ ପାଇଁ ଉତ୍ତରକୋରିଆର ୮ ଲକ୍ଷ ଲୋକ ସେନାରେ ହେବେ ସାମିଲ…

ପ୍ୟୋଙ୍ଗୟ୍ୟାଙ୍ଗ,୧୮।୩ : ଦକ୍ଷିଣ କୋରିଆ ଏବଂ ଆମେରିକାର ମିଳିତ ସାମରିକ ଅଭ୍ୟାସକୁ ବନ୍ଦ କରିବା ପାଇଁ ଉତ୍ତର କୋରିଆ ପ୍ରତିଦିନ ନୂଆ ଅଭିମୁଖ୍ୟ୍‌ ଗ୍ରହଣ କରୁଛି।...

କୋଠାରେ ଅଗ୍ନିକାଣ୍ଡ: ୧୦ ଜୀବନ୍ତ ଦଗ୍ଧ, ୯ ଆହତ

ବେଜିଂ,୨୫।୧୧: ଚାଇନାର ଜିନଜିଆଙ୍ଗ ଉଇଗରରେ ଏକ ବଡ ଦୁର୍ଘଟଣା ଘଟିଛି। ରାଜଧାନୀ ଉରୁମକିରେ ଥିବା ୨୧ ମହଲା ବିଶିଷ୍ଟ ଆବାସିକ କୋଠାରେ ଏକ ବଡ଼ ଅଗ୍ନିକାଣ୍ଡ...

ଚାଇନାକୁ ଆପଲର ଝଟ୍‌କା, ଭାରତରେ ଉତ୍ପାଦନ ଯୋଜନା…

ଓ୍ବାଶିଂଟନ, ୨୨।୫ : କରୋନା ସଂକ୍ରମଣ ଯୋଗୁ ଚାଇନାରେ କଡା ପ୍ରତିବନ୍ଧକ ଲଗାଯାଇଛି। ଏପରିସ୍ଥଳେ ପ୍ରସିଦ୍ଧ କମ୍ପାନୀ ଆପଲ ଚାଇନା ବାହାରେ ବ୍ୟବସାୟ କରିବା ବିଷୟରେ...

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କ ହତ୍ୟା ପଛରେ ପ୍ରେମ ପ୍ରସ୍ତାବ

ଇସ୍ଲାମାବାଦ,୨୩।୩: ପାକିସ୍ତାନରେ ୧୮ ବର୍ଷୀୟା ହିନ୍ଦୁ ଯୁବତୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ଏବଂ...

Advertisement
Archives

Model This Week