କାନ୍ଦୁଥିବା ପାଲେଷ୍ଟାଇନ୍‌ ନାବାଳିକାଙ୍କ ଭିଡ଼ିଓ ଭାଇରାଲ…

ରାମାଲାହ,୧୭।୫: ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି। ଦୁଇଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ସ୍ଥିତି ଯୋଗୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଜଣେ କାନ୍ଦୁଥିବା ୧୦ ବର୍ଷ ବୟସ୍କା ନାବାଳିକାଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ନାବାଳିକା ଜଣଙ୍କ ହେଉଛନ୍ତି ନାଦିନେ ଆବଦେଲ୍‌ ତୈଫ୍‌। ସେ କାନ୍ଦି କାନ୍ଦି ଇସ୍ରାଏଲ୍‌ ରକେଟ ମାଡ଼ରେ ଧ୍ୱଂସ ହୋଇଥିବା କୋଠାବାଡ଼ି ଆଡ଼କୁ ହାତ ଦେଖାଇ ପ୍ରତିଦିନ ଏଭଳି ଅବସ୍ଥାରେ କିଭଳି ମଣିଷ ବଞ୍ଚି ପାରିବ ତାହା ପ୍ରଶ୍ନ କରିଛନ୍ତି। ଟୁଇଟରରେ ଅପଲୋଡ୍‌ ହୋଇଥିବା ଏକ ମିନିଟ୍‌ ୧୯ ସେକେଣ୍ଡର ଏହି ଭିଡ଼ିଓ ଏବେ ଅନ୍ତର୍ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କରିଛି। ଯୁଦ୍ଧ ଦ୍ୱାରା ସମ୍ପୃକ୍ତ ଦେଶର ସାଧାରଣ ଲୋକଙ୍କ ସ୍ଥିତି କିଭଳି ଦୟନୀୟ ହୋଇଥାଏ ତାହା ଏହି ଭିଡ଼ିଓ ଯୋଗୁ ଅନେକ ୟୁଜରଙ୍କୁ ଭାବୁକ କରିଛି। ନାଦିନେ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଆଶା ରଖିଥିବାବେଳେ ତାହା କିଭଳି ସମ୍ଭବ ହେବ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହୋଇଛି ୩୭୫ ସଂକ୍ରାମକ ରୋଗ, ୨୧୮ ରୋଗ ବିପଜ୍ଜନକ…

ଲଣ୍ଡନ, ୯।୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀରେ ୩୭୫ ପ୍ରକାର ସଂକ୍ରାମକ ରୋଗ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ୨୧୮ଟି ରୋଗ ବିପଜ୍ଜନକ ବୋଲି ପ୍ରକାଶିତ...

ମରିଛନ୍ତି ୬୦୦ରୁ ଅଧିକ ୟୁକ୍ରେନ୍‌ ସୈନ୍ୟ: ରୁଷିଆ…

ମସ୍କୋ,୯।୧ : ୟୁକ୍ରେନରେ ରୁଷିଆ ଦ୍ୱାରା ଜାରି ହୋଇଥିବା ଏକପାଖିଆ ଅସ୍ତ୍ରବିରତି ରବିବାର ୩୬ ଘଣ୍ଟା ପରେ ଶେଷ ହୋଇଛି। ଏହା ପରେ ରୁଷିଆ ଆକ୍ରମଣ...

ରୁଷିଆର ବିଧ୍ୱଂସକାରୀ ଯୋଜନା: ପୁଣି ପକାଇବ ଫସଫରସ ବୋମା…

ମସ୍କୋ,୮।୫ : ରୁଷିଆ ଫସଫରସ ବୋମା ଦ୍ୱାରା ୟୁକ୍ରେନର ବାଖମୁଟ ସହର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ୟୁକ୍ରେନ ସୈନ୍ୟ ବିଭାଗ ଦ୍ୱାରା ପ୍ରକାଶିତ...

ଭାରତୀୟ ଉଚ୍ଚାୟୁକ୍ତଙ୍କ ଇଫତାର୍‌ ପାର୍ଟିରେ ଅତିଥିଙ୍କୁ ଧମକାଇଲେ ପାକିସ୍ତାନ ଅଧିକାରୀ

ଇସଲାମାବାଦ୍‌,୨।୬: ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଇଫତାର୍‌ ପାର୍ଟିରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଯୋଗଦେଇଥିବା ଅତିଥିମାନଙ୍କୁ ପାକିସ୍ତାନ...

ଏହି ଦେଶରେ ଏବେସୁଦ୍ଧା ଆରମ୍ଭ ହୋଇନି ଟିକାକରଣ

ସମଗ୍ର ବିଶ୍ୱରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଦେଶରେ ଟିକାକରଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି।...

୨.୫ ଲକ୍ଷ ଟୁଇଟର ଅକାଉଣ୍ଟ ବନ୍ଦ କରିବାକୁ ଆମେରିକା ସରକାରି କହିଥିଲେ: ଏଲନ ମସ୍କ…

ଓ୍ବାଶିଂଟନ,୪।୧ : ଏଲନ ମସ୍କ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରାୟ ୨.୫ ଲକ୍ଷ ଟୁଇଟର ଆକାଉଣ୍ଟ ବନ୍ଦ କରିବାକୁ ଆମେରିକା...

ଅରୁଣାଚଳ ପ୍ରଦେଶରେ ଗାଁ ନିର୍ମାଣ କରି ଭାରତକୁ ନାଲି ଆଖି ଦେଖାଉଛି ଚାଇନା

ବେଜିଂ,୨୨।୧: ଭାରତ ଏବଂ ଚାଇନା ମଧ୍ୟରେ ଲଦାଖରେ ସୀମା ବିବାଦ ଏପର୍ଯ୍ୟନ୍ତ ଥମି ନାହିଁ। ଚାଇନା ପୁଣିଥରେ ଅରୁଣାଚଳ ପ୍ରଦେଶ ଉପରେ ନିଜ ହକ୍‌ ଜାହିର...

ୟୁକ୍ରେନ୍‌ ସୀମା ନିକଟରେ ନ୍ୟୁକ୍ଲିୟର ବମ୍ବର

କିଭ୍‌, ୧୯।୪: ପାଖାପାଖି ଦୁଇ ମାସ ହେଲା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଥମିବାର ନାଁ ନେଉ ନ ଥିବାବେଳେ କ୍ରେମଲିନ୍‌ ପକ୍ଷରୁ ନ୍ୟୁକ୍ଲିୟର ଆକ୍ରମଣର ଆଶଙ୍କା ଘନଉଛି।...

Advertisement
Archives

Model This Week