ଅନ୍ତର୍ଜାତୀୟ

ତାଲିବାନ ଶାସନରେ ଜୋତା ପଲିସ କରିବାକୁ ବାଧ୍ୟ ହେଲେ ମହିଳା ଶିକ୍ଷୟିତ୍ରୀ

କାବୁଲ,୧୧ ।୧୨: ଆଫଗାନୀସ୍ତାନରେ ତାଲିବାନ ଶାସନ କରିବା ପରଠାରୁ ସେଠାକାର ଲୋକଙ୍କ ଜୀବନ ଜୀବିକା ଏକଦମ ବଦଳି ଯାଇଛି । ଏବେ ସେଠାକାର ଅଧିକାଂଶ ଲୋକେ ଭୋକରେ କାଳ କାଟୁଥିବା ସୂଚନା ମିଳୁଛି । ବିଶେଷ କରି ମହିଳାମାନେ ନାନା ଅସୁବିଧାର…

ଟିକା ନ ନେଲେ ୩ ଲକ୍ଷ ଜରିମାନା

ଅଷ୍ଟ୍ରିୟା,୧୦ା୧୨: ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଏବେ ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଛି। ଏପରିସ୍ଥିତିରେ ଅଷ୍ଟ୍ରିୟାର ଅଧିକାଂଶ ଲୋକ କରୋନା ଟିକା ନେବାକୁ ଅମଙ୍ଗ ହେଉଛନ୍ତି। ଏହି ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା,…

ମାଲିକଙ୍କ ଉପରେ ପ୍ରଚଣ୍ଡ ରାଗିଗଲେ ମହିଳା କର୍ମଚାରୀ, ନେଲେ ଚରମ ପଦକ୍ଷେପ

ବ୍ୟାଙ୍କକକ୍‌,୧୦ା୧୨: ଥାଇଲାଣ୍ଡରେ ଜଣେ ମହିଳା କର୍ମଚାରୀ ତାଙ୍କ ମାଲିକଙ୍କ ଉପରେ ରାଗି ଏମିତି ପଦକ୍ଷେପ ନେଇଛନ୍ତି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏକ ରିପୋର୍ଟ ଅନୁଯାୟୀ, ୩୮ ବର୍ଷୀୟା ଏନ୍‌ ଶ୍ରୀୟା ନାମକ ଜଣେ ମହିଳା କର୍ମଚାରୀ ତାଙ୍କ ମାଲିକଙ୍କ ଉପରେ…

ଓମିକ୍ରନ୍‌ ବିରୋଧରେ କାମ ଦେଉନି ବୁଷ୍ଟର ଡୋଜ୍‌

ସିଙ୍ଗାପୁର,୧୦।୧୨: କରୋନାର ନୂଆ ଭାରିଆଣ୍ଟ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏବେ କରୋନାର ବୁଷ୍ଟର ଡୋଜ୍‌ ଟିକି ନେବା ପାଇଁ ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ଏହି ବୁଷ୍ଟର ଡୋଜ୍‌ ଓମିକ୍ରନ୍‌ ବିରୋଧରେ ସଫଳ ସାବ୍ୟସ୍ତ ହେଉନାହିଁ। ନିକଟରେ ସିଙ୍ଗାପୁରରେ…

ମର୍ମନ୍ତୁଦ ସଡକ ଦୁର୍ଘଟଣା ୪୯ ମୃତ

ମେକ୍ସିକୋ,୧୦।୧୨: ଦକ୍ଷିଣ ମେକ୍ସିକୋର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ କାର୍ଗୋ ଟ୍ରକ ଶତାଧିକ ଲୋକଙ୍କୁ ନେଇ ଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିବା ସହ ଏକ ବ୍ରିଜ୍‌କୁ…

ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଶେୟାର କଲେ ଶିକ୍ଷୟିତ୍ରୀ, ଆଉ ତା’ ପରେ…

ମସ୍କୋ,୧୦ା୧୨: ରୁଷିଆର ଜଣେ ଶିକ୍ଷୟିତ୍ରୀଙ୍କ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥି ପାଇଁ ତାଙ୍କୁ ଚାକିରି ହରାଇବାକୁ ପଡ଼ିଛି। ଶିକ୍ଷୟିତ୍ରୀ ଜଣକ ଅଶ୍ଳୀଳ ଭିଡିଓ କରି ଏହାକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଭିଡିଓ ଭାଇରାଲ ହେବା ପରେ ତାଙ୍କ…

୫୭ ବର୍ଷରେ ବାପା ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ, ୧୦ା୧୨: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ(୫୭) ପୁଣି ବାପା ହୋଇଛନ୍ତି। ସ୍ତ୍ରୀ କ୍ୟାରି ଜନ୍‌ସନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଗୁରୁବାର ଉଭୟେ ଘୋଷଣା କରିଛନ୍ତି। ଏହା ସେମାନଙ୍କ ଦ୍ୱିତୀୟ ସନ୍ତାନ। ଗତ ବର୍ଷ ଏପ୍ରିଲରେ କ୍ୟାରି ପୁଅ…

ଘଣ୍ଟାକୁ ୩୬୨ କିମି ବେଗରେ ଦୌଡ଼ିବ ଟ୍ରେନ

ପ୍ୟାରିସ,୧୦।୧୨: ବ୍ରିଟେନର ନୂଆ ହାଇସ୍ପିଡ୍‌ ରେଲଓ୍ବେ ଲାଇନ ଏଚ୍‌ଏସ୍‌୨ରେ ୟୁରୋପର ସବୁଠୁ ଦୂତତମ ଟ୍ରେନ ଦୌଡ଼ିବ। ଏହା ଘଣ୍ଟା ପ୍ରତି ୩୬୨ କିମି (୨୨୫ ମାଇଲ) ବେଗରେ ଚାଲିବ ବୋଲି କୁହାଯାଇଛି। ଫ୍ରାନ୍ସର ଅଲଷ୍ଟମ ଓ ଜାପାନର ହିଟାଚି ରେଲ କମ୍ପାନୀ…

ସପ୍ତାହକୁ ୩ ଦିନ ଛୁଟି

ଦୁବାଇ,୯।୧୨: ଆସନ୍ତା ୧ ତାରିଖରୁ ସରକାରୀ କାର୍ଯ୍ୟାଳୟରେ ସପ୍ତାହକୁ ୩ ଦିନ କାମ କରିବାକୁ ପଡ଼ିବ। ଏଭଳି ନିୟମ ସମ୍ପର୍କରେ ଗୁରୁବାର ଘୋଷଣା କରିଛି ସଦର୍ନ ଗଲ୍ଫ ଏମିରେଟ ଅଫ୍‌ ଶାରଜା। ଏଥିପୂର୍ବରୁ ୟୁନାଇଟେଡ୍‌ ଆରବ ଏମିରେଟ (ୟୁଏଇ) ମଙ୍ଗଳବାର ସରକାରୀ…

ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବେଜିଂ ଅଲିମ୍ପିକ୍ସକୁ କଲେ ବହିଷ୍କାର…

ଓ୍ବାଶିଂଟନ,୯।୧୨: ଚାଇନାରେ ୨୦୨୨ରେ ହେବାକୁଥିବା ଶୀତକାଳୀନ ଅଲିମ୍ପିକ୍ସ ଖେଳକୁ କୂଟନୈତିକ ଭାବରେ ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବହିଷ୍କାର କରିଛନ୍ତି। ଏନେି ସମ୍ପୃକ୍ତ ଦେଶ ପକ୍ଷରୁ ଘୋଷଣା କରାଯାଇଛି। ଏଭଳି ଘୋଷଣା କରେ ଚାଇନାର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ଚାଇନା କହିଛି ଏହାର ଠିକଣା…

ଦହି କିଣିବା ପାଇଁ ରାସ୍ତା ମଝିରେ ଟ୍ରେନ୍‌ ଅଟକାଇଦେଲେ ଚାଳକ, ଆଉ ତା’ ପରେ…

ଇସଲାମାବାଦ,୯ା୧୨: ପାକିସ୍ତାନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏକ ପାସେଞ୍ଜର ଟ୍ରେନ୍‌ ଚାଳକଙ୍କ ଅଦ୍ଭୁତ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛି। ଏହି ଚାଳକ ଜଣକ ଟ୍ରେନ୍‌ ଚାଲୁଥିବା ସମୟରେ ତାଙ୍କର ଦହି ଖାଇବାକୁ ଇଚ୍ଛା ହେଲା। ତେଣୁ ସେ ମଝି…

ବନ୍ଧୁକ ମୁନରେ ଗଣତନ୍ତ୍ର ,୧୧ ଜଣଙ୍କୁ ଜୀବନ୍ତ ଜଳାଇଲେ ସାମରିକ ଶାସକ…

ନାପିଦ୍ୱ,୯।୧୨: ମ୍ୟାନ୍‌ମାରରେ ସାମରିକ ଶାସକଙ୍କ ନିର୍ଯାତନା ସମସ୍ତ ସୀମା ଟପିଛି। ଦେଶରେ ବନ୍ଧୁକ ମୁନରେ ଗଣତନ୍ତ୍ର ସମର୍ଥକଙ୍କୁ ଦମନ କରାଯାଉଛି। ଏହା ସହିତ ସେନାର ଏକଛତ୍ରବାଦୀ ଶାସନ ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ, ସୈନ୍ୟବାହିନୀ ୫ ଜଣ ଛୋଟ ପିଲାଙ୍କ ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri