ଅନ୍ତର୍ଜାତୀୟ

ଶାର୍କ ଆକ୍ରମଣ ପରେ ବନ୍ଦ ହେଲା ସିଡ୍‌ନୀ ବିଚ୍‌

ସିଡ୍‌ନୀ,୧୭।୨: ସିଡ୍‌ନୀର ସମୁଦ୍ର କୂଳରେ ଶାର୍କ ଆକ୍ରମଣରେ ବୁଧବାର ଅପରାହ୍ନରେ ଜଣେ ସନ୍ତରଣକାରୀ ପ୍ରାଣ ହରାଇଛନ୍ତି। ଗତ ୬୦ ବର୍ଷ ମଧ୍ୟରେ ଶାର୍କ ଆକ୍ରମଣର ଏହା ପ୍ରଥମ ଘଟଣା। ଏଥିଯୋଗୁ ସିଡ୍‌ନୀ ସହରର ଆଇକନିକ ବୋଣ୍ଡି ଓ ବ୍ରୋଣ୍ଟେ ସମେତ ଅନେକ…

ନେପାଳରେ ରାଜନୈତିକ ଅସ୍ଥିରତା, ଆମେରିକା-ଚାଇନା ମୁହାଁମୁହିଁ, ପ୍ରଚଣ୍ଡଙ୍କ ଧମକ…

କାଠମାଣ୍ଡୁ,୧୭।୨ : ଭାରତର ପଡୋଶୀ ଦେଶ ନେପାଳ ପୁଣି ଥରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ଏଥର ମଧ୍ୟ ନେପାଳରେ ଚାଲିଥିବା ରାଜନୈତିକ ଅଡୁଆରେ ଚାଇନା ସମ୍ପୃକ୍ତି ରହିଛି। ନେପାଳର ଶାସକ ଶେର୍‌ ବାହାଦୂର ଦେଓବା ସରକାରଙ୍କ ସହଭାଗୀ ଥିବା ନେପାଳର…

ରାବି ନଦୀ ପ୍ରଦୂଷଣର ଶୀର୍ଷରେ, ୨୦୨୨ ପ୍ରଦୂଷିତ ନଦୀ ତାଲିକା…

ଲାହୋର,୧୭।୨ : ପାକିସ୍ତାନର ରାବି ନଦୀ ପୃଥିବୀର ସର୍ବାଧିକ ପ୍ରଦୂଷିତ। ୨୦୨୨ ପ୍ରଦୂଷିତ ନଦୀ ତାଲିକାରେ ରାବି ନଦୀ ଶୀର୍ଷରେ ରହିଛି। ରାବି ନଦୀର ପାଣିରେ ଅଧିକାଂଶ ବିପଜ୍ଜନକ ବ୍ୟାକ୍ଟେରିଆ ମିଳିଛି। ପୃଥିବୀର ସବୁଠାରୁ ପ୍ରଦୂଷିତ ନଦୀ ତାଲିକାରେ ଲାଟିନ ଆମେରିକୀୟ…

ରେଡ୍‌ ହାର୍ଟ ଇମୋଜି ପଠାଇଲେ ୨୦ ଲକ୍ଷ ଜରିମାନା, ସରକାରଙ୍କ ନୂଆ ନିୟମ…

ରିୟାଦ୍‌,୧୭।୨ : ସୌଦି ଆରବର କଠୋର ନିୟମ ବିଷୟରେ ସଭିଙ୍କୁ ଜଣା। ଅପରାଧୀଙ୍କ ଲାଗି ତ କଠୋର ନିୟମ ରହିଛି। ଏହା ସହିତ ନିତି ଦିନିଆ ଜୀବନରେ କିଛି ଭୁଲ ଦ୍ୱାରା ଲୋକଙ୍କ ଉପରେ ମଧ୍ୟ ଦଣ୍ଡାଦେଶ କରାଯାଇଥାଏ। ଏହି ଭୁଲ…

ସପ୍ତାହରେ ୪ ଦିନ କାମ…

ବ୍ରୁସେଲ୍ସ୍‌,୧୭।୨ : ବେଲଜିୟମରେ ଏବେ କର୍ମଚାରୀମାନେ ସପ୍ତାହରେ ଚାରି ଦିନ କାମ କରିବେ। ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ଡି କ୍ରୁ ଶ୍ରମ ଆଇନରେ ଏଭଳି ଏକ ପ୍ରମୁଖ ପରିବର୍ତ୍ତନ କରିଥିବା ସମ୍ପର୍କରେ ଘୋଷଣା କରିଛନ୍ତି। ପରିବର୍ତ୍ତନଗୁଡିକ ବିଷୟରେ ରାତାରାତି ବାର୍ତ୍ତାଳାପ ପରେ ସେ…

ଖେଳୁଛନ୍ତି ପୁଟିନ୍‌, ବାଇଡେନ୍‌ ସତର୍କ

କ୍ୱିଭ୍‌/ମସ୍କୋ/ଓ୍ବାଶିଂଟନ,୧୭ା୨: ୨୦୧୪ରେ କ୍ରିମିଆ ଦଖଲ କରି ରୁଷିଆରୁ ୟୁରୋପୀୟ ଶକ୍ତିଙ୍କୁ ବିତାଡ଼ିତ କରିବା ଥିଲା ବିଶ୍ୱକୁ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ଭ୍ଲାଡିମିର ପୁଟିନ୍‌ଙ୍କ ପ୍ରଥମ ସନ୍ଦେଶ। ଏବେ ପଡ଼ୋଶୀ ୟୁକ୍ରେନ୍‌ ଆମେରିକା ଆଡ଼କୁ ଢଳୁଥିବା ଦେଖି ପୁଟିନ୍‌ ଗୋଟିଏ ପଟେ ଆଲୋଚନା କଥା କହୁଥିବାବେଳେ…

ବ୍ରାଜିଲରେ ବର୍ଷା, ଭୂସ୍ଖଳନରେ ୭୮ ଲୋକ ମୃତ

ବ୍ରାସିଲିଆ,୧୭ ।୨: ବ୍ରାଜିଲର ରିଓ ଡି ଜେନେରିଓ ରାଜ୍ୟର ପାର୍ବତୀୟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଆସିଥିବା ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ବୃଦ୍ଧିପାଇ ୭୮ରେ ପଂହଞ୍ଚିଥିବା ସୂଚନା ମିଳିଛି । ସ୍ଥାନୀୟ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି…

ରୁଷିଆ ସେନା ଫେରାଇ ଆଣିବାକୁ ନେଇ ଆମେରିକାର ବଡ ବୟାନ, ଶେଷ ହୋଇନାହିଁ ପ୍ରକୃତ ବିପଦ

ୱାଶିଂଟନ,୧୭ ।୨: ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ବ୍ଲିଂକନ କହିଛନ୍ତି ୟୁକ୍ରେନ ସୀମାରୁ ରୁଷିଆ ସେନା ଫେରାଇ ଅଣାଯିବାର କୌଣସି ଅର୍ଥପୂର୍ଣ୍ଣ ଉଦ୍ଦେଶ୍ୟ ପରିଲକ୍ଷିତ ହେଉନାହିଁ । ସେ କହିଛନ୍ତି ଏବେବି ପ୍ରକୃତ ବିପଦ ରହିଯାଇଛି । ରୁଷିଆ ଯେତେବେଳେ ୟୁକ୍ରେନ…

‘ଭୟଭିତ ହୁଅ ନାହିଁ’

ନୂଆଦିଲ୍ଲୀ,୧୬।୨: ୟୁକ୍ରେନରେ ବସବାସ କରୁଥିବା ଭାରତୀୟଙ୍କୁ ସ୍ବଦେଶ ଫେରିବା ପାଇଁ ଫ୍ଲାଇଟ୍‌ ମିଳୁନାହିଁ। ଏହାକୁ ନେଇ ଭୟବିତ ନ ହେବାକୁ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଏହାର ପଡ଼ୋଶୀ ରୁଷିଆ ଅନ୍ତର୍ଜାତୀୟ ସୀମାରେ ବିପୁଳ ପରିମାଣାରେ ସୈନ୍ୟ, ଟ୍ୟାଙ୍କ ଓ ଯୁଦ୍ଧ…

ଆସିଲାଣି ଡେଲ୍ଟାକ୍ରନ୍‌, ଡବ୍ଲ୍ୟୁଏଚ୍‌ଓର ଚେତାବନୀ…

ଜେନେଭା/ନୂଆଦିଲ୍ଲୀ, ୧୬।୨ : ଦେଶରେ କୋଭିଡ -୧୯ ମହାମାରୀ ସଂକ୍ରମଣ ହେବାର ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଭାରତର ଦ୍ୱିତୀୟ ଲହରରେ ଡେଲ୍‌ଟା ମୁଖ୍ୟ ଷ୍ଟ୍ରେନ ଥିଲା। ତେଣୁ ବର୍ତ୍ତମାନ ଓମିକ୍ରନ ଏହାକୁ ପଛରେ ପକାଇ ସବୁଠାରୁ ସଂକ୍ରାମକ ଷ୍ଟ୍ରେନ…

ଯୁଦ୍ଧାଭ୍ୟାସ ଶେଷ, ଫେରୁଛନ୍ତି ରୁଷିଆ ସୈନ୍ୟ…

ମସ୍କୋ, ୧୬।୨ : ୟୁକ୍ରେନ୍‌କୁ ଘେରି ରହିଥିବା ରୁଷିଆ ସୈନ୍ୟଙ୍କ ଯୁଦ୍ଧାଭ୍ୟାସ ଶେଷ ହୋଇଛି। ସୈନ୍ୟମାନେ ଫେରିବା ଆରମ୍ଭ କରିଛନ୍ତି। ପଛକୁ ହଟିବା ଆରମ୍ଭ କରିଛନ୍ତି। ଗଣମାଧ୍ୟମ ସଂସ୍ଥା ଏଏଫ୍‌ପି ପକ୍ଷରୁ କୁହାଯାଇଛି ଯେ, ରୁଷିଆ ସୈନ୍ୟ ଏବେ ସୀମାରୁ ହଟିବା…

ଗୁଳି ଫୁଟିଲାନି-ସୈନ୍ୟ ବି ପ୍ରବେଶ କଲେ ନି, ୟୁକ୍ରେନ୍‌ରେ ହେଲା ଆକ୍ରମଣ…

ମସ୍କୋ/କାଇଭ୍‌,୧୬।୨ : ଫେବୃଆରୀ ୧୬ରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ନେଇ ଆମେରିକା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ଗୁଳି ଫୁଟିଲାନି କି ରୁଷିଆ ସୈନ୍ୟ ୟୁକ୍ରେନ୍‌ରେ ପ୍ରବେଶ ମଧ୍ୟ କଲେ ନାହିଁ। କିନ୍ତୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri