ଅନ୍ତର୍ଜାତୀୟ

ପୃଥିବୀର ପ୍ରଥମ ‘ପେପରଲେସ୍‌’ ସରକାର ହେଲା ଦୁବାଇ…

ଦୁବାଇ, ୧୩।୧୨: ସଂଯୁକ୍ତ ଆରବ ଏମିରେଟ୍ସର ଯୁବରାଜ ତଥା  ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ ରସିଦ ଅଲ ମାକତୁମ ଘୋଷଣା କରିଛନ୍ତି ଯେ ଦୁବାଇ ସରକାର ବିଶ୍ୱରେ ପ୍ରଥମ ‘ପେପରଲେସ୍‌’ସରକାର ହୋଇପାରିଛନ୍ତି। ଫଳରେ ଦୁବାଇ ପୃଥିବୀର…

ଏହି ଦେଶ ନିକଟରେ ରହିଛି ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର

ମସ୍କୋ,୧୩ା୧୨: ୟୁକ୍ରେନକୁ ନେଇ ରୁଷିଆ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ଉପରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଜବ ଦାବି କରି ଶତ୍ରୁ ଶିବିରକୁ ସ୍ତବ୍ଧ କରିଦେଇଛନ୍ତି। ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ ରୁଷିଆ ବିଶ୍ୱରେ ୧ ନମ୍ବର ଦେଶ ବୋଲି ସେ…

୨୦ ମିନିଟ୍‌ରେ ଚିହ୍ନଟ ହେବ ଓମିକ୍ରନ୍‌ !…

ସିଓଲ, ୧୩।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଦକ୍ଷିଣ କୋରିଆର ଗବେଷକମାନେ ଓମିକ୍ରନ ଭାରିଆଣ୍ଟର ଚିହ୍ନଟ ପାଇଁ ଏକ ମଲିକୁଲାର ଡାଇଗ୍ନୋଷ୍ଟିକ ଟେକ୍ନୋଲୋଜିର ବିକାଶ କରିଛନ୍ତି। ଏହା…

ଚାଇନାରେ ପୁଣି ଲକ୍‌ଡାଉନ୍‌…

ବେଜିଂ, ୧୩।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନାର ଏନ୍ତୁଡିଶାଳ ପାଲଟିଥିବା ଚାଇନାରେ ପୁଣି ଲକ୍‌ଡାଉନ୍‌ ଜାରି ହୋଇଛି। ଓମିକ୍ରନ ଭାରିଆଣ୍ଟ୍‌ର ଆ୍ରକାନ୍ତଙ୍କ ସଂଖ୍ୟ ବଢ଼ିବାରେ ଲାଗିଥିବାରୁ ଚାଇନାର ଜେଜିଆଙ୍ଗ ଅଞ୍ଚଳରେ ପୁନର୍ବାର…

୬୩ ଦେଶରେ ପହଞ୍ଚିଲା ଓମିକ୍ରନ୍‌…

ଜେନେଭା, ୧୩।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ପୃଥିବୀର ୬୩ ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ବ୍ୟାପିବା ସହିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳୁଛି।…

ମିସ୍‌ ୟୁନିଭର୍ସ ଟାଇଟେଲ୍‌ ଜିତି ଇତିହାସ ରଚିଥିବା ହରନାଜ୍‌ ସାନ୍ଧୁଙ୍କ ବିଷୟରେ ଜାଣନ୍ତୁ

ଜେରୁଜେଲମ୍‌,୧୩।୧୨: ଅଭିନେତ୍ରୀ-ମଡେଲ ହର୍‌ନାଜ୍‌ ସାନ୍ଧୁ ସୋମବାର ଇତିହାସ ସୃଷ୍ଟି କରିଛନ୍ତି। ସେ ମିସ ୟୁନିଭର୍ସ ୨୦୨୧ ଟାଇଟେଲ୍‌ ଜିତିଛନ୍ତି। ୨୧ ବର୍ଷ ପରେ ସେ ଭାରତ ପାଇଟାଇଟଲ ଜିତିଛି – ୮୦ ଟି ଦେଶରୁ ପ୍ରତିଯୋଗୀଙ୍କୁ ପରାସ୍ତ କରିଛି। ସାନ୍ଧୁଙ୍କ ପୂର୍ବରୁ…

‘ଅନ୍ୟ ସହ ନିଜକୁ ତୁଳନା ନ କରି ଆତ୍ମବିଶ୍ୱାସ ବୃଦ୍ଧି କରିବା ଉଚିତ’ ଉତ୍ତର ଦେଲେ ହରନାଜ୍‌…

ଇଲାଟ୍‌, ୧୩।୧୨: ଲାରା ଦତ୍ତା ମିସ୍‌ ୟୁନିଭର୍ସ ଭାବରେ ବିଜୟୀ ହେବାର ୨୧ବର୍ଷ ପରେ ପୁଣି ଥରେ ଭାରତ ପାଇଁ ଗର୍ବର ଏକ ମୁହୂର୍ତ୍ତ ଆସିଛି। ଭାରତର ହରନାଜ କୌର ସାନ୍ଧୁଙ୍କୁ ମିସ୍‌ ୟୁନିଭର୍ସ ଭାବେ ଚୟନ କରାଯାଇଛି। ତାଙ୍କୁ ମିସ୍‌…

ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଭାରତ ଝିଅ ହରନାଜ

ମୁମ୍ବାଇ,୧୩।୧୨: ଦୀର୍ଘ ୨୧ ବର୍ଷ ପରେ ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଭାରତର ଝିଅ ହରନାଜ ସାନ୍ଧୁ। ସେ ୨୦୨୧ ମସିହା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଏହି ମୁକୁଟ ହାସଲ କରିଛନ୍ତି। ଇସ୍ରାଏଲର ଇଲାଟରେ ଅନୁଷ୍ଠିତ ୭୦ତମ ମିସ୍‌ ୟୁନିଭର୍ସରେ ହାରନାଜ…

ଭଗ୍ନାବଶେଷ ତଳେ ଆତ୍ମୀୟଙ୍କ ସନ୍ଧାନ

ନ୍ୟୁୟର୍କ,୧୩।୧୨: ଆମେରିକାର କେଣ୍ଟକିରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ୬ ରାଜ୍ୟରେ ତାଣ୍ଡବ ରଚିଛି। ଏଥିରେ ୯୪ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲେ ହେଁ ପ୍ରକୃତ ସଂଖ୍ୟା ୧୦୦ରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ଝଡ଼ବର୍ଷାରେ ଘରଦ୍ୱାର ଭାଙ୍ଗିଯାଇଛି, ବଡ଼ବଡ଼…

ଓମିକ୍ରନ୍ ଟେଷ୍ଟ ପାଇଁ କୋରିଆ ବୈଜ୍ଞାନିକଙ୍କ ନୂଆ ଟେକ୍‌ନିକ୍‌, ୨୦ ମିନିଟରେ ଆସିଯିବ ରିପୋର୍ଟ

ସିଓଲ,୧୩ ।୧୨: ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏବେ ଏହି ଓମିକ୍ରନ୍‌ର ଚିହ୍ନଟ ପାଇଁ କୋରିଆର ବୈଜ୍ଞାନିକମାନେ ଏକ ନୂଆ ଟେକ୍‌ନିକ୍ ବାହାର କରିଛନ୍ତି…

ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି କରୋନା ସଂକ୍ରମିତ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

କେପଟାଉନ,୧୩ ।୧୨: ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ତାଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଥିବା ବେଳେ ଡାକ୍ତର ରାମାଫୋସାଙ୍କ ସ୍ୱାସ୍ଥ୍ୟ ଉପରେ ସମ୍ପୂର୍ଣ୍ଣ…

ଆମେରିକାକୁ ଉଜାଡିଦେଲା ବାତ୍ୟା

ମେଫିଲ୍ଡ, ୧୨।୧୨: ଆମେରିକାର ମଧ୍ୟପଶ୍ଚିମ ଓ ଦକ୍ଷିଣ ଭାଗରେ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପ୍ରଳୟଙ୍କରୀ ବାତ୍ୟାରେ ଆମେରିକାର ୫ଟି ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି। ଆର୍କାନସାସ୍‌, ମିସୌରି, ଟେନେସି, କେଣ୍ଟୁକିରେ ୫୫ ନିୟୁତରୁ ଊର୍ଦ୍ଧ୍ୱ ଲୋକ ବାତ୍ୟା ଦ୍ୱାରା ପ୍ରଭାବିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri