ଅନ୍ତର୍ଜାତୀୟ

ଏଠାରେ ଆଉ ପିନ୍ଧା ଯିବନି ମାସ୍କ୍‌…

ସିଙ୍ଗାପୁର,୨୪।୩ : ସିଙ୍ଗାପୁରରୁ ଏବେ କରୋନା କଟକଣା ହଟିବାକୁ ଯାଉଛି। ଟିକାକରଣ ପରେ ସିଙ୍ଗାପୁର ପ୍ରଶାସନ ନିଷ୍ପତ୍ତି ନେଇଛି ଯେ ଲୋକଙ୍କ ଗତିବିଧି ଉପରେ ଆଉ ପ୍ରତିବନ୍ଧକ ଲଗାଯିବ ନାହିଁ। ଏହା ବ୍ୟତୀତ, ଯଦି କେହି ଟିକାର ସମସ୍ତ ଡୋଜ୍‌ ନେଇଛନ୍ତି,…

ରୁଷିଆର ବଡ଼ ପରାଜୟ

କ୍ୱିଭ୍‌,୨୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଆଜିକୁ ଏକ ମାସ ବିତିଗଲାଣି। ଫେବୃଆରୀ ୨୪ରେ ଆଜିର ଦିନରେ ରୁଷିଆ ଆର୍ମି ୟୁକ୍ରେନରେ ପ୍ରବେଶ କରିଥିଲା, କିନ୍ତୁ ଗୋଟିଏ ମାସ ପରେ ମଧ୍ୟ ରୁଷିଆ ୟୁକ୍ରେନକୁ ପରାସ୍ତ କରିବାରେ ସକ୍ଷମ…

ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା, ଏବେ ଆମେରିକା ପ୍ରବେଶ କରିବା ସମ୍ଭାବନା !…

ଓ୍ବାଶିଂଟନ/ମସ୍କୋ,୨୪।୩ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ, ଏକ ଖବର ଏବେ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବୃଦ୍ଧି କରିଛି। ଯଦି ରୁଷିଆ ୟୁକ୍ରେନ ବିରୁଦ୍ଧରେ ଆଣବିକ ଅସ୍ତ୍ର ପ୍ରୟୋଗ କରେ, ତେବେ ଆମେରିକା ମଧ୍ୟ ଯୁଦ୍ଧରେ ପ୍ରବେଶ କରିବାକୁ ଯୋଜନା କରିଛି। ନ୍ୟୁୟର୍କ ଟାଇମ୍ସ…

ଆଣବିକ ଅସ୍ତ୍ରଶସ୍ତ୍ର ବନାମ ଟାଇଗର ଟିମ୍‌…

ଓ୍ବାଶିଂଟନ/ମସ୍କୋ,୨୪।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗତ ୪ ସପ୍ତାହ ଧରି ଯୁଦ୍ଧ ଜାରି ରହିଛି। ଏବେ ରୁଷିଆ ଆଣବିକ ଅସ୍ତ୍ରଶସ୍ତ୍ର ଆକ୍ରମଣର ଧମକ ଦେଉଛି। ରୁଷିଆର ଧମକକୁ ଦୃଷ୍ଟିରେ ରଖି ଆମେରିକା, ବ୍ରିଟେନ ଆଦି ଦେଶ ଏହି ଯୁଦ୍ଧ…

କେତେ ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି ନାଟୋ ଦେଲା ସୂଚନା…

ଓ୍ବାଶିଂଟନ/କ୍ୱିଭ୍‌/ମସ୍କୋ,୨୪।୩ : ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଆକଳନ କରିଛି ଯେ ୟୁକ୍ରେନରେ ଏକ ମାସ ଧରି ଚାଲିଥିବା ଯୁଦ୍ଧରେ ୭,୦୦୦ ରୁ ୧୫,୦୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ନାଟୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୟୁକ୍ରେନ…

ବିଶ୍ୱର ସମସ୍ତ ଦେଶ ମିଶି ଯୁଦ୍ଧ ବନ୍ଦ କରିବା ଦରକାର: ଜେଲେନ୍‌ସ୍କି

କ୍ୱିଭ୍‌,୨୪ ।୩: ରୁଷିଆ ଲଗାତାର ଭାବେ ପାଖାପାଖି ୧ ମାସଧରି ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ୟୁକ୍ରେନ୍ ବି ଏହାର ପାଲଟା ଜବାବ ଦେଉଛି । ହେଲେ ଏଥିରେ ଉଭୟ ଦେଶ କ୍ଷତି ସହୁଥିବା ବେଳେ ବିନା କାରଣରେ…

୪୫ ରୁଷୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ପୋଲାଣ୍ଡ

ଓ୍ବାର୍‌ସ, ୨୪ା୩: ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ରୁଷିଆର ୪୫ କୂଟନୀତିଜ୍ଞଙ୍କୁ ପୋଲାଣ୍ଡ ବହିଷ୍କାର କରିଛି। ଏ ନେଇ ପୋଲାଣ୍ଡ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୋଲାଣ୍ଡ ସ୍ପେଶାଲ ସର୍ଭିସେସ୍‌ର ଜଣେ ମୁଖପାତ୍ର ଷ୍ଟାନିସ୍‌ଲ ଜରିନ୍‌ କହିଛନ୍ତି, ସମ୍ପୃକ୍ତ ୪୫ କୂଟନୀତିଜ୍ଞ…

ରୁଷିଆ ଅସ୍ତିତ୍ୱ ବିପଦରେ ପଡ଼ିଲେ ଆଣବିକ ଯୁଦ୍ଧ

ମସ୍କୋ, ୨୪ା୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ବୁଧବାର ୪ ସପ୍ତାହ ପୂରିଥିବାବେଳେ ରୁଷୀୟ ସୈନ୍ୟ ଘାତକ ଆକ୍ରମଣ ଜାରି ରଖିଛନ୍ତି। ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଏଯାଏ ସଫଳ ହୋଇପାରି ନ ଥିବାରୁ କେବେ ଯୁଦ୍ଧବିରତି ହେବ ତାହା ସନ୍ଦେହରେ। ସେପଟେ ୟୁକ୍ରେନ୍‌…

କ୍ୱିଭ୍ ଉପରେ ଆକ୍ରମଣ ସମୟରେ ରୁଷିଆ ଖବରଦାତାଙ୍କ ମୃତ୍ୟୁ

କ୍ୱିଭ,୨୪ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହେବାକୁ ଯାଉଛି । ହେଲେ ଗୋଟିଏ ପଟେ ରୁଷିଆ ତା’ର ଜିଦରେ ଅଟଳ ରହିଥିବା ବେଳେ ୟୁକ୍ରେନ୍ ବି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ । ଏଥିରେ ଉଭୟ ଦେଶର ବହୁ…

ଦିନକୁ ଦିନ ସ୍ଥିତି ଭୟଙ୍କର: ଶ୍ରୀଲଙ୍କା ଛାଡ଼ି ଭାରତ ମୁହାଁ ଲୋକେ

ନୂଆଦିଲ୍ଲୀ,୨୩।୩: ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ପେଟ୍ରୋଲ ଓ ଡିଜେଲ ଅଭାବରୁ ଦେଶରେ ହାହାକାର ସ୍ଥିତି ଦେଖାଦେଇଛି। ଏସବୁ ଭିତରେ ଅନେକ ଲୋକ ଖାଦ୍ୟାଭାବରୁ…

କୌଣସି ପରିସ୍ଥିତିରେ ଇସ୍ତଫା ଦେବି ନାହିଁ: ଇମ୍ରାନ

ଇସଲାମାବାଦ,୨୩।୩: ପାକିସ୍ତାନର ଇମ୍ରାନ ଖାନ ସରକାର ଉପରେ ସଙ୍କଟର ବାଦଲ ଛାଇ ଯାଇଛି। ଇମ୍ରାନଙ୍କ ଗାଦିରୁ ହଟାଇବା ପାଇଁ ତାଙ୍କ ନିଜ ଦଳ ତେହେରିକ-ଇ-ଇନସାଫ (ପିଟିଆଇ)ର ଏମ୍‌ପିମାନେ ବି ଲାଗିପଡିଛନ୍ତି। ସେମାନେ ବିରୋଧୀ ସହ ହାତ ମିଳାଇଛନ୍ତି। ସରକାର ବିରୋଧରେ ସଂସଦରେ…

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କ ହତ୍ୟା ପଛରେ ପ୍ରେମ ପ୍ରସ୍ତାବ

ଇସ୍ଲାମାବାଦ,୨୩।୩: ପାକିସ୍ତାନରେ ୧୮ ବର୍ଷୀୟା ହିନ୍ଦୁ ଯୁବତୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କର ଦୁଇ ସହଯୋଗୀ ସୋମବାର ଜଣେ ହିନ୍ଦୁ ଯୁବତୀଙ୍କ ଘରେ ବଳ ପୂର୍ବକ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?